Posted inଫୁରସତ

ପରୀକ୍ଷା ଖାତାରେ ବିବାହକୁ ନେଇ ଏମିତି ଉତ୍ତର ଲେଖିଲେ ଛାତ୍ର, ଦେଖିଲେ ହସିହସି ଗଡ଼ିବେ

ପ୍ରତିଦିନ କିଛି ନା କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ବେଳେବେଳେ ଭିଡିଓରେ ଭିନ୍ନ କିଛି ଦେଖିବାକୁ ମିଳିଥାଏ। ଯାହା କି ପରବର୍ତ୍ତୀ ସମୟରେ ଟ୍ରେଣ୍ଡ ପାଲଟିଯାଏ। ଏବେ ସେମିତି ଏକ ପୋଷ୍ଟ ଭାଇରାଲ ହେଉଛି, ଯାହା ଦେଖିଲେ ହସିହସି ଗଡ଼ିବେ।

ଏହି ପୋଷ୍ଟଟି ଶିକ୍ଷା ଏବଂ ପରୀକ୍ଷା ସହିତ ଜଡ଼ିତ। ଯେଉଁଥିରେ ଜଣେ ଛାତ୍ର ଚମତ୍କାର କରିଛନ୍ତି। ଜଣେ ଛାତ୍ର ତାଙ୍କ କପିରେ ବିବାହର ଏକ ଅଦ୍ଭୁତ ସଂଜ୍ଞା ଲେଖିଛନ୍ତି। ଯାହା ଦେଖିବା ପରେ ଶିକ୍ଷକ ଚକିତ ହୋଇଥିଲେ। ଏହି ସମୟରେ ଛାତ୍ରଙ୍କ ଉତ୍ତର ସିଟ୍‌ ମଧ୍ୟ ଭାଇରାଲ ହେଉଛି। ବିବାହକୁ ବ୍ୟାଖ୍ୟା କରି ବାଳକ ଏପରି କିଛି ଲେଖିଥିଲେ ଯେ, ଶିକ୍ଷକ ପଢ଼ିବା ପରେ କଣ କରିବେ ବୁଝିପାରିଲେ ନାହିଁ।

छवि

ଏଥିରେ ଶିକ୍ଷକ ଛାତ୍ରଙ୍କୁ ବିବାହର ସଂଜ୍ଞା ଲେଖିବାକୁ କହିଥିଲେ। ୧୦ ନମ୍ବର ପ୍ରଶ୍ନର ଉତ୍ତରରେ ଛାତ୍ର ଜଣକ ଏକ ଭିନ୍ନ ସିଦ୍ଧାନ୍ତ ଲେଖିଥିଲେ। ଯେତେବେଳେ ଶିକ୍ଷକ ଛାତ୍ରଙ୍କ କପି ପାଇଲେ, ଅଜବ ଉତ୍ତର ଦେଖି ତାଙ୍କ ମନ ନଷ୍ଟ ହୋଇଗଲା। ବର୍ତ୍ତମାନ ଏହି ଉତ୍ତର ସିଟ୍‌ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଉତ୍ତର ପଢ଼ିବା ପରେ ହସ ବନ୍ଦ କରିପାରୁନାହାନ୍ତି।

ବିବାହ ସମ୍ବନ୍ଧରେ ଛାତ୍ରଙ୍କ ଏହି ଉତ୍ତର ସିଟ୍‌ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଯଦିଓ ଛାତ୍ର ଏହି ଉତ୍ତରରେ ୧୦ରୁ ୦ ମାର୍କ ପାଇଛନ୍ତି। ଶିକ୍ଷକ ତାଙ୍କ ମନ୍ତବ୍ୟରେ ଲେଖିଛନ୍ତି – ନନ୍‌ସେନ୍ସ। ଛାତ୍ର ଲେଖିଛନ୍ତି, ବିବାହ ହୁଏ ଯେତେବେଳେ ଝିଅର ମା’ ତାଙ୍କୁ କୁହନ୍ତି ତୁମେ ବର୍ତ୍ତମାନ ବଡ଼ ହୋଇଛ। ଆମେ ତୁମକୁ ଆଉ ଖାଇବାକୁ ଦେଇ ପାରିବୁ ନାହିଁ। ଭଲରେ ଯାଇ ଜଣେ ପୁରୁଷ ଖୋଜ, ଯିଏ ତୁମକୁ ଖାଇବାକୁ ଦେବ। ସେ ଏପରି ଜଣେ ବ୍ୟକ୍ତିଙ୍କୁ ଭେଟିଥାଏ ଯାହାର ମାତାପିତା ଚାହାନ୍ତି, ସେ ବିବାହ କରନ୍ତୁ। ଲୋକମାନେ ଏହି ଉତ୍ତରକୁ ବହୁତ ଉପଭୋଗ କରିଛନ୍ତି ଏବଂ ଏହାକୁ ସଠିକ୍‌ ପରିଭାଷା ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶରୁ ମୂଷା ବର୍ଷା: ଭିଡ଼ିଓ ଭାଇରାଲ…

ମେଲବୋର୍ନ,୧୩।୫: ଏବେ ସୋସିଆଲ୍‌ ମିଡ଼ିଆରେ ଆକାଶରୁ ମୂଷା ବର୍ଷା ହେଉଥିବାର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓଟି ଅଷ୍ଟ୍ରେଲିଆର। ଏକ ଖାଦ୍ୟଶସ୍ୟ ଗୋଦାମ ସଫା...

୨୪ ଘଣ୍ଟା ମଧ୍ୟରେ କ୍ୟାପଶନ ଦେଲେ ମିଳିବ କାର: ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୧୧ ।୧୦: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସବୁବେଳେ ରହିଥାଆନ୍ତି ଆକ୍ଟିଭ । ସମୟ ସମୟରେ ଲୋକଙ୍କ ମନୋବଳ...

ପାଣିରେ ଚାଲିବ ଗାଡି: ମାଇଲେଜ୍‌ ଦେବ ୩୦ କି.ମି.

ହାଇଦ୍ରାବାଦ,୪।୧୨: ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢ଼ୁଥିବା ବେଳେ ଗ୍ଲୋବାଲ ଓ୍ବାର୍ମିଂ ମଧ୍ୟ ବଢ଼ି ବଢ଼ି ଚାଲିଛି। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ହାଇଦ୍ରାବାଦର...

ଶନିବାର ରାତ୍ର ସାଢ଼େ ୮ରୁ ସାଢ଼େ ୯ ବିଦ୍ୟୁତ୍‌ ଆଲୋକ ବନ୍ଦ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭।୩: ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାରକୁ ଆର୍ଥ ଆଓ୍ବାର ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହା ମାର୍ଚ୍ଚ ୨୭ରେ ପଡୁଛି। ତେଣୁ...

କୁନି ମୁଣ୍ଡର ସୁରକ୍ଷା କବଚ ଏଇ ବ୍ୟାକ୍‌ପ୍ୟାକ୍‌

କୁନି ପିଲାଟି ବସିବା ଆରମ୍ଭ କଲେ ଅବା ଟଳମଳ ପାଦ ପକାଇ ଚାଲିବା ଆରମ୍ଭ କଲେ ମା’ବାପାଙ୍କୁ ବହୁତ ଖୁସି ଲାଗେ। ହେଲେ ଡର ଥାଏ...

ଯୌତୁକ ଦେଇ ନାବାଳିକା କନ୍ୟାଙ୍କୁ ବିବାହ କରିଦେଲେ ପରିବାର ଲୋକେ, ଆଉ ତା’ ପରେ…

ଗୋଟିଏ ଝିଅର ବିବାହ ବୟସ ହୋଇ ନ ଥିବା ବେଳେ ପରିବାର ଲୋକେ ତାଙ୍କୁ ବିବାହ କରି ଦେଉଛନ୍ତି। ବିଚରା ଝିଅଟି ବିବାହ ଡ୍ରେସ୍‌, ମେକ୍‌ଅପ୍‌...

ବାଲକୋନୀରେ ଚୁଟି ଶୁଖାଇବା ବେଳେ ପାଞ୍ଚ ମହଲାରୁ ଖସିପଡ଼ିଲେ ଯୁବତୀ; ଆଉ ତା’ ପରେ…

ପୁଣେ: ବାଲକୋନୀରେ କେଶ ଶୁଖାଇବା ସମୟରେ ଖସିପଡ଼ିଲେ ଜଣେ ଯୁବତୀ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଏଠାରେ ଦେଖିବାକୁ ମିଳିଛି। ସୌଭାଗ୍ୟବଶତଃ ଝିଅଙ୍କ କେଶ ଫ୍ଲାଟ୍‌ର...

ମଣିଷ ପରି ଚାଲୁଛି କୁକୁର, ଭିଡିଓ ଦେଖିଲେ…

କୁହାଯାଏ, ଇଚ୍ଛା ଥିଲେ ସବୁ ସମ୍ଭବ। ଏହା କେବଳ ମଣିଷମାନଙ୍କ ପାଇଁ ଯେ, ପ୍ରଯୁଜ୍ୟ ତାହା ନୁହେଁ; ଏହା ପଶୁପକ୍ଷୀଙ୍କ କ୍ଷେତ୍ରରେ ମଧ୍ୟ ସମ୍ଭବ ହୋଇଥାଏ।...

Advertisement
Archives

Model This Week