ଫୁରସତ

୧୯୮୬ରେ ଏତିକି ଟଙ୍କାରେ ମିଳୁଥିଲା ରୟାଲ ଏନ୍‌ଫିଲ୍ଡ ବୁଲେଟ୍‌

ଆଜିକାଲି ସୋସିଆଲ ମିଡିଆରେ ଏକ ବିଲ୍‌ ଭାଇରାଲ ହେଉଛି। ଯାହାକୁ ଦେଖି ବର୍ତ୍ତମାନ ରୟାଲ ଏନ୍‌ଫିଲ୍ଡ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ଏହି ବିଲ୍‌ରେ ବୁଲେଟ୍‌ର ଦାମ୍‌ ବର୍ତ୍ତମାନ ବୁଲେଟ୍‌ ଦାମ୍‌ଠାରୁ ବହୁତ କମ୍‌ ରହିଛି। ଏହି ବିଲ୍‌ରେ ୧୯୮୬ ମସିହାରେ…

୬ ଫୁଟ କନ୍ୟାଙ୍କୁ ୫ ଫୁଟ ବର

ବ୍ରିଟେନରେ ପଢୁଥିବା ୨୨ ବର୍ଷୀୟା ଏଲି ଏବଂ ଲୁକାସ ୧ ବର୍ଷରୁ ଅଧିକ ଧରି ପରସ୍ପରକୁ ଡେଟ୍‌ କରୁଥିଲେ। ପୂର୍ବରୁ ଦୁହେଁ ପରସ୍ପରର ବହୁତ ଭଲ ବନ୍ଧୁ ଥିଲେ। କିନ୍ତୁ ପରେ ଉଭୟେ ପ୍ରେମରେ ପଡ଼ିଥିଲେ। ଏହା ପରେ ସେମାନଙ୍କ ବିବାହ…

୨୦୨୩ ନୂଆବର୍ଷକୁ ପ୍ରଥମେ ସ୍ବାଗତ କଲେ ସାମୋଆ-ଟୋଙ୍ଗା-କିରିବାତିି…

ଓ୍ବାଶିଂଟନ,୩୧।୧୨ : ଭାରତରେ ନୂଆ ବର୍ଷ ୨୦୨୩ ଉତ୍ସବ ଆରମ୍ଭ ହେବାକୁ କିଛି ଘଣ୍ଟା ବାକି ଅଛି। କିନ୍ତୁ ଦୁନିଆରେ ଏପରି ଅନେକ ଦେଶ ଅଛନ୍ତି ଯେଉଁଠାରେ ସମସ୍ତେ ଏବେ ଭାରତୀୟ ସମୟ ସନ୍ଧ୍ୟା ୫ଟାରେ ନୂଆ ବର୍ଷକୁ ସ୍ବାଗ କରିବା…

ଝିଅର ଡ୍ୟାନ୍ସ ଦେଖି ଆଶୀର୍ବାଦ ଦେଲା ହାତୀ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଅନେକ ମଜାଳିଆ ଭିଡିଓ ଦେଖିବାକୁ ମିଳିଥାଏ। ଆଉ କିଛି ଭିଡିଓ ଆଶ୍ଚର୍ଯ୍ୟ ବି କରିଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ ହାତୀ ଜଣେ ଝିଅକୁ ଆଶୀର୍ବାଦ କରୁଥିବା ଦେଖାଯାଉଛି। ପ୍ରତିଷ୍ଠିତ ବ୍ୟବସାୟୀ ଆନନ୍ଦ…

ରାଜସ୍ଥାନର ପ୍ରଥମ ମହିଳା ବଡି ବିଲ୍ଡର

ଜୟପୁର: ଇଚ୍ଛାଶକ୍ତି ଥିଲେ ମଣିଷ ସମସ୍ତ କାର୍ଯ୍ୟ କରିପାରିବ। ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ତାକୁ ପଛରେ ପକାଇ ପାର କରିଯିବ। ଏପରି କିଛି କରିଛନ୍ତି ରାଜସ୍ଥାନର ଜଣେ ମହିଳା। ପ୍ରିୟା ସିଂ ଥାଇଲାଣ୍ଡର ଇଣ୍ଟର ନ୍ୟାଶନାଲ ବଡି ବିଲ୍ଡିଂ ଚାମ୍ପିୟନ୍‌ଶିପ୍‌ରେ…

କସ୍‌ମେଟିକ୍‌ ସର୍ଜରିରୁ ମୃତ୍ୟୁ

ୱାଶିଂଟନ୍‌: ସୁନ୍ଦର ଦେଖାଯିବା ପାଇଁ ଆମେରିକାର ଜଣେ ମହିଳା ତାଙ୍କ କସ୍‌ମେଟିକ୍‌ ସର୍ଜରି କରିଥିଲେ। କିନ୍ତୁ କିଛିଦିନ ମଧ୍ୟରେ ଉକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଚିକାଗୋର ମହିଳା ସୁକ୍ରେତା ଟାଲିବର୍‌ ତାଙ୍କ କସ୍‌ମେଟିକ୍‌ ସର୍ଜରି ପାଇଁ ୧୨ ଡିସେମ୍ବରରେ ହସ୍ପିଟାଲରେ…

ହସ୍ପିଟାଲ ମେସେଜ୍‌ ଦେଖି ଡରିଗଲେ ୮ ହଜାର ରୋଗୀ

ଲଣ୍ଡନ: ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୮,୦୦୦ ରୋଗୀଙ୍କ ପାଖକୁ ଏକ ସମୟରେ ଏକ ମେସେଜ୍‌ ଆସିଥିଲା। ଯାହାକୁ ଦେଖି ସମସ୍ତେ ବ୍ୟସ୍ତ ଏବଂ କାନ୍ଦି ପକାଇଥିଲେ। ବ୍ରିଟେନ୍‌ର ଏକ ଆସ୍କେନ ହସ୍ପିଟାଲରେ ଏପରି ଘଟଣା ଘଟିଛି। ରିପୋର୍ଟ ମୁତାବକ, ହସ୍ପିଟାଲ ପକ୍ଷରୁ…

କଇଁଛକୁ ଆକ୍ରମଣ କରି ଯୁବକ ଜେଲ ଗଲେ

ଓ୍ବାଶିଂଟନ୍‌: ନିଶା ମଣିଷର ସବୁଠାରୁ ବଡ଼ ଶତ୍ରୁ। ଯେତେବେଳେ ସେ ନିଶାରେ ଥା’ନ୍ତି, ସେତେବେଳେ କିଛି ଅଜବ କାମ କରିଥା’ନ୍ତି। ତାହା ମଜାଳିଆ ଏବଂ ଆଶ୍ଚର୍ଯ୍ୟ ମଧ୍ୟ ହୋଇପାରେ। ଆମେରିକାର ଜଣେ ବ୍ୟକ୍ତି ନିଶାରେ ଏକ ଦୁର୍ଲଭ କଇଁଛକୁ ଆକ୍ରମଣ କରି…

ଭୁଲ୍‌ରେ ସ୍ତ୍ରୀଙ୍କୁ ଅଧାରାସ୍ତାରେ ଛାଡ଼ି ଚାଲିଗଲେ ସ୍ବାମୀ, ଆଉ ତା’ ପରେ…

ପ୍ରତ୍ୟେକ ଦିନ କିଛି ନା କିଛି ଅଜବ ଖବର ପଢ଼ିବାକୁ ଏବଂ ଶୁଣିବାକୁ ମିଳିଥାଏ। ବର୍ତ୍ତମାନ ଏପରି ଖବର ସାମ୍ନାକୁ ଆସିଛି, ଯାହା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେବେ। ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ସହ ବୁଲି ଯାଉଥିବା ବେଳେ ଅଧା ରାସ୍ତାରେ…

ପର ଘରେ ବାସନ ମାଜୁଥିଲେ ମୋଦିଙ୍କ ମା’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନଙ୍କ ଶୁକ୍ରବାର ସକାଳେ ୧୦୦ ବର୍ଷ ବୟସରେ ଅହମ୍ମଦାବାଦର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। ହୀରାବେନ ଗୁଜରାଟର ପାଲନପୁରରେ ଜନ୍ମଗ୍ରହଣ କରିଥିଲେ। ବିବାହ ପରେ ସେ ବଡ଼ନଗରକୁ ଚାଲିଯାଇଥିଲେ। ଯେତେବେଳେ ସେ ବିବାହ କରିଥିଲେ,…

୮ ବର୍ଷ ପରେ ପୂରଣ ହେଲା ସ୍ବପ୍ନ

ଦିଶପୁର୍‌: ନିଜ ସ୍ବପ୍ନ ପୂରଣ କରିବାକୁ ଲୋକେ ବହୁତ କିଛି କରିଥାନ୍ତି। ନିକଟରେ ଜଣେ ମଜୁରିଆ ୮ ବର୍ଷ ପରେ ତାଙ୍କ ସ୍ବପ୍ନକୁ ପୂରଣ କରିଛନ୍ତି। ଆସାମର ଗୁଆହାଟୀର କେ ଗଁାରେ ରହୁଥିବା ରାୟ୍‌ ନାମକ ମଜୁରିଆ ସ୍କୁଟି କିଣିବା ପାଇଁ…

ପେଙ୍ଗୁଇନ୍‌କୁ ଓଜନ କରାଇ ମହିଳା ନାକେଦମ୍‌

ନୂଆଦିଲ୍ଲୀ : ମଣିଷ ଅନେକ ପୋଷା ପ୍ରାଣୀକୁ ରଖିବାକୁ ପସନ୍ଦ କରିଥାନ୍ତି। ଏଥିସହ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ମଧ୍ୟ ରଖିଥାନ୍ତି। ତାଙ୍କ ପାଇଁ ସବୁ ପ୍ରକାର କାର୍ଯ୍ୟ କରିବାକୁ ପଛାନ୍ତି ନାହିଁ। ତେବେ ନିକଟରେ ଏକ ମଜାଳିଆ ଭିଡିଓ ଦେଖିବାକୁ ମିଳିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri