Posted inଫୁରସତ

ପେଙ୍ଗୁଇନ୍‌କୁ ଓଜନ କରାଇ ମହିଳା ନାକେଦମ୍‌

ନୂଆଦିଲ୍ଲୀ : ମଣିଷ ଅନେକ ପୋଷା ପ୍ରାଣୀକୁ ରଖିବାକୁ ପସନ୍ଦ କରିଥାନ୍ତି। ଏଥିସହ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ମଧ୍ୟ ରଖିଥାନ୍ତି। ତାଙ୍କ ପାଇଁ ସବୁ ପ୍ରକାର କାର୍ଯ୍ୟ କରିବାକୁ ପଛାନ୍ତି ନାହିଁ। ତେବେ ନିକଟରେ ଏକ ମଜାଳିଆ ଭିଡିଓ ଦେଖିବାକୁ ମିଳିଛି। ଏଥିରେ ଗୋଟେ ପେଙ୍ଗୁଇନ୍‌କୁ ଜଣେ ମହିଳା ଓଜନ କରୁଛନ୍ତି। ହେଲେ ପେଙ୍ଗୁଇନ୍‌କୁ ଓଜନ କରିବା ସମୟରେ ସେ ସେଠାରୁ ପଳାଇଯାଉଥିବାବେଳେ ମହିଳା ତାକୁ ସମ୍ଭାଳି ହାଲିଆ ହେଉଥିବା ଦେଖିବାକୁ ମିଳିଛି। ମହିଳା ଜଣକ ୯୭ ଦିନର ପେଙ୍ଗୁଇନ୍‌ ଛୁଆକୁ ଏକ ଓଜନ ମାପିବା ମେସିନ ଉପରେ ଠିଆ କରାଇ ଓଜନ କରୁଥିଲେ। ସେ ବାରମ୍ବାର ସେହି ମେଶିନ ଉପରୁ ପଳାଇଯାଉଥିଲା। ପରେ କିଛି ସମୟ ପରେ ପେଙ୍ଗୁଇନ୍‌ ସ୍ଥିର ଭାବେ ମେଶିନ ଉପରେ ଠିଆ ହୋଇଥିଲା। ଯାହା ଫଳରେ ତାହା ଓଜନ ମପାଯାଇପାରିଲା। ପେଙ୍ଗୁଇନ୍‌ଟିର ଓଜନ ୧୪ କିଲୋ ହୋଇଥିବା ଜଣାପଡିଛି। ହେଲେ ଏହି ଭିଡିଓଟି କେଉଁ ସ୍ଥାନର ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଘରେ ମୁହଁ ଲାଗିଥିବା ମଣିଷ

ମଧ୍ୟ ଚାଇନା, ହୁନାନ ପ୍ରାନ୍ତସ୍ଥ ୟୋଙ୍ଗଝୁ ସହରର ୪୬ ବର୍ଷୀୟ ଲି ହୁଆ। ପ୍ରାୟ ୩୦ ବର୍ଷ ତଳେ ସେ ଅଙ୍କିଲୋଜିଂ ସ୍ପଣ୍ଡିଲାଇଟିସ୍‌ ନାମକ ଏକ...

ଜିଭରେ ଉଠାଇଲେ ୧୨.୫ କି.ଗ୍ରା.

ସ୍ବାଦ ବାରିବା ପାଇଁ ଜିଭର ଆବଶ୍ୟକତା ପଡ଼େ। ତେବେ ଜାଣନ୍ତି କି ଜିଭ ଶରୀରର ସବୁଠୁ ଶକ୍ତିଶାଳୀ ମାଂସପେଶୀ ବୋଲି। ଜାଣିଥିଲେ ବି ପ୍ରକୃତରେ ଏହା...

ଏମିତି ସ୍ଥାନ, ଏଠାକୁ ଥରେ ଗଲେ ହୋଇଯିବେ ଅନ୍ତର୍ଦ୍ଧାନ

ବିଶ୍ୱରେ ଏମିତି କିଛି ସ୍ଥାନ ଅଛି, ଯାହା ସବୁଠୁ ଭୟଙ୍କର। ଏମିତି ଏକ ସ୍ଥାନ ରୋମାନିଆର ଟ୍ରାନ୍‌ସ୍ଲେଭାନିଆରେ ରହିଛି। ଏଠାରେ ଏମିତି କିଛି ଅଜବ ଘଟଣା...

ଲୁଡୋ ଖେଳରେ ବାପାଙ୍କଠାରୁ ହାରିଲେ ଝିଅ: ପରେ ଯାହା ଘଟିଲା ଶୁଣିିଲେ ବିଶ୍ୱାସ ହେବ ନାହିଁ

କରୋନା ଭାଇରସ ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ଲୁଡୋ ଖେଳ ପରିବାରର ପ୍ରିୟ ଖେଳ ପାଲଟିଲା। ପରିବାର ସଦସ୍ୟ ଏକାଠି ବସି ଲୁଡୋ ଖେଳିବାକୁ...

ଧନ୍ୟବାଦ କରୋନା ଯୋଦ୍ଧା

ନୂଆଦିଲ୍ଲୀ: ବର୍ଷ ୨୦୨୦ ଆରମ୍ଭରୁ ବିଶ୍ୱବାସୀଙ୍କ ନିଦ ହଜାଇ ଦେଇଥିଲା କରୋନା। ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ନାନାଦି ଉପାୟ ଅବଲମ୍ବନ କରାଯାଇଥିଲା। ମାସ ମାସ...

୨୪ ହଜାର କୋଟିର କମ୍ପାନୀ ଦାନକଲେ ପରିବେଶପ୍ରେମୀ

ଓ୍ବାଶିଂଟନ୍‌:ଜଳବାୟୁ ପରିବର୍ତ୍ତନ, ବିଶ୍ୱତାପନ, ପ୍ରାକୃତିକ ବିପର୍ଯ୍ୟୟ, ଯୁ୍‌ଦ୍ଧ ଆଦି ବିଭିନ୍ନ କାରଣରୁ ପୃଥିବୀ ବିନାଶ ମୁହଁା ହେବାରେ ଲାଗିଛି। ଏଥିରେ ବ୍ୟଥିତ ହୋଇ ଜଣେ ଅରବପତି...

ଜାତିର ଅକଳ୍ପନୀୟ ଇଚ୍ଛାଶକ୍ତିର ନିଦର୍ଶନ

ଗତ ଆଲେଖ୍ୟରେ ସାମାନ୍ୟ ସୂଚନା ଦେବାକୁ ଯାଇ ଗଜପତି ନିଜେ କିପରି ସୁବର୍ଣ୍ଣ ମାଢ଼ ଗଢ଼େଇବାର ବ୍ୟବସ୍ଥା କରି ଶିଳ୍ପୀଙ୍କୁ ପାରିଶ୍ରମିକ ଦେବାର ଆଦେଶ ଦେଇଥିଲେ...

ଜାତୀୟ ପରିସଂଖ୍ୟାନ ଦିବସ: ବିକାଶରେ ପରିସଂଖ୍ୟାନର ଭୂମିକା ଉଲ୍ଲେଖନୀୟ

ପ୍ରତିବର୍ଷ ଜୁନ୍‌ ୨୯ରେ ଜାତୀୟ ପରିସଂଖ୍ୟାନ ଦିବସ ପାଳନ କରାଯାଏ। ପରିସଂଖ୍ୟାନ କ୍ଷେତ୍ରରେ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲନୋବିସଙ୍କ ମହତ୍ତ୍ୱପୂର୍ଣ୍ଣ ଯୋଗଦାନକୁ ଏହି ଦିବସରେ ସ୍ମରଣ...

Advertisement
Archives

Model This Week