ଫୁରସତ

କ୍ୟାଚଅପ୍‌ ବ୍ୟବହାର କରି ଜାଣନ୍ତୁ ସମ୍ପର୍କ ମଜବୁତ ଅଛି କି ନାହିଁ!

ସୋସିଆଲ ମିଡିଆରେ ଏକ ଅଜବ ଟ୍ରେଣ୍ଡ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ମହିଳାମାନେ କେଚଅପ ଦ୍ୱାରା ନିଜ ରିଲେଶନଶିପ କେତେ ମଜବୁତ ପରଖୁଛନ୍ତି। ଏହାକୁ କ୍ୟାଚଅପ୍‌ ଚ୍ୟାଲେଞ୍ଜର ନାମ ଦିଆଯାଇଛି। ଏହି ଚ୍ୟାଲେଞ୍ଜନୁସାରେ ମହିଳାମାନେ ରୋଷଇଘରେ କ୍ୟାଚଅପ୍‌ ଢାଳୁଛନ୍ତି। ପରେ...

ଗୀତ ଶୁଣି ତାଳିମାରି ନାଚୁଛି କୁକୁର,ସୋସିଆଲ ମିଡ଼ିଆରେ ଭାଇରାଲ, ୬ ମିଳିୟନ ଲାଇକ-୬୧ ମିଳିୟନ ଭିୟୁ…

ପ୍ରୟାଗରାଜ,୩୧।୧ : ସୋସିଆଲ ମିଡିଆରେ କିଛି ଭିଡିଓ ଅଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ସମଗ୍ର ଦେଶ ରାମଙ୍କ ପ୍ରତି ଭକ୍ତିରେ ବୁଡି ରହିଛି। ଏହି ସମୟରେ, ଏକ କୁକୁରର ଭିଡିଓ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହି ଭିଡିଓକୁ...

Erotomania: ମାନସିକ ସମସ୍ୟାରେ ଝିଅ ଭାବନ୍ତି ନିଜକୁ ଅଧିକ ସୁନ୍ଦରୀ,ସବୁ ପୁଅ ତାଙ୍କ ପ୍ରେମରେ ପାଗଳ, କ’ଣ ରହିଛି ଏହାର ଉପଚାର…

ନୂଆଦିଲ୍ଲୀ,୩୦।୧ : ଏରୋଟୋମାନିଆ ହେଉଛି ଏକ ମାନସିକ ସ୍ବାସ୍ଥ୍ୟ ସମସ୍ୟା ଯେଉଁଥିରେ ଜଣେ ବ୍ୟକ୍ତି ନିଜକୁ ବହୁତ ସୁନ୍ଦର ଭାବିବା ଆରମ୍ଭ କରନ୍ତି ଏବଂ ସେ ଭାବନ୍ତି ସମସ୍ତେ ତାଙ୍କ ପ୍ରେମରେ ପାଗଳ। ଏହି ସମସ୍ୟା ପ୍ରାୟତଃ ମହିଳାମାନଙ୍କଠାରେ ଦେଖାଯାଏ।...

ଲୋକପ୍ରିୟ ‘ମୋନାଲିସା’ ପେଣ୍ଟିଂ ଉପରେ ସୁପ୍‌ ଫିଙ୍ଗିଦେଲେ ମହିଳା, ଆଉ ତା’ପରେ…

ପ୍ୟାରିସ,୩୦।୧: ଦୁନିଆର ସବୁଠାରୁ ଲୋକପ୍ରିୟ ପେଣ୍ଟିଂ ଲିଓନାର୍ଡ ଦା ଭିନସିଙ୍କ ମୋନାଲିସା ସବୁଠି ପରିଚିତ। ଏହି ପେଣ୍ଟିଂ ପ୍ୟାରିସର ମ୍ୟୁଜିୟମରେ କଡା ସୁରକ୍ଷା ବଳୟରେ ରହିଛି। କିନ୍ତୁ ନିକଟରେ କିଛି ମହିଳା ଏହି ପେଣ୍ଟିଂ ଉପରେ ସୁପ୍‌ ପକାଇ ଦେଇଥିଲେ।...

ପ୍ରେମିକାଙ୍କ ଉପରେ ଭରସା କରି ଫସିଲେ, ଯୁବକଙ୍କ ଗୋଡ଼ ଭାଙ୍ଗିଲା; ଭିଡିଓ ଦେଖିଲେ…

ପ୍ରେମିକାଙ୍କ ଉପରେ ବିଶ୍ୱାସ କରିବା ପଡ଼ିଲା ମହଙ୍ଗା। ଯୁବକଙ୍କ ଭାଙ୍ଗିଲା ଆଣ୍ଠୁ। କିଛି ଏଭଳି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖି ଅନେକେ ‘ବିଶ୍ୱାସ କରି ଭୁଲ୍‌ କରିଦେଲ’ ବୋଲି ପ୍ରତିକ୍ରିୟା ରଖୁଛନ୍ତି। ଭିଡିଓରେ ଦେଖିବେ,...

Video: ଅଣନିଃଶ୍ୱାସୀ ଲାଗିଲା ବୋଲି ବସ୍‌ ଝରକାରୁ ବେକ କାଢ଼ିଥିଲେ ବ୍ୟକ୍ତି,ଫସିଗଲା ମୁଣ୍ଡ; ଆଉ ତା’ ପରେ…

ବସ୍‌ରେ ଯାତ୍ରା କରିବାକୁ ଅନେକେ ପସନ୍ଦ କରନ୍ତି। ହେଲେ ଯାତ୍ରା ସମୟରେ ଝରକା ପାଖ ସିଟ୍‌ ମିଳୁ ବୋଲି ଚାହିଁଥାନ୍ତି। କାରଣ ସେଠାରେ ବାହାରର ଦୃଶ୍ୟ ସାଙ୍ଗକୁ ଖୋଲା ପବନ ମୁହଁରେ ବାଜିବା ଅପୂର୍ବ ଆନନ୍ଦ ଦେଇଥାଏ। ହେଲେ ଏବେ...

ଏବେ ହାତ ନୁହେଁ ବ୍ରେନ ନିର୍ଦ୍ଦେଶରେ ଚାଲିବ ଫୋନ ଆଉ କମ୍ପ୍ୟୁଟର: ବ୍ରେନରେ ଚିପ ପ୍ରତିରୋପଣ ହୋଇଛି ସଫଳ, କହିଲେ ଏଲନ ମସ୍କ…

ଓ୍ବାଶିଂଟନ,୩୦।୧ : ସୋସିଆଲ ନେଟୱାର୍କିଂ ସାଇଟ ଏକ୍ସର ପ୍ରତିଷ୍ଠାତା ଏଲନ ମସ୍କଙ୍କର ବ୍ରେନ ଚିପ କମ୍ପାନୀ ନ୍ୟୁରୋଲିଙ୍କ ମଣିଷଙ୍କ ମସ୍ତିଷ୍କରେ ଚିପ ଲଗାଇବା ନେଇ ଘୋଷଣା କରିଛି। ଏଲନ ମସ୍କ ଖୋଲାଖୋଲି ଭାବରେ ଏହି ମାନବ ପରୀକ୍ଷା ସମାପ୍ତ ହୋଇଥିବା...

ମୃତ୍ୟୁ ନୁହେଁ ତୋଠାରୁ ଅଲଗା ହେବାକୁ ମତେ ଭୟ ଲାଗୁଛି: କ୍ୟାନସର ପୀଡ଼ିତା ମା‘ଙ୍କର ପୁଅ ପାଖକୁ ଶେଷ ଚିଠି, ସୋସିଆଲ ମିଡ଼ିଆରେ ଭାଇରାଲ…

ଲଣ୍ଡନ,୩୦।୧ : ମରିବା ନୁହେଁ ତୋଠାରୁ ଅଲଗା ହେବାକୁ ମତେ ଭୟ ଲାଗୁଛିରେ ମୋ ଧନ। ଏହା ହେଉଛି ଚଣେ କ୍ୟାନସର ପୀଡ଼ିତା ମା‘ଙ୍କର ପୁଅ ପାଖକୁ ଶେଷ ଚିଠି। ଏହି ଚିଠି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ...

ଡକାୟତଙ୍କୁ ଡାକିଲେ, ବନ୍ଧୁକ ଦେଖାଇଲେ… ମହିଳାଙ୍କୁ କଲେ ପ୍ରପୋଜ୍‌, ଭିଡିଓ ଭାଇରାଲ

ଲୋକ ଭାଇରାଲ ହେବାକୁ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ କରି ଭାଇରାଲ ହେଉଛନ୍ତି। ସେଥିରେ ଜଣେ ଲଭବାର୍ଡଙ୍କର ଭାଇରାଲ ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ଦେଖି ଆପଣ ହସି ହସି ବେଦମ୍‌ ହୋଇଯିବେ। କିଛି ଲୋକ ନିଜ ପ୍ରେମିକ...

ଗାୟବ ହୋଇଯିବ ଚନ୍ଦ୍ର! ଚାଞ୍ଚଲ୍ୟକର ରିପୋର୍ଟ ଦେଲା ନାସା

ଓ୍ବାଶିଂଟନ୍‌,୩୦।୧: ଗାୟବ ହୋଇଯିବି ଜହ୍ନମାମୁଁ। କମୁଛି ଚନ୍ଦ୍ରର ଆକାର । ଚନ୍ଦ୍ରପୃଷ୍ଠ ଏବେ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି । ଏଭଳି ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ କରିଛନ୍ତି ‘ନାସା’ । ଚନ୍ଦ୍ରପୃଷ୍ଠ ଦିନକୁ ଦିନ ଛୋଟ ହେଉଯାଉଛିି...

ଘର ସଫା କରି ସ୍ତ୍ରୀଙ୍କୁ ସ୍ବାମୀ ମାଗିଲେ ୭୪ହଜାର ଟଙ୍କାର ପାରିଶ୍ରମିକ, ଏହାପରେ…

ଇଂଲଣ୍ଡ,୩୦।୧: ‘ଘର ସବୁ ସଫାସଫି କାମ ସରିଛି। ଘରେ ଥିବା ବଡ ସୋଫ ସହ ଛୋଟ ଛୋଟ ସୋଫା, ଚେୟାର ଟେବୁଲ ସହ ୩ଟି ବେଡରୁମର କାର୍ପେଟ ଓ ଚଟାଣକୁ ମଧ୍ୟ ସଫା କରିଛି। ଏଥର ମୋତେ ଅନଲାଇନ ପେମେଣ୍ଟ...

ହସ୍ପିଟାଲରେ ପ୍ରେମିକଙ୍କୁ ବିବାହ କରିବାର ୧୮ ଘଣ୍ଟା ପରେ ମହିଳାଙ୍କ ମୃତ୍ୟୁ, କନ୍ଦାଇଦେବ ଏହି ପ୍ରେମ କାହାଣୀ

ସୋସିଆଲ ମିଡିଆରେ ଏକ ଦମ୍ପତିଙ୍କ ପ୍ରେମର ଏକ ନିଆରା କାହାଣୀ ସାମ୍ନାକୁ ଆସିଛି, ଯାହା ଜାଣିଲେ ଆପଣଙ୍କ ଆଖଇରେ ବି ଲୁହ ଆସିଯିବ। ପ୍ରକୃତରେ, ଜଣେ ଅସୁସ୍ଥ ମହିଳା ନିଜ ପ୍ରେମିକଙ୍କୁ ଡାକ୍ତରଖାନାରେ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri