ଫୁରସତ

ଲାଟେଷ୍ଟ ଟ୍ରେଣ୍ଡ: ଫ୍ଲୋରାଲ୍‌ ଆଉଟ୍‌ଫିଟ୍‌…

ଖରାଦିନେ କୁଲ୍‌, କମ୍ଫଟେବଲ୍‌ ଲୁକ୍‌ ଦେଇଥାଏ ଫ୍ଲୋରାଲ୍‌ ପ୍ରିଣ୍ଟ୍‌ର ଆଉଟ୍‌ଫିଟ୍‌। ଅଲ୍‌ ଟାଇମ୍‌ ଫ୍ୟାଶନରେ ରହିଥିବା ଏହି ପ୍ରିଣ୍ଟ ଦେଖିବାକୁ ଯେମିତି ଆକର୍ଷଣୀୟ, ପିନ୍ଧିଲେ ବି ସେମିତି ତାଜା ଅନୁଭବ ଦେଇଥାଏ। ସବୁଠୁ ବଡ଼ କଥା ହେଉଛି ଏହି ଷ୍ଟାଇଲ୍‌ର ଆଉଟ୍‌ଫିଟ୍‌…

ବିଦେଶୀ ଫଳ ‘ଷ୍ଟ୍ରବେରି’: ବେଶ୍‌ ଅର୍ଥ ଉପାର୍ଜନ କରିପାରୁଛନ୍ତି ଓଡ଼ିଶାର ଚାଷୀ

ଜଳବାୟୁ ଓ ଜମିର ଉର୍ବରତାକୁ ନେଇ ସାଧାରଣତଃ ଚାଷ କରାଯାଇଥାଏ। ସେଇଥିପାଇଁ ସବୁ ସ୍ଥାନରେ ସବୁ ଚାଷ ହୋଇପାରେନା। କିଛି ଚାଷ ସେଇ ସ୍ଥାନକୁ ନେଇ ପ୍ରସିଦ୍ଧ। ଏହି ପ୍ରସଙ୍ଗରେ ଦେଖିବାକୁ ଗଲେ ଏମିତି ଅନେକ ଫଳ ବା ପରିବା ଅଛି…

ଦୁଇ ସିଂହକୁ ଅଟକାଇଦେଲା ଅହିରାଜ, ଭିଡିଓ ଦେଖିଲେ…

ସିଂହ ଜଙ୍ଗଲର ସବୁଠାରୁ ଶକ୍ତିଶାଳୀ ଏବଂ ଭୟଭୀତ ପଶୁ ବୋଲି କୁହାଯାଏ। ତା’ ସାମ୍ନାକୁ ଯିବାକୁ କେହି ବି ସାହସ କରନ୍ତି ନାହିଁ। କାରଣ ଯଦି କେହି ସାମ୍ନାକୁ ଆସନ୍ତି, ତେବେ ସହଜେ ବର୍ତ୍ତିବା ସମ୍ଭବ ହୋଇ ନ ଥାଏ। କିନ୍ତୁ…

ପାଇପରୁ ଝରୁଥିଲା ପାଣି, ବିଲ ଆସିଲା ୧୫ ଲକ୍ଷ…

କାର୍ଡିଫ୍‌,୨୬।୨ : ୱେଲ୍ସର ଜଣେ ମହିଳା ତାଙ୍କ ପାଣି ବିଲ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଯଦିଓ ସେ ଭାବିଥିଲେ ଯେ ଏହି ବିଲ ନିଶ୍ଚିତ ଭାବରେ ଭୁଲ ଭାବରେ ଆସିଛି କିନ୍ତୁ ବିଲ ସଠିକ ଥିଲା। ପ୍ରକୃତରେ ଅଜଣା ଭାବେ ପାଇପରୁ…

ମହିଳାଙ୍କୁ ବଳାତ୍କାର ଉଦ୍ୟମ କରି ବ୍ୟକ୍ତି ପାଇଲେ ପାନେ, ଜାଣିଲେ କରିବେ ପ୍ରଶଂସା

ବେଳେବେଳେ ଏମିତି କିଛି ଖବର ଜାଣିବାକୁ ମିଳେ, ଯାହା ଆଶ୍ଚର୍ଯ୍ୟ କରିଦେଇଥାଏ। ଠିକ୍‌ ସେମିତି ଫ୍ରାନ୍ସରୁ ଏକ ଖବର ଜାଣିବାକୁ ମିଳିଛି। ଫ୍ରାନ୍ସର ଜଣେ ମହିଳାଙ୍କୁ ଜଣେ ବ୍ୟକ୍ତି ବଳାତ୍କାର ଉଦ୍ୟମ କରିଥିଲେ। ଏହା ପରେ ମହିଳା ଜଣକ ଯାହା କ’ଣ…

ନିଜ ରିସେପ୍‌ଶନରେ ପହଞ୍ଚି ପାରିଲେନି ବରକନ୍ୟା, କାରଣ ଜାଣିଲେ…

ବିବାହ ସମୟରେ, ଅନେକ ଛୋଟ ଏବଂ ବଡ଼ ଭୁଲ୍‌ ପ୍ରାୟତଃ ହୋଇଥାଏ। ଏସବୁ ଅତି ସାଧାରଣ କଥା। କିନ୍ତୁ ଯେତେବେଳେ କିଛି ଅଦ୍ଭୁତ ଏବଂ ଭିନ୍ନ ଘଟଣା ଘଟେ, ସେତେବେଳେ ଉତ୍ତେଜନା ଦେଖାଦେଇଥାଏ। ଆମେରିକାରେ ଏକ ଦମ୍ପତିଙ୍କ ବିବାହ ରିସେପ୍‌ଶନରେ ଏକ…

ସେଣ୍ଟ୍ରାଲ୍‌ ଏକ୍ସାଇଜ ଡେ’

୧୯୪୪ ଫେବୃୟାରୀ ୨୪ରେ ଲାଗୁ ହୋଇଥିବା ସେଣ୍ଟ୍ରାଲ ଏକ୍ସାଇଜ୍‌ ବା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଏବଂ ଲୁଣ ଆଇନକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଫେବୃୟାରୀ ୨୪କୁ ସେଣ୍ଟ୍ରାଲ୍‌ ଏକ୍ସାଇଜ୍‌ ଡେ ଭାବେ ପାଳନ କରାଯାଉଛି। ଦେଶ ପାଇଁ ସେଣ୍ଟ୍ରାଲ ବୋର୍ଡ ଅଫ୍‌…

ଏମିତି ଗାଁ, ଯେଉଁଠି ଘରର ପ୍ରବେଶ ଦ୍ୱାରରେ ରହିଛି କବର, କାରଣ ଜାଣିଲେ…

କେବେ ଏମିତି ଗାଁ ଦେଖିଛନ୍ତି, ଯେଉଁଠାରେ ପ୍ରତ୍ୟେକ ଘରର ପ୍ରବେଶ ଦ୍ୱାରରେ କବର ରହିଛି। ଆନ୍ଧ୍ରପ୍ରଦେଶର  ଆୟାକୋଣ୍ଡା ନାମକ ଏକ ଗାଁକୁ ଗଲେ ଅନୁଭବ କରିବେ ବୋଧେ କବର ସ୍ଥାନକୁ ଆସିଛନ୍ତି। ଏହି ଗାଁ ପୂରା କବରରେ ପରିପୂର୍ଣ୍ଣ। ପ୍ରତ୍ୟେକ ଘର…

୩ ଘଣ୍ଟା ପର୍ଯ୍ୟନ୍ତ ଅଟକିଗଲା ଦେଢ ବର୍ଷ ଶିଶୁର ହୃଦ୍‌ସ୍ପନ୍ଦନ, ତା’ପରେ ହେଲା ଚମତ୍କାର

ଓଟାଓ୍ବା,୨୩।୨: କାନାଡାର ଅଣ୍ଟାରିଓରେ ଏକ ଅଜବ ଘଟଣା ଘଟିଛି। ଏଠାରେ ଦେଢ ବର୍ଷ ଶିଶୁର ହୃଦ୍‌ସ୍ପନ୍ଦନ ୩ ଘଣ୍ଟା ପର୍ଯ୍ୟନ୍ତ ଅଟକିଯାଇଥିବା ସତ୍ତ୍ୱେ ଡାକ୍ତର ତାଙ୍କୁ ବଞ୍ଚାଇବାରେ ସଫଳ ହୋଇଥିଲେ। ଶିଶୁର ଜୀବନ ବଞ୍ଚାଇବା ପାଇଁ ଡାକ୍ତରଙ୍କ ଦ୍ୱାରା କରାଯାଇଥିବା ଉଦ୍ୟମକୁ…

ଷ୍ଟେଜ୍‌ରେ ନିଜ ଜୋତାରେ ପାଣି ଢାଳି ପିଇଲେ ଗାୟକ

ଗାୟକ ତଥା ଲେଖକ ହ୍ୟାରି ଷ୍ଟାଇଲ୍ସ ପର୍ଥରେ ତାଙ୍କର କନସର୍ଟ ସମୟରେ ନିଜ ଜୋତାରେ ପାଣି ପିଇଛନ୍ତି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅଷ୍ଟ୍ରେଲିଆର ଏକ ପ୍ରସିଦ୍ଧ ପରମ୍ପରାକୁ ଆଗେଇ ନେଇ ସେ ପର୍ଥରେ ଏକ କନ୍ସର୍ଟରେ…

ଭାରତର ନୁହେଁ ଜିଲାପି, ଇତିହାସ ୫୦୦ ବର୍ଷ ପୁରୁଣା…

ନୂଆଦିଲ୍ଲୀ,୨୩।୨ : ଜିଲାପିକୁ ଭାରତର ପ୍ରାୟ ସବୁ ସ୍ଥାନରେ ଲୋକେ ପସନ୍ଦ କରନ୍ତି। ଦେଖିବାକୁ ଗୋଲାକାର, ଖାଇବାକୁ ସୁସ୍ବାଦୁ, ନାଲି ଏବଂ କମଳା ରଙ୍ଗର ଜିଲାପି। ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ପସନ୍ଦ କରନ୍ତି। ଦେଶର ବିଭିନ୍ନ ରାଜ୍ୟରେ, ବଡ଼…

କୁମ୍ଭୀରକୁ ଶିକାର କଲା ଆଉ ଏକ କୁମ୍ଭୀର

କୁମ୍ଭୀର ଯେ, କେତେ ନିଷ୍ଠୁର ତାହା ସାଧାରଣ ଲୋକମାନେ ଭାବି ପାରିବେ ନାହିଁ। ଭାଇରାଲ ଭିଡିଓରେ ଅନେକ କୁମ୍ଭୀର ଦେଖିଥିବେ। ଅନେକ ଭିଡିଓରେ, କୁମ୍ଭୀର ଅନ୍ୟ କିଛି ପ୍ରାଣୀଙ୍କୁ ଶିକାର କରୁଥିବା ବି ଦେଖିଥିବେ, କିନ୍ତୁ କେବେ ଏକ କୁମ୍ଭୀର ନିଜ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri