ପାଇପରୁ ଝରୁଥିଲା ପାଣି, ବିଲ ଆସିଲା ୧୫ ଲକ୍ଷ…

କାର୍ଡିଫ୍‌,୨୬।୨ : ୱେଲ୍ସର ଜଣେ ମହିଳା ତାଙ୍କ ପାଣି ବିଲ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଯଦିଓ ସେ ଭାବିଥିଲେ ଯେ ଏହି ବିଲ ନିଶ୍ଚିତ ଭାବରେ ଭୁଲ ଭାବରେ ଆସିଛି କିନ୍ତୁ ବିଲ ସଠିକ ଥିଲା। ପ୍ରକୃତରେ ଅଜଣା ଭାବେ ପାଇପରୁ ପାଣି ଲିକ ଯୋଗୁ ଏହି ବିଲ ମହିଳାଙ୍କ ନିକଟକୁ ପଠାଯାଇଥିଲା। ଗତ ବର୍ଷ କ୍ଲେର୍‌ ଫିଜପାଟ୍ରିକ ବ୍ରିଜେଣ୍ଡ ଗତ ବର୍ଷ ଏଠାରେ ରହିବାକୁ ଆସିଥିଲେ। କସମେଟିକ ଉତ୍ପାଦନକାରୀ ଭାବରେ କାର୍ଯ୍ୟ କରୁଥିବା ମହିଳା ଜଣକ କହିଛନ୍ତି ଯେ ମୁଁ ଭୟଭୀତ ହୋଇଥିଲି। ପ୍ରଶାସନ ନିଶ୍ଚିତ ଭାବରେ ଭାବିଥିବେ ଯେ ମୁଁ ପଛ ବଗିଚାରେ ଏକ ୱାଟର ପାର୍କ ଚଳାଉଛି। କ୍ଲେୟାର ଫିଜପାଟ୍ରିକ ବ୍ରିଜେଣ୍ଡ କହିଛନ୍ତି, ଏହା ପରେ ଜଣେ ଇଞ୍ଜିନିୟର ଆସି ଏହି ଅଞ୍ଚଳ ଯାଞ୍ଚ କରିଥିଲେ ଏବଂ ଏକ ଲିକ ଥିବା ଜାଣିବାକୁ ପାଇଥିଲେ। ଏହି ଲିକ ଖୋଜିବା ପାଇଁ ୱାଟର କମ୍ପାନୀ ଆଉ ଦୁଇଥର ଚେଷ୍ଟା କରି ବିଫଳ ହୋଇଥିଲେ।

ଫଳରେ ତାଙ୍କ ପାଣି ବିଲ ୧୫.୭୫ ଲକ୍ଷ ଟଙ୍କା ଆସିଥିଲା। ଯେତେବେଳେ ୱେଲ୍ସ ୱାଟର ଅଥରିଟି ତାଙ୍କୁ ସୂଚନା ଦେଇଥିଲା ଯେ ଲିକ ଖୋଜିବା ପାଇଁ ତାଙ୍କୁ ନିଜ ଖର୍ଚ୍ଚରେ ଏକ ଘରୋଇ କଣ୍ଟ୍ରାକ୍ଟର ନିଯୁକ୍ତି କରିବାକୁ ପଡିବ। ବର୍ତ୍ତମାନ ପର୍ଯ୍ୟନ୍ତ ମହିଳାଙ୍କ ଆକାଉଣ୍ଟ ଫ୍ରିଜ ହୋଇଯାଇଛି ଏବଂ ଦେୟ କିପରି ପରିଚାଳନା କରାଯିବ ସେନେଇ ଆଲୋଚନା ଚାଲିଛି। ଫିଜପାଟ୍ରିକ କହିଛନ୍ତି ଯେ ସେ ଏତେ ବଡ ବିଲ ପୈଠ କରିପାରିବେ ନାହିଁ। ଅନ୍ୟପକ୍ଷରେ ମହିଳାଙ୍କ ସମ୍ପତ୍ତିର ଆଭ୍ୟନ୍ତରୀଣ ପାଇପ କାମରେ ଏହି ଲିକ ଥିବା ଜଳ କର୍ତ୍ତୃପକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ‘କଶ୍ମୀର ଆଓ୍ବାର୍‌’ ପାଳିବ ପାକିସ୍ତାନ

ଇସ୍‌ଲାମାବାଦ, ୩୦-୮(ପି.ଟି.): ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଆହ୍ବାନକ୍ରମେ ସେଠାରେ ଶୁକ୍ରବାର ‘କଶ୍ମୀର ଆଓ୍ବାର୍‌’ ପାଳନ କରାଯିବ। ପାକିସ୍ତାନର ଖେଳାଳି, କଳାକାର ଓ ବିଭିନ୍ନ ବର୍ଗର...

ମହିଳାଙ୍କୁ ସୁରକ୍ଷା ଯୋଗାଇବ ଏହି ରିଭଲ୍‌ଭର୍‌

ନୂଆଦିଲ୍ଲୀ : ସାତ ବର୍ଷ ପୂର୍ବରୁ ଦିଲ୍ଲୀରେ ଘଟିଥିବା ନିର୍ଭୟା ଗଣବଳାତ୍କାର ଘଟଣା ସାରା ଦେଶରେ ଚହଳ ପକାଇଥିଲା। ଏହାପରେ କାନପୁରର ଅର୍ଡନାନ୍ସ ଫ୍ୟାକ୍ଟ୍ରି ମହିଳାଙ୍କ...

ବିପଦରେ ଇମ୍ରାନଙ୍କ ସରକାର

କରାଚି,୧୯।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଆସନ ପ୍ରତି ବିପଦ ବଢିବାରେ ଲାଗିଛି। ଇତିମଧ୍ୟରେ ବିରୋଧୀ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ବେଳେ ଇମ୍ରାନଙ୍କ ଦଳ...

ଗପିଲେ ମାଗଣାରେ ମିଳିବ ପିଜା

ଆଜିକାଲି ଦେଖିବାକୁ ମିଳୁଛି, ପିଲାଙ୍କଠୁ ବୃଦ୍ଧ ଏବେ ପ୍ରାୟତଃ ସମସ୍ତେ ମୋବାଇଲ୍‌ ନିଶାରେ ଏମିତି ପଡିଯାଇଛନ୍ତି ଯେ, ସେମାନଙ୍କ ପାଖେ ପରସ୍ପର ସହ ଭଲମନ୍ଦ କଥା...

ଦେଶର ପ୍ରଥମ ମହିଳା ବିଧାୟକ ଡା.ମୁଥୁଲକ୍ଷ୍ମୀ ରେଡ୍ଡୀଙ୍କୁ ମନେପକାଇଲା ଗୁଗୁଲଡୁଡୁଲ

ନୂଆଦିଲ୍ଲୀ, ୩୦।୭: ଭାରତର ପ୍ରଥମ ମହିଳା ବିଧାୟକ ଡା. ମୁଥୁଲକ୍ଷ୍ମୀ ରେଡ୍ଡୀଙ୍କ ଆଜି ୧୩୩ତମ ଜନ୍ମଦିବସ। ଏହି ଅବସରରେ ଗୁଗୁଲ ଡୁଡୁଲ ପ୍ରସ୍ତୁତ କରି ତାଙ୍କୁ...

‘ଆମ ଭବିଷ୍ୟତ ଆମେ ସ୍ଥିର କରିବୁ’

ତାଇପେ,୧୧ା୮: ଆମେରିକୀୟ ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତ ପରଠାରୁ ଚାଇନା ସହ ତାଙ୍କର ମତଭେଦ ବୃଦ୍ଧି ପାଇବାରେ ଲାଗିଛି। ଚାଇନା ଏବଂ ତାଇଓ୍ବାନ ନିଜ...

କରୋନାରେ ପୀଡ଼ିତ ଘାନାର ସ୍ବାସ୍ଥ୍ୟମନ୍ତ୍ରୀ

ଆକ୍ରା,୧୫।୬: କରୋନା ସଂକ୍ରମଣ ଦିନକୁ ଦିନ ବିଶ୍ୱ ପାଇଁ ଚିନ୍ତା ବଢାଇ ଚାଲିଥିବା ବେଳେ ଏବେ ପର୍ଯ୍ୟନ୍ତ ଏହାର କୌଣସି ଭ୍ୟାକ୍ସିନ୍‌ ଆସିନାହିଁ। ଏବେ ଘାନାର...

ଫେସବୁକ୍‌-ଇନଷ୍ଟାଗ୍ରାମକୁ ଫେରିବେ ଟ୍ରମ୍ପ୍‌: ମେଟା କଲା ଘୋଷଣା…

ଓ୍ବାଶିଂଟନ,୨୬।୧ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଫେସବୁକ ଏବଂ ଇନଷ୍ଟାଗ୍ରାମରେ ନିଜର ପ୍ରତିକ୍ରିୟା ଦେଉଥିବାର ନଜର ଆସିବେ। ଆସନ୍ତା ସପ୍ତାହରେ...

Advertisement
Archives

Model This Week