Posted inଫୁରସତ

ମହିଳାଙ୍କୁ ବଳାତ୍କାର ଉଦ୍ୟମ କରି ବ୍ୟକ୍ତି ପାଇଲେ ପାନେ, ଜାଣିଲେ କରିବେ ପ୍ରଶଂସା

ବେଳେବେଳେ ଏମିତି କିଛି ଖବର ଜାଣିବାକୁ ମିଳେ, ଯାହା ଆଶ୍ଚର୍ଯ୍ୟ କରିଦେଇଥାଏ। ଠିକ୍‌ ସେମିତି ଫ୍ରାନ୍ସରୁ ଏକ ଖବର ଜାଣିବାକୁ ମିଳିଛି। ଫ୍ରାନ୍ସର ଜଣେ ମହିଳାଙ୍କୁ ଜଣେ ବ୍ୟକ୍ତି ବଳାତ୍କାର ଉଦ୍ୟମ କରିଥିଲେ। ଏହା ପରେ ମହିଳା ଜଣକ ଯାହା କ’ଣ କଲେ, ଜାଣିଲେ ଖୁସି ହେବା ସହ ମହିଳାଙ୍କ ସାହସକୁ ମଧ୍ୟ ବହୁତ ପ୍ରଂଶସା କରିବେ।

फ्रांस में एक मह‍िला ने बलात्‍कारी को ऐसी दर्दनाक सजा दी, जिसे दुनिया याद रखेगी. (Photo-twitter)

ଫ୍ରାନ୍ସର ଆଭିଗନ ସହରର ଜଣେ ମହିଳା ନିଜ କୁକୁରକୁ ବୁଲାଇବା ପାଇଁ ଘରୁ ବାହାରି ଆସିଥିଲେ। ତା’ପରେ ଜଣେ ଅପରିଚିତ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ପୋଷାକ ଟାଣିବା ଆରମ୍ଭ କରିଥିଲେ। ଜବରଦସ୍ତ ତାଙ୍କୁ ଆଲିଙ୍ଗନ ଓ ଚୁମ୍ବନ ବି ଦେଇଥିଲେ। ମହିଳା ଜଣଙ୍କ ସେହି ବ୍ୟକ୍ତି ମନ୍ଦ ଉଦ୍ଦେଶ୍ୟ ବୁଝିପାରି ତାଙ୍କ ସହ ସଂଘର୍ଷ କରିଥିଲେ। ତାଙ୍କୁ ଖୁବ୍‌ ଗାଳିଗୁଲଜ କରିଥିଲେ। ଏହା ପରେ ମଧ୍ୟ ବ୍ୟକ୍ତି ଜଣକ ମହିଳାଙ୍କୁ ଚୁମ୍ବନ ଦେଇଥିଲେ। ଏହି ସମୟରେ ମହିଳା ତାଙ୍କ ଜିଭକୁ କାଟି ଦେଇଥିଲେ। ପରେ କଟା ଜିଭକୁ ଧରି ପୋଲିସ ନିକଟରେ ପହଞ୍ଚିଥିଲେ। ଏହା ଦେଖି ପୋଲିସ କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ ହାତରେ ରକ୍ତ ଥିଲା। ଜିଭ ଖଣ୍ଡଟି ମହିଳାଙ୍କ ହାତରେ ଥିଲା। ପୋଲିସ ପରେ ଆକ୍ରମଣକାରୀଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୃହିଣୀଙ୍କ ପାଇଁ.

ଆଳୁକୁ ରୋଷେଇ କରିବା ପୂର୍ବରୁ ଚୋପା ଛଡାଇ ୧୫-୨୦ ମିନିଟ୍‌ ପର୍ଯ୍ୟନ୍ତ ପାଣିରେ ବୁଡାଇ ରଖିଲେ ତାହା ଜଲ୍‌ଦି ସିଝିଯାଏ। ସିଝା ଆଳୁ ଯଦି ପୁରୁଣା...

ଅଖା ନାହିଁ କି ବିରି ନାହିଁ…

ତଥାପି ତାଙ୍କ ଘରେ ଅଭାବନାହିଁ l କଣ ବୁଝିପାରିଲେନି? ତେବେ ଶୁଣନ୍ତୁ l କିଛି ପୋଖତ ବେପାରୀ ଅଛନ୍ତି, ଯିଏ ନିଜେ କିଛି ଅମଳକରନ୍ତି ନାହିଁ...

ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ଙ୍କୁ ପୁରସ୍କାରରେ ମିଳିଲା ‘୫ ଲିଟର ପେଟ୍ରୋଲ’, ଫଟୋ ଭାଇରାଲ ପରେ ଲୋକେ କହିଲେ…

ନୂଆଦିଲ୍ଲୀ,୨।୩: ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। କିଛି ରାଜ୍ୟରେ ପେଟ୍ରୋଲ ଦାମ ଲିଟର ପ୍ରତି ୧୦୦...

ଟୋଲ ଗେଟ୍‌ରେ ପଶି ଏମିତି କାଣ୍ଡ ଘଟାଇଲା ମାଙ୍କଡ: ଭିଡିଓ ଭାଇରାଲ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ ମାଙ୍କଡ ଟୋଲ ଗେଟରେ ପଶି ଟୋଲ କର୍ମଚାରୀଙ୍କଠାରୁ ଟଙ୍କା ନେଇଯାଉଥିବା ଭିଡିଓ ସୋସିଆଲ...

ପ୍ରକୃତିର ଶୋଷଣ ନୂଆ ରୋଗର ପ୍ରକୋପ ବଢ଼ାଇବ

ଓ୍ବାଶିଂଟନ,୧୬ା୪: ମହାମାରୀ କରୋନା ଯୋଗୁ ବିଶ୍ୱ ଏବେ ଥରହର। କେହି କେହି ଏହା ମାନବୀୟ ଅବହେଳାର ପରିଣାମ ବୋଲି କହୁଥିବା ବେଳେ ପ୍ରକୃତିର ଶୋଷଣ ଏଭଳି...

ଆବୁଧାବିରେ ହେବ ସର୍ବ ବୃହତ୍‌ ଆକ୍ୱାରିୟମ୍‌

ଆବୁଧାବି: ଆବୁଧାବିରେ ନିର୍ମାଣାଧୀନ ମଧ୍ୟପ୍ରାଚ୍ୟର ବୃହତ୍ତମ ଆକ୍ୱାରିୟମକୁ ୨୦୧୯ରେ ହିଁ ସମ୍ପୂର୍ଣ୍ଣ କରାଯିବ। ଅଲ୍‌ କ୍ୱାନା(ୟୁଏଇ) ର ଏହି ୭,୦୦୦ ବର୍ଗ ମିଟର ପରିମିତ ଆକ୍ୱାରିୟମର...

ଛାତ ଉପରେ ବାଘ ଦେଖି ଭୟରେ ଥରିଲେ ବ୍ୟକ୍ତି, ଆଉ ତା’ ପରେ

ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ବର୍ତ୍ତମାନ ସେଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ...

‘ମୁଁ ଦୁନିଆ ଛାଡ଼ିଦେବି’

ଚପଳ ଶିଶୁ। ସେମାନଙ୍କର ମନ ସର୍ବଦା ଖେଳିବା, ବୁଲିବାରେ ବ୍ୟସ୍ତ। କିନ୍ତୁ ଆଜିର ପିଲାମାନେ ଟିଭି, ମୋବାଇଲ ଦେଖି ଏତେ ବଡ଼ ବଡ଼ କଥା ଶିଖୁଛନ୍ତି,...

Advertisement
Archives

Model This Week