ଫୁରସତ

ଅଜବ ମୋବାଇଲ୍‌ କଭର୍‌

ମୋବାଇଲ ଆମ ଜୀବନର ଏମିତି ଏକ ଅଂଶ ପାଲଟିଯାଇଛି ଯେ, ଏହାଠୁ ଘଡିଏ ଦୂରେଇ ରହିବା କଷ୍ଟକର ହୋଇଯାଉଛି। ଆଉ ଏହାର କିଛି କ୍ଷତି ହୋଇଗଲେ ତ ଭାରି ବାଧେ। ତେଣୁ ଏହା ଯେମିତି ସୁରକ୍ଷିତ ରହିବ ସେଥିଲାଗି ସମସ୍ତେ...

ପ୍ରଥମ ଉପାର୍ଜିତ ଅର୍ଥରେ ମିଠା କିଣିଥିଲି: ଶିକ୍ଷାବିତ୍‌ ଡ. ସୁଦର୍ଶନ ବାରିକ

ଭଦ୍ରକ ଜିଲ୍ଲାର ବଳାଜିତପଡା ଗାଁରେ ମୋ ଜନ୍ମ। ଅର୍ଣ୍ଣପାଳସ୍ଥ ଓକରା ହାଇସ୍କୁଲରେ ମାଟ୍ରିକ ଯାଏଁ ପଢିଥିଲି। ଆମ ସ୍କୁଲରେ ପ୍ରତିବର୍ଷ ଡ୍ରାମା ହୁଏ। ଏହି ଡ୍ରାମା ହିଁ ମୋ କଳାକାର ଜୀବନର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା। ସେଇଦିନୁ ସଙ୍ଗୀତ ଓ...

ଏହି ଦେଶରେ କମୁଛି ସମୁଦ୍ର ଜଳ, କାରଣ ଖୋଜୁଛନ୍ତି ବୈଜ୍ଞାନିକ

ବଢୁଥିବା ସମୁଦ୍ର ଜଳ ଯୋଗୁ ସମଗ୍ର ବିଶ୍ୱ ଅସୁବିଧାରେ ପଡ଼ିଛି। ଏପରିକି ଅନେକ ସହରରେ ବୁଡ଼ିଯିବାର ଅବସ୍ଥା ମଧ୍ୟ ହୋଇଯାଇଛି। ନିକଟରେ ଆମେରିକାର ସ୍ପେସ୍‌ ଏଜେନ୍ସି ନାସା ତା’ ରିପୋର୍ଟରେ କହିଛି, ଗତ ୧୦୦ ବର୍ଷ ମଧ୍ୟରେ ଆମେରିକାର ସମୁଦ୍ର...

ସର୍ଜନାର ଉତ୍ସ ଅଫୁରନ୍ତ: ବସନ୍ତ କୁମାରୀ ସାମନ୍ତ

ରଙ୍ଗ ଓ ତୂଳୀରେ ସେ ଯେତିକି ସ୍ବଚ୍ଛନ୍ଦ, କଲମ ଓ ଶବ୍ଦକୁ ନେଇ ତଦନୁରୂପ ପ୍ରଖର। ଚିତ୍ର ଓ ସାହିତ୍ୟ ଉଭୟର ସମନ୍ବୟରେ ଗଢ଼ା ତାଙ୍କ ସର୍ଜନ ବ୍ୟକ୍ତିତ୍ୱ୍‌। ରଙ୍ଗ ଓ ଶବ୍ଦ ଦେଇ ଝରିପଡ଼େ ତାଙ୍କ ଭିତରର କଳାକାରର...

ଲାଟେଷ୍ଟ ଟ୍ରେଣ୍ଡ: ଫ୍ଲୋରାଲ୍‌ ଆଉଟ୍‌ଫିଟ୍‌…

ଖରାଦିନେ କୁଲ୍‌, କମ୍ଫଟେବଲ୍‌ ଲୁକ୍‌ ଦେଇଥାଏ ଫ୍ଲୋରାଲ୍‌ ପ୍ରିଣ୍ଟ୍‌ର ଆଉଟ୍‌ଫିଟ୍‌। ଅଲ୍‌ ଟାଇମ୍‌ ଫ୍ୟାଶନରେ ରହିଥିବା ଏହି ପ୍ରିଣ୍ଟ ଦେଖିବାକୁ ଯେମିତି ଆକର୍ଷଣୀୟ, ପିନ୍ଧିଲେ ବି ସେମିତି ତାଜା ଅନୁଭବ ଦେଇଥାଏ। ସବୁଠୁ ବଡ଼ କଥା ହେଉଛି ଏହି ଷ୍ଟାଇଲ୍‌ର...

ବିଦେଶୀ ଫଳ ‘ଷ୍ଟ୍ରବେରି’: ବେଶ୍‌ ଅର୍ଥ ଉପାର୍ଜନ କରିପାରୁଛନ୍ତି ଓଡ଼ିଶାର ଚାଷୀ

ଜଳବାୟୁ ଓ ଜମିର ଉର୍ବରତାକୁ ନେଇ ସାଧାରଣତଃ ଚାଷ କରାଯାଇଥାଏ। ସେଇଥିପାଇଁ ସବୁ ସ୍ଥାନରେ ସବୁ ଚାଷ ହୋଇପାରେନା। କିଛି ଚାଷ ସେଇ ସ୍ଥାନକୁ ନେଇ ପ୍ରସିଦ୍ଧ। ଏହି ପ୍ରସଙ୍ଗରେ ଦେଖିବାକୁ ଗଲେ ଏମିତି ଅନେକ ଫଳ ବା ପରିବା...

ଦୁଇ ସିଂହକୁ ଅଟକାଇଦେଲା ଅହିରାଜ, ଭିଡିଓ ଦେଖିଲେ…

ସିଂହ ଜଙ୍ଗଲର ସବୁଠାରୁ ଶକ୍ତିଶାଳୀ ଏବଂ ଭୟଭୀତ ପଶୁ ବୋଲି କୁହାଯାଏ। ତା’ ସାମ୍ନାକୁ ଯିବାକୁ କେହି ବି ସାହସ କରନ୍ତି ନାହିଁ। କାରଣ ଯଦି କେହି ସାମ୍ନାକୁ ଆସନ୍ତି, ତେବେ ସହଜେ ବର୍ତ୍ତିବା ସମ୍ଭବ ହୋଇ ନ ଥାଏ।...

ପାଇପରୁ ଝରୁଥିଲା ପାଣି, ବିଲ ଆସିଲା ୧୫ ଲକ୍ଷ…

କାର୍ଡିଫ୍‌,୨୬।୨ : ୱେଲ୍ସର ଜଣେ ମହିଳା ତାଙ୍କ ପାଣି ବିଲ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଯଦିଓ ସେ ଭାବିଥିଲେ ଯେ ଏହି ବିଲ ନିଶ୍ଚିତ ଭାବରେ ଭୁଲ ଭାବରେ ଆସିଛି କିନ୍ତୁ ବିଲ ସଠିକ ଥିଲା। ପ୍ରକୃତରେ ଅଜଣା ଭାବେ...

ମହିଳାଙ୍କୁ ବଳାତ୍କାର ଉଦ୍ୟମ କରି ବ୍ୟକ୍ତି ପାଇଲେ ପାନେ, ଜାଣିଲେ କରିବେ ପ୍ରଶଂସା

ବେଳେବେଳେ ଏମିତି କିଛି ଖବର ଜାଣିବାକୁ ମିଳେ, ଯାହା ଆଶ୍ଚର୍ଯ୍ୟ କରିଦେଇଥାଏ। ଠିକ୍‌ ସେମିତି ଫ୍ରାନ୍ସରୁ ଏକ ଖବର ଜାଣିବାକୁ ମିଳିଛି। ଫ୍ରାନ୍ସର ଜଣେ ମହିଳାଙ୍କୁ ଜଣେ ବ୍ୟକ୍ତି ବଳାତ୍କାର ଉଦ୍ୟମ କରିଥିଲେ। ଏହା ପରେ ମହିଳା ଜଣକ ଯାହା...

ନିଜ ରିସେପ୍‌ଶନରେ ପହଞ୍ଚି ପାରିଲେନି ବରକନ୍ୟା, କାରଣ ଜାଣିଲେ…

ବିବାହ ସମୟରେ, ଅନେକ ଛୋଟ ଏବଂ ବଡ଼ ଭୁଲ୍‌ ପ୍ରାୟତଃ ହୋଇଥାଏ। ଏସବୁ ଅତି ସାଧାରଣ କଥା। କିନ୍ତୁ ଯେତେବେଳେ କିଛି ଅଦ୍ଭୁତ ଏବଂ ଭିନ୍ନ ଘଟଣା ଘଟେ, ସେତେବେଳେ ଉତ୍ତେଜନା ଦେଖାଦେଇଥାଏ। ଆମେରିକାରେ ଏକ ଦମ୍ପତିଙ୍କ ବିବାହ ରିସେପ୍‌ଶନରେ...

ସେଣ୍ଟ୍ରାଲ୍‌ ଏକ୍ସାଇଜ ଡେ’

୧୯୪୪ ଫେବୃୟାରୀ ୨୪ରେ ଲାଗୁ ହୋଇଥିବା ସେଣ୍ଟ୍ରାଲ ଏକ୍ସାଇଜ୍‌ ବା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଏବଂ ଲୁଣ ଆଇନକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଫେବୃୟାରୀ ୨୪କୁ ସେଣ୍ଟ୍ରାଲ୍‌ ଏକ୍ସାଇଜ୍‌ ଡେ ଭାବେ ପାଳନ କରାଯାଉଛି। ଦେଶ ପାଇଁ ସେଣ୍ଟ୍ରାଲ ବୋର୍ଡ...

ଏମିତି ଗାଁ, ଯେଉଁଠି ଘରର ପ୍ରବେଶ ଦ୍ୱାରରେ ରହିଛି କବର, କାରଣ ଜାଣିଲେ…

କେବେ ଏମିତି ଗାଁ ଦେଖିଛନ୍ତି, ଯେଉଁଠାରେ ପ୍ରତ୍ୟେକ ଘରର ପ୍ରବେଶ ଦ୍ୱାରରେ କବର ରହିଛି। ଆନ୍ଧ୍ରପ୍ରଦେଶର  ଆୟାକୋଣ୍ଡା ନାମକ ଏକ ଗାଁକୁ ଗଲେ ଅନୁଭବ କରିବେ ବୋଧେ କବର ସ୍ଥାନକୁ ଆସିଛନ୍ତି। ଏହି ଗାଁ ପୂରା କବରରେ ପରିପୂର୍ଣ୍ଣ। ପ୍ରତ୍ୟେକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri