ଫୁରସତ

ତିନି ମୁଣ୍ଡିଆ ଡ୍ରାଗନ

ଡ୍ରାଗନ ଏକ ଭୟଙ୍କର ବିରାଟକାୟ ପ୍ରାଣୀ, ଯାହା ପାଟିରୁ ବାହାରିଥାଏ ଲହ ଲହ ନିଆଁ। ବିଭିନ୍ନ ଲୋକକଥା ଓ କାହାଣୀରେ ଏଇ ଦୈତ୍ୟରୂପୀ ପ୍ରାଣୀ ସମ୍ପର୍କରେ ଶୁଣିବାକୁ ମିଳେ। ହେଲେ ବାସ୍ତବରେ କ’ଣ ଏହାର ସତ୍ତା ଅଛି? ହୁଏତ ନାଁ।...

ସବୁଠାରୁ ସୁଖି ମଣିଷ

ଦୁଃଖ ସୁଖ ଦୁଇ ଭାଈ ପରି। ଏମିତି କେହି ନାହିଁ ଯିଏକି ଜୀବନରେ ଏହି ଦୁଇ ଅନୁଭୂତିକୁ ଅନୁଭବି ନାହିଁ। ହେଲେ ଏହା କେବେ ସ୍ଥାୟୀ ନୁହେଁ। ଦୁଃଖ ପରେ ସୁଖ ଓ ସୁଖପରେ ଦୁଃଖ ନିଶ୍ଚୟ ଆସେ। କିନ୍ତୁ...

ଛିଙ୍କ ପଡ଼ିଲା…

ଆଜିକାଲି ଆଉ କିଏ କ’ଣ ମିଛ କହୁଛନ୍ତି? ନା, ଏବେ ସମସ୍ତେ ସତ କହିବା ଶିଖିଯାଇଛନ୍ତି। ଆଜ୍ଞା ! ଆପଣମାନେ ଅନୁସନ୍ଧାନ କରୁନାହାନ୍ତି ! ବଳେ ଜାଣିଯିବେନି! ଏମିତିକା ଏତେ ସତ କହୁଛନ୍ତି ଯେ, କେହି ମିଛବୋଲି କହି ପାରିବେନି...

ସବୁଠୁ ସଂକୀର୍ଣ୍ଣ ନଦୀ

ନଦୀ ତ ସମସ୍ତେ ଦେଖିଥିବେ। ଏହା ବହୁତ ଲମ୍ବା ହେବା ସହ ଓସାର ଏତେ ହୋଇଥାଏ ଯେ, ଏକୂଳରୁ ସେ କୂଳକୁ ଯିବା ପାଇଁ ଡଙ୍ଗାର ଆବଶ୍ୟକତା ପଡେ। କିନ୍ତୁ ଜାଣନ୍ତିକି ଏମିତି ବି ଏକ ନଦୀ ଅଛି, ଯାହାକୁ...

ବ୍ଲେଡ ମଝିରେ କାହିଁକି ଥାଏ ଏକ ଖାସ୍‌ ଡିଜାଇନ୍‌

ବ୍ଲେଡ ଯେଉଁ କମ୍ପାନୀର ହେଉ ନା କାହିଁକି, ତାହା ପୃଥିବୀର ଯେଉଁଠି ବି ତିଆରି ହୋଇଥାଉ ପଛେ ତା’ର ଡିଜାଇନ୍‌ କିନ୍ତୁ ଏକାପରି ଥାଏ। ଆଉ ବ୍ଲେଡ୍‌ ମଝିରେ ଥିବା ଖାଲି ସ୍ଥାନରେ ହୋଇଥିବା ଡିଜାଇନ୍‌ ତ ପୁରାପରି ଏକା...

ପର୍ଯ୍ୟଟନରେ ମନୋରମ ୟୁକସୋମ

ୟୁକସୋମ ହେଉଛି ସିକ୍କିମ୍‌ସ୍ଥିତ ଏକ ଆକର୍ଷଣୀୟ ତଥା ମନୋରମ ସହର। ଏଠାରେ ରହିଛି ଏକାଧିକ ସୁନ୍ଦର ପର୍ଯ୍ୟଟନସ୍ଥଳୀ। ଖାସ୍‌କରି ଏଠାରେ ଦେଖିବାକୁ ମିଳୁଥିବା ଜଙ୍ଗଲ ପରିବେଷ୍ଟିତ ପାହାଡ଼ର ଅପୂର୍ବ ଦୃଶ୍ୟ ବେଶ୍‌ ଆଖିଦୃର୍ଶୀୟା ହୋଇଥାଏ। ଏହାଛଡ଼ା ଏଠାରେ ବି ଦେଖିବାକୁ...

ମିନି ସ୍କର୍ଟ ଫ୍ୟାଶନ

ମିନି ସ୍କର୍ଟର ଫ୍ୟାଶନ କେବେ ବି ଆଉଟ୍‌ ଅଫ୍‌ ଟ୍ରେଣ୍ଡ ହୁଏ ନାହିଁ। ଖାସ୍‌କରି ଖରାଦିନେ ତ ଏହାର ଚାହିଦା ବେଶ୍‌ ରହୁଥିବା ଦେଖିବାକୁ ମିଳେ। ତେବେ ଏହାକୁ କ୍ୟାରି କରିବା ସମୟରେ କିଛିଟା ଜରୁରୀ କଥା ଉପରେ ନଜର...

ଟ୍ୟୁଶନରୁ ହୋଇଥିଲା ପ୍ରଥମ ରୋଜଗାର: ବିଶିଷ୍ଟ ଗୀତିକାର ବସନ୍ତ ରାଜ୍‌ ସାମଲ

ଜଣେ ଗୀତିକାର ହିସାବରେ କ୍ୟାରିୟର୍‌ ଆରମ୍ଭ କରିବା ପୂର୍ବରୁ ବସନ୍ତ ରାଜ୍‌ ପ୍ରଥମେ ଭୁବନେଶ୍ୱର ଆସି ପିଲାଙ୍କୁ ଟ୍ୟୁଶନ କରିବା ଆରମ୍ଭ କରିଥିଲେ। ତା’ପରେ ପ୍ରେସ୍‌ ଲାଇନ୍‌ରେ କାମ କଲେ। ‘ଖବରକାଗଜ’ ନାମକ ଏକ ଦୈନିକ ଖବରକାଗଜ ସହିତ ‘ଟ୍ୟୁଚ୍‌ଜ...

ସିଂହାସନ

ସିଂହାସନ! ଯାହାର ନାଁରୁ ହିଁ ବାରି ହୋଇଯାଏ ତା’ର ମର୍ଯ୍ୟାଦା ଓ ଗୁରୁତ୍ୱ। ଶକ୍ତି, ସାମର୍ଥ୍ୟ ଓ ବୀରତ୍ୱର ପ୍ରତୀକ ଇଏ। ଆଉ ମୂଲ, ଅମୂଲମୂଲ। ଏହା ଏମିତି ଏକ ସ୍ଥାନ, ଯାହା ଉପରେ ଉପବିଷ୍ଟ ହେଉଥିବା ବ୍ୟକ୍ତିଙ୍କୁ ଗଣନା...

ବିମାନ କମ୍ପାନୀ ପକ୍ଷରୁ ମହିଳାଙ୍କୁ ୧୩ ସୁଟ୍‌କେଶ

ତାଲାହାସି: ନିକଟରେ ବିମାନ ଉଡ଼ାଣ ସମୟରେ କ୍ଷତିଗ୍ରସ୍ତ ହୋଇଥିବା ଏକ ବ୍ୟାଗ୍‌ ବଦଳାଇବାରୁ ଏୟାରଲାଇନ୍ସ ପକ୍ଷରୁ ୧୩ଟି ଟ୍ରଲି ବ୍ୟାଗ୍‌ ମିଳିଥିବା ଜନୈକା ମହିଳା କହିଛନ୍ତି। ଫ୍ଲୋରିଡାର ୨୯ ବର୍ଷୀୟା ପେଟନ୍‌ ଥମସନ୍‌ ନିକଟରେ ଏକ ଭିଡିଓ ଶେୟାର କରିଛନ୍ତି,...

ବାଲ୍‌ଟିରୁ ତାଜା କ୍ଷୀର ପିଇଲା ୮ ମାସର ଶିଶୁ, ଶ୍ରୀକୃଷ୍ଣଙ୍କ ସହ ତୁଳନା କଲେ ଲୋକେ, ହୃଦୟ ଜିଣୁଛି ଭିଡିଓ

ଆଜିର ସମୟରେ ଲୋକମାନେ କେବଳ ପ୍ୟାକେଟ୍‌ କ୍ଷୀର ନେବାକୁ ପସନ୍ଦ କରୁଛନ୍ତି। କାରଣ ସେମାନଙ୍କ ପାଖରେ ସମୟ ନାହିଁ ଘରକୁ ଯାଇ ଗାଈ କ୍ଷୀର ଆଣିବାକୁ। ଏପରି ସମୟରେ ଆଜି ବି ଗ୍ରାମାଞ୍ଚଳରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ଘରେ...

କୀଟ ମସ୍ତିଷ୍କର ପ୍ରଥମ ସମ୍ପୂର୍ଣ୍ଣ ମାନଚିତ୍ର

ନୂଆଦିଲ୍ଲୀ: ଜନ୍‌ ହପ୍‌କିନ୍ସ ୟୁନିଭର୍ସିଟି ଏବଂ ୟୁନିଭର୍ସିଟି ଅଫ୍‌ କେମ୍ବ୍ରିଜ୍‌ ନେତୃତ୍ୱରେ ଅନ୍ତର୍ଜାତୀୟ ଦଳ ଏକ ଡ୍ରୋସୋଫିଲା(ଖାଦ୍ୟପଦାର୍ଥ ଉପରେ ଉଡୁଥିବା କ୍ଷୁଦ୍ର ମାଛି)ର ମସ୍ତିଷ୍କରେ ଥିବା ପ୍ରତ୍ୟେକ ସ୍ନାୟୁ ସଂଯୋଗକୁ ଅନୁଧ୍ୟାନ କରି ଏକ ଚିତ୍ର ପ୍ରସ୍ତୁତ କରିଛି, ଯାହା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri