Posted inଫୁରସତ

ଏହି ଗାଁରେ ପିଲାମାନଙ୍କୁ ବାହାରେ ଖେଳିବାକୁ ଦିଅନ୍ତିନି ଅଭିଭାବକ, କାରଣ ଜାଣିଲେ…

ଆଜିକାଲି କେବଳ ଗୋଟିଏ କଥା ଉପରେ ବିତର୍କ ଚାଲିଛି କି ଜୀବନଶୈଳୀରେ ଶାରୀରିକ କାର୍ଯ୍ୟକଳାପ ହ୍ରାସ ପାଉଛି। ପିଲା ହୁଅନ୍ତୁ କି ବୟସ୍କ। ସେମାନେ ଯେତିକି ଶାରୀରିକ ପରିଶ୍ରମ କରିବା ଉଚିତ୍‌ ସେତିକି କରିବାକୁ ସକ୍ଷମ ନୁହନ୍ତି। ଏଭଳି ପରିସ୍ଥିତିରେ ମାତାପିତା ସେମାନଙ୍କୁ ପାର୍କ କିମ୍ବା ଘର ବାହାରେ ଖେଳିବାକୁ ପରାମର୍ଶ ଦେଇଥାନ୍ତି। ତଥାପି ଏପରି ଏକ ସ୍ଥାନ ଅଛି, ଯେଉଁଠାରେ ଅଭିଭାବକମାନେ ପିଲାମାନଙ୍କୁ ଘର ଭିତରେ ରଖିବାକୁ ଚାହାନ୍ତି। ବାହାରକୁ ଖେଳିବା ପାଇଁ ଛାଡ଼ି ନ ଥାନ୍ତି।

ଏକ ରିପୋର୍ଟ ଅନୁଯାୟୀ, ବ୍ରିଟେନର ନୋରଓ୍ବିଚ୍‌ ନାମକ ଏକ ସ୍ଥାନରେ ଲୋକମାନେ ନିଜ ପିଲାମାନଙ୍କୁ ଏକାକୀ ବାହାରେ ଖେଳିବାକୁ ଦିଅନ୍ତି ନାହିଁ। ସେମାନେ ସର୍ବଦା ଏହି ସମୟକୁ ଭୟ କରନ୍ତି, ଯଦି ପିଲାମାନେ ଯାଆନ୍ତି, ତେବେ ସେମାନେ ଫେରି ପାରିବେ କି ନାହିଁ। ଏହା ନୁହେଁ ଯେ, ଏଠାରେ କୌଣସି ଅପରାଧୀ କିମ୍ବା ଭୂତ ବସବାସ କରୁଛନ୍ତି। ଏହି ଗାଁ ଏପରି ଏକ ସ୍ଥାନରେ ଅବସ୍ଥିତ, ଯାହା ଆଦୌ ସୁରକ୍ଷିତ ନୁହେଁ ବୋଲି ଅଭିଭାବକମାନେ ମନେ କରନ୍ତି।

ଥର୍ପେ ନାମକ ଏକ ଛୋଟ ଗାଁରେ ପିଲାମାନେ ଏକାକୀ ଘରୁ ବାହାରିବା ଅତ୍ୟନ୍ତ ବିପଦଜନକ ହୋଇପଡ଼ିଛି। ଏଠାରେ ରହୁଥିବା ଲୋକମାନେ କୁହନ୍ତି ଯେ, ଏହି ଅଞ୍ଚଳର ସୁରକ୍ଷା ପାଇଁ କିଛି କରିବା ଆବଶ୍ୟକ। ସେମାନେ ନିଜ ପିଲାମାନଙ୍କୁ ଘରେ ଖେଳିବାକୁ ପରାମର୍ଶ ଦିଅନ୍ତି । କାରଣ ଘର ବାହାରେ ରାସ୍ତାରେ ଏତେଗୁଡ଼ିଏ ସିଙ୍କ୍‌ହୋଲ୍‌ ତିଆରି କରାଯାଇଛି ଯାହା ଭିତରେ କିଏ ନା କିଏ କେବେ ବି ପଡ଼ିଯାଇ ପ୍ରାଣ ହରାଇପାରେ। କେବଳ ଏତିକି ନୁହେଁ, ଏହି ଲୋକମାନଙ୍କର ସମସ୍ୟା ହେଉଛି ସିଙ୍କ୍‌ହୋଲ୍‌ଗୁଡ଼ିକ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ସେମାନେ ଅନାବଶ୍ୟକ ଭାବେ ପିଲାମାନଙ୍କୁ ଘରୁ ବାହାରକୁ ଆସିବା ପାଇଁ ବନ୍ଦ କରି ଦେଇଛନ୍ତି।

ସେମାନଙ୍କ ବଗିଚାରେ ଥିବା ଏକ ଗଛ ନିଖୋଜ ହେବା ପରେ ଗ୍ରାମବାସୀ ପ୍ରଥମେ ସିଙ୍କ୍‌ହୋଲ୍‌ ବିଷୟରେ ଜାଣିବାକୁ ପାଇଲେ। କର୍ତ୍ତୃପକ୍ଷ ଏହିପରି ଖାଲ ନିକଟରେ ବାଡ଼ ଲଗାଇଛନ୍ତି। କିନ୍ତୁ ଅଧିକ ପଦକ୍ଷେପ ନିଆଯିବା ଆବଶ୍ୟକ। ନିକଟରେ ଏଠାରେ ଏକ ୧୨ ଫୁଟ ଗଭୀରର ଗର୍ତ୍ତ ସୃଷ୍ଟି ହୋଇଥିଲା, ଯାହା ପରେ ଗ୍ରାମବାସୀଙ୍କ ଚିନ୍ତା ଆହୁରି ବଢ଼ିଯାଇଥିଲା। ତେଣୁ ସେମାନେ ପିଲାମାନଙ୍କୁ ବାହାରକୁ ନ ଛାଡ଼ି ଘର ଭିତରେ ବନ୍ଦୀ କରି ରଖନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘We Will Kill Trump…’,ପ୍ରତିଶୋଧର ନିଆଁ! ଖାମେନେଇଙ୍କ ଅନ୍ତିମ ସଂସ୍କାର ଭୂମିରୁ ଟ୍ରମ୍ପଙ୍କୁ ମୃତ୍ୟୁ ଧମକ

ତେହରାନ,୯ା୭: ଆମେରିକା ଇରାନର ଆଠଟି ସହର ଉପରେ ଆକ୍ରମଣ କରିଛି । ପ୍ରତିଶୋଧ ସ୍ୱରୂପ, ତେହରାନ ବାହାରିନ ଏବଂ କୁୱେତରେ ଥିବା ଅନେକ ସାମରିକ ଘାଟିକୁ ଟାର୍ଗେଟ…

ଝିଆରୀଙ୍କୁ ବଳାତ୍କାର କଲେ ଦାଦା: ଘରେ କେହି ନ ଥିବାବେଳେ…

ଭଦ୍ରକ,୯ା୭(ସନାତନ ରାଉତ): ନାବାଳିକା ଝିଆରୀଙ୍କୁ ବଳାତ୍କାର ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ପୋଲିସ ଗିରଫ କରିଛି। ଏପରି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଞ୍ଚଳରେ। ରଜ ସମୟରେ…

ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ: ଖୋଲିଲା ୪ ସ୍ଲୁଇସ ଗେଟ

ସମ୍ବଲପୁର,୯।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବଡ଼ ଡିଲ୍‌: ଚାଇନା-ପାକିସ୍ତାନ ଛାନିଆ

ମେଲବୋର୍ନ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜଙ୍କ ଉପସ୍ଥିତିରେ ମେଲବୋର୍ନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହୋଇଛି।…

ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ଶସ୍ତା ହେବ ମୋବାଇଲ୍-ଲାପ୍‌ଟପ୍‌, ସରକାର ନେଲେ ଏହି ପଦକ୍ଷେପ

ନୂଆଦିଲ୍ଲୀ,୯।୭: କେନ୍ଦ୍ର ସରକାର ସ୍ମାର୍ଟଫୋନ୍, ୱାୟାରଲେସ୍ ଚାର୍ଜର୍, କମ୍ପ୍ୟୁଟର, ଲାପଟପ୍, ସ୍ମାର୍ଟ ଟିଭି, ସ୍ମାର୍ଟୱାଚ୍ ଏବଂ ଫିଟନେସ୍ ବ୍ୟାଣ୍ଡ ଭଳି ଇଲେକ୍ଟ୍ରୋନିକ୍ ଜିନିଷରେ ବ୍ୟବହୃତ ଉପାଦାନଗୁଡ଼ିକ ଉପରେ…

ଦୃଷ୍ଟି ଦେଉନି ଜାତୀୟ ରାଜପଥ ବିଭାଗ: ଖାଲଖମାରେ ଫସିରହୁଛି ଗାଡି, ଯାତାୟାତ ବାଧାପ୍ରାପ୍ତ

ପଟ୍ଟାଙ୍ଗି,୯।୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ଠାରୁ ଅଳ୍ପ କିଛି ଦୂରରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ନୂତନ କରି ନିର୍ମାଣ…

ପାଠ ପଢ଼ିବାକୁ ଭୁବନେଶ୍ବର ଆସିଥିଲେ ଝିଆରୀ; ବଳାତ୍କାର କରୁଥିଲେ ମଉସା, ସହଯୋଗ କରୁଥିଲେ ମାଉସୀ

ଭୁବନେଶ୍ୱର,୯।୭(ପ୍ରସନଜିତ୍‌ ସାହୁ): ରାଜଧାନୀ ଭୁବନେଶ୍ୱରରେ ଏକ ବଳାତ୍କାର ଘଟଣା ସାମ୍ନାକୁ ଆସିଛି। ନୟାପଲ୍ଲୀ ଥାନା ଅନ୍ତର୍ଗତ ନୂଆସାହିସ୍ଥିତ ଏକ ଆପାର୍ଟମେଣ୍ଟରେ ଜଣେ ନାବାଳିକା ଝିଆରୀଙ୍କୁ ତାଙ୍କ ମଉସା…

ପିଏମ ମୋଦିଙ୍କ ସ୍ବାଗତ ପୂର୍ବରୁ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ସାରା ବିଶ୍ୱରେ ପଡିଗଲା ଚହଳ

ୱେଲିଂଟନ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ୩ଟି ଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଏବେ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ଶେଷ କରି ସେ ସେଠାରୁ ସିଧାସଳଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri