ଏତେ ବଡ଼ ପତ୍ର!
ପୋଖରୀରେ ଫୁଟିଥିବା କଇଁ ଫୁଲ ଏତେ ସୁନ୍ଦର ଦେଖାଯାଏ ଯେ, ଘଡ଼ିଏ ଚାହିଁ ରହିବାକୁ ଇଚ୍ଛା ହୁଏ। ଆଉ ତାକୁ ତୋଳି ଆଣିବାକୁ ମନ ହୁଏ। କଇଁ ଫୁଲର ପତ୍ର ବି ସମସ୍ତେ ଦେଖିଥିବେ। ତେବେ ଆମେ ଏଠି ଯେଉଁ ପତ୍ର…
କପାଳରେ ଫଟାଇଲେ ୨୫୪ ଅଖରୋଟ୍
ଅଖରୋଟ୍ ବା ଓ୍ବାଲନଟ୍ ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ତେବେ ଏହା ଶକ୍ତ ହୋଇଥିବାରୁ ଏହାକୁ ଫଟାଇବା ବହୁତ କଷ୍ଟକର। କିଏ ହାତୁଡି ଖୋଜନ୍ତି ତ ଆଉ କିଏ କବାଟର କବ୍ଜା ମଝିରେ ରଖି ଏହାକୁ ଫଟାନ୍ତି। ତେବେ ଜାଣି ଆଶ୍ଚର୍ଯ୍ୟ…
ପାଣି ଭିତରେ କିସ୍
ପ୍ରେମର ଭାବକୁ ପରିପ୍ରକାଶ କରିବାର ଏକ ମାଧ୍ୟମ ହେଉଛି ଚୁମ୍ବନ ବା କିସ୍। ସେ ପ୍ରେମୀ ଯୁଗଳ ହୁଅନ୍ତୁ ଅବା ସ୍ବାମୀ ସ୍ତ୍ରୀ ଚୁମ୍ବନ ମାଧ୍ୟମରେ ନିଜ ଭଲ ପାଇବାକୁ ଜାହିର କରନ୍ତି। ତେବେ କାନାଡାର ମାଇଲ୍ସ କ୍ଲାଟିୟର୍ ଓ ଦକ୍ଷିଣ…
ଗୋରୁମାରା ଜାତୀୟ ଉଦ୍ୟାନ
ପଶ୍ଚିମବଙ୍ଗର ଜଲପାଇଗୁଡ଼ି ଜିଲା ଅନ୍ତର୍ଗତ ଗୋରୁମାରା ଜାତୀୟ ଉଦ୍ୟାନଟି ହେଉଛି ସ୍ଥାନୀୟ ଅଞ୍ଚଳର ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ୧୮୯୫ ମସିହାରେ ମାତ୍ର ୭ ବର୍ଗ କି.ମି ଅଞ୍ଚଳକୁ ନେଇ ପ୍ରଥମେ ଏହି ସ୍ଥାନରେ ଏକ ସଂରକ୍ଷଣ କେନ୍ଦ୍ର ଗଢି ଉଠିଥିଲା। ଧୀରେ…
କୁମ୍ଭୀର ପେଟରେ ମଣିଷ, ବଞ୍ଚାଇବା ପାଇଁ ହାତ ବାହାର କରି ମାଗିଲେ ସହାୟତା, ଭିଡିଓ ଦେଖିଲେ…
କୁମ୍ଭୀରଟି କେତେ ଯେ, ଭୟଙ୍କର ଏବଂ ବିପଜ୍ଜନକ ତାହା କିଏ ବା ନ ଜାଣେ। ସୋସିଆଲ ମିଡିଆରେ କୁମ୍ଭୀର କେବଳ ମଣିଷ ନୁହେଁ ବରଂ ବଡ଼ବଡ଼ ଭୟଙ୍କର ପଶୁମାନଙ୍କୁ ମଧ୍ୟ ଶିକାର କରୁଥିବାର ଦେଖିବାକୁ ମିଳିଥାଏ। ଏବେ ସେମିତି ଏକ ଏକ…
ଆରିଜୋନା
ଆମେରିକାର ଦକ୍ଷିଣ-ପଶ୍ଚିମରେ ଥିବା ଏହି ରାଜ୍ୟଟି ଏଠାରେ ଥିବା ଗ୍ରାଣ୍ଡ କ୍ୟାନିଅନ୍ ପାଇଁ ସାରା ବିଶ୍ୱରେ ପରିଚିତ। ଜାଣିବା ଏ ସମ୍ପର୍କରେ ଅନେକ ରୋଚକ ତଥ୍ୟ… ଆରିଜୋନା ପ୍ରଥମେ ମେକ୍ସିକୋରେ ଥିଲା। ମେକ୍ସିକାନ୍-ଆମେରିକାନ୍ ଓ୍ବାର୍ ବା ଯୁଦ୍ଧ ପରେ ଆମେରିକା ମେକ୍ସିକୋର…
ଗାଁର ସୁନା ଝିଅ
ଏମାନେ ନିଜ ଗାଁକୁ ଯେମିତି ଭଲ ପାଆନ୍ତି ଗାଁ ଲୋକଙ୍କ ସମସ୍ୟା ଦେଖିଲେ ସେମିତି ବ୍ୟଥିତ ହୋଇପଡନ୍ତି। ଗାଁ ଲୋକଙ୍କୁ କେମିତି ସଚେତନ କରିବେ, ସମସ୍ୟାରୁ ବାହାର କରିବେ ଆଉ ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ପାଇବାର ବାଟ ଦେଖାଇବେ ସେହି…
ନିଦ ପୂର୍ବରୁ ମୋବାଇଲ ଦେଖୁଛନ୍ତି ଲୋକେ: ଅଭ୍ୟାସ ନେଇ ୯୧ ପ୍ରତିଶତ ଚିନ୍ତିତ…
ବେଙ୍ଗାଲୁରୁ,୨।୪ : କର୍ନାଟକର ବେଙ୍ଗାଲୁରୁ ଭାରତର ଆଇଟି ହବ ହେବାକୁ ବହୁ ଦିନ ବିତି ଗଲାଣି। ତେବେ ଏହି ଅଭିବୃଦ୍ଧି ଏବଂ ଦ୍ରୁତ ଗତି ସହିତ ସହରରେ ଅନେକ ସମସ୍ୟା ମଧ୍ୟ ଉପୁଜିଛି। ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ…
ଔଷଧର ବିଷକ୍ରିୟା ସମ୍ପର୍କରେ ସୂଚନା ଦେବ କୃତ୍ରିମ କିଡନୀ…
ସିଓଲ,୨।୪ : ଦକ୍ଷିଣ କୋରିଆର ପୋହଙ୍ଗ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏକ କୃତ୍ରିମ କିଡନୀ ବିକଶିତ କରିଛନ୍ତି। ଏହି କିଡନୀ ଔଷଧର ବିଷକ୍ରିୟା ଏବଂ ଏହାର ପାର୍ଶ୍ୱ ପ୍ରତିକ୍ରିୟାଗୁଡ଼ିକୁ ଚିହ୍ନିବାରେ ସାହାଯ୍ୟ କରିବ। କିଡନୀର ମୌଳିକ ଗଠନମୂଳକ ଏବଂ କାର୍ଯ୍ୟକ୍ଷମ ଏକକ ହେଉଛି…
ମହାକାଶରେ ରୋମାନ୍ସ କରିବେ ଲୋକେ
ପ୍ରେମ ଏପରି ଏକ ଅନୁଭବ, ଯେଉଁଠି ପ୍ରେମୀଯୁଗଳ ଅନ୍ୟ କୌଣସି ବିଷୟରେ ଚିନ୍ତା କରନ୍ତି ନାହିଁ। ସେମାନେ ସବୁବେଳେ ଏକାଠି ସମୟ ବିତାଇବାକୁ ଚାହିଁଥାନ୍ତି। ତାହା ପୁଣି ଜନଗହଳିଠୁ ଦୂରରେ। ପ୍ରେମର ଏହି ଅନୁଭବକୁ ସ୍ବତନ୍ତ୍ର କରିବା ପାଇଁ ଅନେକ ବ୍ୟବସ୍ଥା…
ଉଦ୍ଭିଦରୁ ସଂକ୍ରମଣ ହେବାର ପ୍ରଥମ ଘଟଣା: କୋଲକାତାରେ ଆକ୍ରାନ୍ତ ହେଲେ ବ୍ୟକ୍ତି…
କୋଲକାତା,୧।୪ : ପଶ୍ଚିମବଙ୍ଗର କୋଲକାତାରେ ଏଭଳି ରୋଗ ବିଷୟରେ ଜାଣିବାକୁ ମିଳିଛି। ଯେଉଁଥିରେ ଜଣେ ବ୍ୟକ୍ତି ଉଦ୍ଭିଦରୁ ସଂକ୍ରମିତ ହୋଇଛନ୍ତି। ଏହି ରୋଗର ନାମ ହେଉଛି ‘କିଲର ପ୍ଲାଣ୍ଟ ଫଙ୍ଗସ’। ଯାହା ଉଦ୍ଭିଦରୁ ମଣିଷ ପର୍ଯ୍ୟନ୍ତ ସଂକ୍ରମିତ ହୋଇଥାଏ। କୋଲକାତାରେ ଘଟିଥିବା…
ସବୁଠୁ ଦାମୀ ଆପାର୍ଟମେଣ୍ଟ ବିକ୍ରି, ମୂଲ୍ୟ ଜାଣିଲେ..
ନୂଆଦିଲ୍ଲୀ, ୩୧ା୩: ଭାରତର ସବୁଠୁ ଦାମୀ ଆପାର୍ଟମେଣ୍ଟ ଭାବେ ଦକ୍ଷିଣ ମୁମ୍ବାଇର ମାଲାବାର ହିଲ୍ରେ ଥିବା ଟ୍ରିପ୍ଲେକ୍ସ ଆପାର୍ଟମେଣ୍ଟ ପରିଚିତ। ଏହି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ୩୬୯ କୋଟି ଟଙ୍କାରେ ବିକ୍ରି ହୋଇଛି। ଶିଳ୍ପପତି ତଥା ଫେମି କେୟାରର ପ୍ରତିଷ୍ଠାତା ଜେ.ପି. ଟାପାରିଆଙ୍କ…
Archives


