ପିଲାଙ୍କ ସମର କ୍ୟାମ୍ପ
ବର୍ତ୍ତମାନ ଅଧିକାଂଶ ପିଲାଙ୍କଠାରେ ନୃତ୍ୟ, ସଙ୍ଗୀତ, ଅଭିନୟ, ଚିତ୍ରାଙ୍କନ ହେଉ ଅବା କ୍ରୀଡ଼ା ଭଳି ବିଭିନ୍ନ କ୍ଷେତ୍ରରେ ରହିଛି ବିଶେଷ ରୁଚି। ହେଲେ କେବେ ସ୍କୁଲ ପାଠ ପଢ଼ାର ଚାପ ହେଉ ଅବା ଏସବୁ ଦିଗରେ ଶିକ୍ଷା ଗ୍ରହଣ କରିବାର ସୁବିଧା…
୧୩୮ ବର୍ଷ ପରେ ପରିବାରରେ ଝିଅ ଜନ୍ମ
ଲାନ୍ସିଂ: ବର୍ତ୍ତମାନ ଯୁଗ ବହୁତ ଆଗକୁ ବଢ଼ିଥିଲେ ମଧ୍ୟ କିଛି ସ୍ଥାନରେ କନ୍ୟାଭ୍ରୂଣ ହତ୍ୟା ଏବେ ବି ହେଉଛି। ଘରେ ଝିଅ ଅପେକ୍ଷା ପୁଅକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ହେଲେ ଅନେକ ଘରେ ଝିଅକୁ ଲକ୍ଷ୍ମୀଙ୍କ ଦାନ ଭାବେ ଗ୍ରହଣ କରିଥାନ୍ତି।…
ଜନନୀ ସୁରକ୍ଷା ଜରୁରୀ
ପିଲାଟିଏ ଜନ୍ମହେବା ସହିତ ଉଭୟ ନବଜାତ ଶିଶୁ ଏବଂ ପ୍ରସୂତିଙ୍କ ସୁରକ୍ଷା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଜନନୀଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଏପ୍ରିଲ ୧୧ରେ ଜାତୀୟ ସୁରକ୍ଷିତ ମାତୃତ୍ୱ ଦିବସ ପାଳନ କରାଯାଇଥାଏ । ଗର୍ଭାବସ୍ଥାରେ, ପ୍ରସବ…
ଯିଶୁଙ୍କ ବଳିଦାନକୁ ମନେପକାଇ ଶୂଳିରେ ଚଢ଼ିଲେ ଲୋକେ
ମାନିଲା: ଗୁଡ୍ ଫ୍ରାଇଡେକୁ ଯିଶୁଙ୍କ ବଳିଦାନ ଦିବସ ଭାବେ ଲୋକେ ପାଳନ କରିଥା’ନ୍ତି। ଏହି ଦିନ ଯିଶୁଙ୍କୁ ଏକ କାଠରେ କଣ୍ଟା ବାଡ଼େଇ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ହେଲେ ସୋସିଆଲ ମିଡିଆରେ ଏପରି ଏକ ଦୃଶ୍ୟ ଭାଇରାଲ ହେଉଛି, ଯେଉଁଥିରେ ଲୋକେ ଯିଶୁଙ୍କ…
ବିବାହରେ ବିୟର ପିଇବା ମନା: ଖର୍ଚ୍ଚ କମାଇବାକୁ ପଞ୍ଚାୟତ ଜାରି କଲା କଟକଣା…
ଶିମଲା,୧୦।୪ : ହିମାଚଳ ପ୍ରଦେଶର ଆଦିବାସୀ ବହୁଳ ଲାହୁଲ ଏବଂ ସ୍ପିଟି ଜିଲାର କେଲଙ୍ଗ ପଞ୍ଚାୟତରେ ବିଭିନ୍ନ ଉତ୍ସବରେ ହେଉଥିବା ଅତ୍ୟଧିକ ଖର୍ଚ୍ଚକୁ ରୋକିବା ପାଇଁ ବିୟର ପିଇବାକୁୁ ନିଷିଦ୍ଧ କରିବା ଲାଗି ଏକ ପ୍ରସ୍ତାବ ପାରିତ କରିଛି। ସୋମବାର ଏସମ୍ପର୍କରେ…
ନଦୀ ଭିତରେ ଖୁବ୍ ଜୋର୍ରେ ବାଇକ୍ ଚଳାଇଲେ ଯୁବକ, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ଅନେକ ଆଶ୍ଚର୍ଯ୍ୟଜନକ ଭିଡିଓ ସବୁ ଦେଖିବାକୁ ମିଳିଥାଏ। କିଛି ଭିଡିଓ ଦେଖିଲେ ମନରେ ଭୟ ଆସିଥାଏ। ଅନେକ ଥର ଲୋକମାନେ ବିପଜ୍ଜନକ ଷ୍ଟଣ୍ଟ୍ କରିବାକୁ ଚେଷ୍ଟା କରନ୍ତି। ମାତ୍ର ସାମାନ୍ୟ ଭୁଲ ପାଇଁ ପରିଣାମ ଭୟଙ୍କର ହୋଇଥାଏ। ଏହାର…
କୁନି ଲେଖକ
୪ ବର୍ଷ ବୟସର ପିଲା ଖେଳିବା, ଦୁଷ୍ଟ ହେବା, ମସ୍ତି କରିବା ଓ ପାଠ ନ ପଢିବା ଲାଗି ବାହାନା କରୁଥିବା ଦେଖିଥିବେ। ହେଲେ ୟୁଏଇର ଆବୁଧାବୀରେ ରହୁଥିବା ୪ ବର୍ଷୀୟ ବାଳକ ସଈଦ ରାଶିଦ ଅଲ୍ମିହରୀ ଏତେ କମ୍ ବୟସରେ…
ଅସରପା ସଂଗ୍ରହାଳୟ
ଘରେ ଅସରପା ହୋଇଗଲେ ସମସ୍ତେ ଗୋଡେଇ ଗୋଡେଇ ମାରନ୍ତି। ଅବା କୀଟନାଶକ ସ୍ପ୍ରେ କରି ତାଙ୍କ ବଂଶ ମୂଳପୋଛ କରି ଦିଆଯାଏ। କହିବାକୁଗଲେ ଅସରପା କାହାର ବି ପ୍ରିୟ ହୋଇ ନ ଥାଏ। କିଏ ଏମାନଙ୍କୁ ଘୃଣା କରନ୍ତି ତ କିଏ…
ୟୁନି ସାଇକେଲ ପୋଲୋ
ଘୋଡା ଉପରେ ଲମ୍ବା ମାଲେଟ୍ (ହକ ଷ୍ଟିକ୍ ପରି) ସାହାଯ୍ୟରେ ଦୁଇଟି ଦଳ ଗୋଟିଏ ଛୋଟିଆ ବଲକୁ ନେଇ ଖେଳନ୍ତି ପୋଲୋ। ଏହି ଖେଳ ବେଶ୍ ରୋଚକ ହେବାସହ କଷ୍ଟକର ବି। ଘୋଡା ଚଳାଇବା ସହ ଲମ୍ବା ମାଲେଟ୍ ସାହାଯ୍ୟରେ ଅପୋନେଣ୍ଟର…
ଶରୀରରେ ପାସ୍ପୋର୍ଟ ଓ ଟିକେଟ୍ର ଟାଟୁ
୫୪ ବର୍ଷୀୟ ଇଆନ୍ ଓଜର୍ସ ଇଂଲଣ୍ଡ ଫୁଟବଲ୍ ଟିମ୍ର ବହୁତ ବଡ଼ ଫ୍ୟାନ୍। ତେଣୁ ଏହି ଟିମ୍ର ମ୍ୟାଚ୍ ଯେଉଁଠି ବି ହୁଏ ସେ ସେଠାକୁ ଯାଇ ଟିମ୍କୁ ସପୋର୍ଟ କରନ୍ତି। ୟା ଭିତରେ ସେ ପୃଥିବୀର ବିଭିନ୍ନ ସ୍ଥାନ ଯାଇ…
ସୌନ୍ଦର୍ଯ୍ୟପୂର୍ଣ୍ଣ ହିଲ୍ଷ୍ଟେଶନ ଶିଲଂ
ମେଘାଳୟର ରାଜଧାନୀ ଶିଲଂ ହେଉଛି ଭାରତର ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ହିଲ୍ଷ୍ଟେଶନ। ଏଠାରେ ଦେଖିବାକୁ ମିଳୁଥିବା ସବୁଜ ବନାନୀ, କଳକଳ ନାଦ କରି ବୋହିଯାଉଥିବା ଝରଣାର ଅପୂର୍ବ ଦୃଶ୍ୟ, ବାଦଲ ଘେରା ପାହାଡ଼ର ଅପରୂପ ସନ୍ଦର୍ଯ୍ୟ, ଶାନ୍ତ ନଦୀର ଶୋଭା ସାଙ୍ଗକୁ ଆଶ୍ଚର୍ଯ୍ୟ…
ଅଜବ ବ୍ୟାଗ୍
ଭଳିକିଭଳି ଅଜବ ଫ୍ୟାଶନ୍ ଆପଣେଇବାରେ ଯୁବପିଢ଼ି ସବୁବେଳେ ଆଗରେ। ଯେଉଁଥିରୁ ବାଦ୍ପଡ଼ିନି ବ୍ୟାଗ୍। ଜାଣିବା କେତୋଟି ଅଜବ ବ୍ୟାଗ୍ ସମ୍ପର୍କରେ… ଲିଜାର୍ଡ ଏବଂ ଫ୍ରଗ୍ ବ୍ୟାଗ୍: ଯୁବତୀ ହୁଅନ୍ତୁ ଅବା ଯୁବକ, ଭଳିକିଭଳି ପୋଷାକ ସହିତ ନୂଆ ଡିଜାନର ବ୍ୟାଗ୍ ଧରିବାର…
Archives


