ଫୁରସତ

କଏଦୀଙ୍କ ପ୍ରେମରେ ଯୁବତୀ

କାନବେରା: ପ୍ରେମ ପାଇଁ କୌଣସି ସ୍ଥାନ, କାଳ ନ ଥାଏ। ତାହା କାହା ସହ କେଉଁଠି ବି ହୋଇପାରେ। ନିକଟରେ ଏପରି ଏକ ଭଲପାଇବା ବିଷୟରେ ଜଣାପଡିଛି, ଯାହା ସମସ୍ତଙ୍କୁ ଅଧିକ ଆଶ୍ଚର୍ଯ୍ୟ ଲାଗିବ। ୨୯ ବର୍ଷୀୟା ସବାନା ପିଫର ଏବଂ…

ଦୀର୍ଘବର୍ଷ ଧରି ଏମିତି ପ୍ରଣାଳୀରେ ସତେଜ ରହୁଥିଲା ଅଙ୍ଗୁର, ଭିଡିଓ ଦେଖିଲେ…

ଆଜିର ସମୟରେ ଲୋକମାନେ ଭାବନ୍ତି ସେମାନେ ମହାନ ଉଦ୍ଭାବନ କରି ବଡ଼ ସଫଳତା ହାସଲ କରିଛନ୍ତି। କିନ୍ତୁ ଏକଥା ସତ ଯେ, ପ୍ରାଚୀନ କାଳର ଲୋକମାନେ ଆଜିର ମଣିଷଙ୍କଠାରୁ ଅଧିକ ଚତୁର ଥିଲେ। କାରଣ ସେମାନେ ଅନନ୍ୟ ଉଦ୍ଭାବନ କରିବାରେ ସକ୍ଷମ…

୧୩୦ କିଲୋମିଟର ଯାଏ ସାଇକେଲ ଚଳାଇଲେ ୧୧ ବର୍ଷର ବାଳକ, କାରଣ ଜାଣିଲେ…

ବେଜିଂ,୧୨।୪: ଚାଇନାର ଜଣେ ବାଳକର କାହାଣୀ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଚାଇନାର ଗଣମାଧ୍ୟମ ଅନୁଯାୟୀ, ୧୧ ବର୍ଷର ବାଳକ ତାଙ୍କ ଜେଜେ ମା’ଙ୍କୁ ଭେଟିବାକୁ ଚବିଶ ଘଣ୍ଟା ମଧ୍ୟରେ ସାଇକେଲରେ ୧୩୦ କିଲୋମିଟର ଯାତ୍ରା କରିଛନ୍ତି। ସାଉଥ ଚାଇନା…

ଅତି ବାଇଗଣି ରଶ୍ମି ଦ୍ୱାରା ବାଇବେଲ ରହସ୍ୟ ତଥ୍ୟ ଠାବ

ଭିଏନା, ୧୩।୪: ନିକଟରେ ବୈଜ୍ଞାନିକମାନେ ୧୫୦୦ ବର୍ଷ ପୂର୍ବରୁ ଲେଖାଯାଇଥିବା ବାଇବେଲର ଏକ ଲୁକ୍କାୟିତ ଅଧ୍ୟାୟର ଠାବ କରିଛନ୍ତି। ସେହି ପୃଷ୍ଠାରେ ମେଥ୍ୟୁର ୧୧ରୁ ୧୨ ଅଧ୍ୟାୟ ରହିଛି। ଯେଉଁଥିରେ ଏବେର ଲେଖାଠାରୁ ଅଧିକ ତଥ୍ୟ ରହିଛି। ଭାଟିକାନ ଲାଇବ୍ରେରିରେ ରଖାଯାଇଥିବା…

ମାନଚିତ୍ରରୁ ଅଦୃଶ୍ୟ ହେବ ଏସବୁ ସହର

ଯେଉଁମାନେ ବୁଲିବାକୁ ପସନ୍ଦ କରନ୍ତି, ସେମାନେ ଦେଶ ତଥା ବିଶ୍ୱର ଅନନ୍ୟ ସହର ଖୋଜିଥାନ୍ତି। ଯେଉଁଠାରେ ସେମାନେ ସେମାନଙ୍କର ଭ୍ରମଣକୁ ସଫଳ କରିପାରିବେ। କିନ୍ତୁ ଏହି ସହରଗୁଡ଼ିକ ଜଳବାୟୁ ପରିବର୍ତ୍ତନ ହେତୁ ଖୁବ୍‌ଶୀଘ୍ର ଲୀନ ହେବାକୁ ଯାଉଛି। ଜାଣନ୍ତୁ ଏପରି ସହରଗୁଡ଼ିକ…

ମୂଷା ମାରିଥିବା ବ୍ୟକ୍ତିଙ୍କ ବିରୋଧରେ ୩୦ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ: ହୋଇପାରେ ୫ ବର୍ଷ ଜେଲ ଦଣ୍ଡାଦେଶ…

ଲକ୍ଷ୍ନୌ,୧୧।୪ : ଉତ୍ତରପ୍ରଦେଶର ବାଦାଉନରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ମୂଷା ମାରିବା ମହଙ୍ଗା ପଡ଼ିଛି। ହେଲା ବର୍ତ୍ତମାନ ତାଙ୍କୁ ଏହି ମାମଲାରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ହୋଇପାରେ ବୋଲି କୁହାଯାଉଛି। ଏହି…

ଗୋମୂତ୍ର ମଣିଷ ପିଇବା ପାଇଁ ନୁହେଁ ଉପଯୁକ୍ତ, ରହିଛି କ୍ଷତିକାରକ ବ୍ୟାକ୍ଟେରିଆ: ରିସର୍ଚ୍ଚ ରିପୋର୍ଟ…

ନୂଆଦିଲ୍ଲୀ,୧୧।୪ : ଯଦିଓ ଆୟୁର୍ବେଦକୁ ଦର୍ଶାଇ କେତେକ ରୋଗରେ ଗୋମୂତ୍ର ପିଇବା ଉପକାରୀ ବୋଲି କୁହାଯାଏ, କିନ୍ତୁ ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି , ଏହାକୁ ପିଇବା ମଣିଷ ପାଇଁ ଉପଯୁକ୍ତ ନୁହେଁ। ରିସର୍ଚ୍ଚ ଅନୁଯାୟୀ, ଏଥିରେ କିଛି କ୍ଷତିକାରକ…

ପିଲାଙ୍କ ସମର କ୍ୟାମ୍ପ

ବର୍ତ୍ତମାନ ଅଧିକାଂଶ ପିଲାଙ୍କଠାରେ ନୃତ୍ୟ, ସଙ୍ଗୀତ, ଅଭିନୟ, ଚିତ୍ରାଙ୍କନ ହେଉ ଅବା କ୍ରୀଡ଼ା ଭଳି ବିଭିନ୍ନ କ୍ଷେତ୍ରରେ ରହିଛି ବିଶେଷ ରୁଚି। ହେଲେ କେବେ ସ୍କୁଲ ପାଠ ପଢ଼ାର ଚାପ ହେଉ ଅବା ଏସବୁ ଦିଗରେ ଶିକ୍ଷା ଗ୍ରହଣ କରିବାର ସୁବିଧା…

୧୩୮ ବର୍ଷ ପରେ ପରିବାରରେ ଝିଅ ଜନ୍ମ

ଲାନ୍‌ସିଂ: ବର୍ତ୍ତମାନ ଯୁଗ ବହୁତ ଆଗକୁ ବଢ଼ିଥିଲେ ମଧ୍ୟ କିଛି ସ୍ଥାନରେ କନ୍ୟାଭ୍ରୂଣ ହତ୍ୟା ଏବେ ବି ହେଉଛି। ଘରେ ଝିଅ ଅପେକ୍ଷା ପୁଅକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ହେଲେ ଅନେକ ଘରେ ଝିଅକୁ ଲକ୍ଷ୍ମୀଙ୍କ ଦାନ ଭାବେ ଗ୍ରହଣ କରିଥାନ୍ତି।…

ଜନନୀ ସୁରକ୍ଷା ଜରୁରୀ

ପିଲାଟିଏ ଜନ୍ମହେବା ସହିତ ଉଭୟ ନବଜାତ ଶିଶୁ ଏବଂ ପ୍ରସୂତିଙ୍କ ସୁରକ୍ଷା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଜନନୀଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଏପ୍ରିଲ ୧୧ରେ ଜାତୀୟ ସୁରକ୍ଷିତ ମାତୃତ୍ୱ ଦିବସ ପାଳନ କରାଯାଇଥାଏ । ଗର୍ଭାବସ୍ଥାରେ, ପ୍ରସବ…

ଯିଶୁଙ୍କ ବଳିଦାନକୁ ମନେପକାଇ ଶୂଳିରେ ଚଢ଼ିଲେ ଲୋକେ

ମାନିଲା: ଗୁଡ୍‌ ଫ୍ରାଇଡେକୁ ଯିଶୁଙ୍କ ବଳିଦାନ ଦିବସ ଭାବେ ଲୋକେ ପାଳନ କରିଥା’ନ୍ତି। ଏହି ଦିନ ଯିଶୁଙ୍କୁ ଏକ କାଠରେ କଣ୍ଟା ବାଡ଼େଇ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ହେଲେ ସୋସିଆଲ ମିଡିଆରେ ଏପରି ଏକ ଦୃଶ୍ୟ ଭାଇରାଲ ହେଉଛି, ଯେଉଁଥିରେ ଲୋକେ ଯିଶୁଙ୍କ…

ବିବାହରେ ବିୟର ପିଇବା ମନା: ଖର୍ଚ୍ଚ କମାଇବାକୁ ପଞ୍ଚାୟତ ଜାରି କଲା କଟକଣା…

ଶିମଲା,୧୦।୪ : ହିମାଚଳ ପ୍ରଦେଶର ଆଦିବାସୀ ବହୁଳ ଲାହୁଲ ଏବଂ ସ୍ପିଟି ଜିଲାର କେଲଙ୍ଗ ପଞ୍ଚାୟତରେ ବିଭିନ୍ନ ଉତ୍ସବରେ ହେଉଥିବା ଅତ୍ୟଧିକ ଖର୍ଚ୍ଚକୁ ରୋକିବା ପାଇଁ ବିୟର ପିଇବାକୁୁ ନିଷିଦ୍ଧ କରିବା ଲାଗି ଏକ ପ୍ରସ୍ତାବ ପାରିତ କରିଛି। ସୋମବାର ଏସମ୍ପର୍କରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri