ଦ୍ୱିତୀୟ ଗଭୀର ନୀଳ ଗର୍ତ୍ତର ମିଳିଲା ସନ୍ଧାନ…
ମେକ୍ସିକୋ ସିଟି,୨୭।୪ : ବୈଜ୍ଞାନିକମାନେ ମେକ୍ସିକୋର ୟୁକାଟାନ ଉପଦ୍ୱୀପ ଉପକୂଳରେ ପୃଥିବୀର ଦ୍ୱିତୀୟ ଗଭୀର ନୀଳ ଗର୍ତ୍ତ ଆବିଷ୍କାର କରିଛନ୍ତି। ବ୍ଲୁ ହୋଲ ଚେଟୁମାଲ ବେ’ର ଜଳ ତଳେ ଅବସ୍ଥିତ, ପ୍ରାୟ ୮୦୦ ଫୁଟ ଗଭୀରରେ ଏବଂ ୧୪୭,୦୦୦ ବର୍ଗଫୁଟ ଅଞ୍ଚଳରେ…
୯୪ ପ୍ରତିଶତ ନମ୍ବର ରଖି ଛାତ୍ରୀ ଫେଲ…
ଲକ୍ଷ୍ନୌ,୨୬।୪ : ଉତ୍ତରପ୍ରଦେଶର ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ପ୍ରକାଶିତ ଫଳାଫଳରେ ବୋର୍ଡ ଅଧିକାରୀଙ୍କ ଏକ ପ୍ରମୁଖ ଅବହେଳା ସାମ୍ନାକୁ ଆସିଛି। ୯୪ ପ୍ରତିଶତ ପାଇଥିବା ଜଣେ ଛାତ୍ରୀଙ୍କୁ ବୋର୍ଡ ଫେଲ ଘୋଷଣା କରିଛି।…
ମେଟ୍ରୋ ଟ୍ରେନ୍ରେ ଟାଓ୍ବେଲ୍ ବୟଙ୍କ ଯାତ୍ରା, ଭିଡିଓ ଦେଖିଲେ…
ସୋସିଆଲ ମିଡିଆ ନିଶା କିଛି ପିଲାଙ୍କୁ ଏକ ପ୍ରକାର ପାଗଳ କରିଦେଉଛି। ସ୍ଥାନ, କାଳ, ପାତ୍ର ନ ମାନି ସେମାନେ ରିଲ୍ କରିବାରେ ବ୍ୟସ୍ତ ରହୁଛନ୍ତି। ସେମାନେ ଆଖପାଖ ଲୋକଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ କିମ୍ବା ଏହା ସେମାନଙ୍କର ସମ୍ମାନ…
୨୪ଆଖି ଥିବା ଭୟଙ୍କର ମାଛ: ଖାଇଲେ ହୋଇଥାଏ ହୃଦ୍ଘାତ, ପକ୍ଷାଘାତ ପରି ରୋଗ
ହଂକଂ,୨୬ା୪: ହଂକଂର ବାପ୍ଟିଷ୍ଟ ୟୁନିଭର୍ସିଟିର ବୈଜ୍ଞାନିକମାନେ ଜେଲିଫିସ୍ ପ୍ରଜାତିର ଏପରି ଏକ ମାଛ ଆବିଷ୍କାର କରିଛନ୍ତି, ଯାହା କେବଳ ଦେଖିବା ପାଇଁ ଅତୁଳନୀୟ ନୁହେଁ ବରଂ ଏହା ଅତ୍ୟନ୍ତ ବିପଜ୍ଜନକ ଅଟେ। ଏହି ମାଛ ବୈଜ୍ଞାନିକମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ବୈଜ୍ଞାନିକମାନେ…
ସୃଜନଶୀଳତାକୁ ସମ୍ମାନ ପାଇଁ ଦିନଟିଏ
ବିଶ୍ୱ ବୌଦ୍ଧିକ ସମ୍ପତ୍ତି ଦିବସ ପ୍ରତିବର୍ଷ ଏପ୍ରିଲ ୨୬ରେ ପାଳିତ ହେଉଛି। ଏହା ୨୦୦୦ରେ ବିଶ୍ୱ ବୌଦ୍ଧିକ ସମ୍ପତ୍ତି ସଂଗଠନ (ଡବ୍ଲ୍ୟୁଆଇପିଓ) ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ସୃଜନଶୀଳତା ଏବଂ ନୂଆ ଭାବର ପ୍ରବର୍ତ୍ତନ (ଅଭିନବତ୍ୱ) ଦ୍ୱାରା ବିଶ୍ୱର ଅର୍ଥନୀତି ଓ ସମାଜର…
ଅନଲାଇନରେ ମୃତ ୮୫ ବର୍ଷ ବୟସ୍କା ବୃଦ୍ଧା : ପେନସନ ପାଇଁ ନିଜକୁ ଜୀବିତ ପ୍ରମାଣ କରିବାକୁ ବୁଲୁଛନ୍ତି ସରକାରୀ କାର୍ଯ୍ୟାଳୟ…
ଅଜମେର,୨୫।୪ : ରାଜସ୍ଥାନର ଅଜମେର ଜିଲାର ବେୱାରରେ ଅବସ୍ଥିତ ବଞ୍ଜାରି ପଞ୍ଚାୟତରେ ଅଧିକାରୀଙ୍କ ଅବହେଳା ଯୋଗୁଁ ଜଣେ ୮୫ ବର୍ଷ ବୟସ୍କା ବୃଦ୍ଧା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଠାରେ ବାସ କରୁଥିବା ଗାଟୁ ଦେବୀ ନାମକ ବୃଦ୍ଧାଙ୍କୁ ମୃତ ଘୋଷଣା କରି…
ଭାରତକୁ ୫୦୦ ବର୍ଷ ପୁରାତନ ପ୍ରଭୁ ବଜରଙ୍ଗବାଲୀଙ୍କ ମୂର୍ତ୍ତି ଫେରାଇଲା ଅଷ୍ଟ୍ରେଲିଆ…
ନୂଆଦିଲ୍ଲୀ,୨୫।୪ : ତାମିଲନାଡୁର ଏକ ମନ୍ଦିରରୁ ଚୋରି ହୋଇଥିବା ପ୍ରଭୁ ବଜରଙ୍ଗବାଲୀଙ୍କ ପ୍ରାୟ ୫୦୦ ବର୍ଷ ପୁରୁଣା ପ୍ରତିମାକୁ ଭାରତ ଫେରାଇ ଦେଇଛି। ଏହାକୁ ଅଷ୍ଟ୍ରେଲିଆରେ ଥିବା ଭାରତୀୟ ଦୂତାବାସକୁ ହସ୍ତାନ୍ତର କରାଯାଇଛି। ଏହି ସମ୍ପର୍କରେ ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ କିଶାନ…
ମୁକେଶ ଅମ୍ବାନିଙ୍କ ବଡ଼ ହୃଦୟ: କର୍ମଚାରୀଙ୍କୁ ଦେଲେ ୨୨ ମହଲାର, ଘର ମୂଲ୍ୟ ଜାଣିଲେ
ନୂଆଦିଲ୍ଲୀ: ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନି କେବଳ ଧନୀ ତାହା ନୁହେଁ ସେ ଜଣେ ବଡ଼ ହୃଦୟବାନ ମଣିଷ । ନିଜ କର୍ମଚାରୀଙ୍କୁ ଏକ ବିଶାଳ ଘର ଉପହାର ଦେଇମ୍ସେ ତାଙ୍କ ବଡ଼ ହୃଦୟର ପରିଚୟ ଦେଇଛନ୍ତି। ଦୀର୍ଘ…
ଏପରି ଏକ ସହର ଯେଉଁଠି ସେଲଫି ନେଲେ ଦେବାକୁ ପଡିବ ୨୫ ହଜାର ଜରିମାନା
ମଣିଷ ପ୍ରତ୍ୟେକ ମୁହୂର୍ତ୍ତକୁ କ୍ୟାମେରାରେ କ୍ୟାପଚର କରିବାକୁ ଭଲ ପାଏ। କିନ୍ତୁ ଆଜି ଆମେ ଦୁନିଆର ସେହି ସୁନ୍ଦର ସ୍ଥାନ ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ସେଲଫି ନେବା ପାଇଁ ଆପଣଙ୍କୁ ଭାରି ଜରିମାନା ଦେବାକୁ ପଡିବ। ବାସ୍ତବରେ ଇଟାଲୀର ପୋର୍ଟୋଫିନୋ…
ସବୁଠୁ ଖୁସି ରାଜ୍ୟ ‘ମିଜୋରାମ’
ଆଇଜଲ୍: ମିଜୋରାମ ହେଉଛି ଭାରତର ସବୁଠୁ ଖୁସି ରାଜ୍ୟ। ଗୁରୁଗ୍ରାମସ୍ଥିତ ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ ଇନ୍ଷ୍ଟିଚ୍ୟୁଟ୍ ଏକ ରିପୋର୍ଟ ଜାରି କରିଛି। ଯେଉଁଥିରେ କି ଇନ୍ଷ୍ଟିଚ୍ୟୁଟ୍ର ଷ୍ଟ୍ରାଟେଜି ପ୍ରଫେସର ରାକେଶ କେ ପିଲ୍ଲାନିଆ ତାଙ୍କର ଏହି ଅନୁଧ୍ୟାନରୁ ଜଣାଇଛନ୍ତି। ଏଥିସହ ମିଜୋରାମ ମଧ୍ୟ…
କେକ୍ରେ ‘ଗୁଡ୍ବାଏ ଫରଏଭର’ ମେସେଜ
ନୂଆଦିଲ୍ଲୀ: ସାଧାରଣତଃ ଆମେ କେକ୍ ମାଧ୍ୟମରେ ଜନ୍ମଦିନ, ବିବାହ ବାର୍ଷିକୀ ଏବଂ ଅନେକ ଶୁଭେଚ୍ଛା ବାର୍ତ୍ତା ଦେଇଥାଉ। ହେଲେ ଏଠାରେ ଏକ କେକ୍ର ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କି ଶୁଭେଚ୍ଛା ବାର୍ତ୍ତା ବଦଳରେ ଲେଖାହୋଇଛି, ‘ୟୁ ଆର୍ ଡେଡ୍…
ମ୍ୟାଲେରିଆରୁ ମୁକ୍ତି ପାଇଁ ଆହ୍ବାନ
ଦିନ ଥିଲା ସମଗ୍ର ବିଶ୍ୱରେ ମ୍ୟାଲେରିଆ ଜ୍ୱର ତାହାର କାୟା ବିସ୍ତାର କରିଥିଲା। କିନ୍ତୁ ବର୍ତ୍ତମାନ ଏହି ସ୍ବାସ୍ଥ୍ୟ ସମସ୍ୟା କେତେ ନିୟନ୍ତ୍ରଣାଧୀନ ତାହା କହିବା ଅନାବଶ୍ୟକ। ଏଭଳି ଜ୍ୱର ନେଇ ପ୍ରାୟ ଅନେକେ ସଚେତନ। ପ୍ରାରମ୍ଭିକ ଅବସ୍ଥାରୁ ଔଷଧ ଖାଇବା…
Archives


