ଅତି ବାଇଗଣି ରଶ୍ମି ଦ୍ୱାରା ବାଇବେଲ ରହସ୍ୟ ତଥ୍ୟ ଠାବ
ଭିଏନା, ୧୩।୪: ନିକଟରେ ବୈଜ୍ଞାନିକମାନେ ୧୫୦୦ ବର୍ଷ ପୂର୍ବରୁ ଲେଖାଯାଇଥିବା ବାଇବେଲର ଏକ ଲୁକ୍କାୟିତ ଅଧ୍ୟାୟର ଠାବ କରିଛନ୍ତି। ସେହି ପୃଷ୍ଠାରେ ମେଥ୍ୟୁର ୧୧ରୁ ୧୨ ଅଧ୍ୟାୟ ରହିଛି। ଯେଉଁଥିରେ ଏବେର ଲେଖାଠାରୁ ଅଧିକ ତଥ୍ୟ ରହିଛି। ଭାଟିକାନ ଲାଇବ୍ରେରିରେ...
ମାନଚିତ୍ରରୁ ଅଦୃଶ୍ୟ ହେବ ଏସବୁ ସହର
ଯେଉଁମାନେ ବୁଲିବାକୁ ପସନ୍ଦ କରନ୍ତି, ସେମାନେ ଦେଶ ତଥା ବିଶ୍ୱର ଅନନ୍ୟ ସହର ଖୋଜିଥାନ୍ତି। ଯେଉଁଠାରେ ସେମାନେ ସେମାନଙ୍କର ଭ୍ରମଣକୁ ସଫଳ କରିପାରିବେ। କିନ୍ତୁ ଏହି ସହରଗୁଡ଼ିକ ଜଳବାୟୁ ପରିବର୍ତ୍ତନ ହେତୁ ଖୁବ୍ଶୀଘ୍ର ଲୀନ ହେବାକୁ ଯାଉଛି। ଜାଣନ୍ତୁ ଏପରି...
ମୂଷା ମାରିଥିବା ବ୍ୟକ୍ତିଙ୍କ ବିରୋଧରେ ୩୦ ପୃଷ୍ଠାର ଚାର୍ଜଶିଟ୍ ଦାଖଲ: ହୋଇପାରେ ୫ ବର୍ଷ ଜେଲ ଦଣ୍ଡାଦେଶ…
ଲକ୍ଷ୍ନୌ,୧୧।୪ : ଉତ୍ତରପ୍ରଦେଶର ବାଦାଉନରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ମୂଷା ମାରିବା ମହଙ୍ଗା ପଡ଼ିଛି। ହେଲା ବର୍ତ୍ତମାନ ତାଙ୍କୁ ଏହି ମାମଲାରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ହୋଇପାରେ ବୋଲି କୁହାଯାଉଛି।...
ଗୋମୂତ୍ର ମଣିଷ ପିଇବା ପାଇଁ ନୁହେଁ ଉପଯୁକ୍ତ, ରହିଛି କ୍ଷତିକାରକ ବ୍ୟାକ୍ଟେରିଆ: ରିସର୍ଚ୍ଚ ରିପୋର୍ଟ…
ନୂଆଦିଲ୍ଲୀ,୧୧।୪ : ଯଦିଓ ଆୟୁର୍ବେଦକୁ ଦର୍ଶାଇ କେତେକ ରୋଗରେ ଗୋମୂତ୍ର ପିଇବା ଉପକାରୀ ବୋଲି କୁହାଯାଏ, କିନ୍ତୁ ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି , ଏହାକୁ ପିଇବା ମଣିଷ ପାଇଁ ଉପଯୁକ୍ତ ନୁହେଁ। ରିସର୍ଚ୍ଚ ଅନୁଯାୟୀ, ଏଥିରେ କିଛି...
ପିଲାଙ୍କ ସମର କ୍ୟାମ୍ପ
ବର୍ତ୍ତମାନ ଅଧିକାଂଶ ପିଲାଙ୍କଠାରେ ନୃତ୍ୟ, ସଙ୍ଗୀତ, ଅଭିନୟ, ଚିତ୍ରାଙ୍କନ ହେଉ ଅବା କ୍ରୀଡ଼ା ଭଳି ବିଭିନ୍ନ କ୍ଷେତ୍ରରେ ରହିଛି ବିଶେଷ ରୁଚି। ହେଲେ କେବେ ସ୍କୁଲ ପାଠ ପଢ଼ାର ଚାପ ହେଉ ଅବା ଏସବୁ ଦିଗରେ ଶିକ୍ଷା ଗ୍ରହଣ କରିବାର...
୧୩୮ ବର୍ଷ ପରେ ପରିବାରରେ ଝିଅ ଜନ୍ମ
ଲାନ୍ସିଂ: ବର୍ତ୍ତମାନ ଯୁଗ ବହୁତ ଆଗକୁ ବଢ଼ିଥିଲେ ମଧ୍ୟ କିଛି ସ୍ଥାନରେ କନ୍ୟାଭ୍ରୂଣ ହତ୍ୟା ଏବେ ବି ହେଉଛି। ଘରେ ଝିଅ ଅପେକ୍ଷା ପୁଅକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ହେଲେ ଅନେକ ଘରେ ଝିଅକୁ ଲକ୍ଷ୍ମୀଙ୍କ ଦାନ ଭାବେ ଗ୍ରହଣ...
ଜନନୀ ସୁରକ୍ଷା ଜରୁରୀ
ପିଲାଟିଏ ଜନ୍ମହେବା ସହିତ ଉଭୟ ନବଜାତ ଶିଶୁ ଏବଂ ପ୍ରସୂତିଙ୍କ ସୁରକ୍ଷା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଜନନୀଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଏପ୍ରିଲ ୧୧ରେ ଜାତୀୟ ସୁରକ୍ଷିତ ମାତୃତ୍ୱ ଦିବସ ପାଳନ କରାଯାଇଥାଏ । ଗର୍ଭାବସ୍ଥାରେ,...
ଯିଶୁଙ୍କ ବଳିଦାନକୁ ମନେପକାଇ ଶୂଳିରେ ଚଢ଼ିଲେ ଲୋକେ
ମାନିଲା: ଗୁଡ୍ ଫ୍ରାଇଡେକୁ ଯିଶୁଙ୍କ ବଳିଦାନ ଦିବସ ଭାବେ ଲୋକେ ପାଳନ କରିଥା’ନ୍ତି। ଏହି ଦିନ ଯିଶୁଙ୍କୁ ଏକ କାଠରେ କଣ୍ଟା ବାଡ଼େଇ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ହେଲେ ସୋସିଆଲ ମିଡିଆରେ ଏପରି ଏକ ଦୃଶ୍ୟ ଭାଇରାଲ ହେଉଛି, ଯେଉଁଥିରେ ଲୋକେ...
ବିବାହରେ ବିୟର ପିଇବା ମନା: ଖର୍ଚ୍ଚ କମାଇବାକୁ ପଞ୍ଚାୟତ ଜାରି କଲା କଟକଣା…
ଶିମଲା,୧୦।୪ : ହିମାଚଳ ପ୍ରଦେଶର ଆଦିବାସୀ ବହୁଳ ଲାହୁଲ ଏବଂ ସ୍ପିଟି ଜିଲାର କେଲଙ୍ଗ ପଞ୍ଚାୟତରେ ବିଭିନ୍ନ ଉତ୍ସବରେ ହେଉଥିବା ଅତ୍ୟଧିକ ଖର୍ଚ୍ଚକୁ ରୋକିବା ପାଇଁ ବିୟର ପିଇବାକୁୁ ନିଷିଦ୍ଧ କରିବା ଲାଗି ଏକ ପ୍ରସ୍ତାବ ପାରିତ କରିଛି। ସୋମବାର...
ନଦୀ ଭିତରେ ଖୁବ୍ ଜୋର୍ରେ ବାଇକ୍ ଚଳାଇଲେ ଯୁବକ, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ଅନେକ ଆଶ୍ଚର୍ଯ୍ୟଜନକ ଭିଡିଓ ସବୁ ଦେଖିବାକୁ ମିଳିଥାଏ। କିଛି ଭିଡିଓ ଦେଖିଲେ ମନରେ ଭୟ ଆସିଥାଏ। ଅନେକ ଥର ଲୋକମାନେ ବିପଜ୍ଜନକ ଷ୍ଟଣ୍ଟ୍ କରିବାକୁ ଚେଷ୍ଟା କରନ୍ତି। ମାତ୍ର ସାମାନ୍ୟ ଭୁଲ ପାଇଁ ପରିଣାମ ଭୟଙ୍କର ହୋଇଥାଏ।...
କୁନି ଲେଖକ
୪ ବର୍ଷ ବୟସର ପିଲା ଖେଳିବା, ଦୁଷ୍ଟ ହେବା, ମସ୍ତି କରିବା ଓ ପାଠ ନ ପଢିବା ଲାଗି ବାହାନା କରୁଥିବା ଦେଖିଥିବେ। ହେଲେ ୟୁଏଇର ଆବୁଧାବୀରେ ରହୁଥିବା ୪ ବର୍ଷୀୟ ବାଳକ ସଈଦ ରାଶିଦ ଅଲ୍ମିହରୀ ଏତେ କମ୍...
ଅସରପା ସଂଗ୍ରହାଳୟ
ଘରେ ଅସରପା ହୋଇଗଲେ ସମସ୍ତେ ଗୋଡେଇ ଗୋଡେଇ ମାରନ୍ତି। ଅବା କୀଟନାଶକ ସ୍ପ୍ରେ କରି ତାଙ୍କ ବଂଶ ମୂଳପୋଛ କରି ଦିଆଯାଏ। କହିବାକୁଗଲେ ଅସରପା କାହାର ବି ପ୍ରିୟ ହୋଇ ନ ଥାଏ। କିଏ ଏମାନଙ୍କୁ ଘୃଣା କରନ୍ତି ତ...
Archives


