ବିଶ୍ୱ ଶାନ୍ତି ପାଇଁ ରେଡ୍କ୍ରସ
ବିଶ୍ୱ ରେଡ୍୍ କ୍ରସ ଏବଂ ରେଡ୍ କ୍ରିସେଣ୍ଟ ଦିବସ ହେଉଛି ଅନ୍ତର୍ଜାତୀୟ ରେଡ୍ କ୍ରସ ଏବଂ ରେଡ୍ କ୍ରିସେଣ୍ଟ ଆନ୍ଦୋଳନର ସିଦ୍ଧାନ୍ତର ବାର୍ଷିକ ଉତ୍ସବ। ବିଶ୍ୱ ରେଡ୍ କ୍ରସ ଦିବସ ପ୍ରତିବର୍ଷ ୮ ମେରେ ପାଳନ କରାଯାଇଥାଏ। ଏହି ତାରିଖ ହେଉଛି…
ଛୁଟି ନ ନେଇ ୨୭ ବର୍ଷ କରିଥିଲେ କାମ , ଅବସରବେଳେ କମ୍ପାନୀ ଦେଲା ଏତିକି କୋଟି
ଚାକିରି ପ୍ରତି ଆପଣ ଅନେକ ଲୋକଙ୍କର ଉତ୍ସର୍ଗୀକୃତ ନିଶ୍ଚୟ ଦେଖିଥିବେ, କିନ୍ତୁ ଆମେ କହିବାକୁ ଯାଉଥିବା ବ୍ୟକ୍ତିଙ୍କ ବିଷୟରେ ଯାହାକୁ ଏଭଳି କ୍ୱଚିତ୍ ଦେଖିଥିବେ। ବାସ୍ତବରେ, ଆମେ ବରଗର କିଙ୍ଗର ଜଣେ କର୍ମଚାରୀଙ୍କ ବିଷୟରେ କହୁଛୁ ଯିଏ ଛୁଟି ନ ନେଇ…
ହଜବ୍ୟାଣ୍ଡ ଡେ’ କେୟାର ସେଣ୍ଟର
ମା’ ବାପା ଉଭୟେ କର୍ମଜୀବୀ ହୋଇଥିଲେ ପିଲାଙ୍କୁ ସେମାନେ କିଛି ଘଣ୍ଟା ପାଇଁ ଡେ’ କେୟାର ସେଣ୍ଟରରେ ଛାଡିଥାନ୍ତି। ଯେଉଁଠି ପିଲାଙ୍କୁ ଖୁଆଇ, ପିଆଇ, ଖେଳାଇ ବେଶ୍ ଆରାମରେ ରଖାଯାଏ। ଆଉ କର୍ମଜୀବୀ ମା’ବାପା ନିଜ କାମ କରିପାରନ୍ତି। ସେମାନଙ୍କ ପାଇଁ…
କଖାରୁ ଫୋପାଡ଼ିବା ପ୍ରତିଯୋଗିତା
କଖାରୁ ଏକ ପରିବା। ଏଥିରେ ଆମେ ବିଭିନ୍ନ ପ୍ରକାରର ଖାଦ୍ୟ ତିଆରି କରିଥାଉ। ହେଲେ ଆମେରିକାରେ ଏହାକୁ ନେଇ ପ୍ରତିବର୍ଷ ଆୟୋଜିତ ହୋଇଥାଏ ଏକ ପ୍ରତିଯୋଗିତା। ଯେଉଁଥିରେ କଖାରୁକୁ ଫୋପଡ଼ା ଯାଏ। ଏଥିପାଇଁ ମେସିନ୍ ବି ବ୍ୟବହାର କରାଯାଏ। ଯିଏ କଖାରୁକୁ…
ବସ୍ ପାଲଟିଲା ଘର
ଡେନ ଓ ଡିନା ନାମକ ଦମ୍ପତି ସହରର ବ୍ୟସ୍ତବହୁଳ ଜୀବନ ବିତାଇବାକୁ ଆଉ ଚାହୁଁ ନ ଥିଲେ। ଅଫିସ୍ରୁ ଘର। ଘରୁ ପୁଣି ଅଫିସ୍। ମାତ୍ର ୨-୩ ଘଣ୍ଟା ସମୟ ପିଲାଙ୍କ ସହ ଏକାଠି ବିତାଇବାକୁ ମିଳୁଥିଲା। ତେଣୁ ନିଷ୍ପତ୍ତି ନେଲେ…
ଟାଇଟାନିକ ଜାହାଜ ପରି ଘର
ସମସ୍ତେ ଚାହାନ୍ତି ନିଜର ଏକ ସୁନ୍ଦର ଘର ହେଉ। ଯାହାକୁ ସେମାନେ ନିଜ ମନ ମୁତାବକ ଡିଜାଇନ୍ କରିବେ ଓ ନିଜ ମନ ମୁତାବକ ସଜାଇବେ। ହେଲେ କାହାର ଏଇ ସ୍ବପ୍ନ ସତ ହେଇପାରେ ତ କାହାର ନୁହେଁ। ତେବେ ପଶ୍ଚିମବଙ୍ଗରେ…
ନବଜାତ ଶିଶୁକୁ ନୋଟ୍ରେ ସ୍ବାଗତ
ଲଣ୍ଡନ: ସାଧାରଣତଃ ପରିବାରରେ ଶିଶୁ ଜନ୍ମ ହେଲେ ଖୁସିର ମାହୋଲ ଖେଳିଯାଏ। ଘରେ ଭୋଜିଭାତ ଆୟୋଜନ କରାଯିବା ସହ ମହୋତ୍ସବ ପାଳନ କରାଯାଏ। ନିକଟରେ ଜଣେ ଦମ୍ପତି ତାଙ୍କ ଛୁଆ ଜନ୍ମରେ ତାକୁ ଭିନ୍ନ ଧରଣରେ ସ୍ବାଗତ କରିଛନ୍ତି, ଯାହା ବେଶ୍…
ବାଥ୍ରୁମ୍ ଯିବାକୁ ଦେଖାଇବାକୁ ପଡ଼ିଲା ଆଇଡି କାର୍ଡ
ୱାଶିଂଟନ: ବାହାରକୁ ଯାଇଥିବାବେଳେ ଆମେ ସେଠାରେ ଥିବା ବାଥ୍ରୁମ୍କୁ ବ୍ୟବହାର କରୁ। ସେଥିରେ ଆମକୁ କାହାର ଅନୁମତି ନେବାକୁ ମଧ୍ୟ ପଡ଼ି ନ ଥାଏ। ହେଲେ ନିକଟରେ ଜଣେ ମହିଳାଙ୍କୁ ବାଥ୍ରୁମ୍ ଯିବାକୁ ତାଙ୍କ ଆଇଡି କାର୍ଡ ଦେଖାଇବାକୁ ପଡିଛି। ଏହା…
ବିବାହ ନ କରି ଏକାଠି ୩୫ ବର୍ଷ
ଲଣ୍ଡନ: ସୋସିଆଲ ମିଡିଆରେ ବର୍ତ୍ତମାନ ୨ ବୟସାଧିକ କପଲଙ୍କ କାହାଣୀ ଚର୍ଚ୍ଚାରେ ରହିଛି। ଦୀର୍ଘ ୩୫ ବର୍ଷ ପରେ ସେମାନେ ଏବେ ବିବାହ କରିବାକୁ ଯାଉଛନ୍ତି। ପରିଣତ ବୟସରେ ବି ଦୁହିଙ୍କର ଭଲ ପାଇବା କେବେ କମିନି, ତାକୁ ଦର୍ଶାଇବାକୁ ଦୁହେଁ…
୨୫୪ ଦେଶର ପତାକା ଚିହ୍ନି ୱାଲର୍ଡ ରେକର୍ଡ
କୁଆଲାଲମ୍ପୁର: କୌଣସି ଦେଶ ପାଇଁ ତା’ ରାଷ୍ଟ୍ରୀୟ ପତାକା ସବୁଠୁ ମୂଲ୍ୟବାନ ହୋଇଥାଏ, ଯାହା ଦ୍ୱାରା ସେ ପୂରା ବିଶ୍ୱରେ ପରିଚିତ ହୋଇଥାଏ। ଲୋକେ ସବୁ ସ୍ଥାନରେ ନିଜ ଦେଶର ପତାକାକୁ ଆଗରେ ଦେଖିବାକୁ ପସନ୍ଦ କରିବା ସହ ତାକୁ ସହଜରେ…
କଟନ୍ କ୍ୟାଣ୍ଡି
ପିଲାମାନଙ୍କର ଏହା ଖୁବ୍ ପ୍ରିୟ। ଯାତ୍ରା, ମେଳା, ବଜାର ଆଦିରେ ମିଳେ। ତା’ର ମିଠା ସ୍ବାଦ ଓ ଗୋଲାପୀ ରଙ୍ଗ ପିଲାଙ୍କୁ ଆକର୍ଷିତ କରେ। ସେଇଥିପାଇଁ ତ ବର୍ଷ ବର୍ଷ ବିତି ଯାଇଥିଲେ ହେଁ, କମିନି ଏହାର ଚାହିଦା। କିଏ ଏହାକୁ…
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଧନଉଲ୍ଟି
ଉତ୍ତରାଖଣ୍ଡସ୍ଥିତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେଉଛି ଧନଉଲ୍ଟି। ଶୈଳନିବାସ ଭାବେ ବି ଏହା ପରିଚିତ। ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାର ଢେର୍ ସୂଯୋଗ ରହିଛି ଏଠାରେ। ସେଥିପାଇଁ ଖରାଦିନ ହେଉ କି ଶୀତଦିନ ସବୁବେଳେ ଏଠି ପର୍ଯ୍ୟଟକଙ୍କର ଭିଡ଼ ଦେଖିବାକୁ…
Archives


