ଅପରେଶନ ମାଧ୍ୟମରେ ଉଚ୍ଚତା ବୃଦ୍ଧି
ବର୍ଲିନ୍: ଅଧିକ ସୁନ୍ଦର ଦେଖାଯିବାକୁ ଲୋକେ କେତେ କ’ଣ ପନ୍ଥା ଆପଣେଇଥା’ନ୍ତି। ଏପରିକି ଅନେକେ ମୁହଁର ପ୍ଲାଷ୍ଟିକ ସର୍ଜରି ମଧ୍ୟ କରାନ୍ତି। ପାଶ୍ଚାତ୍ୟ ଦେଶଗୁଡ଼ିକରେ ପ୍ଲାଷ୍ଟିକ ସର୍ଜରି ଏକ ସାଧାରଣ କଥା। ହେଲେ କେହି ସୁନ୍ଦର ଦିଶିବା ପାଇଁ ଗୋଡ଼ ଲମ୍ବା…
କୁକୁରର ଜନ୍ମଦିନ ପାର୍ଟି, ଭୋଜିରେ ସାମିଲ ହେଲେ ଶହ ଶହ କୁକୁର, ଭିଡିଓ ଦେଖିଲେ…
ଦୁନିଆରେ ପଶୁପ୍ରେମୀଙ୍କ କୌଣସି ଅଭାବ ନାହିଁ। ଲୋକମାନେ ପଶୁପକ୍ଷୀ ରଖିବାକୁ ଏତେ ଭଲ ପାଆନ୍ତି ଯେ, ବେଳେବେଳେ ସେମାନେ ନିଜ ଜୀବନଠାରୁ ମଧ୍ୟ ସେମାନଙ୍କୁ ଭଲପାଆନ୍ତି। ଯେଉଁମାନେ ପଶୁମାନଙ୍କୁ ରଖନ୍ତି ସେମାନଙ୍କୁ ପିଲାମାନଙ୍କ ପରି ଦେଖାଶୁଣା କରନ୍ତି। ଯଦି ଗୃହପାଳିତ ପଶୁ…
ସ୍ବୟଂ ପ୍ରଦୀପ ବନିଯାଅ
ଖ୍ରୀଷ୍ଟପୂର୍ବ ୫୬୩ର ବୈଶାଖ ପୂର୍ଣ୍ଣିମା, ବେଶ ମହତ୍ୱପୂର୍ଣ୍ଣ। ଏହି ଦିନ ଶାକ୍ୟ ଗଣରାଜ୍ୟର ତତ୍କାଳୀନ ରାଜଧାନୀ କପିଳାବାସ୍ତୁ ସମୀପସ୍ଥ ଲୁମ୍ବିନୀରେ କ୍ଷେତ୍ରୀୟ ରାଜବଂଶର ରାଜା ଶୁଦ୍ଧୋଦନ ଓ ମହାରାଣୀ ମାୟାଦେବୀଙ୍କ ପ୍ରାସାଦରେ ସିଦ୍ଧାର୍ଥ ରୂପେ ବୁଦ୍ଧଙ୍କ ଚେତନା ଅବତରିତ ହୁଏ। ଏ…
ପୁନଶ୍ଚ ଏକତ୍ରିତ ହେବା: ପ୍ରମାଣରୁ ବାସ୍ତବ ପାଇଁ
ବିଶ୍ୱରେ ସବୁଠାରୁ ଉଚ୍ଚରେ ରହିଛି ମା’ ସ୍ଥାନ। ଏପରି କି କବି କହିଛନ୍ତି-ମୁଁ ତ କେବେ ଭଗବାନଙ୍କୁ ଦେଖିନାହିଁ, ମାତ୍ର ମୁଁ ନିଶ୍ଚିତ ଯେ ଭଗବାନଙ୍କ ରୂପ ମୋ ମା’ଙ୍କ ରୂପଠାରୁ କଦାପି ଅଲଗା ନୁହେଁ। ଗୋଟିଏ ସନ୍ତାନ ଗର୍ଭ ସଞ୍ଚାର…
ଛାତ୍ରୀଙ୍କ ସହ ପାଦରେ ପାଦ ମିଶାଇ ଡ୍ୟାନ୍ସ କଲେ ଶିକ୍ଷକ, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ଜଣେ ଶିକ୍ଷକ ସରକାରୀ ବିଦ୍ୟାଳୟର ଛାତ୍ରୀମାନଙ୍କ ସହିତ ଖୁବ୍ ସୁନ୍ଦର ଭାବରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି। javed_gurudeva ନାମକ ଏକ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଜଣେ ଶିକ୍ଷକ କ୍ଲାସ୍ରୁମ୍ରେ ଛାତ୍ରୀମାନଙ୍କ ସହିତ ଚମତ୍କାର ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳଛି।…
ପୃଥିବୀର ତାପମାତ୍ରା ହେବ ବିପଜ୍ଜନକ,ପ୍ରଭାବ ୨୦୨୪ରେ ହେବ ଅନୁଭୁତ: ଜାତିସଂଘ ଚେତାବନୀ…
ଜେନେଭା,୪।୫ : ମିଳିତ ଜାତିସଂଘ ଚେତାବନୀ ଦେଇଛି, ଆସନ୍ତା ମାସଗୁଡ଼ିକରେ ସାରା ବିଶ୍ୱରେ ପ୍ରବଳ ଉତ୍ତାପ ସୃଷ୍ଟି ହୋଇପାରେ। ଚେତାବନୀ ଅନୁଯାୟୀ, ଏଲ ନିନୋ ନାମକ ଏକ ଜଳବାୟୁ ଘଟଣା ବୃଦ୍ଧି ପାଇବ। ଏହି କାରଣରୁ, ସମଗ୍ର ବିଶ୍ୱରେ ନୂତନ ଉତ୍ତାପ…
କାଲି ଚନ୍ଦ୍ର ଗ୍ରହଣ: ଭାରତକୁ ହେବନି ଦୃଶ୍ୟମାନ…
ନୂଆଦିଲ୍ଲୀ,୪।୫ : ୨୦୨୩ର ପ୍ରଥମ ଚନ୍ଦ୍ରଗ୍ରହଣ ୫ ମେ‘ ଶୁକ୍ରବାର ଦିନ ବୈଶାଖ ପୂର୍ଣ୍ଣିମାରେ ଘଟିବ। ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ । ଚଳିତ ବର୍ଷ ଦୁଇଟି ଚନ୍ଦ୍ରଗ୍ରହଣ ହେବ। ଗୋଟିଏ ମେ’ ୫ ଏବଂ ଦ୍ୱିତୀୟ ତଥା ବର୍ଷର ଶେଷ…
ଏହି ସହରରେ ରହିଛି ହାର୍ଟ ଆକୃତିର ଟ୍ରାଫିକ୍ ସିଗ୍ନାଲ ଲାଇଟ୍, କାରଣ ଜାଣିଲେ…
ସମସ୍ତଙ୍କ ପାଇଁ ଟ୍ରାଫିକ୍ ନିୟମ ପାଳନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଟ୍ରାଫିକ୍ ସିଗ୍ନାଲରେ ଲାଲ୍ ଲାଇଟ୍ ଦେଖାଯିବା ମାତ୍ରେ ଯାନବାହନ ସବୁ ଅଟକ ଯାଏ। ପରେ ଗ୍ରୀନ୍ ସିଗ୍ନାଲ ଦେବା ମାତ୍ରେ ଯାନବାହନ ଚଳାଚଳ ଆରମ୍ଭ କରେ। ରଙ୍ଗ ଏବଂ ସେମାନଙ୍କର…
ମଙ୍ଗଳରେ ରହିଛି ଭରପୁର ଜଳ: ଜୁରୋଙ୍ଗ ପଠାଇଲା ରିପୋର୍ଟ…
ବେଜିଂ,୩।୫ : ମଙ୍ଗଳ ଗ୍ରହରେ ଆଶା କରାଯାଉଥିବା ଠାରୁ ଅଧିକ ଜଳ ରହିଥିବାର ପ୍ରମାଣ ମିଳିଛି। ଜୁରୋଙ୍ଗ ନାମକ ଚାଇନା ମାର୍ସ ରୋଭର ଏହି ଦିଗରେ ନୂତନ ତଥ୍ୟ ସଂଗ୍ରହ କରିଛି। ସାଇନ୍ସ ଆଡଭାନ୍ସ୍ ପତ୍ରିକାରେ ଏହି ନୂତନ ଅଧ୍ୟୟନ ସମ୍ପର୍କରେ…
ସ୍ବାଧୀନ ଗଣମାଧ୍ୟମ ଗଣତନ୍ତ୍ରର ଜୀବନ
ଆଧୁନିକ ଗଣତନ୍ତ୍ରର ଅସ୍ତିତ୍ୱର ପ୍ରମାଣ ଓ ପ୍ରତୀକ ହେଉଛି ସ୍ବାଧୀନ ଓ ମୁକ୍ତ ଗଣମାଧ୍ୟମ। ଯେଉଁ ଦେଶର ଗଣମାଧ୍ୟମ ଯେତେ ମୁକ୍ତ ଓ ସ୍ବାଧୀନ, ସେ ଦେଶର ଗଣତନ୍ତ୍ର ସେତେ ସମୃଦ୍ଧ। ସେହି ଦୃଷ୍ଟିରୁ ଦେଖିଲେ ଆମ ଦେଶର ଅବସ୍ଥା ଅତ୍ୟନ୍ତ…
ଖଣ୍ଡାର ତୀକ୍ଷ୍ଣ ଧାରରେ ପ୍ରେସ୍
‘ଗଣମାଧ୍ୟମ’ ଏକ ଶବ୍ଦ ନୁହେଁ, ଏକ କର୍ତ୍ତବ୍ୟ । ଗଣମାଧ୍ୟମ ଗଣତାନ୍ତ୍ରିକ ମୂଳଦୁଆକୁ ମଜଭୁତ କରିଥାଏ। ଏହାର ଭୂମିକା ଅତ୍ୟନ୍ତ ସୁଦୂସୁଦୂରପ୍ରଚାରୀ ଏବଂ ପ୍ରଭାବଶାଳୀ। ଗଣମାଧ୍ୟମର ସ୍ବାଧୀନତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସକାଶେ ପ୍ରତିବର୍ଷ ମେ’ ୩ରେ ବିଶ୍ବ ପ୍ରେସ…
ବିଶ୍ୱକୁ ପ୍ରଭାବିତ କରିଥିଲା ଶିକାଗୋ ଶ୍ରମିକ ଆନ୍ଦୋଳନ
ମେ’ ପହିଲା ହେଉଛି ବିଶ୍ୱ ଶ୍ରମିକ ଦିବସ ବା ମେ’ ଡେ। କେତେକ ଦେଶରେ ଏହା ଅନ୍ତର୍ଜାତୀୟ ଶ୍ରମିକ ଦିବସ ନାମରେ ମଧ୍ୟ ପାଳିତ ହୁଏ। ଆମେରିକାନ ଫେଡେରେଶନ ଅଫ୍ ଅର୍ଗାନାଇଜ୍ଡ ଟ୍ରେଡ୍ସ ଆଣ୍ଡ୍ ଲେବର ୟୁନିୟନ୍ସର ନିଷ୍ପତ୍ତି କ୍ରମେ ‘୮…
Archives


