ଏହି ଗାଁର ପ୍ରତ୍ୟେକ ଘର ଦୁଆରମୁହଁ ଚିର ସବୁଜ, ମାନିବାକୁ ପଡ଼ିଥାଏ ଅଜବ ନିୟମ
ପ୍ରତ୍ୟେକ ଦେଶର ନିଜସ୍ବ ତଥା ଭିନ୍ନ ଭିନ୍ନ ନିୟମ ରହିଥାଏ। ଯାହାକୁ ସେଠାକାର ଲୋକମାନେ ଅନୁସରଣ କରନ୍ତି। ତାହା କେବେ ତିଆରି ହେଲା କେହି ଜାଣନ୍ତି ନାହିଁ, କିନ୍ତୁ ଲୋକମାନେ ସେଗୁଡ଼ିକୁ ଏକ ପରମ୍ପରା ଭାବରେ ମାନିଆସିଥାନ୍ତି। ବ୍ରିଟେନର ଏକ ଗ୍ରାମରେ…
ଡିପ୍ରେସନରେ କୁକୁର
କରୋନା ମହାମାରୀ ପରଠାରୁ ଲୋକମାନେ ନାନା ରୋଗରେ ପୀଡ଼ିତ ହେବା ସହିତ ଡିପ୍ରେସନର ଶିକାର ହେଉଛନ୍ତି। ଏଭଳି ପରିସ୍ଥିତିରେ ଡାକ୍ତରମାନେ ଲୋକଙ୍କୁ ବୁଲିବାକୁ ଯିବା ପାଇଁ ପରାମର୍ଶ ଦେଉଛନ୍ତି। କିନ୍ତୁ ନିକଟରେ ବ୍ରିଟେନର ଡାକ୍ତର ମଣିଷ ପରି କୁକୁରମାନଙ୍କୁ ବୁଲିବାକୁ ନେବାକୁ…
ସେନାରେ ରବି କିଶନଙ୍କ ଝିଅ ଈଶିତା
ମୁମ୍ବାଇ: ଜଣାଶୁଣା ଅଭିନେତା ରବି କିଶନଙ୍କ ଝିଅ ଈଶିତା ଶୁକ୍ଳା ସେନାରେ ଯୋଗ ଦେଇଛନ୍ତି । ବିବାଦୀୟ ଅଗ୍ନିବୀର ଯୋଜନା ଅନ୍ତର୍ଗତ ଈଶିତା ଆର୍ମିରେ ଜଏନ୍ କରିବାର ସୁଯୋଗ ପାଇଛନ୍ତି। ଏ ନେଇ ଭାଜପା ନେତା ରବି କିଶନ ଝିଅ ଈଶିତାଙ୍କ…
୧,୬୩୯ କୋଟିର ଘର
ବର୍ନ: ସୁଇଜରଲାଣ୍ଡରେ ବିଶ୍ୱର ସବୁଠୁ ଦାମୀ ଘର ୨୦୦ ନିୟୁତ ଡଲାର (ପାଖାପାଖି ୧,୬୩୯ କୋଟି)ରେ କିଣି ଚର୍ଚ୍ଚାକୁ ଆସିଛନ୍ତି ଭାରତୀୟ ବଂଶୋଦ୍ଭବ ପଙ୍କଜ ଓସ୍ବାଲ ଏବଂ ସ୍ତ୍ରୀ ରାଧିକା ଓସ୍ବାଲ। ୪୩୦,୦୦୦ ସ୍କୋୟାର୍ ଫୁଟ୍ର ଏହି ଘରକୁ ପୂର୍ବରୁ ଗ୍ରୀସ୍…
୮ ଫୁଟ୍ର ଆଇଫୋନ୍
ନ୍ୟୁୟର୍କ: ୮ ଫୁଟ୍ର ଆଇଫୋନ୍କୁ ନେଇ ଏବେ ନ୍ୟୁୟର୍କର ୟୁଟ୍ୟୁବର ମଥେଉ ବିମ୍ ଚର୍ଚ୍ଚାକୁ ଆସିଛନ୍ତି। ଆଇ-ଫୋନ୍ ୧୪ ପ୍ରୋ ମାକ୍ସର ଏହି ମଡେଲ ସାଧାରଣ ଫୋନ୍ ଭଳି କାମ କରୁଛି। ଫୋନ୍ରେ କ୍ୟାମେରା ଥିବାବେଳେ ସେଲ୍ଫି ପାଇଁ ଫ୍ରଣ୍ଟ କ୍ୟାମେରା…
ସାମାଜିକ ଉନ୍ନତି ପାଇଁ ପରିସଂଖ୍ୟାନ
ସାମାଜିକ ଉନ୍ନତି ପାଇଁ ପରିସଂଖ୍ୟାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପରିସଂଖ୍ୟାନ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଭାରତରେ ପ୍ରତିବର୍ଷ ୨୯ ଜୁନ୍ରେ ଜାତୀୟ ପରିସଂଖ୍ୟାନ ଦିବସ ପାଳନ କରାଯାଇଥାଏ। ଏହିଦିନ କିମ୍ବଦନ୍ତୀ ଭାରତୀୟ ପରିସଂଖ୍ୟାନ ବିଶେଷଜ୍ଞ ପି.ସି. ମାହାଲାନୋବିସଙ୍କ ଜନ୍ମ ଦିବସକୁ…
ଭାରତରୁ ପ୍ରତିନିଧିତ୍ୱ କରିବେ ସୋନମ
ଲଣ୍ଡନ: ବ୍ରିଟେନ୍-ଇଣ୍ଡିଆ ଓ୍ବିକ୍ ୨୦୨୩ ରିସେପ୍ସନ୍ରେ ଯୋଗ ଦେବା ଲାଗି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ବଲିଉଡ୍ ଅଭିନେତ୍ରୀ ସୋନମ କପୁରଙ୍କୁ ନିମନ୍ତ୍ରଣ କରିଛନ୍ତି। ଖବର ମୁତାବକ ଆୟୋଜିତ ରିସେପ୍ସନ୍ କାର୍ଯ୍ୟକ୍ରମରେ ଭାରତ ପକ୍ଷରୁ ସୋନମ ପ୍ରତିନିଧିତ୍ୱ କରିବେ। ଏହାପୂର୍ବରୁ ବ୍ରିଟେନ୍ର…
ପିଲାଙ୍କ ଦୋଳିକୁ କବ୍ଜା କରିଥିଲେ ଆଣ୍ଟି, ଘଟିଲା ଏମିତି, ଭିଡିଓ ଦେଖିଲେ…
କୁହାଯାଏ, ଯାହା ପାଇଁ ଯେଉଁ କାମ। ଯେଉଁ ଜିନିଷ ଯାହା ପାଇଁ ତିଆରି ହୋଇଛି ତାହାର ବ୍ୟବହାର ସେମାନଙ୍କ ପାଇଁ ଠିକ୍। ଯଦି ଏହାର ଅପବ୍ୟବହାର କରାଯାଏ ତେବେ ଫଳ ତ ଓଲଟା ମିଳିଥାଏ ନିଶ୍ଚିତ। ସୋସିଆଲ ମିଡିଆରେ ଏଭଳି ଏକ…
ଏମିତି ଚାକିରି, ବୁଲାବୁଲି ଆଉ ମଦ ପିଇବାକୁ ମିଳେ ମୋଟା ଅଙ୍କର ଟଙ୍କା
ଦୁନିଆର ଲୋକେ ଅନେକ ଚାକିରି କରିଥାନ୍ତି। ଏଥିମଧ୍ୟରୁ କିଛି ଚାକିରି ବିପଦପୂର୍ଣ୍ଣ ରହିଥାଏ। ଫଳରେ ଜଣେ ବ୍ୟକ୍ତି ଏପରି ଚାକିରି ନାଁ ଶୁଣି ବି ଭୟଭୀତ ହୋଇଯାଇଥାନ୍ତି। କିନ୍ତୁ ଏହି ଦୁନିଆରେ ଏମିତି ଚାକିରି ଅଛି, ଯେଉଁଠି ବୁଲାବୁଲି ଆଉ ମଦ…
ଆମେରିକାରେ ତାତି ସଙ୍କଟ: ୫୫ ନିୟୁତରୁ ଅଧିକ ଲୋକ ପ୍ରଭାବିତ…
ଓ୍ବାଶିଂଟନ,୨୮।୬ : ଦକ୍ଷିଣ ଆମେରିକାର ଅଧିକାଂଶ ଅଞ୍ଚଳରେ ତାତି ସଙ୍କଟ ସୃଷ୍ଟି ହୋଇଛି। ଅସହ୍ୟ ଗରମ ଯୋଗୁଁ ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦେଶର ୫୫ ମିଲିୟନରୁ ଅଧିକ ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଲୋକମାନଙ୍କ ପାଇଁ ବର୍ତ୍ତମାନ…
ଜାପାନର ରୋବୋଟିକ୍ ବାହୁ
ଟୋକିଓ: ଯୁଗ ଯେତେ ଆଗକୁ ବଢୁଛି, ତା’ ସହ ବୈଜ୍ଞାନିକ ଯନ୍ତ୍ରପାତିର ସଂଖ୍ୟା ବେଳକୁ ବେଳ ବୃଦ୍ଧି ପାଉଛି। ନିକଟରେ ଜାପାନର ଅନୁସନ୍ଧାନକାରୀ ନିକଟରେ ରୋବୋଟିକ୍ ବାହୁ ତିଆରି କରିଛି; ଯେଉଁଥିରେ କି ମଣିଷ ଗୋଟିଏ ସ୍ଥାନରେ ବସି ବିଭିନ୍ନ ପ୍ରକାରର…
ସବୁଠୁ ଅସୁନ୍ଦର କୁକୁର ‘ସ୍କୁଟର’
ୱାଶିଂଟନ୍: ବିଭିନ୍ନ ସମୟରେ ଅନେକ ପ୍ରତିଯୋଗିତା ହେଉଛି। ଯେଉଁଥିରେ ଲୋକଙ୍କୁ ଶ୍ରେଷ୍ଠ ସୁନ୍ଦରୀ ଭାବେ ପୁରସ୍କୃତ କରାଯାଉଛି। ନିକଟରେ ୭ ବର୍ଷୀୟ ଚାଇନା ପ୍ରଜାତିର ଏକ କୁକୁର ‘ସ୍କୁଟର’କୁ ସବୁଠୁ ଅସୁନ୍ଦର କୁକୁର ଭାବେ ପୁରସ୍କୃତ କରାଯାଇଛି। ଏଥିରେ ‘ସ୍କୁଟର’କୁ ୧୫୦୦…
Archives


