ନିଆରା ଛତା
ବର୍ଷା ହେଉ କି ଖରା ଛତାର ଆବଶ୍ୟକତା ପ୍ରାୟ ସବୁବେଳେ ରହିଥାଏ। ଖାସ୍ ସେଥିପାଇଁ ଏହାର ଅନେକ ଡିଜାଇନ ଆଉ ଭେରାଇଟି ଦେଖିବାକୁ ମିଳେ। କିନ୍ତୁ ଏଠାରେ ଯେଉଁ ଛତାଗୁଡ଼ିକ ସମ୍ପର୍କରେ କୁହାଯାଉଛି ତାହା ବର୍ଷା ଓ ଖରା ଦାଉରୁ ସୁରକ୍ଷା…
କଲାମଙ୍କ କର୍ମଭୂମି
ଭଦ୍ରକ ଜିଲା, ଚାନ୍ଦବାଲି ତହସିଲ ଅଧୀନରେ ରହିଛି ହ୍ବିଲର ଦ୍ୱୀପପୁଞ୍ଜ। ଯାହା ୫ଟି ଦ୍ୱୀପର ସମାହାର ା ଡିଆର୍ଡିଓର ତତ୍କାଳୀନ ନିର୍ଦ୍ଦେଶକ ଡ. ଏପିଜେ ଅବଦୁଲ କଲାମଙ୍କ ଉଦ୍ୟମରେ ପରେ ଏହା ବିଶ୍ୱର ଏକ କ୍ଷେପଣାସ୍ତ୍ର ଘାଟି ଭାବରେ ପରିଚିତ ହେଲା…
ନିଜ ଖୁସି ନିଜ ହାତରେ
ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରକୁ ଯେ କେବଳ କିଛି ନୂଆ ଜିନିଷ କିଣିଆଣିଲେ କିମ୍ବା କିଛି ନୂଆ ଉପାୟ ଅବଲମ୍ବନ କରିଦେଲେ ଗୃହରେ ଶାନ୍ତି ଓ ଖୁସିର ବାତାବରଣ ଆସିଯିବ ତାହା ଭାବିବା ଠିକ୍ ନୁହେଁ। ଏଥିପାଇଁ ନିଜକୁ ବି କିଛି ହାଲ୍କା…
ଏମିତି ଶ୍ମଶାନ, ଯେଉଁଠି ଗୋଟିଏ ଦିନ ଜୁଇ ନ ଜଳିଲେ ଗାଁର ଯେକୌଣସି ଲୋକଙ୍କ ହୁଏ ମୃତ୍ୟୁ
ଆମ ଦେଶରେ ଏମିତି ଏକ ଶ୍ମଶାନ ରହିଛି, ଯେଉଁଠି ପ୍ରତିଦିନ ଜୁଇ ଜଳିଥାଏ। ଏମିତି କେଉଁ ଗୋଟିଏ ଦିନ ନାହିଁ, ଯେଉଁଦିନ ଶବଦାହ ହୁଏନି। ଏପରି ଆଶ୍ଚର୍ଯ୍ୟଜନକ ଶ୍ମଶାନ ରହିଛି ବିହାରର ସିଓ୍ବାନରେ। ଏହାର ନାମ ଗୟାସପୁର ଶ୍ମଶାନ। ସ୍ଥାନୀୟ ଲୋକଙ୍କ…
କୋଭିଡ ଭଳି ମହାମାରୀ ଆମେରିକାର ମାଂସ ବଜାରରୁ ହୋଇପାରେ ଆରମ୍ଭ…
ଓ୍ବାଶିଂଟନ,୨୩।୭ : ଆମେରିକାରେ ମାଂସ ବଜାରରୁ କୋଭିଡ ଭଳି ଆଗାମୀ ମହାମାରୀ ସହଜରେ ଆରମ୍ଭ ହୋଇପାରେ। ପରବର୍ତ୍ତୀ ବିଶ୍ୱବ୍ୟାପୀ ମହାମାରୀ ଆମେରିକାରୁ ଆରମ୍ଭ ହୋଇପାରେ ବୋଲି ହାର୍ଭାର୍ଡ ଲ ସ୍କୁଲ ଏବଂ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ଏକ ରିପୋର୍ଟରେ ଦାବି କରାଯାଇଛି। ଯଦିଓ…
ମହିଳାଙ୍କ ପେଟରୁ ବାହାରିଲା ୯ କିଲୋ ସିଷ୍ଟ
ବ୍ୟାଙ୍କକ: ଅନେକ ଲୋକ ମୋଟାପଣର ଶିକାର ହୋଇଥାନ୍ତି। କେତେକ ବ୍ୟକ୍ତି ତାଙ୍କର ଏହି ମୋଟାପଣକୁ କମ୍ କରିବାରେ ସଫଳ ହୋଇଥିବାବେଳେ ଆଉ କିଛି ଚେଷ୍ଟା କଲେ ମଧ୍ୟ ତାହା କମି ନ ଥାଏ। ନିକଟରେ ଜଣେ ମହିଳାଙ୍କ ସହ ଏପରି ହୋଇଛି।…
ସ୍କୁଲରେ ୭୬ ଜଣଙ୍କ ମୁହଁ ଏକାଭଳି
ଚଣ୍ଡିଗଡ଼: କୁହାଯାଏ, ଦୁନିଆରେ ଏକ ମୁହଁର ଅନେକ ଲୋକ ଥାନ୍ତି। କିନ୍ତୁ ସେମାନଙ୍କୁ ଏକାସାଙ୍ଗରେ ଦେଖିବା ଘଟଣା କମ୍ ଦେଖିବାକୁ ମିଳିଥାଏ। ହେଲେ ଏପରି ଏକ ସ୍କୁଲ ଅଛି, ଯେଉଁଥିରେ ପାଖାପାଖି ଏକା ମୁହଁର ଅନେକ ପିଲା ପାଠ ପଢୁଛନ୍ତି। ପଞ୍ଜାବର…
ନିଜର ବ୍ରେନ୍ ସର୍ଜରି କଲେ
ମସ୍କୋ: ଜଣେ ବ୍ୟକ୍ତି ନିକଟରେ ତାଙ୍କ ଶୋଇବା ଘରେ ମୁଣ୍ଡର ସର୍ଜରି କରିଛନ୍ତି। ସେ ନିଜ ସ୍ବପ୍ନକୁ ଆୟତ୍ତ କରିବା ପାଇଁ ମୁଣ୍ଡରେ ଏକ ଇଲେକ୍ଟୋ୍ରଡ୍ ଚିପ୍ ଭର୍ତ୍ତି କରିଛନ୍ତି। ରୁଷିଆର ନୋଭେସିଭିର୍କସ୍ର ଜଣେ ଲେଖକ ତଥା ରିସର୍ଚ୍ଚର ୪୦ ବର୍ଷୀୟ…
ଦେଶ ବିକାଶରେ ଆକାଶବାଣୀ
ଜୁଲାଇ ୨୩ରେ ଆମ ଜୀବନରେ ରେଡିଓର ଗଭୀର ପ୍ରଭାବକୁ ସମ୍ମାନ ଜଣାଇବା ପାଇଁ ଭାରତରେ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଇଥାଏ। ଏହି ଦିବସରେ ଭାରତରେ ସର୍ବପ୍ରଥମ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା, ଯାହା ଅଲ୍ ଇଣ୍ଡିଆ ରେଡିଓ(ଏଆଇଆର) ଭାବେ ଜଣାଶୁଣା।…
ମାତାପିତା ସାକ୍ଷାତ୍ ଈଶ୍ୱର
ମାତାପିତା ମାନବ ଇତିହାସ ଆରମ୍ଭରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛନ୍ତି! ପିଲାମାନଙ୍କୁ ଦୁନିଆକୁ ଆଣିବା ଏବଂ ସେମାନଙ୍କୁ ସମାଜରେ ସୁସ୍ଥ ଏବଂ ସୁରକ୍ଷିତ ଜୀବିତ ରଖିବା କିଛି ଛୋଟ କାମ ନୁହେଁ। ପିଲାମାନଙ୍କର ସମଗ୍ର ଜୀବନକୁ ଯୋଗ୍ୟ ଏବଂ ସ୍ବାବଲମ୍ବୀ କରି,…
ଫେସବୁକ୍ ପୋଷ୍ଟ ଯୋଗୁ ୧୭ ବର୍ଷ ପରେ ମା‘ଙ୍କୁ ଭେଟିଲେ ପୁଅ…
ନୂଆଦିଲ୍ଲୀ,୨୨।୭ : ସୋସିଆଲ ମିଡିଆ ଏବଂ ଟେକ୍ନୋଲୋଜି ମାନବ ଜୀବନକୁ ସଂପୂର୍ଣ୍ଣ ବଦଳାଇ ଦେଇଛି। ଆଜି, ସୋସିଆଲ ମିଡିଆ ସୂଚନା ପ୍ରଦାନ କରିବାର ଦ୍ରୁତତମ ମାଧ୍ୟମ ପାଲଟିଛି। ଅନେକ ଥର ଏହା ବର୍ଷ ବର୍ଷ ପୂର୍ବରୁ ଅଲଗା ହୋଇଥିବା ପ୍ରିୟଜନଙ୍କ ସହ…
ଏହି ସ୍କୁଲରେ ସବୁ ଛାତ୍ରୀଛାତ୍ର ଦେଖିବାକୁ ଏକାପରି, ଜଣେ ଭୁଲ କଲେ ଆଉ ଜଣଙ୍କୁ ମିଳେ ଦଣ୍ଡ
କୁହାଯାଏ, ଏହି ଦୁନିଆରେ ସମାନ ଚେହେରାର ଅନେକ ଲୋକ ଅଛନ୍ତି, ଏହା ଟିକେ ଅଜବ ଲାଗୁଥିଲେ ମଧ୍ୟ ସତ। ଯଦି ବିଶ୍ୱାସ ହେଉନି ତେବେ ଆଜି ଏମିତି କିଛି ଫଟୋ ଶେୟାର କରିବୁ ଯାହା ଦେଖିଲେ ଆପଣ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିବେ।…
Archives


