ଫୁରସତ

ବିଭିନ୍ନ ଶାରୀରିକ ସମସ୍ୟାରୁ ସୁରକ୍ଷା ଦିଏ ନଡ଼ିଆ

ପ୍ରତିବର୍ଷ ସେପ୍ଟେମ୍ବର ୨ରେ ବିଶ୍ୱ ନାରିକେଳ ଦିବସ ପାଳନ କରାଯାଇଥାଏ। ନଡ଼ିଆ ବିଭିନ୍ନ ଶାରୀରିକ ସମସ୍ୟାରୁ ସୁରକ୍ଷା ପ୍ରଦାନ କରୁଥିବାବେଳେ ରୋଜଗାର ମଧ୍ୟ ଯୋଗାଇ ଦେଇଥାଏ। ନଡ଼ିଆକୁ ଜୀବନର ଗଛ ବୋଲି ମଧ୍ୟ କୁହାଯାଏ। କାରଣ ଆମେ ଏଥିରୁ ଖାଦ୍ୟ, ତେଲ,…

ଘୋଡ଼ାରେ ଯାଆନ୍ତି ସ୍କୁଲ

ଗାନ୍ଧୀନଗର: ସାଧାରଣତଃ ପିଲାମାନେ ଚାଲିକରି, ସାଇକେଲରେ କିମ୍ବା ସ୍କୁଲ ଭ୍ୟାନରେ ସ୍କୁଲ ଯାଇଥାନ୍ତି। ହେଲେ ଜଣେ ପ୍ରାଥମିକ ବିଦ୍ୟାଳୟର ୮ମ ଶ୍ରେଣୀର ଛାତ୍ର ପ୍ରତିଦିନ ଘୋଡ଼ାରେ ବସି ସ୍କୁଲ ଯାଉଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ଗୁଜରାଟ ସୁରଟ ଜିଲାର ବାରଡୋଲି…

ସୂର୍ଯ୍ୟରେ ନିଶ୍ଚିହ୍ନ ହୋଇପାରେ ୧୩ଲକ୍ଷ ପୃଥିବୀ, ୫ବିଲିୟନ ବର୍ଷ ପରେ ହୋଇଯିବ ସୂର୍ଯ୍ୟର ଅନ୍ତ

ଚନ୍ଦ୍ରର ଦକ୍ଷିଣ ଭାଗରେ ଅବତରଣ କରି ଇତିହାସ ସୃଷ୍ଟି କରିବା ପରେ ଇସ୍ରୋ ଆରମ୍ଭ କରିଛି ସୂର୍ଯ୍ୟ ମିଶନ। ଶନିବାର ଆଦିତ୍ୟ ଏଲ୧ ରେ ଶ୍ରୀହରିକୋଟାସ୍ଥିତ ଲଞ୍ଚ ପ୍ୟାଡରେ ଏହା ଲଞ୍ଚ ହେବ। ଏଥିପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଛି। ଭାରତୀୟ ମହାକାଶ…

ଗାଈ-ମଇଁଷି ଭଳି ଚାରିଗୋଡରେ ଚାଲନ୍ତି ଏହି ପରିବାରର ଲୋକେ, ବୈଜ୍ଞାନିକ ବି ଚକିତ…

ଦୁନିଆ ରହସ୍ୟରେ ଭରପୂର। ଅନେକ ସମୟରେ କିଛି ରହସ୍ୟମୟ ଘଟଣା ଉପରୁ ପରଦା ଉଠେ, ଯାହାକୁ ବିଶ୍ୱାସ କରିବା କଷ୍ଟକର ହୁଏ। ଆମେ ସେଭଳି ଏକ ରହସ୍ୟମୟ ପରିବାର ବିଷୟରେ କଥା ହେବାକୁ ଯାଉଛୁ। ଉକ୍ତ ପରିବାରର ସମସ୍ତ ସଦସ୍ୟ ଗୋରୁ…

ଏହି ମହିଳାଙ୍କ ରହିଛି ପୁରୁଷଙ୍କ ଭଳି ନିଶ-ଦାଢ଼ି, ଗିନିଜ ରେକର୍ଡରେ ବି ରହିଛି ନାମ…

ମୁହଁରେ ଦାଢ଼ି-ନିଶ ପୁରୁଷପଣକୁ ଜାହିର କରେ। ଆଜିକାଲିର ସମୟରେ ଏହା ଏକପ୍ରକାର ଫ୍ୟାଶନ ପାଲଟିଲାଣି ବୋଲି କହିପାରିବା। ହେଲେ ଆଜି ଆମେ ଏଭଳି ଜଣେ ମହିଳାଙ୍କ ବିଷୟରେ କଥା ହେବା ଯାହାଙ୍କର ପୁଅଙ୍କ ଭଳି ବଡ଼ ନିଶ-ଦାଢ଼ି ରହିଛି। ସେ ହେଉଛନ୍ତି…

କାଠରୁ ଆରମ୍ଭ କରି କାଗଜ ଯାଏ ସବୁକିଛି ଯୋଡେ ଫେଭିକଲ୍‌, ହେଲେ ନିଜ ବୋତଲରେ କାହିଁକି ଲାଗେନା…

କିଛି ବସ୍ତୁ ଭାଙ୍ଗିଗଲେ, କିଛି ଚିରିଗଲେ କିମ୍ବା କିଛି ଲଗାଇବାର ଥିଲେ ଖୋଜାପଡେ ଫେଭିକଲ୍‌। ଏହା କାଠରୁ ଆରମ୍ଭ କରି କାଗଜ ପର୍ଯ୍ୟନ୍ତ ସବୁକିଛି ଯୋଡ଼ିଦିଏ। ପ୍ଲାଷ୍ଟିକ୍‌ ବି ସେଥିରୁ ବାଦ୍‌ ପଡେନା। ହେଲେ କ’ଣ କେବେ ଫେଭିକଲ୍‌ ବ୍ୟବହାର ବେଳେ…

ଏହି ଗ୍ରହ ହେଉଛି ପୃଥିବୀର ଭଉଣୀ, ସ୍ବଭାବ କିନ୍ତୁ ବିଲ୍‌କୁଲ ଅଲଗା…

ସୌରମଣ୍ଡଳରେ ଥିବା ଶୁକ୍ର ଏବଂ ପୃଥିବୀ ଗ୍ରହର ଆକାରରେ ବହୁତ ସମାନତା ରହିଛି। ଶୁକ୍ରର ଆକାର, ବ୍ୟାସ,ଘନତ୍ୱ ପୃଥିବୀ ସହ ସମାନ। ଏହା ପୃଥିବୀର ସବୁଠାରୁ ନିକଟତର ଗ୍ରହ। ଏଥିଯୋଗୁ ଶୁକ୍ରକୁ ପୃଥିବୀର ଭଉଣୀ ବୋଲି କୁହାଯାଏ। ଉଭୟଙ୍କ ସ୍ବଭାବ କିନ୍ତୁ…

ଗୋଟିଏ ଦିନରେ ଜନ୍ମ ହୋଇଛନ୍ତି ପୂରା ପରିବାର, ସାଥୀ ହୋଇ ପାଳନ୍ତି ଜନ୍ମଦିନ

କୁହାଯାଏ, ଜନ୍ମ ଏବଂ ମୃତ୍ୟୁ ମଣିଷ ହାତରେ ନ ଥାଏ। ଯାହା କେବଳ ଭଗବାନ ସ୍ଥିର କରନ୍ତି। କିଏ କେଉଁଦିନ ଜନ୍ମ ହେବ ଏବଂ କେଉଁଦିନ ଏହି ଦୁନିଆ ଛାଡ଼ିବ ତାହା ଭଗବାନଙ୍କ ଦ୍ୱାରା ଯୋଜନା କରାଯାଇଛି। ମୃତ୍ୟୁରେ ଲୋକେ ଭୟଭୀତ…

ଏମିତି ଗାଁ, ଯେଉଁଠି କେହି ପାଳନ୍ତି ନାହିଁ ଛେଳି, କାରଣ ଜାଣିଲେ…

ଭାରତରେ ଏମିତି ଏକ ଅଜବ ଗାଁ ରହିଛି, ଯେଉଁଠାରେ ଲୋକମାନେ କେବେ ବି ଛେଳି ପାଳନ୍ତି ନାହିଁ। ଏହି ଗାଁଟି ଜିଲା ମୁଖ୍ୟାଳୟଠାରୁ ୨୦କିଲୋମିଟର ଦୂରରେ ଅବସ୍ଥିତ ଚାନ୍ଦି ବ୍ଲକର ଧକନିଆ। ଏହି ଗାଁ ଗଙ୍ଗୁରା ପଞ୍ଚାୟତର ଓ୍ବାର୍ଡ ନମ୍ବର ୨ରେ…

ସାରା ବିଶ୍ୱକୁ ଦେଉଥିଲେ ଫିଟ୍‌ନେସ୍‌ ମନ୍ତ୍ର,ନିଜେ ୩୩ ବର୍ଷରେ ହୃଦ୍‌ଘାତରେ ହରାଇଲେ ପ୍ରାଣ

ବ୍ରାସିଲିଆ,୩୧।୮: ବ୍ରାଜିଲର ଇନ୍‌ଫ୍ଲୁଏନ୍ସର ଲାରିସା ବୋର୍ଗସ ସମଗ୍ର ବିଶ୍ୱକୁ ଫିଟ୍‌ ରହିବାର ମନ୍ତ୍ର ଦେଉଥିଲେ। କିନ୍ତୁ ସେ ନିଜେ ମାତ୍ର ୩୩ ବର୍ଷ ବୟସରେ ଜୀବନ ହାରିଛନ୍ତି। ହୃଦଘାତ ହେତୁ ସେ ମୃତ୍ୟୁବରଣ କରିଛନ୍ତି। ବୋର୍ଗସ ପ୍ରାୟ ଏକ ସପ୍ତାହ ଧରି…

ଜରୁରୀ ହୋଇପଡ଼ିଛି ସଂସ୍କୃତ ଭାଷାର ପ୍ରସାର

ଭାରତରେ ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମାକୁ ଶୁଭ ଉତ୍ସବ ସଂସ୍କୃତ ଦିବସ ଭାବରେ ପାଳନ କରାଯାଏ। ଚଳିତବର୍ଷ ଏହା ଅଗଷ୍ଟ ୩୧ରେ ପାଳନ କରାଯାଉଛି। ଶ୍ରାବଣ ପୂର୍ଣ୍ଣିମା ଅର୍ଥାତ୍‌ ରକ୍ଷାବନ୍ଧନକୁ ସାଧୁସନ୍ଥଙ୍କ ସ୍ମୃତି ଏବଂ ଉପାସନା ତଥା ଉତ୍ସର୍ଗୀକୃତ ପର୍ବ ଭାବରେ ବିବେଚନା…

ଏକ ଲକ୍ଷ ବର୍ଷ ଯାଏଁ ଚନ୍ଦ୍ରପୃଷ୍ଠରେ ରହିପାରିବେ ୮୦୦କୋଟି ଲୋକ, “ରେଗୋଲିଥ”ରୁ ମିଳିପାରେ ୬୩୦କି.ଗ୍ରା ଅମ୍ଲଜାନ

ଓ୍ବାଶିଂଟନ୍‌,୩୦।୮: ଚନ୍ଦ୍ରାବତରଣ କରିଛି ଭାରତର ମୁନ ମିଶନ ଚନ୍ଦ୍ରାୟାନ ୩। ତେବେ ଲ୍ୟାଣ୍ଡିଂର ୭ଦିନ ପରେ ଖୁସି ଖବର ଦେଇଛନ୍ତି ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞା। ଚନ୍ଦ୍ରର ଦକ୍ଷିଣ ମେରୁରେ ଅମ୍ଲଜାନ ଥିବା ନେଇ ସ୍ପଷ୍ଟ କରିଛି ପ୍ରଜ୍ଞା। ଏଥିସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?