ଫୁରସତ

ପ୍ରତିବର୍ଷ ପୃଥିବୀ ଠାରୁ ଦୂରେଇ ଯାଉଛି ଜହ୍ନମାମୁଁ: ବୈଜ୍ଞାନିକଙ୍କ ଦାବି

ଓ୍ବାଶିଂଟନ୍‌,୫।୯: ଚନ୍ଦ୍ର ଆମ ଠାରୁ ଦୂର ନୁହେଁ। ଚନ୍ଦ୍ରାୟାନ ୩ର ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ ପରେ ଭାରତ ଏହାକୁ ପ୍ରମାଣ କରି ଦେଖାଇଛି। ପୂର୍ବରୁ ପୃଥିବୀଠାରୁ ଲକ୍ଷ ଲକ୍ଷ କିଲୋମିଟର ଦୂରରେ ଥିବା ଚନ୍ଦ୍ର ବିଷୟରେ ଜାଣିବା କୌତୁହଳର ବିଷୟ ଥିଲା।…

ଭାରତର ଏହି ଗାଁକୁ କୁହାଯାଏ ‘ଅବିବାହିତମାନଙ୍କର ଗାଁ’, କାରଣ ବେଶ ଅଜବ…

ଭାରତରେ ଏଭଳି ଅନେକ ଗାଁ ରହିଛି ଯାହାକି ନିଜର ସ୍ବତନ୍ତ୍ରତାକୁ ନେଇ ପ୍ରସିଦ୍ଧ। ଗାଁର ଖାଦ୍ୟପେୟ, ଚାଲିଚଳନ, ପରିବେଶ, ସଂସ୍କୃତି ଏହାକ ବତନ୍ତ୍ର କରିଥାଏ। ହେଲେ ଆଜି ଆମେ ଆପଣଙ୍କୁ କହିବୁ ଭାରତରେ ଥିବା ‘ଅବିବାହିତମାନଙ୍କର ଗାଁ’ ବିଷୟରେ। ବିହାରରେ କୈମୁରର…

ସିଙ୍ଗଡ଼ା କାହିଁକି ତିନିକୋଣିଆ? କାରଣ ଜାଣିଲେ କରିବେ ପ୍ରଶଂସା

ସିଙ୍ଗଡ଼ା ଏଭଳି ଏକ ଖାଦ୍ୟ ଯାହାକୁ ଦେଖିବା ମାତ୍ରେ ଲୋକଙ୍କ ମୁହଁରୁ ଲାଳ ଗଡେ। ପିଲାଠାରୁ ଆରମ୍ଭ କରି ଯୁବକ-ବୃଦ୍ଧ ଏହାକୁ ବହୁତ ପସନ୍ଦ କରନ୍ତି। ଏହାର ଚାହିଦା କେବଳ ଭାରତ ନୁହେଁ ବରଂ ବିଦେଶରେ ମଧ୍ୟ ରହିଛି। ସେପ୍ଟେମ୍ବର ୫…

ଗୋଟିଏ କି ଦୁଇଟି ନୁହେଁ, ୧୫ ଦେଶର ଜାତୀୟ ପଶୁ ହେଉଛି ଏହି ମାଂସାହାରୀ ପ୍ରାଣୀ…

ଦୁନିଆର ପ୍ରତିଟି ଦେଶର ନିଜର ଜାତୀୟ ପଶୁ ରହିଛି। ହେଲେ ଏଭଳି ଏକ ମାଂସାହାରୀ ପ୍ରାଣୀ ରହିଛି ଯିଏକି ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୧୫ ଦେଶର ଜାତୀୟ ପଶୁ ମାନ୍ୟତା ପାଇଛି। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ।…

ଭାରତର ପ୍ରଥମ ମହିଳା ଶିକ୍ଷୟତ୍ରୀ କିଏ ଜାଣନ୍ତି

ଜୀବନର ସର୍ବଶ୍ରେଷ୍ଠ ପୁସ୍ତକ ହେଉଛି ଶିକ୍ଷକ। ଶିକ୍ଷକ କେବଳ ପୁସ୍ତକ ଜ୍ଞାନ ନୁହେଁ ବରଂ ପ୍ରତ୍ୟେକ ଅସ୍ତିତ୍ୱ ସହିତ ଜୀବନରେ ଏକତା ଏବଂ ପରିଚୟ ଚିହ୍ନିବାରେ ସାହାଯ୍ୟ କରନ୍ତି। ଯେତେବେଳେ ବି ସମାଜରେ ଜଣେ ଶିକ୍ଷକଙ୍କ କଥା ଉଠେ, ସେତେବେଳେ ସାବିତ୍ରୀବାଇ…

ପ୍ରଥମ ଥର ପାଇଁ ଦେଖିଲେ ରଙ୍ଗିନ ଦୁନିଆ

ନୂଆଦିଲ୍ଲୀ: ସମସ୍ତଙ୍କ ଜୀବନରେ ରଙ୍ଗର ବେଶ୍‌ ମହତ୍ତ୍ୱ ରହିଛି। ରଙ୍ଗ ହିଁ ମଣିଷ ଜୀବନକୁ ରଙ୍ଗିନ କରିଥାଏ। ଯଦି କେହି ବ୍ୟକ୍ତି ରଙ୍ଗ ଦୃଷ୍ଟିହୀନତାରେ ପୀଡ଼ିତ ହୁଅନ୍ତି, ତେବେ ତାଙ୍କ ଜୀବନ ନର୍କ ସହ ସମାନ ହୋଇଯିବ। ଏମିତି ହେଲେ ପୂରା…

୧୮ବର୍ଷ ପରେ ଏଆଇ ସାହାଯ୍ୟରେ କଥା କହିଲେ

ନୂଆଦିଲ୍ଲୀ: ବେଳକୁ ବେଳ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ଅଫିସଠାରୁ ଆରମ୍ଭ କରି ମେଡିକାଲ କ୍ଷେତ୍ରରେ ମଧ୍ୟ ତା’ ସଫଳ ଯୋଗଦାନ ଦେଖିବାକୁ ମିଳୁଛି। ନିକଟରେ ଏଆଇ ଏମିତି କିଛି କାର୍ଯ୍ୟ କରିଛି, ଯାହା ଜାଣିଲେ ଆଶ୍ଚର୍ଯ୍ୟ…

ଲଙ୍କା ଶୁଙ୍ଘି କୋମାକୁ ଚାଲିଗଲେ 

ବ୍ରାସିଲିଆ: ଲଙ୍କା ଖାଦ୍ୟର ସ୍ବାଦ ବଢ଼ାଇଥାଏ। ତେବେ କେତେ ଜଣ ଲଙ୍କାକୁ ପେସନ୍ଦ କରୁଥିବାବେଳେ ଆଉ କେତେକଙ୍କୁ ଲଙ୍କା ଆଲର୍ଜି ଥାଏ। ନିକଟରେ ଜଣେ ଯୁବତୀ ଲଙ୍କା ଶୁଙ୍ଘିବାରୁ ତାଙ୍କ ଅବସ୍ଥା ଖରାପ ହୋଇଯାଇଛି। ସେ ବର୍ତ୍ତମାନ ୬ ମାସ ହେବ…

ଫୁସଫୁସ ଜନିତ ସମସ୍ୟା ପାଇଁ ଜଳବାୟୁ ପରିବର୍ତ୍ତନ ଦାୟୀ: ସର୍ଭେ ରିପୋର୍ଟ…

ପ୍ୟାରିସ,୪।୯ : ଏକ ରିପୋର୍ଟରୁ ଜଣାପଡିଛି ଆଜମା ଏବଂ କ୍ରନିକ ଅବଷ୍ଟ୍ରକ୍ଟିଭ ଫୁସଫୁସ ରୋଗ (ସିଓପିଡି) ପରି ଫୁସଫୁସ ସମସ୍ୟାରେ ପୀଡିତ ଶିଶୁ ଏବଂ ବୟସ୍କମାନେ ଜଳବାୟୁ ପରିବର୍ତ୍ତନ ହେତୁ ଅଧିକ ବିପଦଗ୍ରସ୍ତ ହୋଇପାରନ୍ତି। ୟୁରୋପୀୟ ଶ୍ୱାସକ୍ରିୟା ପତ୍ରିକାରେ ପ୍ରକାଶିତ ଏହି…

ବ୍ୟାପକ ହୋଇଛି ବନ୍ୟପ୍ରାଣୀ ସଂରକ୍ଷଣ ଆଇନ

ଭୁବନେଶ୍ୱର, ୪।୯(ଅସମାପିକା ସାହୁ): ଆଜି ଜାତୀୟ ବନ୍ୟପ୍ରାଣୀ ଦିବସ। ଲୋକଙ୍କୁ ବନ୍ୟପ୍ରାଣୀଙ୍କ ପ୍ରତି ଉନ୍ନତମାନର ସଚେତନତା ପ୍ରତି ପ୍ରେରିତ କରିବା ଆଭିମୁଖ୍ୟ ନେଇ ଏହି ଦିବସ ପାଳନ କରାଯାଉଛି। ବନ୍ୟପ୍ରାଣୀ ଶିକାର ଯୋଗୁ ଏବେ ଏମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ଏମାନଙ୍କ ସୁରକ୍ଷା…

ବ୍ୟାପକ ହୋଇଛି ବନ୍ୟପ୍ରାଣୀ ସଂରକ୍ଷଣ ଆଇନ

ଭୁବନେଶ୍ୱର,୪।୯(ଅସମାପିକା ସାହୁ): ଆଜି ଜାତୀୟ ବନ୍ୟପ୍ରାଣୀ ଦିବସ। ଲୋକଙ୍କୁ ବନ୍ୟପ୍ରାଣୀଙ୍କ ପ୍ରତି ଉନ୍ନତମାନର ସଚେତନତା ପ୍ରତି ପ୍ରେରିତ କରିବା ଆଭିମୁଖ୍ୟ ନେଇ ଏହି ଦିବସ ପାଳନ କରାଯାଉଛି। ବନ୍ୟପ୍ରାଣୀ ଶିକାର ଯୋଗୁ ଏବେ ଏମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ଏମାନଙ୍କ ସୁରକ୍ଷା ଓ…

ବ୍ୟାଗ୍‌ରୁ ଏମିତି ପର୍ସ ଚୋରି କରୁଛି ବିଲେଇ, ଭିଡିଓ ଦେଖିଲେ…

ମଣିଷ ଚୋରି କରିବା ଶୁଣିଥିବେ। କିନ୍ତୁ ଏକ ବିଲେଇ ଯେ, ଚୋରି କରେ ତାହା ଜାଣି ଆଶ୍ଚର୍ଯ୍ୟ ହେବେ। ମାତ୍ର ଭାଇରାଲ ହେଉଥିବା ଭିଡିଓ ଦେଖିଲେ ବିଶ୍ୱାସ କରିବେ। ଗୋଟିଏ ବିଲେଇ ବ୍ୟାଗ୍‌ରୁ କିପରି ଢଙ୍ଗରେ ପର୍ସ ଚୋରି କରୁଛି ତାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?