ମାନବ କଲ୍ୟାଣ ଅପରିହାର୍ଯ୍ୟ
ମାନବିକ କର୍ମଚାରୀ ତଥା ଯେଉଁମାନେ ମାନବିକତା ପାଇଁ କାର୍ଯ୍ୟ କରି ଜୀବନ ହରାଇଛନ୍ତି ସେମାନଙ୍କ ପ୍ରତି ସମ୍ମାନ ଜଣାଇବା ଲାଗି ପ୍ରତିବର୍ଷ ଅଗଷ୍ଟ ୧୯ରେ ବିଶ୍ୱ ମାନବିକତା ଦିବସ ପାଳନ କରାଯାଇଥାଏ। ବିଶ୍ୱରେ ମାନବ କଲ୍ୟାଣ ଅପରିହାର୍ଯ୍ୟ। ମାନବିକ ଚିନ୍ତାଧାରାକୁ...
ସ୍ମୃତିର ଆଇନା
କଥାରେ ଅଛି ‘ଏ ଫଟୋଗ୍ରାଫ୍ ସ୍ପିକ୍ସ ଏ ଥାଉଜାଣ୍ଡ ଓ୍ବାର୍ଡସ୍’। ଅର୍ଥାତ ଗୋଟିଏ ଫଟୋ କହିପାରେ ହଜାରେ ଶବ୍ଦ। ଫଟୋଗ୍ରାଫି ଏଭଳି ଏକ କଳା ଯାହାଲାଗି ଆବଶ୍ୟକ ହୋଇଥାଏ ଆବେଗ, ଉତ୍କଣ୍ଠା, କୌତୁହଳ ଏବଂ ସୃଜନଶୀଳତା। ସାଧାରଣ ମୂହୁର୍ତ୍ତଟିଏ କ୍ୟାମେରା...
୩୦ ବର୍ଷ ହେଲା କିଣିନାହାନ୍ତି ପନିପରିବା
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଜଣେ ବ୍ୟକ୍ତି ଯିଏ କି ୩୦ ବର୍ଷ ଧରି ବଜାରରୁ ପନିପରିବା କିଣିନାହାନ୍ତି। କୌତୂହଳର ବିଷୟ ଏହା ପରେ ମଧ୍ୟ ତାଙ୍କ ଘରେ ପନିପରିବାର ଅଭାବ ନାହିଁ। ସେ ନିଜେ ଖାଆନ୍ତି ଏବଂ...
ସାମ୍ନାକୁ ଆସିଲା ଅଯୋଧ୍ୟା ରାମମନ୍ଦିରର ନୂଆ ଫଟୋ
ଅଯୋଧ୍ୟା,୧୮ା୮: ଅଯୋଧ୍ୟା ରାମମନ୍ଦିରର ପ୍ରଥମ ମହଲାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଏବଂ ବର୍ତ୍ତମାନ ଦ୍ୱିତୀୟ ମହଲାର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଟୁଇଟରରେ ନିର୍ମାଣର ସୁନ୍ଦର ଫଟୋ ଶେୟାର କରିଛନ୍ତି।...
ମହିଳାଙ୍କୁ କବରରେ ଜୀବନ୍ତ ପୋତିଥଲେ ଲୋକ, ୧୧ଦିନ ପରେ ଘଟିଲା ଏପରି ଘଟଣା…
ବ୍ରାଜିଲ୍,୧୭।୮: ଜୀବନ୍ତ ମହିଳାଙ୍କୁ କବର ଦେଇଦେଲେ ଲୋକେ। ଅନେକ ଦିନ ଧରି ସେ କଫିନ ଭିତରେ ଜୀବିତ ଅବସ୍ଥାରେ ଥିଲେ। କଫିନରେ ଥିବା ଭିତରେ ମହିଳା ଜଣକ ବାହାରକୁ ବାହାରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ। ପରେ, ତାଙ୍କର କ୍ରନ୍ଦନ...
ଏମିତି ଜଣେ ବ୍ୟକ୍ତି, ଯିଏ କି ୩୦ ବର୍ଷ ହେଲା ବଜାରରୁ କିଣିନାହାନ୍ତି ପନିପରିବା
ଲକ୍ଷ୍ନୌ,୧୭ା୮: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଜଣେ ବ୍ୟକ୍ତି ଯିଏ କି ୩୦ ବର୍ଷ ଧରି ବଜାରରୁ ପନିପରିବା କିଣିନାହାନ୍ତି। କୌତୂହଳର ବିଷୟ ଏହା ପରେ ମଧ୍ୟ ତାଙ୍କ ଘରେ ପନିପରିବାର ଅଭାବ ନାହିଁ। ସେ ନିଜେ ଖାଆନ୍ତି ଏବଂ...
୬ଥର ବିଫଳ ପରେ ବି ହାରିନାହାନ୍ତି ଯୁବକ, ତିଆରି କଲେ ଅଜବ ସ୍କୁଟର, ରହିଛି ଏହି ସ୍ବତନ୍ତ୍ରତା…
କୁହାଯାଏ, ଆବଶ୍ୟକତା ହେଉଛି ଉଦ୍ଭାବନର ଜନନୀ। ବିହାର ପାଟନାର ଅଭିମନ୍ୟୁ ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି। ଇଞ୍ଜିନିୟରିଂପରେ ଏକ କମ୍ପାନୀରେ କାମ କରିବା ପରିବର୍ତ୍ତେ ଅଭିମନ୍ୟୁ ନିଜର ଏକ କମ୍ପାନୀ ଖୋଲିଥିଲେ ଏବଂ ୪ ବର୍ଷର କଠିନ ପରିଶ୍ରମ...
ମାଙ୍କଡ଼ଙ୍କ ଏକତା: ଶିକାର ଖୋଜୁଥିବା ଚିତାବାଘ ଉପରେ କଲେ ଆକ୍ରମଣ,ଭିଡ଼ିଓ ଭାଇରାଲ…
ଜୋହାନ୍ସବର୍ଗ,୧୭।୮ : ଦକ୍ଷିଣ ଆଫ୍ରିକାର ଏକ ଜଙ୍ଗଲ ଅଞ୍ଚଳରେ ମାଙ୍କଡ଼ଙ୍କର ଏକତା ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସେମାନେ ମିଳିତ ଭାବେ ଏକ ଚିତାବାଘ ଉପରେ ଆକ୍ରମଣ କରି ତାକୁ ତଡ଼ି ଦେବାରେ ସଫଳ ହୋଇଥିବା...
ଚିକେନ ଥାଳିରୁ ବାହାରିଲା ମଲା ମୂଷା: ରେଷ୍ଟୁରାଣ୍ଟ ମ୍ୟାନେଜର-କୁକ୍ ଗିରଫ…
ମୁମ୍ବାଇ,୧୬।୮ : ମୁମ୍ବାଇର ଜଣେ ବ୍ୟକ୍ତି ଏକ ରେଷ୍ଟୁରାଣ୍ଟରେ ଅର୍ଡର କରିଥିବା ଚିକେନ ଥାଳି ଖାଦ୍ୟରେ ତାଙ୍କୁ ଏକ ମୃତ ମୂଷା ପରିବେଷଣ କରାଯାଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ରେଷ୍ଟୁରାଣ୍ଟ ମ୍ୟାନେଜର ଏବଂ ଦୁଇଜଣ କୁକଙ୍କୁ ପୋଲିସ ଗିରଫ...
ସ୍ବାଧୀନତା ଆନ୍ଦୋଳନରେ ବିଦେଶିନୀ
ସ୍ବାଧୀନ ତା ଓ ପରାଧୀନତାର ଲାଭ ଓ କ୍ଷତି ବିଷୟରେ ଆଜିର ଭାରତବର୍ଷର ଶିକ୍ଷିତ ନାଗରିକମାନଙ୍କୁ କିଛି ବୁଝାଇ କହିବାର ପ୍ରୟୋଜନ ନାହିଁ। ସମଗ୍ର ବିଶ୍ୱର ପ୍ରେକ୍ଷାପଟକୁ ତଥା ବିଭିନ୍ନ ଦେଶର ଶାସନ ବ୍ୟବସ୍ଥାକୁ ଅନୁଶୀଳନ କରି ଗଣତାନ୍ତ୍ରିକ ବ୍ୟବସ୍ଥା...
ମାଷ୍ଟର୍ସ ବିଶ୍ୱକପ୍ ପ୍ରତିଦ୍ୱନ୍ଦ୍ୱିତାରେ ୮୮ ବର୍ଷୀୟାଙ୍କ ଯାଦୁକରି
ଟୋକିଓ: ଗତବର୍ଷ ମାଷ୍ଟର୍ସ ଚାମ୍ପିୟନଶିପ୍ରେ ପ୍ରତିଦ୍ୱନ୍ଦ୍ୱିତା କରିବା ପରେ ଜାପାନର କାଟସୁମି ସାଇକି ବିଶ୍ୱର ସର୍ବ ପୁରାତନ ମହିଳା ପ୍ରତିଯୋଗୀ କ୍ରସ ସ୍କାଏର ହୋଇଥିଲେ। ବର୍ତ୍ତମାନ ୮୮ ବର୍ଷ ବୟସରେ ସେ ନିଜ ପ୍ରତିଭାକୁ ବିଶ୍ୱ ମଞ୍ଚକୁ ନେଇ ଅଷ୍ଟ୍ରେଲିଆରେ ୨୦୨୩...
ମଦୁରାଇ ଶିଳ୍ପୀଙ୍କ ବିଦାୟ
ପୂର୍ବ ସଂଖ୍ୟାରେ ଆଲୋଚିତ ହୋଇଥିଲା କୋଣାର୍କଠାରେ ମନ୍ଦିର ନିର୍ମାଣବେଳେ କଠିନ ପରିଶ୍ରମ ଭିତରେ ପ୍ରେମର ଧାରା ହଜିଯାଇ ନ ଥିଲା। ପ୍ରସଙ୍ଗକ୍ରମେ ସୁନି ଓ ସମନାଥଙ୍କ ବହୁଚର୍ଚ୍ଚିତ ପ୍ରେମ କାହାଣୀର ଅବତାରଣା ଆମେ କରିଥିଲୁ। ଏହାପରେ ଦେଖିବା ଗଜପତି ଲାଙ୍ଗୁଳା...
Archives


