ଫୁରସତ

ଭାରତର ‘ଜାତୀୟ ଖାଦ୍ୟ’ ଖେଚୁଡି, ବାଲାଂଦେଶର ଜାଣିଲେ…

‘ଖେଚୁଡି’ ଏଭଳି ଏକ ବ୍ୟଞ୍ଜନ, ଯାହା ଭାରତୀୟମାନଙ୍କୁ ବେଶ ପସନ୍ଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମଧ୍ୟ ଏହା ପ୍ରିୟ ଖାଦ୍ୟ। ଲୋକପ୍ରିୟତା ଯୋଗୁ ‘ଖେଚେଡି’କୁ ଭାରତର ‘ଜାତୀୟ ଖାଦ୍ୟ’ ମାନ୍ୟତା ମିଳିଛି। ହେଲେ ଯଦି କେହି ଆପଣଙ୍କୁ ବାଲାଂଦେଶର ‘ଜାତୀୟ ଖାଦ୍ୟ’…

ଭୟଙ୍କର ଷ୍ଟଣ୍ଟ୍‌: ଯୁବତୀଙ୍କ ପିଠି ଉପରେ ଏମିତି ସାଇକେଲ ପାର୍‌ କଲେ ବାଳକ, ଭିଡିଓ ଦେଖିଲେ…

ଲୋକମାନେ ସୋସିଆଲ ମିଡିଆରେ ରାତାରାତି ଭାଇରାଲ ହେବା ଆରମ୍ଭ କରିଛନ୍ତି। ପ୍ରସିଦ୍ଧ ହେବାକୁ ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ। ଅନେକ ଲୋକ ଏପରି ଷ୍ଟଣ୍ଟ କରିବା ଆରମ୍ଭ କରନ୍ତି, ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଆଜିକାଲି ଏକ ଭିଡିଓ ଭାଇରାଲ ହେଉଛି।…

ଜେଲ ଯିବାକୁ ୬୦ ବର୍ଷୀୟଙ୍କ ଧାରଣା

ମାଡ୍ରିଡ୍‌:ଅପରାଧ କଲେ ଅଭିଯୁକ୍ତଙ୍କୁ ଜେଲ ଯିବାକୁ ପଡ଼ିଥାଏ। ଲୋକେ ବଡ଼ ଅପରାଧ କରିବା ପରେ ବି ଜେଲ ଯିବାକୁ ଚାହାନ୍ତିନି। ହେଲେ ଜଣେ ୬୦ ବର୍ଷୀୟ ବ୍ୟକ୍ତି ନିଜକୁ ଜେଲରେ ଭର୍ତ୍ତି କରିବାକୁ ଅନୁରୋଧ କରୁଥିବା ନେଇ ଏବେ ଚର୍ଚ୍ଚାର ବିଷୟ…

ନିଜର ଏଣ୍ଡୋସ୍କୋପି କଲେ ମହିଳା ପ୍ରଫେସର

ନୂଆଦିଲ୍ଲୀ: ମେଡିକାଲ ସାଇନ୍ସରେ ଏଣ୍ଡୋସ୍କୋପିର ବହୁତ ଫାଇଦା ମିଳିଛି। ମଣିଷ ଶରୀରର ବହୁତ ସମସ୍ୟା ଏହି ଏଣ୍ଡୋସ୍କୋପି ଦ୍ୱାରା ଚିହ୍ନଟ କରିବା ସହ ତା’ର ସମାଧାନ ମଧ୍ୟ ହୋଇପାରିଛି। ଏଣ୍ଡୋସ୍କୋପିରେ ଗଳା ବାଟେ ଏକ କ୍ୟାମେରା ଶରୀର ଭିତରକୁ ଯାଇ ଭିତରେ…

ଛେଳି ପାଇଁ ଟିକେଟ କିଣି ଟ୍ରେନ୍‌ରେ ଯାତ୍ରା କରୁଥିଲେ ମହିଳା, ଟିଟିଇଙ୍କୁ ଦେଲେ ଆଶ୍ଚର୍ଯ୍ୟଜନକ ଉତ୍ତର…

ଜଣେ ମହିଳା ଯାତ୍ରୀ ଛେଳି ସହିତ ଟ୍ରେନରେ ଯାତ୍ରା କରୁଥିବା ଏକ ଭିଡିଓ ସୋସିଆଲ ମିଡିଆ ‘X’ (ପୂର୍ବରୁ ଟୁଇଟର)ରେ ଭାଇରାଲ ହେବାରେ ଲାଗିଛି। ଏହି କ୍ଲିପ୍‌ରେ ସେ ଟିଟିଇଙ୍କ ସହିତ କଥା ହେଉଥିବା ଦେଖିବାକୁ ମିଳିଛି। ଟିଟିଇ ଛେଳିକୁ ଦେଖି…

ସ୍ବାଧୀନତାର ୧୦୨ ବର୍ଷ ମଧ୍ୟରେ ୧୮ଥର ଜାତୀୟ ପତାକା ବଦଳାଇଛି ଏହି ଦେଶ, କାରଣ ଜାଣିଲେ…

ଏମିତି ଏକ ଦେଶ ଅଛି, ଯିଏ କି ସ୍ବାଧୀନତା ପାଇବାର ୧୦୨ ବର୍ଷ ମଧ୍ୟରେ ବାରମ୍ବାର ଜାତୀୟ ପତାକା ବଦଳାଇଛି। ଏହା ପଛରେ କାରଣ ମଧ୍ୟ ରହିଛି। ତେବେ ଜାଣନ୍ତୁ ଏ ସମ୍ପର୍କରେ… ଆଫଗାନିସ୍ତାନର ଇତିହାସ ଉତ୍ଥାନ ପତ୍ତନରେ ପରିପୂର୍ଣ୍ଣ। ସ୍ବାଧୀନତାର…

ଗ୍ୟାରେଣ୍ଟି ଏବଂ ଓ୍ବାରେଣ୍ଟି ମଧ୍ୟରେ ତଫାତ କ’ଣ? ଜିନିଷ କିଣିବା ବେଳେ ୯୯% ଲୋକେ ଯାହା ଜାଣି ନ ଥାନ୍ତି…

ଘରୋଇ ସାମଗ୍ରୀ ନଚେତ କୌଣସି ଇଲେକ୍ଟ୍ରୋନିକ୍‌ ଜିନିଷ କିଣିବା ବେଳେ ପ୍ରାୟତଃ ଲୋକଙ୍କ ସାମ୍ନାକୁ ଦୁଇଟି ଶବ୍ଦ ଆସିଥାଏ। ତାହା ହେଲା ଓ୍ବାରେଣ୍ଟି ଏବଂ ଗ୍ୟାରେଣ୍ଟି। ଉଭୟ ମାମଲାରେ ଦୋକାନୀ ଅଥବା କମ୍ପାନୀ ପକ୍ଷରୁ ମିଳିଥିବା ରସିଦକୁ ସମ୍ଭାଳି ରଖିବାକୁ ପଡ଼ିଥାଏ।…

କେବଳ ଗୋଟିଏ ଦିନ ପାଇଁ ଭାରତର ରାଜଧାନୀ ହୋଇଥିଲା ଏହି ସହର, କହିପାରିବେ ନାହିଁ ନାମ…

ଭାରତର ରାଜଧାନୀ ଦିଲ୍ଲୀ ବୋଲି ସମସ୍ତେ ଜାଣନ୍ତି। ହେଲେ ପ୍ରଥମରୁ କେବଳ ଏହା ରାଜଧାନୀ ନ ଥିଲା। ଆଜି ଆମେ ଆପଣଙ୍କୁ ଏକ ଏଭଳି ସହର ବିଷୟରେ କହିବୁ ଯାହାକି କେବଳ ଗୋଟିଏ ଦିନ ଲାଗି ଭାରତର ରାଜଧାନୀ ହୋଇଥିଲା। ଆଶ୍ଚର୍ଯ୍ୟ…

ପୋଷା ପ୍ରାଣୀ ରଖୁଛନ୍ତି କି, ହୋଇ ଯାଆନ୍ତୁ ସାବଧାନ! ଗମ୍ଭୀର ରୋଗରେ ହୋଇପାରନ୍ତି ଶିକାର

ସମସ୍ତେ ଘରେ ପୋଷା ପଶୁ କି ପକ୍ଷୀ ରଖିବାକୁ ପସନ୍ଦ କରନ୍ତି। ଆପଣ ଅନେକଙ୍କ ଘରେ ପୋଷା କୁକୁର କି ବିଲେଇ ଥିବାର ଦେଖିଥିବେ। ତେବେ ଆପଣ ଜାଣନ୍ତି କି ସେମାନଙ୍କ ଦ୍ୱାରା ଆମକୁ ବିଭିନ୍ନ ପ୍ରକାର ସଂକ୍ରାମକ ରୋଗ ବ୍ୟାପିଥାଏ।…

ବିଏମ୍‌ଡବ୍ଲ୍ୟୁରେ ଘାସ ବହୁଛନ୍ତି ଚାଷୀ, ଭିଡିଓ ଦେଖିଲେ…

ଆମ ଦେଶ ଏକ କୃଷିପ୍ରଧାନ ଦେଶ। କେଉଁ ପ୍ରାଚୀନ କାଳରୁ ଆମ ଦେଶରେ ଚାଷୀମାନେ ଚାଷ କରିଆସୁଛନ୍ତି। ଏହା ସତ୍ତ୍ୱେ ଦେଶରେ କୃଷକ ଏବଂ ପଶୁପାଳକଙ୍କ ଅବସ୍ଥା ଭଲ ନୁହେଁ। ଏପରି ପରିସ୍ଥିତିରେ ଯଦି ଆପଣଙ୍କୁ ବିଏମ୍‌ଡବ୍ଲ୍ୟୁ ଭଳି ବିଳାସପୂର୍ଣ୍ଣ କାର୍‌ରେ…

ପ୍ୟାକେଟ୍‌ରେ ବିସ୍କୁଟ୍‌ ସଂଖ୍ୟା କମ୍‌ ରହିବାରୁ କୋର୍ଟର ଦ୍ୱାରସ୍ଥ ହେଲେ ବ୍ୟକ୍ତି, କ୍ଷତିପୂରଣରେ ମିଳିଲା ଏତିକି ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୬।୯: ସାଧାରଣତଃ ବିସ୍କୁଟ ପ୍ୟାକେଟ୍‌ର ଦାମ ୫୦ରୁ ୧୦୦ଟଙ୍କା ମଧ୍ୟରେ ହୋଇଥାଏ। ତେବେ ଖାଇବା ସମୟରେ ଗ୍ରାହକ ସେହି ସୀମିତ ଟଙ୍କା ମଧ୍ୟରେ ଏକ୍ସ୍ରଟା ଅଫର ଦେଖି ବିସ୍କୁଟ କିଣି ନିଅନ୍ତି। ବର୍ତ୍ତମାନ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ…

୪ ମହଲା କୋଠା ଉପରେ କାର୍‌ ଷ୍ଟଣ୍ଟ୍‌ କରିବା ପଡ଼ିଲା ମହଙ୍ଗା, ଭିଡିଓ ଦେଖିଲେ ପାଦତଳୁ ଖସିଯିବ ମାଟି

ଲୋକମାନେ ଦୁଃସାହସିକ ଷ୍ଟଣ୍ଟ୍‌ କରୁଥିବାର ଦେଖିଥିବେ ନିଶ୍ଚିତ। ବେଳେବେଳେ ଏହି ଷ୍ଟଣ୍ଟ୍‌ ମହଙ୍ଗା ପଡ଼ିଥାଏ। ଜଣେ କାର୍‌ ଚାଳକ ଏକ ୪ ମହଲା କୋଠାରୁ ଦୁଇ ବିଲ୍ଡିଂ ମଧ୍ୟରେ ଷ୍ଟଣ୍ଟ କରୁଥିଲେ। ଷଣ୍ଟ୍‌ ସମୟରେ ଏମିତି କିଛି ଘଟିଥିଲା, ଯେଉଁଥିରେ ପାଖରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri