ଶାମ୍ପୁ: କେବେ ଓ କେଉଁଠି ପ୍ରଥମେ ହୋଇଥିଲା ଆରମ୍ଭ…
‘ଶାମ୍ପୁ’ ନାଁରୁ ଭାବୁଥିବେ ଏହା ଏକ ଇଂରାଜୀ ଶବ୍ଦ। ତେବେ ପ୍ରକୃତ କଥା ହେଉଛି ଏହି ଶବ୍ଦଟି ‘ଚମ୍ପୋ’ ବ ‘ଚମ୍ପି’ରୁ ଉଦ୍ଧୃତ। ‘ଚମ୍ପୋ’ ଶବ୍ଦଟି ସଂସ୍କୃତ ଶବ୍ଦ ‘ଚପତି’ରୁ ଆସିଛି। ଯାହାର ଅର୍ଥ ହେଉଛି ମାଲିସ୍ କରିବା। ପୂର୍ବେ ଭାରତୀୟମାନେ…
ପବିତ୍ରସ୍ଥଳୀ ଜାଗେଶ୍ୱର ଧାମ
ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଜାଗେଶ୍ୱର ଧାମ ହେଉଛି ଉତ୍ତରାଖଣ୍ଡର ଅଲମୋରା ଜିଲା ଅନ୍ତର୍ଗତ ଏକ ପବିତ୍ରମୟ ସ୍ଥଳୀ। ଏହି ଧାମରେ ଶ୍ରଦ୍ଧାଳୁ ଅନେକ ଛୋଟ ବଡ଼ ମନ୍ଦିର ଥିବାର ଦେଖିବାକୁ ପାଇପାରିବେ… ଉତ୍ତରାଖଣ୍ଡର ଅଲମୋରା ଜିଲାଠାରୁ ପ୍ରାୟ ୩୬ କି.ମି…
ଆପତ୍ତିଜନକ ପୋଷାକ ପିନ୍ଧିଲେ ଲାଗିବ ଜରିମାନା: ଜିନପିଙ୍ଗ ପ୍ରଶାସନ ନେବେ ନୂଆ ପଦକ୍ଷେପ…
ବେଜିଂ,୧୦।୯ : ଏକ ନିଆରା ପଦକ୍ଷେପରେ ଚାଇନାର ରାଷ୍ଟ୍ରପତି ଜିନପିଙ୍ଗ ପ୍ରଶାସନ ଏକ ନୂତନ ନିୟମ ଉପରେ ବିଚାର କରୁଛନ୍ତି। ଯେଉଁଥିରେ କମ୍ୟୁନିଷ୍ଟ ସରକାରଙ୍କ ପ୍ରତି ଆପତ୍ତିଜନକ ପୋଷାକ ପିନ୍ଧିବା ଦ୍ୱାରା ଜରିମାନା ଲାଗୁ ହୋଇପାରେ। ଏହାକୁ ନେଇ ଚାଇନାରେ ଏବଂ…
ମା’ ପାଇଁ କୁଅ ଖୋଲିଲା ପୁଅ
ମୁମ୍ବାଇଠାରୁ ୧୨୦ କି.ମି. ଦୂର ପାଲଘରର କେଲଓ୍ବେ ଗାଁରେ ବହୁ ବର୍ଷ ଧରି ପାଣିର ବହୁତ ସମସ୍ୟା ରହିଆସିଛି। ଏଠାରେ ପାଣି ପାଇଁ ନଦୀ ଏକମାତ୍ର ସାହା ଭରସା। ଏବେ ଏହି ନଦୀର ଜଳସ୍ତର ବି ବହୁତ କମି ଗଲାଣି। ତଥାପି…
‘ଯୋଗ୍ୟତା ପରଖୁ ପରଖୁ ପାଲଟିଲି ଔପନ୍ୟାସିକ’
ଯେବେ ନିଶାର୍ଦ୍ଧରେ ସମସ୍ତେ ଶୋଇ ଯାଆନ୍ତି, ସେତେବେଳେ ତାଙ୍କ ମାନସପଟରେ ଜୀବନ୍ତ ହୋଇଯାଏ କାହାଣୀର ଚରିତ୍ର ସବୁ । ଆଉ ସେ କାଗଜ କଲମ ଧରି ବସି ପଡ଼ନ୍ତି ଲେଖିବାକୁ । ରାତି ଯେତେ ବଢେ କାହାଣୀ ସେତେ ଆଗକୁ ବଢେ।…
ବୋଉ କହିଲା ପ୍ରଥମ ରୋଜଗାର ଟଙ୍କା ଦିଅଁଙ୍କ ପାଖରେ ରଖିଦେ: କଥାକାର ଲୋପାମୁଦ୍ରା ପରିଡା
ପ୍ରଥମ ରୋଜଗାରର ଶୀର୍ଷକରେ ଧରିତ୍ରୀରେ ଯେତେବେଳେ କାହାକୁ ପଢ଼ୁଥିଲି, ସେତେବେଳେ ଭାବୁଥିଲି ଯଦି କୋଉ ଦିନ ମତେ ଲେଖିବାକୁ ସୁଯୋଗ ମିଳେ ମୁଁ କ’ଣ ବା ଲେଖିବି ! ସବୁ ପ୍ରଥମରେ ଯେମିତି ବହେ ଅଙ୍କ କଷା ପାଠ ଥାଏ, ଆଣ୍ଠେଇ…
ବାପା ମୋର ପ୍ରଥମ ଗୁରୁ: ଜିତେନ୍ଦ୍ର ପଟ୍ଟନାୟକ
ଦୀର୍ଘ ୪ ଦଶନ୍ଧିରୁ ଅଧିକ ହେବ ସେ ଏକାଧିକ ମଞ୍ଚନାଟକ, ଟିଭି ଧାରାବାହିକ ଓ ସିନେମାରେ ନିର୍ଦ୍ଦେଶନା ଦେବା ସହିତ ବହୁ ନାଟକରେ ଅଭିନୟ କରିସାରିଛନ୍ତି। ଯେଉଁଥିପାଇଁ ତାଙ୍କୁ ମିଳିଛି ଅନେକ ସମ୍ମାନ ଓ ପୁରସ୍କାର। ସେ ହେଲେ ଜିତେନ୍ଦ୍ର ପଟ୍ଟନାୟକ।…
ନିକଟ ଭବିଷ୍ୟତରେ ଧ୍ୱଂସ ହେବ ପୃଥିବୀ, ମିଳିଲାଣି ଏସବୁ ସଙ୍କେତ
ଇସ୍ରାଏଲରେ ଘଟିଥିବା ତିନୋଟି ଅନନ୍ୟ ଘଟଣା ବିଷୟରେ ଭବିଷ୍ୟଗଣନକାରୀମାନେ ସକ୍ରିୟ ହୋଇଯାଇଛନ୍ତି। ସେମାନେ କହିଛନ୍ତି, ଏହି ତିନୋଟି ଘଟଣା ପୃଥିବୀ ଧ୍ୱଂସ ହେବାର ସୂଚାଇପାରେ। ସେମାନଙ୍କର ଅସ୍ତିତ୍ୱ ମାନବିକତା ପାଇଁ ଏକ ଖରାପ ସଙ୍କେତ ଦେଉଛି। ଭବିଷ୍ୟଗଣନାକାରୀଙ୍କ ଏହି ଦାବି ଅତ୍ୟନ୍ତ…
ପଥପ୍ରାନ୍ତେ ଭାଗ୍ୟ ଭବିଷ୍ୟତ
ରାଜଧାନୀ ଭୁବନେଶ୍ୱର। ପିଏମ୍ଜି ଅଫିସ ଛକ ସମ୍ମୁଖରୁ ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତାକଡ଼ରେ ବସିଥାନ୍ତି ଜଣେ ୪୭ ବର୍ଷୀୟ ବ୍ୟକ୍ତି। ପାଖରେ ରଖିଥାନ୍ତି କେତୋଟି ପାଞ୍ଜି । ତାଙ୍କ ପାଖରେ ବସିଥିବା ଜଣେ ବ୍ୟକ୍ତିଙ୍କ ହାତ ଦେଖି କହୁଥାନ୍ତି-ଆପଣ ଜଣେ ପରୋପକାରୀ,…
ସୁପର୍ ଦାଦି
ବୟସ ହୋଇଗଲେ ଅନେକଙ୍କର ମନୋବଳ ଦୁର୍ବଳ ହୋଇଯାଏ। କାମ କରିବାକୁ ସେମାନେ ଅସମର୍ଥ ହୋଇଯାନ୍ତି। ତାଙ୍କୁ ଦେଖିଲେ ଲାଗେ ସତେ ଯେମିତି ବାର୍ଦ୍ଧକ୍ୟ ସେମାନଙ୍କୁ ସମ୍ପୂର୍ଣ୍ଣ କାବୁ କରିନେଇଛି। ହେଲେ ଏଠାରେ ଯେଉଁ କେତେଜଣ ମହିଳାଙ୍କ ସମ୍ପର୍କରେ ଉଲ୍ଲେଖ କରାଯାଉଛି, ସେମାନଙ୍କର…
ପରିଚୟ ଦେଇଛି ୟୁଟ୍ୟୁବ୍
ବର୍ତ୍ତମାନ ଡିଜିଟାଲ୍ ଯୁଗରେ ୟୁଟ୍ୟୁବ୍ ଏକ ଏମିତି ପ୍ଲାଟଫର୍ମ ଯେଉଁଠି ନା କେବଳ ରହିଛି ଶିଖିବାକୁ ବିଭିନ୍ନ ଭିଡିଓର ଗନ୍ତାଘର ବରଂ ଏହା ମଧ୍ୟ ପାଲଟିଛି ଅନେକଙ୍କ ପାଇଁ ବେଷ୍ଟ କ୍ୟାରିୟର ଅପ୍ସନ। ନିଷ୍ଠା, ଉଦ୍ୟମ ବଳରେ ଏହି ଫିଲ୍ଡରେ ନିଜର…
୫୭ କେ.ଜି.ର ତମ୍ବା ବହି
ଭୋପାଲ: ପ୍ରାଚୀନ କାଳରେ ଭବିଷ୍ୟତ ପିଢ଼ିଙ୍କ ପାଇଁ ଡକ୍ୟୁମେଣ୍ଟକୁ ସୁରକ୍ଷିତ ରଖିବାକୁ ତମ୍ବା ପ୍ଲେଟ୍ର ବ୍ୟବହାର କରାଯାଉଥିଲା। କିନ୍ତୁ ମଧ୍ୟପ୍ରଦେଶ ଇନ୍ଦୋରର ଜଣେ ଓକିଲ ତମ୍ବା ପ୍ଲେଟରୁ ୫୭ କେ.ଜି.ର ତମ୍ବା ବହି ପ୍ରସ୍ତୁତ କରିଛନ୍ତି। ୨୦୦ ସହରର ୪୨ ହଜାର…
Archives


