ଫୁରସତ

ଭାରତ ବୁଲିବାକୁ ଆସିଥିବା ଆମେରିକୀୟ ୟୁଟ୍ୟୁବର୍‌ ହଠାତ୍‌ ମହିଳାଙ୍କ ହାତକୁ ଦେଲେ ଟଙ୍କା ବିଡ଼ା, ଭାବପ୍ରବଣ ହେଲେ ଲୋକେ

ଆଜିକାଲି ଆମେରିକୀୟ ୟୁଟ୍ୟୁବର୍‌ ତଥା ଅନ୍‌ଲାଇନ ଷ୍ଟ୍ରିମର ଡାରେନ ଜେସନ ୱାଟକିନ୍ସ ଜୁନିଅରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୟୁଜର୍ସ ଏହା ଦେଖିବା ପରେ ଭାବପ୍ରବଣ ହୋଇପଡିଛନ୍ତି। ଭିଡିଓରେ ଭାରତକୁ ବୁଲିବାକୁ ଆସିଥିବା ଆମେରିକୀୟ ୟୁଟ୍ୟୁବର୍‌୍‌ ଜଣେ ଗରିବ…

କୁମ୍ଭୀରକୁ ଏମିତି ଆକ୍ରମଣ କଲା କୁକୁର, ଭିଡିଓ ଦେଖିଲେ…

କୁମ୍ଭୀରମାନେ ଅତ୍ୟନ୍ତ ବିପଜ୍ଜନକ ପ୍ରାଣୀ। ଏପରିକି ମଣିଷ ଏବଂ ଅନ୍ୟ ପ୍ରାଣୀମାନେ ମଧ୍ୟ କୁମ୍ଭୀରଙ୍କ ସାମ୍ନାରେ ଠିଆ ହେବାକୁ ସାହସ ଜୁଟାଇ ପାରନ୍ତି ନାହିଁ। କୁମ୍ଭୀର ମୁହଁରେ ଯେକେହି ପଡ଼ିଲେ ବଞ୍ଚିବା ଅସମ୍ଭବ। ମାତ୍ର ଏକ କୁକୁର କୁମ୍ଭୀରକୁ ଆକ୍ରମଣ କରିବା…

ପ୍ରଥମ ଦେଖାରେ ପ୍ରେମ ନେଇ ଏସବୁ କୁହେ ସର୍ଭେ ରିପୋର୍ଟ, ଜାଣନ୍ତୁ…

ଓ୍ବାଶିଂଟନ,୨୫।୧୦ : ପ୍ରେମ ପ୍ରଥମ ଦେଖାରେ ମଧ୍ୟ ଘଟେ। କିଛି ଲୋକ ଏହାକୁ ସତ ବୋଲି ବିବେଚନା କରୁଥିବାବେଳେ କିଛି ଲୋକ କୁହନ୍ତି ଏହା ମିଛ। ତେବେ ପ୍ରଥମ ଦେଖାରେ ପ୍ରେମ ବାସ୍ତବ ଅଟେ। ଆମେରିକାର ନ୍ୟାସଶନାଲ ଲୁଇସ ୟୁନିଭରସିଟି ଦ୍ୱାରା…

ଇସ୍ରାଏଲୀଙ୍କୁ ହୁଏନି ସହଜରେ ରୋଗ, ବଞ୍ଚନ୍ତି ୧୦୦ବର୍ଷ…

ନୂଆଦିଲ୍ଲୀ,୨୫।୧୦ : ହେଲଦି ଡାଇଟ ସହ ହେଲଦି ଏକ୍ସରସାଇଜ ଫିଟ୍‌ ରହିବାର ମୂଳମନ୍ତ୍ର। ସୁଷମ ଖାଦ୍ୟ ଖାଇବା ସହ ପ୍ରତିଦିନ ବ୍ୟାୟାମ କଲେ କୌଣସି ରୋଗ ପାଖ ମାଡେ ନାହିଁ। ବୈଜ୍ଞାନିକଙ୍କ ଅନୁଯାୟୀ, ପ୍ରତିଦିନ ଯୋଗ ପ୍ରାଣାୟମ କରିବା ଦ୍ୱାରା ମଣିଷର…

ବଦ୍ଧ ପୂର୍ବରୁ ପ୍ୟାକେଟ୍‌ରୁ ଗୁଟ୍‌ଖା ବାହାର କରି ଖାଇଲେ ଲଙ୍କାପତି, ଭିଡିଓ ଭାଇରାଲ

୨୪ ମଙ୍ଗଳବାର ଥିଲା ବିଜୟାଦଶମୀ (ଦଶହରା)। ଏହି ଅବସରରେ ଅନେକ ସ୍ଥାନରେ ରାବଣପୋଡ଼ି ଅନୁଷ୍ଠିତ ହେଉଛି। ବର୍ତ୍ତମାନ ସୋସିଆଲ ମିଡିଆ(ଏକ୍ସ)ରେ ‘ଲଙ୍କାପତି’ଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ଦେଖିବା ପରେ ଅନେକ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ରାମଲିଳା ସମୟରେ ‘ଲଙ୍କାପତୀ’…

ଘରର ଅଳିଆ ବିକ୍ରି କରି କୋଇଲା ମନ୍ତ୍ରଣାଳୟ ପାଇଲା ଏତେ କୋଟି ଟଙ୍କା, ଖବର ଶୁଣି ସମସ୍ତେ ତାଜୁବ

ନୂଆଦିଲ୍ଲୀ,୨୫।୧୦: ଆଲୋକର ପର୍ବ ଦୀପାବଳୀକୁ ଆଉ କେଇଟା ଦିନ ବାକି ଅଛି। ଏଥିପାଇଁ ଆପଣ ଘର ସଫାସଫି କାମ ଆରମ୍ଭ କରିସାରିଥିବେ। ଏହି କ୍ରମରେ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ମଧ୍ୟ ସବୁ ଅଫିସରେ ସଫେଇ କାମ ଆରମ୍ଭ କରିଛନ୍ତି। କିନ୍ତୁ…

ନିଆଁରେ ନୁହେଁ ରାବଣର ମୁହଁକୁ ପାଦରେ ଦଳି କରାଯାଏ ବଧ…

କୋଟା,୨୫।୧୦: ବିଜୟାଦଶମୀ, ଅସତ୍ୟ ଉପରେ ସତ୍ୟର ବିଜୟ। ଅନ୍ଧାର ଉପରେ ଆଲୋକର ବିଜୟ। ଏହିଦିନ ଶ୍ରୀରାମ ରାବଣକୁ ମାରି ଦୁନିଆରେ ଶାନ୍ତି ପ୍ରତିଷ୍ଠା କରିଥିଲେ। ସେବେଠାରୁ ଆମେ ବିଜୟାଦଶମୀରେ ରାବଣପୋଡି ଉତ୍ସବ ପାଳନ କରିଥାଉ। ରାବଣର କୁଶପତ୍ତଳିକା ମୂର୍ତ୍ତି ପ୍ରସ୍ତୁତ କରି…

ଆଉ କିଛି ବର୍ଷ ମଧ୍ୟରେ ଜ୍ୱଳନ୍ତ ଚୁଲିରେ ପରିଣତ ହେବ ଭାରତ, ଗ୍ଲୋବାଲ ଓ୍ବାର୍ମିଂକୁ ନେଇ ଆଶ୍ଚର୍ଯ୍ୟଜନକ ଖୁଲାସା…

ନୂଆଦିଲ୍ଲୀ,୨୫।୧୦: ଟେକ୍ନୋଲୋଜି ସାହାଯ୍ୟରେ ଦ୍ରୁତ ଗତିରେ ବିକାଶଶୀଳ ବିଶ୍ୱ ସହିତ କାର୍ବନ ନିର୍ଗମନ ବୃଦ୍ଧି ହେତୁ ବିଶ୍ୱ ତାପମାତ୍ରା ପୃଥିବୀର ପରିବେଶ ପାଇଁ ସବୁଠାରୁ ବଡ ବିପଦ ଭାବରେ ଉଭା ହୋଇଛି। ଯଦି ସମଗ୍ର ବିଶ୍ୱରେ କାର୍ବନ ନିର୍ଗମନ ଏହିପରି ଜାରି…

ରାସ୍ତାରେ ମଇଁଷି ଉପରେ ବସି ହେଲମେଟ ପିନ୍ଧିଲେ ଯୁବକ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୪।୧୦: ସୋସିଆଲ ମିଡିଆରେ ସମସ୍ତେ ଲୋକପ୍ରିୟ ହେବାକୁ ଚାହୁଁଥିବାବେଳେ କିଛିଜଣ ସେହି ନିଶାରେ କିଛି ବିପଜ୍ଜନକ କାମ କରି ବସନ୍ତି। ନିକଟରେ ଏପରି କିଛି ଭିଡିଓ ଭାଇରାଲ ହୋଇଛି ସୃଷ୍ଟି କରିଛି, ଯେଉଁଥିରେ କେହି ମେଟ୍ରୋରେ ନାଚୁଥିବା ବେଳେ କିଛିଜଣ ଚଳନ୍ତା…

ମତେ ଭୁଷିବୁ କି ଯଦି ଭୁଷ୍‌, ଷଣ୍ଢକୁ କହିଲେ ମଦ୍ୟପ, ଶେଷରେ ଷଣ୍ଢ କଲା ଏପରି, ଦେଖନ୍ତୁ ଭାଇରାଲ ଭିଡିଓ…

ନୂଆଦିଲ୍ଲୀ,୨୪।୧୦ : ଡିଜିଟାଲ ବିପ୍ଳବର ଏହି ଯୁଗରେ ସୋସିଆଲ ମିଡିଆରେ ଅଜବ ଘଟଣାର ଫଟୋ ଏବଂ ଭିଡିଓ ଶେୟାର ୟୁଜରମାନେ କରୁଛନ୍ତି। ସମ୍ପ୍ରତି, ଏହିପରି ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ଏକ…

କୁମ୍ଭୀର ସହ ବିଦ୍ୟୁତ କେନ୍ଦ୍ରରେ ପହଞ୍ଚିଲେ ଚାଷୀ, ଅଧିକାରୀଙ୍କୁ ଦେଲେ ପାନେ, ଦେଖନ୍ତୁ ଭାଇରାଲ ଭିଡ଼ିଓ…

ବେଙ୍ଗାଲୁରୁ,୨୪।୧୦ : କର୍ନାଟକରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଏଠାରେ ବିଦ୍ୟୁତ କାଟ ଯୋଗୁଁ ଅସୁବିଧାରେ ପଡିଥିବା ଚାଷୀମାନେ କୁମ୍ଭୀରକୁ ବିରୋଧ କରି ପାୱାର ହାଉସକୁ ନେଇ ଯାଇଥିଲେ ଏବଂ ପରେ ଅଧିକାରୀଙ୍କ ପାଖରେ ରଖିଥିଲେ। ସେମାନଙ୍କ ସମ୍ମୁଖରେ କୁମ୍ଭୀରଟି…

ଯୁବତୀଙ୍କ ପାଟିରେ କ୍ଷୀର ଢାଳି ଯୁବକ କଲେ ଏପରି, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହେଉଛି ଯାହା ଅନେକ ସମୟରେ ଆଶ୍ଚର୍ଯ୍ୟ କରିଦେଲା ଭଳି ମନେହୁଏ। ତେବେ ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓ ଦିଲ୍ଲୀ ମେଟ୍ରୋରେ ଘଟିଥିବା ଘଟଣା ସହ ଜଡିତ। ନିକଟରେ ଦିଲ୍ଲୀ ମେଟ୍ରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?