୨୪ ମଙ୍ଗଳବାର ଥିଲା ବିଜୟାଦଶମୀ (ଦଶହରା)। ଏହି ଅବସରରେ ଅନେକ ସ୍ଥାନରେ ରାବଣପୋଡ଼ି ଅନୁଷ୍ଠିତ ହେଉଛି। ବର୍ତ୍ତମାନ ସୋସିଆଲ ମିଡିଆ(ଏକ୍ସ)ରେ ‘ଲଙ୍କାପତି’ଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ଦେଖିବା ପରେ ଅନେକ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ରାମଲିଳା ସମୟରେ ‘ଲଙ୍କାପତୀ’ ଗେଟଅପ୍ରେ ଅଭିନୟ କରୁଥିବା ରାବଣ ପ୍ୟାକେଟ୍ରୁ ଗୁଟ୍ଖା ଖାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ତେବେ ଏହି ଭିଡିଓଟି କେବେ କେଉଁଠିକାର ତାହା ସ୍ପଷ୍ଟ ହୋଇ ନାହିଁ।
अपने वध से कुछ क्षण पूर्व लंकापति , लंका में बैठ मधुमोहित नृत्य करती नृत्यांगनाओं के बीच सुकून से "रजनीगंधा" खाते हुए।
बोलो सियावर राम चंद्र की जय!!#HappyDussehra #VijayaDashami #RavanDahan #ravan #shreeram pic.twitter.com/WTLPi6XcgX
— Neeraj Pratap Singh( நீரஜ் பிரதாப்) (@Neerajup60) October 23, 2023