ଫୁରସତ

ବିଷଧର ସାପର ଜୀବନ ବଞ୍ଚାଇବା ପାଇଁ ପୋଲିସ ବାବୁ କଲେ ଏମିତି କାମ..ଭିଡିଓ ଦେଖିଲେ ଉଡିଯିବ ହୋସ୍‌

ମଧ୍ୟପ୍ରଦେଶର ନର୍ମଦାପୁରମର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଠାରେ ଜଣେ ପୋଲିସ ବାବୁ ପାଟିରେ ଅମ୍ଳଜାନ ଦେଇ ସାପକୁ ବଞ୍ଚାଉଥିବା ଦେଖାଯାଇଛି। ସେମରି ହରଚଣ୍ଡର ଟାୱା କଲୋନୀରେ ସାପର ଉପସ୍ଥିତି ବିଷୟରେ ପୋଲିସ ଅଧିକାରୀ ଅତୁଲ ଶର୍ମା ସୂଚନା ପାଇଥିଲେ।…

ଜୀବନକୁ ପ୍ରେମରେ ଭରିଦେବ ଗଣିତ, ଜାଣନ୍ତୁ…

ମୁମ୍ବାଇ: ଗଣିତର ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, କିନ୍ତୁ ପ୍ରତ୍ୟେକଙ୍କର ଏହାର ଭୂମିକାକୁ ବୁଝିବା ଏବଂ ଏହାକୁ ଗ୍ରହଣ କରିବାର ନିଜଦ୍ୱ ପଦ୍ଧତି ଅଛି। ଜୀବନ ଲାଭ ଏବଂ କ୍ଷତି ମଧ୍ୟରେ ସୀମିତ । ଲୋକମାନେ ନିଜ ଜୀବନରେ…

ବଢ଼ିବ ପ୍ରେମ, ସମ୍ପର୍କ ହେବ ଆନନ୍ଦମୟ, ଥରେ ଏପରି କରି ଦେଖନ୍ତୁ…

ନୂଆଦିଲ୍ଲୀ : ଭଲ ଯୋଗାଯୋଗ ଶୈଳୀ ଯେ କୌଣସି ସମ୍ପର୍କର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଯେତେବେଳେ ଦାମ୍ପତ୍ୟ ଜିବନରେ ଉଭୟ ସ୍ତ୍ରୀ ଅବା ସ୍ବାମୀ ଜାଣନ୍ତି ସେମାନେ ସମ୍ପର୍କରୁ କ’ଣ ଚାହାନ୍ତି ଏବଂ ସେମାନଙ୍କର ଆବଶ୍ୟକତା, ଭୟ, ଏବଂ ଇଚ୍ଛା ବାଣ୍ଟିବାରେ…

୨୦୨୫ ସୁଦ୍ଧା ବିଶ୍ୱଯୁଦ୍ଧ, ଭାରତ ହେବ ବିଶ୍ୱଗୁରୁ, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏହି ଭବିଷ୍ୟବାଣୀ…

ନୂଆଦିଲ୍ଲୀ,୨୬।୧୦ : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଦେବ ୨୦୨୦ ଜାନୁଆରୀରେ ତାଙ୍କ ରାଶି ମକରରେ ପ୍ରବେଶ କରିଥିଲେ ଏବଂ ଜାନୁୟାରୀ ୨୦୨୩ରୁ ଶନି ଦେବ କୁମ୍ଭରେ ପ୍ରବେଶ କରିଛନ୍ତି। ଏହି ସ୍ଥିତି ଜୁଲାଇ ୨୦୨୫ ପର୍ଯ୍ୟନ୍ତ ଜାରି ରହିବ। ଭୌଗୋଳିକ…

ଜାଣନ୍ତି କେମିତି ତିଆରି ହୁଏ ପାଣିଟାଙ୍କି, ଭାଇରାଲ ହେଉଛି କାରଖାନାର ଭିଡିଓ

ଜଳକୁ ସଂରକ୍ଷଣ କରିବା ପାଇଁ ଘରର ଛାତ ଉପରେ ପ୍ଲାଷ୍ଟିକ୍‌ ପାଣିଟାଙ୍କି ରଖାଯାଉଥିବା ଦେଖିଥିବେ। ମାତ୍ର କେବେ କେବେ ଚିନ୍ତା କରିଛନ୍ତି କି ଏହି ଟାଙ୍କି କିପରି ତିଆରି ହୁଏ? ଓ୍ବାଟର ଟ୍ୟାଙ୍କ କାରଖାନାର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର…

ଚଳନ୍ତା ବସରେ ଓ୍ବାକ୍ସିଂ କଲେ ଯୁବତୀ

କଲମ୍ବିଆ,୨୬।୧୦: ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ଲୋକଙ୍କୁ ନିଜ ପାଇଁ ଟିକିଏ ଫୁରସତ ନାହିଁ। ଆଖପାଖରେ ଆପଣ ଏପରି ଲୋକଙ୍କୁ ଦେଖୁଥିବେ ଯେଉଁମାନେ ଗୋଟିଏ ସମୟରେ ଏକରୁ ଅଧିକ କାର୍ଯ୍ୟ କରିବାରେ କ୍ଷମତା ରଖିଥା’ନ୍ତି। ଏହାରି ଭିତରେ ଏପରି ଏକ ଭିଡିଓ ସୋସିଆଲ…

ରିଲ୍ସ ପାଇଁ ସ୍ବାମୀଙ୍କୁ ମହିଳା ବେଶରେ ସଜାଇଦେଲେ ସ୍ତ୍ରୀ: ଆଉ ତା’ପରେ

ଆଜିକାଲି ଲୋକମାନେ ସୋସିଆଲ ମିଡିଆରେ ପ୍ରସିଦ୍ଧି ଅର୍ଜନ ପାଇଁ ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ। ଲୋକମାନେ ମଜାଳିଆ ଭିଡିଓ ନାମରେ ଅଜବ ରିଲ୍ସ ତିଆରି କରୁଛନ୍ତି। ଏହାକୁ ଦେଖିବା ପରେ ପ୍ରଶଂସା ତ ମିଳୁନାହିଁ, କିନ୍ତୁ ୟୁଜର୍ସମାନେ ଟ୍ରୋଲ କରୁଛନ୍ତି। କିଛି…

ମନପସନ୍ଦର ସ୍ତ୍ରୀ ନ ମିଳିବାରୁ ମନ୍ଦିରରୁ ଗାଏବ କରିଦେଲେ ଶିବଲିଙ୍ଗ

କୌଶାମ୍ବି,୨୬।୧୦: ମହାଦେବ ଶିବ ଶଙ୍କରଙ୍କୁ ପୂଜିଲେ ମନୋକାମନା ପୂର୍ଣ୍ଣ ହେବାର ବିଶ୍ୱାସ ରହିଛି। ହେଲେ ମନୋବାଞ୍ଚା ପୂରଣ ନ ହେଲେ ଜଣେ ଭକ୍ତ ଏପରି କରି ବସିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉତ୍ତରପ୍ରଦେଶର କୌଶାମ୍ବିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ…

ସ୍କୁଲ ବସ୍‌ ଉପରେ ପଡ଼ିଲା ୧୦କ୍ୱିଣ୍ଟାଲ ଓଜନର ଏକ କଖାରୁ, ଆଉ ତା’ ପରେ…

ବାଡ଼ି ବଗିଚାରେ ଲଗାଯାଉଥିବା କଖାରୁର ଓଜନ ୧୦ରୁ ୧୫ କିଲୋଗ୍ରାମ ହେବା ସାଧାରଣ କଥା। ମାତ୍ର ୧୦ କ୍ୱିଣ୍ଟାଲ ଓଜନର କଖାରୁ କେବେ ଦେଖିଛନ୍ତି। କିନ୍ତୁ ଏବେ ସୋସିଆଲ ମିଡିଆରେ ଏପରି ଏକ ବିରାଟ କଖାରୁର ଭିଡିଓ ଭାଇରାଲ ହେଉଛି। ଏହି…

ଜୀବିତ ଅବସ୍ଥାରେ ମୃତ୍ୟୁ ପାଇଁ ପ୍ରସ୍ତୁତ: ଗାଜାରେ ପିଲାମାନଙ୍କୁ ପିନ୍ଧାଯାଉଛି ସ୍ବତନ୍ତ୍ର ବ୍ରେସଲେଟ, କାରଣ ଜାଣିଲେ ଆଖିରେ ଆସିଯିବ ଲୁହ

ଜେରୁଜେଲମ,୨୬।୧୦: ଯୁଦ୍ଧର ଭୟାବହତା ଏତେ ନିଷ୍ଠୁର ଯେ ମାନବ ଜୀବନର କୌଣସି ମୂଲ୍ୟ ନ ଥାଏ,ଯେଉଁମାନେ ମରନ୍ତି ସେମାନେ କେବଳ ସଂଖ୍ୟାରେ ପରିଣତ ହୁଅନ୍ତି। ଗାଜା ଷ୍ଟ୍ରିପରେ ମଧ୍ୟ ଏହା ଦେଖିବାକୁ ମିଳୁଛି। ଏପର୍ଯ୍ୟନ୍ତ ଇସ୍ରାଏଲର ଗୁଳିରେ ୬ ହଜାରରୁ ଅଧିକ…

ଜାହାଜରେ କାଟିବେ ଅବସର ଜୀବନ

କାନବେରା: ଲୋକେ କାମ କରିବା ପରେ ଅବସର ଜୀବନକୁ ଭିନ୍ନ ଢଙ୍ଗରେ ପାଳିବାକୁ ଆଶା କରିଥାନ୍ତି। କେହି ଶାନ୍ତ ସ୍ଥାନରେ ବୁଲିବାକୁ ପସନ୍ଦ କରୁଥିବାବେଳେ କେତେକ ତାଙ୍କ ସଉକ ପୂରଣ କରିବାରେ ଲାଗିପଡ଼ନ୍ତି। ହେଲେ ନିକଟରେ ଅଷ୍ଟ୍ରେଲିଆର ଏକ ଦମ୍ପତି ଅବସରପ୍ରାପ୍ତ…

ଦେଖାଗଲା ଆଗ୍ରୋଲାଣ୍ଡ ମହାଦ୍ୱୀପ

ନୂଆଦିଲ୍ଲୀ: ସମୁଦ୍ର ଗର୍ଭରେ ଏପରି କିଛି ଜିନିଷ ଲୁଚି ରହିଛି, ଯାହାର କଳ୍ପନା ଆମେ କେବେ ବି କରି ନ ଥିବା। ନିକଟରେ ବୈଜ୍ଞାନିକମାନେ ଏକ ମହାଦ୍ୱୀପର ସନ୍ଧାନ ପାଇଛନ୍ତି, ଯାହା କେବେ ଅଷ୍ଟ୍ରେଲିଆ ଥିଲା। ଏହା ପ୍ରାୟ ୧୫ କୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?