ଫୁରସତ

ପାଣି ପିଉଥିବା ବେଳେ ଜିରାଫ ଉପରେ କୁଦି ପଡ଼ିଲେ ୨୦ ସିଂହ, ଭିଡିଓ ଦେଖିଲେ ଟାଙ୍କୁରୀ ଉଠିବ ଲୋମ…

ଜଙ୍ଗଲର ରାଜା ହେଉଛି ସିଂହ। ଥରେ ଏହା ହାବୁଡ଼ରେ ଯିଏ ପଡ଼ିଛି ସେ ବର୍ତ୍ତିବା କଷ୍ଟକର। ଶିକାର ଲାଗି ଜଙ୍ଗଲରେ ଅନ୍ୟ ଜୀବଜନ୍ତୁଙ୍କ ସହ ସିଂହର ଲଢ଼େଇ ହେବା ସାଧାରଣ କଥା। ହେଲେ କିଛି ଏଭଳି ପ୍ରାଣୀ ଥାନ୍ତି ଯିଏ ଭାଗ୍ୟ…

ଆକ୍ଟିଭା ନା କଏନ ସ୍କୁଟର, ସୋସିଆଲ ମିଡିଆରେ ଭାଇରାଲ ଭିଡିଓ ଦେଖି ଚକିତ ହେଉଛନ୍ତି ଲୋକେ…

ଆକ୍ଟିଭା ନା କଏନ ସ୍କୁଟର। ଜଣେ ବ୍ୟକ୍ତିଙ୍କ ଗାଡ଼ି ଦେଖିବା ପରେ ଏଭଳି କିଛି ପ୍ରତିକ୍ରିୟା ଦେଉଛନ୍ତି ବ୍ୟବହାରକାରୀ। ଇଣ୍ଟରନେଟରେ ଏହାର ଭିଡିଓ ମଧ୍ୟ ଭାଇରାଲ ହେଉଛି ଯାହାକୁ ଦେଖି ସମସ୍ତେ ଚକିତ ହେଉଛନ୍ତି। ଭିଡିଓ ଦେଖି କିଛି ତାଙ୍କ ପ୍ରଶଂସା…

ଗର୍ଭନାଳ କାଟିବାରେ ବିଳମ୍ବ ନବଜାତକ ମୃତ୍ୟୁ ହାରକୁ ହ୍ରାସ କରିପାରେ…

ମେଲବୋର୍ନ,୧୬।୧୧ : ଜନ୍ମ ପରେ ସଙ୍ଗେ ସଙ୍ଗେ ଗର୍ଭନାଳ କାଟିବା ସାଧାରଣ କଥା, କିନ୍ତୁ ତୁରନ୍ତ ଗର୍ଭନାଳ ନ କାଟିବା ଦ୍ୱାରା ନବଜାତକର ମୃତ୍ୟୁ ହେବାର ଆଶଙ୍କା ଅଧାକୁ ହ୍ରାସ କରିପାରେ। ଦ ଲାନସେଟରେ ପ୍ରକାଶିତ ଏକ ଅଧ୍ୟୟନ ରିପୋର୍ଟରେ ଏହା…

ପ୍ରତିବର୍ଷ ଭୂତଳ ଜଳ ହ୍ରାସ ପାଉଛି ୧୭ ଘନ କିଲୋମିଟର: ଭାରତ-ବାଂଲାଦେଶ-ଭିଏତନାମରେ…

କଲୋରାଡୋ ,୧୬।୧୧ : ଜଳବାୟୁ ପରିବର୍ତ୍ତନ ଏବଂ ଜନସଂଖ୍ୟା ବୃଦ୍ଧି ଯୋଗୁଁ ସମଗ୍ର ବିଶ୍ୱରେ ଜଳ ଉତ୍ସଗୁଡ଼ିକର ବ୍ୟବହାର ବୃଦ୍ଧି ପାଇଛି। ଚାଷ ଏବଂ ସହରଗୁଡ଼ିକ ସେମାନଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ଭୂତଳ ଜଳ ଆଡକୁ ମୁହାଁଇଛନ୍ତି। ଭୂତଳ ଜଳକୁ…

ସମାଧାନର ପଥକୁ ସହଜ କରେ ସହନଶୀଳତା

ସମାଜରେ ସହନଶୀଳତାର ମୂଲ୍ୟ ବିଷୟରେ ସଚେତନତା ପାଇଁ ପ୍ରତିବର୍ଷ ନଭେମ୍ବର ୧୬ରେ ଅନ୍ତର୍ଜାତୀୟ ସହନଶୀଳତା ଦିବସ ପାଳନ କରାଯାଏ। ଏହି ଦିନର ଉଦ୍ଦେଶ୍ୟ ହେଉଛି ଏକ ଅସହିଷ୍ଣୁ ସଂସ୍କୃତିର ନକାରାତ୍ମକ ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହି ବାର୍ତ୍ତାକୁ…

ଜଳବାୟୁ ପରିବର୍ତ୍ତନରୁ ଓଡ଼ଶ ବଂଶବୃଦ୍ଧି

ସିଓଲ,୧୬ା୧୧: ଜଳବାୟୁ ପରିବର୍ତ୍ତନ ଯୋଗୁ ଉତ୍ତର କୋରିଆ ସମେତ ସାରା ବିଶ୍ୱରେ ଓଡ଼ଶଙ୍କ ବଂଶବୃଦ୍ଧି ଚିନ୍ତାର କାରଣ ପାଲଟିଛି। ୭୦-୮୦ ଡିଗ୍ରୀ ଫାରେନ୍‌ହିଟ୍‌ (୨୧-୨୭ ଡିଗ୍ରୀ ସେଲସିଅସ୍‌) ତାପମାତ୍ରା ଏହି ରକ୍ତ ଶୋଷଣକାରୀ ପୋକକୁ ସୁହାଉଥିବାରୁ ଅସ୍ବାଭାବିକ ଉଷ୍ମତା ବୃଦ୍ଧିକୁ ଏଥିପାଇଁ…

ଦୁନିଆର ସବୁଠୁ ବଡ଼ ନାମ: ପଢ଼ିବାକୁ ଲାଗିବ ୧ ଘଣ୍ଟାରୁ ଅଧିକ ସମୟ, ଜାଣନ୍ତୁ ଏଥିରେ ରହିଛି କେତେ ସଂଖ୍ୟା…

ମହାନ ଲେଖକ ତଥା ନାଟ୍ୟକାର ଓ୍ବିଲିୟମ ସେକ୍ସପିୟର କହିଥିଲେ, ନାମରେ କ’ଣ ଅଛି? କିନ୍ତୁ ସତକଥା ହେଉଛି ଜଣେ ବ୍ୟକ୍ତିଙ୍କ ନାମ ହେଉଛି ତାଙ୍କର ପରିଚୟ ଏବଂ ନାମ ମଧ୍ୟ ତାଙ୍କ ଭାବମୂର୍ତ୍ତି ଉପରେ ବହୁତ ପ୍ରଭାବ ପକାଇଥାଏ। ଏହି କାରଣରୁ…

ପାଠ ମାତ୍ର ଅଷ୍ଟମ ଶ୍ରେଣୀ, ମାତ୍ର ୧୮ଦିନରେ ନିଜେ ବନାଇଦେଲେ ଚାରି ଚକିଆ ଗାଡି

ଫରିଦପୁର,୧୫।୧୧: ଇଛାଶକ୍ତି ଦ୍ୱାରା କୌଣସି କାର୍ଯ୍ୟ ମଧ୍ୟ ଅସମ୍ଭବ ନୁହେଁ। ଦୃଢ ଇଛାଶକ୍ତି ରହିଲେ ଅସାଧ୍ୟ କାର୍ଯ୍ୟ ମଧ୍ୟ ସହଜରେ ଓ ସରଳରେ ହୋଇଯାଏ। ଆମେ କହୁଛୁ ଉତ୍ତରପ୍ରଦେଶର ଫରିଦପୁରର ଜଣେ ୧୯ବର୍ଷିୟ ଯୁବକଙ୍କ ବିଷୟରେ। ଅଷ୍ଟମ ଯାଏଁ ପାଠ ପଢି…

ଲଞ୍ଚ ହେଲା ଦୁନିଆର ଦ୍ରୁତତମ ଇଣ୍ଟରନେଟ ସେବା, ଗୋଟିଏ ସେକେଣ୍ଡରେ ଡାଉନଲୋଡ ହେବ ୧୫୦ ଫିଲ୍ମ

ବେଜିଂ,୧୫।୧୧: ବିଶ୍ୱର ସବୁଠାରୁ ଦ୍ରୁତ ଇଣ୍ଟରନେଟ ସେବା ଲଞ୍ଚ ହୋଇଛି। ଏହାଦ୍ୱାରା ଅଲଲାଇନରେ ଗୋଟିଏ ସେକେଣ୍ଡରେ ୧୫୦ରୁ ଅଧିକ ଫିଲ୍ମ ଡାଉନଲୋଡ କରିହେବ। ଚାଇନା କମ୍ପାନୀ ବିଶ୍ୱର ସବୁଠାରୁ ଦ୍ରୁତତମ ଇଣ୍ଟରନେଟ ନେଟଓ୍ବର୍କର ଲଞ୍ଚ କରିଛି। କମ୍ପାନୀ ଦାବି କରିଛି ଯେ,…

୨ଦିନରେ ଦେଶ ହରାଇଲା ୩କୋଟିପତି ବ୍ୟବସାୟୀ, ଜାଣନ୍ତୁ ସେମାନଙ୍କ ପ୍ରେରଣାଦାୟକ ଯାତ୍ରା

ନୂଆଦିଲ୍ଲୀ,୧୫।୧୧: ନିକଟରେ ୨ଦିନ ମଧ୍ୟରେ ଦେଶର ୩କୋଟିପତି ବ୍ୟବସାୟୀଙ୍କ ପରଲୋକ ହୋଇଛି। ସେମାନେ ହେଲେ କେଦାରନାଥ ଅଗ୍ରଓ୍ବାଲ, ଓବରଏ ଓ ସୁବ୍ରତ ରୟ। ଦେଶରେ କେଦାରନାଥ ଅଗ୍ରଓ୍ବାଲଙ୍କୁ ଅବା କିଏ ନଜାଣେ। ଯେଉଁ କମ୍ପାନୀର ମିଠା କେବଳ ଦେଶରେ ନୁହେଁ ଅନ୍ତର୍ଜାତୀୟ…

ଶାକାହାରୀ କୁମ୍ଭୀର ବବିୟାର ମୃତ୍ୟୁ ପରେ ମନ୍ଦିର ପୋଖରୀରେ ଦେଖାଗଲା ଆଉ ଏକ କୁମ୍ଭୀର, ଲୋକେ କହିଲେ ବବିୟାର ଅବତାର

କାସରଗୋଡ,୧୫।୧୧: ଏଇଟା ଚମତ୍କାର ନା ଅବତାର କହିଲେ ଅତ୍ୟୁକ୍ତି ହେବନାହିଁ। କେରଳର କାସରଗୋଡ ସ୍ଥିତ ଶ୍ରୀ ଅନନ୍ତପଦ୍ମନାଭ ସ୍ବାମୀ ମନ୍ଦିର ପୋଖରୀରେ ଥିବା ଶାକାହାରୀ କୁମ୍ଭୀର ବବିୟାର ଗଲାବର୍ଷ ମୃତ୍ୟୁବରେ ପୋଖରୀରେ ପୁଣି ଏକ କୁମ୍ଭୀରକୁ ଦେଖିବାକୁ ମିଳିଛି। ଏହି ପୋଖରୀରେ…

ଆଗକୁ ଅସହ୍ୟ ତାତି, ମୃତ୍ୟୁ ସଂଖ୍ୟା ହେବ ୫ ଗୁଣା, ୧୨ କୋଟି ୭୦ ଲକ୍ଷରୁ ଅଧିକ ରହିବେ ଭୋକିଲା…

ଲଣ୍ଡନ,୧୫।୧୧ : ଆଗକୁ ଅସହ୍ୟ ତାତି ଯୋଗୁ ହେବାକୁ ଥିବା ମୃତ୍ୟୁ ବିଷୟରେ ଲାନସେଟ ପତ୍ରିକା ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ପ୍ରକାଶିତ ଏକ ଅନୁସନ୍ଧାନ ଅନୁଯାୟୀ, ଯଦି ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ତାପମାତ୍ରା ୨ ଡିଗ୍ରୀ ସେଲସିୟସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri