Posted inଫୁରସତ

ଦୁନିଆର ସବୁଠୁ ବଡ଼ ନାମ: ପଢ଼ିବାକୁ ଲାଗିବ ୧ ଘଣ୍ଟାରୁ ଅଧିକ ସମୟ, ଜାଣନ୍ତୁ ଏଥିରେ ରହିଛି କେତେ ସଂଖ୍ୟା…

ମହାନ ଲେଖକ ତଥା ନାଟ୍ୟକାର ଓ୍ବିଲିୟମ ସେକ୍ସପିୟର କହିଥିଲେ, ନାମରେ କ’ଣ ଅଛି? କିନ୍ତୁ ସତକଥା ହେଉଛି ଜଣେ ବ୍ୟକ୍ତିଙ୍କ ନାମ ହେଉଛି ତାଙ୍କର ପରିଚୟ ଏବଂ ନାମ ମଧ୍ୟ ତାଙ୍କ ଭାବମୂର୍ତ୍ତି ଉପରେ ବହୁତ ପ୍ରଭାବ ପକାଇଥାଏ। ଏହି କାରଣରୁ ମାତାପିତାମାନେ ସେମାନଙ୍କ ପିଲାମାନଙ୍କର ନାମକୁ ଭାବିଚିନ୍ତି ନାମକରଣ କରିଥାନ୍ତି। ଏମିତି ନାମ ବଛା ହୋଇ ଦିଆଯାଇଥାଏ ଯେମିତି କି ପିଲାମାନେ ଏହି ନାମକୁ ନେଇ ଭବିଷ୍ୟତରେ ଲଜ୍ଜିତ ହେବେ ନାହିଁ। କିନ୍ତୁ ଦୁନିଆରେ ଜଣେ ବ୍ୟକ୍ତି ଅଛନ୍ତି, ଯାହାଙ୍କ ନାମ ଏତେ ଲମ୍ବା ଯେ, ଏହାକୁ ପଢ଼ିବା ପାଇଁ ଏକ ଘଣ୍ଟାରୁ ଅଧିକ ସମୟ ଲାଗିବ। ତଥାପି ତାଙ୍କ ସମ୍ପୂର୍ଣ୍ଣ ନାମ ପଢ଼ିପାରିବେ ନାହିଁ। ତେବେ ଜାଣନ୍ତୁ ଏହି ନାମରେ କେତୋଟି ଅକ୍ଷର ରହିଛି।

ସୋସିଆଲ ମିଡିଆ ପ୍ଲାଟଫର୍ମରେ କେହି ଜଣେ ପଚାରିଥିଲେ ଦୁନିଆର ସବୁଠାରୁ ଲମ୍ବା ନାମ କିଏ? ଅନେକ ଲୋକ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି।
ଦୀପକ ଶର୍ମା ନାମକ ଜଣେ ୟୁଜର କହିଛନ୍ତ, ସ୍ବିଡେନର ୨୫ ବର୍ଷ ବୟସ୍କ ଯୁବକଙ୍କର ନାମ ୬୩ ଶବ୍ଦର। ଏହା ଦୁନିଆର ସବୁଠାରୁ ଲମ୍ବା ନାମ। ଏହି ଯୁବକଙ୍କ ନାମ ହେଉଛି- ‘କିମ୍‌ ଜୋଙ୍ଗ୍‌ ଗ୍ଲୋରିଅଷ୍ଟ ବିଷ୍ଟ ଡିଭାଇନ ଡିକ୍‌ ଫାଦର ଇଭ୍‌ଲି ଆଇରନ ମ୍ୟାନ ଇଭନ ୟୁନିକ ପୋହ ଅନ୍‌ ଓ୍ବିଲ୍‌ ଚାର୍ଲି ଘୋରା ଖୋସ ମେହନ ହାନ୍‌ସା କିମେ ହମ୍ବର୍ଟୋ ୟୁନୋ ମାଷ୍ଟର ଓଭର ଡ୍ୟାନ୍ସ ଶେକ୍‌ ବୋଟି ବେପପ ରକଷ୍ଟେଡି ଶ୍ରେଡର୍‌ କୁଙ୍ଗ ଉଲ୍ଫ ରୋଡ୍‌ ହାଉସ ଗିଲଗାମେଶ ଫ୍ଲାପ ଗାଇ ଥିଓ ଆସ୍‌ ହୋଲ ଇମ ଯୋଡା ଫିଙ୍କ୍‌ ବଏ ସ୍ଲାମ ଡକ ଚୁକ ଜୋର୍ମା ଜୁକ୍କା ପକ୍କା ରିୟାନ ସୁପର ଏୟାର ଓୟୁ ରୋସେଲ ସାଲଭାଡୋର ଆଲଫୋନ୍ସ ମଲଗାନ ଅକଟା ପାପା ଲଙ୍ଗ ନମୋ ଏକ୍‌।


Enter your email to get our daily news in your inbox.

All Right Reserved By Dharitri.Com

India Playing XI: ୨ଟି ପରିବର୍ତ୍ତନ, ତଥାପି ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ଥାନ ନାହିଁ…

ନୂଆଦିଲ୍ଲୀ,୨୮।୬: ବେଲଫାଷ୍ଟର ସିଭିଲ ସର୍ଭିସ କ୍ରିକେଟ କ୍ଲବ ଗ୍ରାଉଣ୍ଡରେ ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ରବିବାର ଅନୁଷ୍ଠିତ ହେବ। ଶ୍ରେୟସ ଆୟର ଏବଂ…

ସାବଧାନ! ୭୩୦ରୁ କମିଲେ ସିବିଲ ସ୍କୋର, ମିଳିବନି ଗାଡ଼ି କି ଘର ପାଇଁ ଋଣ; ଜାଣନ୍ତୁ କ’ଣ ରହିଛି ଗାଇଡଲାଇନ୍‌

ନୂଆଦିଲ୍ଲୀ, ୨୮।୬: ଆଜିକାଲିର ସମୟରେ ଲୋନ୍‌ (ଋଣ) ନେବା ମଧ୍ୟ ଏକ ବେଶ କଷ୍ଟକର ପ୍ରକ୍ରିୟା ପାଲଟିବାରେ ଲାଗିଛି। ଆସନ୍ତା ବର୍ଷଗୁଡ଼ିକରେ ଘର କିଣିବା, ନୂଆ କାର୍‌…

ବର୍ଷା-ପବନ ହେଲେ ୫–୬ ଘଣ୍ଟା ବିଦ୍ୟୁତ ବିଭ୍ରାଟ: ହନ୍ତସନ୍ତ ୧୦ ହଜାରରୁ ଅଧିକ ଉପଭୋକ୍ତା

ଅମରପାଲି, ୨୮/୬ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ସୁବଳୟା ବିଦ୍ୟୁତ ସେକ୍ସନ ଅଧୀନରେ ଥିବା ମୁର୍ଷୁଣ୍ଢୀ ଓ ସୁବଳୟା ଗ୍ରିଡ୍‌ର ଦୀର୍ଘ ଫିଡର୍ ଯୋଗୁଁ…

ପୁଣି ବିବାହ ବନ୍ଧନରେ ବାନ୍ଧିହେଲେ ହାର୍ଦ୍ଦିକ ପାଣ୍ଡ୍ୟା? ଭାଇରାଲ ହେଲା ମାହିକା ଶର୍ମାଙ୍କ ସହ ଫଟୋ

ମୁମ୍ବାଇ: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା କ’ଣ ନିଜ ଗର୍ଲଫ୍ରେଣ୍ଡ ମହିକା ଶର୍ମାଙ୍କୁ ବିବାହ କରିଛନ୍ତି? ସୋସିଆଲ ମିଡିଆରେ ଏକ ନୂଆ ଫଟୋ ସାମ୍ନାକୁ ଆସିବା ପରଠାରୁ…

ବୋହୂର ପନିକି ଆକ୍ରମଣରେ ଶାଶୁ ଲହୁଲୁହାଣ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ଭୋଗରାଇ, ୨୮।୬ (ପ୍ରଦୀପ ଦାସ): ପାରିବାରିକ କଳହକୁ କେନ୍ଦ୍ର କରି ବୋହୂର ପନିକି ଆକ୍ରମଣରେ ଶାଶୁ ଗୁରୁତର ଆହତ ହୋଇଛନ୍ତି। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ପ୍ରଥମେ ଜଳେଶ୍ୱର…

ବୋମା ମାଡ଼ ମଧ୍ୟରେ ହର୍ମୁଜ ପ୍ରଣାଳୀ ଚିରି ବାହାରିଗଲା ଭାରତୀୟ ଜାହାଜ, ଧାନ ବୁଣା ପୂର୍ବରୁ ଚାଷୀଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୮।୬: ହର୍ମୁଜ ପ୍ରଣାଳୀରେ ବଢୁଥିବା ଉତ୍ତେଜନା ଏବଂ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ମଧ୍ୟରେ, ଭାରତୀୟ ଚାଷୀଙ୍କ ପାଇଁ ଏକ ସ୍ବାଗତଯୋଗ୍ୟ ଖବର ଅଛି। ଇରାନ ଦ୍ୱାରା…

ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ଦାବି:  ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ଅମରପାଲି, ୨୮/୬ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଟିକରାପଡ଼ା (ଗାନ୍ଧୀପଡ଼ା) ଛକରେ ଥିବା ବିଦେଶୀ ମଦ ଦୋକାନକୁ ତୁରନ୍ତ ସ୍ଥାନାନ୍ତର କରିବା ଦାବିରେ…

ଭାଜପାରେ ସାମିଲ ହେବେ କି ମହୁଆ? ଚମକାଇଲା ଭଳି ଜବାବ ଦେଲେ ଟିଏମସି ସାଂସଦ

କୋଲକାତା,୨୮।୬: ପଶ୍ଚିମବଙ୍ଗ ରାଜନୀତିରେ ଆଜିକାଲି ବେଶ୍‌ ହଲଚଲ ଦେଖିବାକୁ ମିଳୁଛି। ବିଧାନସଭା ନିର୍ବାଚନ ପରେ ଟିଏମସି (TMC) ରେ ବଡ଼ ଧରଣର ବିଭାଜନ ହେବାର ଖବର ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri