ଫୁରସତ

ସ୍ପାମ କଲ  ବିରକ୍ତି  କରିପକାଉଛି କି, ଭିଡିଓ ଦେଖି ଆପଣାନ୍ତୁ ଏହି ଉପାୟ 

ବର୍ତ୍ତମାନ ସ୍ପାମ କଲ ପାଇଁ ସମସ୍ତେ ଅସୁବିଧାରେ ପଡ଼ୁଛନ୍ତି। ଏହା ଅନେକ ସମୟରେ ଅସୁବିଧାରେ ପକାଇଥାଏ। ଅନେକ ଚେଷ୍ଟା ପରେ ମଧ୍ୟ ଯଦି ଆପଣ ଏହି କଲ୍‌କୁ ବନ୍ଦ କରିବାରେ ବିଫଳ ହେଉଛନ୍ତି, ତେବେ ଏହି ଭାଇରାଲ କୌଶଳ ଆପଣାଇ ଉପଯୋଗୀ…

ପୃଥିବୀ ବି ନେଇଥାଏ ନିଃଶ୍ୱାସ, ଦେଖନ୍ତୁ ଏହି ଭିଡିଓ…

ଆମେ ପୃଥିବୀ ଉପରେ ବାସ କରୁ। ଆମେ ବଞ୍ଚିବା ପାଇଁ ପୃଥିବୀରୁ ବହୁତ କିଛି ପାଇଥାଉ, ତେଣୁ କେତେକ ସଭ୍ୟତାରେ ଏହାକୁ ମା’ ଭାବରେ ପୂଜା କରାଯାଏ। ପୃଥିବୀକୁ ଜୀବନ୍ତ ବିବେଚନା କରାଯାଏ। ଯାହା ଦ୍ୱାରା ଆମେ ତାଙ୍କୁ ପୃଥିବୀ ମା’କୁ…

ବରଣମାଳା ସମୟରେ ଷ୍ଟେଜ୍‌ ଉପରେ କନ୍ୟାଙ୍କୁ ଅଜବ ଡିମାଣ୍ଡ କଲେ ବର, ଭିଡିଓ ଦେଖି ରାଗିଗଲେ ଲୋକେ, କହିଲେ…

ବର୍ତ୍ତମାନ ଚାରିଆଡ଼େ ବିବାହ ଋତୁ ଚାଲିଛି। ବିବାହ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ବରକନ୍ୟା ସ୍ବତନ୍ତ୍ର କିଛି କରିଥାନ୍ତି। ଏବେ ସେମିତି ଜଣେ ବରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ବରଣମାଳା ପ୍ରଦାନ ସମୟରେ କନ୍ୟାଙ୍କଠାରେ ଅଜବ…

ପର୍ବତ ଦ୍ୱାରା ଜୈବ ବିବିଧତାର ସୁରକ୍ଷା

ପର୍ବତ ବହୁ ସଭ୍ୟତାର ମୂକ ସାକ୍ଷୀ ହୋଇ ରହିଛି। ଏହା ସଭ୍ୟତାର କାହାଣୀ ବଖାଣି ଥାଏ। ସାଂସ୍କୃତିକ, ଐତିହ୍ୟ, ପରମ୍ପରା ଏବଂ ରୀତିନୀତିର ପ୍ରାସଙ୍ଗିକତା ବିଷୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଏହାର ମୂକସାକ୍ଷୀ ପାଲଟିଥିବା ପର୍ବତ ପାଇଁ ଦିନଟିଏ…

ପ୍ଲାଟଫର୍ମରେ ହଠାତ୍‌ ସାଇକେଲ୍‌ରେ ଏମିତି ଷ୍ଟଣ୍ଟ କଲେ ବ୍ୟକ୍ତି, ଲୋକେ ହୋଇଗଲେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଷ୍ଟଣ୍ଟ ଭିଡିଓ ଭାଇରାଲ ହୋଇଥାଏ। ସେହିପରି ଏକ ଆଶ୍ଚର୍ଯ୍ୟଜନକ ଷ୍ଟଣ୍ଟ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି, ଯେଉଁଥିରେ ସାଇକେଲ ଚଲାଉଥିବା ବ୍ୟକ୍ତି ରେଳ ପ୍ଲାଟଫର୍ମରେ ଷ୍ଟଣ୍ଟ କରୁଥିବା ଦେଖାଯାଉଛି। ସେହି…

୮୦ ବର୍ଷରେ ପୁଣିଥରେ ୭୫ ବର୍ଷର ପତ୍ନୀଙ୍କୁ ବିବାହ କଲେ ଶିବ ପ୍ରସାଦ

ପ୍ରତାପଗଡ଼: ପାରସ୍ପରିକ ମତଭେଦ କାରଣରୁ ଅଲଗା ହୋଇଯାଇଥିବା ପ୍ରାୟ ଏକ ଡଜନ ଦମ୍ପତି ଲୋକ ଅଦାଲତରେ ପରିବାର କୋର୍ଟଙ୍କ ସହ ହୋଇଥିବା ଆପୋଷ ବୁଝାମଣା ଆଧାରରେ ମକଦ୍ଦମା ଅସୁବିଧାରୁ ମୁକ୍ତ ହୋଇଥିଲେ। ଏମାନଙ୍କର ସମ୍ପର୍କ ଭାଙ୍ଗି ଯାଇଥିଲା। ଏସବୁର ମାମଲା ଚାଲିଥିଲା।…

ବିବାହ ଦିନ କନ୍ୟାଙ୍କ ମୁହଁରେ ହାତ ଟିକେ ମାରିଦେଲେ ବର: ଆଉ ତା’ପରେ ଘଟିଲା ଏମିତି,ଦେଖନ୍ତୁ ଭିଡିଓ

ଆଜିକାଲି ବିବାହ ସିଜିନ୍‌ ଚାଲିଛି। ବିବାହର ଅନେକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହିପରି ଭିଡିଓଗୁଡିକୁ ବହୁତ ପସନ୍ଦ କରୁଛନ୍ତି। ନିକଟରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ବିବାହରେ କନ୍ୟାମାନଙ୍କର ମେକଅପ କରାଯାଏ।…

ପୃଥିବୀର ୨୬୨ ମିଟର ତଳେ ଥିବା ସୁନ୍ଦର ଦୁନିଆ, ନଦୀ-ବାଦଲ ସହ ରହିଛି…

ଶାସ୍ତ୍ରରେ ପାତାଳ ଲୋକ ବିଷୟରେ ଉଲ୍ଲେଖ ରହିଛି। ଆଜି ଆମେ ଆପଣଙ୍କୁ ଅସଲି ପାତାଳ ଲୋକ ବିଷୟରେ କହିବାକୁ ଯାଉଛୁ। ଏହା ପୃଥିବୀର ୨୬୨ ମିଟର ତଳେ ଉପସ୍ଥିତ। ଏଠାରେ ନଦୀ-ବାଦଲର ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିବ। ପୃଥିବୀର ପାତାଳ ଲୋକ…

ଶରାରା ଗୀତରେ ଠୁମକା ଲଗାଇଲେ ଲେଡି ପ୍ରଫେସର, ଭିଡିଓ ଭାଇରାଲ

ସୋସିଆଲ ମିଡିଆର କିଛି ନା କିଛି ଭିଡିଓ ପୋଷ୍ଟ କରି ଯେ କେହି ବି ଭାଇରାଲ ହେବାକୁ ଚାହାନ୍ତି। ସେମାନେ ଭାଇରାଲ ହେଉଥିବା ଗୀତରେ ବିଭିନ୍ନ ପ୍ରକାର ଡ୍ୟାନ୍ସ କିମ୍ବା ଆକ୍ସନ କରି ନିଜ ଭିଡିଓକୁ ଭାଇରାଳ କରୁଛନ୍ତି। ନିକଟରେ ଉତ୍ତରାଖଣ୍ଡ…

ଶୁଖିଲା ରୁଟି ହେଲେ ମୁହଁରେ ଫୁଟୁଛି ହସ, ଦେଶର ଯବାନମାନଙ୍କ ଏହି ଭାଇରାଲ ଭିଡିଓ ଦେଖିଲେ ଆଖିକୁ ଆସିଯିବ ଲୁହ

ନୂଆଦିଲ୍ଲୀ,୧୦।୧୨: ଦେଶର ସୁରକ୍ଷା ପାଇଁ ଦେଶର ଯବାନମାନେ ଦିନରାତି ୨୪ଘଣ୍ଟା ସୀମାରେ ପ୍ରହରୀ ଭଳି ଜଗୁଛନ୍ତି। ଏହି ସମୟରେ ସେମାନେ ବିଭିନ୍ନ ପ୍ରକାର ଚ୍ୟାଲେଞ୍ଜର ସମ୍ମୁଖୀନ କରୁଛନ୍ତି। ଖରା, ବର୍ଷା କିମ୍ବା ହାଡଭଙ୍ଗା ଶୀତରେ ମେରୁ ଭଳି ରହି ନିଜର କର୍ତ୍ତବ୍ୟ…

ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଅଜଣା ୫୦ ପ୍ରତିଶତ ଯୁବବର୍ଗ…

ଜେନେଭା,୧୦।୧୨ : ପୃଥିବୀର ୫୦ ପ୍ରତିଶତ ପିଲା ଏବଂ ଯୁବବର୍ଗମାନେ ଜଳବାୟୁ ପରିବର୍ତ୍ତନ କ’ଣ ତାହା ପ୍ରକୃତରେ ଜାଣନ୍ତି ନାହିଁ। ଅପରପକ୍ଷରେ ୫୦ ପ୍ରତିଶତ ଜଳବାୟୁ ପରିବର୍ତ୍ତନ ବିଷୟରେ ଶୁଣିଛନ୍ତି, ଏହା କ’ଣ ଜାଣଛନ୍ତି। ମିଳିତ ଜାତିସଂଘର ୟୁନିସେଫ ଏବଂ ୫୫…

ମାତ୍ର ୮ ହଜାର ଟଙ୍କାରେ ୧୨୫ ବର୍ଷର ପୁରୁଣା ଆଲମାରୀ କିଣିଲେ ଏହି ବ୍ୟକ୍ତି, ସେଥିରୁ ଯାହା ବାହାରିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

କୁହାଯାଏ, ଯେତେବେଳେ ଭଗବାନ କାହାକୁ କିଛି ଦିଅନ୍ତି ଛପର ଫାଡି କି ଦିଅନ୍ତି। ଆଉ ଯଦି କାହାର ଭାଗ୍ୟ ଖରାପ ପଡ଼ିଥାଏ ତେବେ ଜଣେ ଧନୀ ବ୍ୟକ୍ତି ମଧ୍ୟ କ୍ଷଣିକ ମଧ୍ୟରେ ଗରିବ ହୋଇଯାଏ। ଅନେକ ଥର ଲୋକମାନେ ଭାଗ୍ୟ ବଦଳାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?