ଫୁରସତ

ପେଟ୍ରୋଲ ହେଲା ମହଙ୍ଗା: ମଇଁଷି ଉପରେ ରାଜରାସ୍ତାରେ ଯୁବକ, ଭିଡିଓ ଭାଇରାଲ…

ନୂଆଦିଲ୍ଲୀ,୧୨।୧୨ : କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ବାଇକ ଚଳାଉଥିବା ଜଣେ ଯୁବକ ପିକାଚୁ ଥିମ ହେଲମେଟ ପିନ୍ଧି ନୋଏଡା ରାସ୍ତାରେ ବୁଲୁଥିଲେ। ତେବେ ପୋଲିସ ଧରିଥିବା ବ୍ୟକ୍ତିଙ୍କ ହେଲମେଟକୁ ପସନ୍ଦ କରିଥିଲା।…

୨୦୨୩ରେ ସର୍ବାଧିକ ଥର ଦେଖାଯାଇଛି ଏହି ଯୁବତୀଙ୍କ ଭିଡିଓ; କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ସୋସିଆଲ ମିଡିଆରେ ପ୍ରତ୍ୟେହ ଭଳିକି ଭଳି ଭିଡିଓ ଭାଇରାଲ ହୋଇଥାଏ। ବିଶେଷକରି ମେକ୍‌ଅପ୍‌ ସହାୟତାରେ ସୁନ୍ଦରୀ ଯୁବତୀ ଦେଖାଯିବାର ଭିଡିଓକୁ ଦର୍ଶକେ ବେଶ ପସନ୍ଦ କରିଥାନ୍ତି। ଏହି କ୍ରମରେ ୨୦୨୩ରେ ମେକଅପ୍‌ କରୁଥିବା ଜଣେ ଯୁବତୀଙ୍କ ଭିଡିଓ ସର୍ବାଧିକ ଥର ଦେଖାଯିବାର…

ପୁରା ବସ୍‌ ଖାଲି କରିଦେଲା ଗୋଟିଏ ମାଙ୍କଡ, ପ୍ରଥମେ ଦୌଡ଼ି ପଳାଇଲେ କଣ୍ଡକ୍ଟର; ଭିଡିଓ ଦେଖିଲେ…

ପୁରା ବସ୍‌ ଖାଲି କରିଦେଲା ଗୋଟିଏ ମାଙ୍କଡ଼। ଏଭଳି ଚକିତ କଲା ଭଳି ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଭିଡିଓଟି ଉତ୍ତରପ୍ରଦେଶ ସୀତାପୁର ଅଞ୍ଚଳର। ଏଠାରେ ହଠାତ ଏକ ବସ୍‌ରେ ମାଙ୍କଡ଼ଟିଏ ପଶିଯିବାରୁ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ପ୍ରଥମେ କଣ୍ଡକ୍ଟର…

ସାବୁନ ଦ୍ୱାରା ଘୁଞ୍ଚିଲା ୩ମହଲା ବିଲ୍ଡିଂ, ଭିଡିଓ ଭାଇରାଲ

ଅଟାଓ୍ବା,୧୨।୧୨: ନୂଆ ଘର ତୋଳିବାକୁ ହେଲେ ପ୍ରଥମେ ପୁରୁଣା ଘରକୁ ଭାଙ୍ଗିବାକୁ ପଡିଥାଏ। ପରେ ସେଠାରେ ନୂଆଘରର କାମ ଆରମ୍ଭ ହୋଇଥାଏ। ଯଦି ନିକଟରେ ହୋଇଥିବା ଘଟଣାନୁସାରେ ଆପଣଙ୍କୁ କହିବୁ ପୁରୁଣା ଘରକୁ ନ ଭାଙ୍ଗି ୭୦୦ଖଣ୍ଡ ସାବୁନ ଦ୍ୱାରା ଏହାକୁ…

ଅକ୍ଟୋପସ୍‌ର ୩ ହୃତ୍‌ପିଣ୍ଡ

ନୂଆଦିଲ୍ଲୀ : ବିଶ୍ୱର କିଛି ଜୀବ ଅଛନ୍ତି, ଯେଉଁମାନେ ୨୦୦-୩୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚନ୍ତି। ସେ ସମସ୍ତ ଜୀବଙ୍କ ପାଖରେ ଗୋଟିଏ ହୃତ୍‌ପିଣ୍ଡ ସହିତ ଗୋଟିଏ ମସ୍ତିଷ୍କ ରହିଥାଏ। ତେବେ ଏପରି ଏକ ଜୀବ ଅଛି, ଯାହା ପାଖରେ ୩ଟି ହୃତ୍‌ପିଣ୍ଡ…

ମାଗଣାରେ ଫ୍ଲୋରିଡା ଯାତ୍ରା

ୱାଶିଂଟନ୍‌: ଅନେକ ଲୋକ ବୁଲିବାକୁ ବହୁତ ପସନ୍ଦ କରନ୍ତି। ହେଲେ ସେଥିରେ ବାଧା ସାଜିଥାଏ ଟଙ୍କା। ହେଲେ ନିକଟରେ ଇଗନାଇଟ୍‌ ଡେଟିଂ ନାମକ ଏକ କମ୍ପାନୀ ମାଗଣାରେ ଫ୍ଲୋରିଡାରେ ଛୁଟି କାଟିବାକୁ ଅଫର ଦେଇଛି। ଏହି ଟ୍ରିପ୍‌ରେ ଆରାମଦାୟକ ହୋଟେଲରେ ରହିବାକୁ…

ଚଳିତ ବର୍ଷର ୱାଇଲ୍ଡ ଲାଇଫ ଫଟୋଗ୍ରାଫର ‘ଭିହାନ’

ବେଙ୍ଗାଲୁରୁ : ଚଳିତ ବର୍ଷର ୱାଇଲ୍ଡ ଲାଇଫ ଫଟୋଗ୍ରାଫର ଭାବେ ବେଙ୍ଗାଲୁରୁର ପ୍ରତିଭାଶାଳୀ ଭିହାନ ତଲ୍ୟା ବିକାଶ ୧୦ ବର୍ଷ ଏବଂ ତା’ଠୁ କମ୍‌ ଶ୍ରେଣୀ ବର୍ଗରେ ପୁରସ୍କାର ପାଇଛନ୍ତି। ଏହି ପୁରସ୍କାର ଏକ ପ୍ରକାରର ଓସ୍କାର ଆୱାର୍ଡ ସହିତ ସମାନ।…

୨୦୨୩ରେ ଗୁଗୁଲ୍ ରେ କ’ଣ ସର୍ଚ୍ଚ କରିଥିଲେ ଭାରତୀୟ? କିଆରା ଆଡଭାନୀଙ୍କ ଠାରୁ ଚନ୍ଦ୍ରୟାନ୍-୩ ପର୍ଯ୍ୟନ୍ତ ଜାଣନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୧୧।୧୨: ୨୦୨୩ ଶେଷ ହୋଇ ଆସୁଥିଲା ବେଳେ, ବର୍ତମାନ ଚଳିତ ବର୍ଷ ଘଟିଥିବା ଘଟଣାଗୁଡ଼ିକ, ବିଭିନ୍ନ ପ୍ରଶ୍ନ ଏବଂ ଆଗ୍ରହ ବିଷୟରେ ଚିନ୍ତା କରିବାର ସମୟ ଆସିଛି ଯାହା ବିଷୟରେ ଅଧିକ ଜାଣିବା ପାଇଁ ଲୋକମାନେ ଗୁଗୁଲରେ ସର୍ଚ୍ଚ କରିଥିଲେ। ଏହି…

ଗୁପ୍‌ଚୁପ୍‌ ବ୍ୟବସାୟୀଙ୍କ ଦିନକର ଲାଭ ଜାଣିଲେ  ଛାଡ଼ିଦେବେ ଚାକିରି, ଭିଡିଓ ଦେଖିଲେ… 

ଗୁପ୍‌ଚୁପ୍‌ ଖାଇବା ପ୍ରାୟ ସମସ୍ତଙ୍କୁ ପସନ୍ଦ । ଯେ କେହି ଏହାକୁ ସପ୍ତାହରେ ଥରେ କିମ୍ବା ୨ ଥର ଖାଉଥିବେ। । ମାତ୍ର ଏହା କ’ଣ ଚିନ୍ତା କରିଛନ୍ତି ଗୁପ୍‌ଚୁପ୍‌ ବ୍ୟବସାୟୀଙ୍କ ଦିନକୁ ଲାଭ କେତେ। ତେବେ ଭିଡିଓ ଦେଖିବା ପରେ…

ଗୁପ୍‌ଚୁପ୍‌ ବିକାଳି କହିଲେ ନିଜର ଗୋଟିଏ ଦିନର ରୋଜଗାର, ଚାକିରିଆଙ୍କୁ ବି ପକାଇଲେ ପଛରେ

ରାସ୍ତାକଡ଼ରେ ଗୁପ୍‌ଚୁପ୍‌ ବିକାଳିଙ୍କୁ ଦେଖିଥିବେ ନିଶ୍ଚିତ। ଏକ ଠେଲାରେ କିଛି ଗୁପ୍‌ଚୁପ୍‌ ଧରି ସେମାନେ ଗରାଖଙ୍କ ବାଟକୁ ଚାହିଁ ରହିଥାନ୍ତି। କେବେ ଭାବିଛନ୍ତି ଏହି ଗୁପ୍‌ଚୁପ୍‌ ବିକୁଥିବା ବ୍ୟକ୍ତିଙ୍କ ଦିନକର ରୋଜଗାର କେତେ? ଜଣେ ଚାକରିଆଙ୍କଠାରୁ ବି ଅଧିକ। ଏହା ଶୁଣିବା…

କେଜି ପିଲାଙ୍କ ପାଇଁ ବିଦ୍ୟାଳୟରେ ଅଜବ ଫି: ଅଭିଭାବକଙ୍କ ଲାଗି ମଧ୍ୟ ଦେୟ, ସୋସିଆଲ ମିଡିଆରେ ଭାଇରାଲ…

ନୂଆଦିଲ୍ଲୀ,୧୧।୧୨ : ସମୟ ସହିତ ବେସରକାରୀ ବିଦ୍ୟାଳୟଗୁଡ଼ିକର ଫି ଏବେ ମହଙ୍ଗା ହେବାରେ ଲାଗିଛି। ଫଳରେ ସାଧାରଣ ଲୋକଙ୍କ ପାଇଁ ତାଙ୍କ ପିଲାମାନଙ୍କୁ ଇଂଲିଶ ମାଧ୍ୟମ ଘରୋଇ ବିଦ୍ୟାଳୟରେ ଶିକ୍ଷା ଦେବା ଏକ ସ୍ବପ୍ନରେ ପରିଣତ ହେବାରେ ଲାଗିଛି। ବେସରକାରୀ ବିଦ୍ୟାଳୟରେ…

ଶତାବ୍ଦୀର ସବୁଠାରୁ ବିଳାସପୂର୍ଣ୍ଣ ବିବାହ କରିଥିବା ଯୁବକ ଏବେ ଜେଲ୍‌ରେ: ଜାଣନ୍ତୁ କାହିଁକି

ମ୍ୟାଡେଲିନ ବ୍ରୋକୱେ ଏବଂ ଜ୍ୟାକବ ଲାଗ୍ରନଙ୍କ ବିବାହକୁ ‘ଶତାବ୍ଦୀର ସବୁଠାରୁ ବିଳାସପୂର୍ଣ୍ଣ ବିବାହ’ କୁହାଯାଏ। ଏହି ବିବାହରେ ହୋଇଥିବା ଖର୍ଚ୍ଚ ବିଷୟରେ ଜାଣିବା ପରେ ହିଁ ବୁଝିହେବ କାହିଁକି ଏହି ବିବାହକୁ ‘ଶତାବ୍ଦୀର ସବୁଠାରୁ ବିଳାସପୂର୍ଣ୍ଣ ବିବାହ’ କୁହାଯାଉଛି। ମ୍ୟାଡେଲିନ-ଜ୍ୟାକବଙ୍କ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?