ଦୁନିଆର ବିଭତ୍ସ ଖାଦ୍ୟ, ଯାହାକୁ ଖାଇବା ସମୟରେ ରୁମାଲରେ ମୁଣ୍ଡ ଢାଙ୍କନ୍ତି ଲୋକ
ଅନେକ ରେଷ୍ଟୁରାଣ୍ଟରେ ଏପରି କିଛି ସ୍ପେଶାଲ ଡିସ୍ ଥାଏ ଯାହା ଗ୍ରାହକଙ୍କୁ ଖୁବ୍ ପସନ୍ଦ ଆସିଥାଏ। ଏପରି ଏକ ଖାଦ୍ୟ ବିଷୟରେ କହିବାକୁ ଯାଉଛୁ, ଯାହା ଦୁନିଆର ସବୁଠାରୁ ଘୃଣ୍ୟ ଖାଦ୍ୟ ହେଲେ ବି ରେଷ୍ଟୁରାଣ୍ଟର ଏହି ଖାଦ୍ୟକୁ ଲୋକେ ଖୁବ୍…
୮୦୦ବର୍ଷର ସୁନା ଗଛ, ଦେଖି ଆଶ୍ଚର୍ଯ୍ୟ ହେବେ…
ସମୟ ସାଙ୍ଗକୁ ପୃଥିବୀରେ ହ୍ରାସ ପାଉଛି ଗଛ। ଗଛ କଟା ହେବା ଯୋଗୁ ଗ୍ଲୋବାଲ ଓ୍ବାର୍ମିଂ ସମସ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। କେଉଁଠି ଜଙ୍ଗଲ ସଫା କରାଯାଉଛି ତ ଅନେକ ସ୍ଥାନରେ ସହର ନିର୍ମାଣ କରାଯାଉଛି। କିନ୍ତୁ ମନୁଷ୍ୟ ଜାଣିବା…
ଅନଲାଇନ୍ରେ ଗ୍ରୋସରୀ ସାମଗ୍ରୀ ମଗାଇଥିଲେ ବ୍ୟକ୍ତି; ପ୍ୟାକେଟ୍ ଭର୍ତ୍ତି ମଳ ପଠାଇଲା କମ୍ପାନୀ; ପୁରା ଘଟଣା ଜାଣିଲେ…
ଆଜିକାଲି ସମୟରେ ଅନଲାଇନରେ ସାମଗ୍ରୀ କିଣିବା ସାଧାରଣ କଥା। ହେଲେ ଅନେକ ଥର ମଗାଇଥିବା ସାମଗ୍ରୀ ବଦଳରେ ଭିନ୍ନ ଜିନିଷ ହସ୍ତଗତ ହୋଇଥାଏ। ଏହାର ଅନେକ ନଜିର ରହିଛି। ଏବେ ବ୍ରିଟେନରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି, ଯାହାକୁ ଜାଣିଲେ…
ଲକ୍ଷପତି ଭିକାରୀଙ୍କ ଭୋକରେ ମୃତ୍ୟୁ, ପାଖରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା
ବଲସାଡ,୬।୧୨: ରାସ୍ତାରେ ଯିବାଆସିବା ସମୟରେ ଆପଣ ଭିକାରୀଙ୍କୁ ନିହାତି ଭେଟୁଥିବେ। ପେଟ ପୋଷିବା ପାଇଁ ସେମାନେ ରାସ୍ତାକଡରେ ବସି ଭିକ ମାଗିଥାନ୍ତି। ଭିକରୁ ମିଳୁଥିବା ୩୦-୪୦ଟଙ୍କାକୁ ନେଇ ସେମାନେ ଓଳିଏ ଖାଇଲେ ଓଳିଏ ଉପାସ ରୁହନ୍ତି। ହେଲେ ଆପଣ କେବେ ଲକ୍ଷପତି…
ପ୍ରତିଦିନ ଗାଧୋଇବା କ୍ଷତିକାରକ, ଜାଣନ୍ତୁ କ’ଣ କହୁଛି ବିଜ୍ଞାନ…
ୱାଶିଂଟନ/ନୂଆଦିଲ୍ଲୀ,୬।୧୨ : ଭାରତ ଏପରି ଏକ ଦେଶ ଯେଉଁଠାରେ ଲୋକମାନେ ସାଧାରଣତଃ ପ୍ରତିଦିନ ଗାଧୋଇଥାନ୍ତି। ଅତ୍ୟଧିକ ଥଣ୍ଡା ସମୟରେ ମଧ୍ୟ ଲୋକମାନେ ଗାଧୋଇବାକୁ ଭୁଲନ୍ତି ନାହିଁ। ଭାରତୀୟ ସଂସ୍କୃତିରେ ସ୍ନାନ ଶୁଦ୍ଧତା ସହିତ ଜଡିତ ହୋଇଛି ଏବଂ ଏହାକୁ ଏକ ଭିନ୍ନ…
ହାତ ନ ଥିବା ପ୍ରଥମ ଏସୀୟ ଡ୍ରାଇଭିଂ ଲାଇସେନ୍ସଧାରୀ
ଥିରୁଭାନନ୍ତପୁରମ୍: ସ୍ବପ୍ନ ସାକାର କରିବାକୁ ଲୋକେ ବହୁ ପ୍ରକାରର କଷ୍ଟ କରିଥାନ୍ତି। ଚାରି ଚକିଆ ଯାନ ଚଳାଇ କାମ କରିବାକୁ ସ୍ବପ୍ନ ରଖିଥିବା ଜଣେ ଭିନ୍ନକ୍ଷମ ୬ ବର୍ଷର ପରିଶ୍ରମ ପରେ ଏବେ ସେ ସ୍ବପ୍ନ ସାକାର କରିବାରେ ସଫଳ ହୋଇଛନ୍ତି।…
ମହେଞ୍ଜୋଦାରୋରୁ ତମ୍ବାମୁଦ୍ରା ଠାବ
ଇସ୍ଲାମାବାଦ୍:ପାକିସ୍ତାନରେ ପ୍ରତ୍ନତତ୍ତ୍ୱବିତ୍ମାନେ ନିକଟରେ ୨ହଜାର ବର୍ଷ ପୁରୁଣା ଏକ ଜିନିଷ ଠାବ କରିଛନ୍ତି। ପାକିସ୍ତାନ ଅନ୍ତର୍ଗତ ମହେଞ୍ଜୋଦାରୋ ଅଞ୍ଚଳରେ ଥିବା ଐତିହାସିକ ସ୍ଥଳରେ ନିର୍ମିତ ଏକ ବୌଦ୍ଧ ମନ୍ଦିରର ଅଂଶବିଶେଷରେ ପ୍ରତ୍ନତତ୍ତ୍ୱବିତ୍ମାନେ ତମ୍ବାମୁଦ୍ରା ପାଇଛନ୍ତି; ଯାହା କୁଷାଣ ସାମ୍ରାଜ୍ୟ ସମୟର ବୋଲି…
Shaddi.comରେ ଚାଲିଥିଲା ଯୁବକ-ଯୁବତୀଙ୍କ ପ୍ରେମଭରା ବାର୍ତ୍ତାଳାପ; ସିଇଓ ଅନୁପମଙ୍କୁ କହିବାକୁ ପଡିଲା, ମୋ ବ୍ୟବସାୟ ବନ୍ଦ କରିବ ନା କ’ଣ…
ନୂଆଦିଲ୍ଲୀ,୫।୧୨: ଜୀବନସାଥୀ ଖୋଜିବା ପାଇଁ ଲୋକପ୍ରିୟ ଡେଟିଂ ଆପ shaadi.comରେ ନିକଟରେ ଏକ ମଜାଦାର ଘଟଣା ଘଟିଛି। ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ସାଇଟର ଇନଷ୍ଟାଗ୍ରାମ ପୋଷ୍ଟର କମେଣ୍ଟ ସେକ୍ସନରେ ଦୁଇ ଯୁବକ-ଯୁବତୀଙ୍କ ମଧ୍ୟରେ ଏପରି କିଛି ବାର୍ତ୍ତାଳାପ…
ମହିଳାଙ୍କ ଅନ୍ତଃବସ୍ତ୍ର ପିନ୍ଧି ରାସ୍ତାରେ ନାଚିଲେ ପୁନିତ ସୁପରଷ୍ଟାର, ଭିଡିଓ ହେଉଛି ଭାଇରାଲ
ସୋସିଆଲ ମିଡିଆରେ ଅଭିନୟ କରି ଲକ୍ଷ ଲକ୍ଷ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ପୁନିତ ସୁପରଷ୍ଟାର ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ପୁନିତଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଗୁଡିକରେ ପୁନିତ ଲୋକଙ୍କୁ ହସାଇବା…
ସ୍ବେଚ୍ଛାସେବା ଦ୍ୱାରା ବିଶ୍ୱର ବିକାଶ
ଅର୍ଥନୈତିକ ଏବଂ ସାମାଜିକ ବିକାଶ ପାଇଁ ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ଦିବସ ପ୍ରତିବର୍ଷ ୫ ଡିସେମ୍ବରରେ ପାଳନ କରାଯାଏ। ୧୯୮୫ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭା ଦ୍ୱାରା ଏହି ଦିବସ ପାଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସ୍ବେଚ୍ଛାସେବୀ ସଂଗଠନ ଏବଂ…
ବିଶ୍ୱର ସବୁଠୁ ବୟସ୍କ କଇଁଛ
ନୂଆଦିଲ୍ଲୀ: କଇଁଛ ସାଧାରଣତଃ ୧୦ରୁ ୨୦ ବର୍ଷ ପର୍ଯ୍ୟନ୍ତ ବଞ୍ଚୁଥିବାବେଳେ କିଛି ପ୍ରଜାତିର କଇଁଛ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚତ୍ବାର ସମ୍ଭାବନା ରହିଛି। ଜୋନାଥନ ନାମକ ଏକ କଇଁଛ ବିଶ୍ୱର ସବୁଠୁ ବୟସ୍କ କଇଁଛ ଭାବେ ଜଣାଶୁଣା। ଏହି କଇଁଛ ଆଟ୍ଲାଣ୍ଟିକ୍…
ବିବାହରେ ରୁଟି ଶେକୁଛନ୍ତି ଅତିଥି
ପୂର୍ବରୁ ବିବାହ ବୋହୁତ ସରଳ ଥିଲା। ମାତ୍ର ବର୍ତ୍ତମାନ ଏହି ଧାରା ସମ୍ପୂର୍ଣ୍ଣ ବଦଳି ଯାଇଛି। ବିବାହ ପୂର୍ବରୁ ପ୍ରି ଓ୍ବେଡିଂ ଫଟୋ ଶୁଟ୍ ଠାରୁ ଆରମ୍ଭ କରି ମେହେନ୍ଦୀ ହଳଦୀ ପର୍ଯ୍ୟନ୍ତ ଅନେକ ଜିନିଷ ପାଇଁ ଲୋକେ ବିବାହରେ ପାଣି…
Archives


