ଫୁରସତ

ଷ୍ଟେଜ୍‌ରେ ବରକନ୍ୟାଙ୍କ ଆଗରେ ମୁଣ୍ଡରେ ପଇଡ଼କୁ ଭାଙ୍ଗିଦେଲେ ଯୁବକ, ତା’ ପରେ …

ବର୍ତ୍ତମାନ ବିବାହ ସିଜିନ୍‌ ଚାଲିଛି ବିବାହର ଅନେକ ଫଟୋ ଭିଡିଓ ଭାଇରାଲ ହେଉଛି। ସେଥି ମଧ୍ୟରୁ ଭାଇରାଲ ହେଉଥିବା ଏକ ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ, ଷ୍ଟେଜ୍‌ ଉପରେ ଦୁଇ ବର କନ୍ୟା…

ପାରିଲାନି ନେଉଳ, ସାପ ସହ ଲଢ଼େଇରେ ଜୀବନ ଗଲା: ଲୋମ ଟାଙ୍କୁରା ଭିଡିଓ ଦେଖି ଲୋକେ ଚକିତ 

ପିଲାଦିନରୁ ସାପ-ନେଉଳ ଲଢ଼େଇ ବିଷୟରେ ପ୍ରାୟ ସମସ୍ତେ ଶୁଣିଥାନ୍ତି। ଏହି ଲଢ଼େଇରେ ସର୍ବଦା ସାପ ହିଁ ପରାଜିତ ହୁଏ ବୋଲି ଶୁଣିବାକୁ ମିଳିଥାଏ। ହେଲେ ଏବେ ଏହି ଦୁଇ ଜନ୍ତୁଙ୍କ ଲଢ଼େଇରେ ସାପ ନୁହେଁ, ବରଂ ନେଉଳ ହାରିଛି। ଏହାର ଭିଡିଓ…

ରୋବଟ୍‌ର ବିଶ୍ୱ ରେକର୍ଡ

ସିଓଲ: ମଣିଷ ବେଳକୁ ବେଳ ଆଧୁନିକର ଛାପରେ ଟେକ୍ନୋଲୋଜିକୁ ଆପଣେଇ ସାରିଲାଣି। ବର୍ତ୍ତମାନ ସମୟରେ ଏପରି ଜିନିଷ ସବୁ ଉଦ୍ଭାବନ ହେଉଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ନିକଟରେ ଦକ୍ଷିଣ କୋରିଆ ଦ୍ୱାରା ପ୍ରସ୍ତୁତ ହୁଣ୍ଡ ନାମକ ଏକ ରୋବଟ୍‌ ବିଶ୍ୱ…

ମନ କିଣିଲା ଚଳନ୍ତା ଟ୍ରେନରେ ଗର୍ଲ ଗ୍ୟାଙ୍ଗଙ୍କ ‘ଚଲ ଛେଇୟାଂ ଛେଇୟାଂ’ ଗୀତରେ ଧମାକାଦାର ଡ୍ୟାନ୍ସ, ଦେଖନ୍ତୁ ମଜାଦାର ଭିଡିଓ

ଅନେକ ଥର ସୋସିଆଲ ମିଡିଆରେ ଡ୍ୟାନ୍ସ ଭିଡିଓ ଭାଇରାଲ ହୁଏ। ଲୋକମାନେ ମଧ୍ୟ ଏହାକୁ ବହୁତ ପସନ୍ଦ କରନ୍ତି । ଆଜିକାଲି ସର୍ବସାଧାରଣ ପ୍ଲାଟଫର୍ମରେ ଡ୍ୟାନ୍ସ ଭିଡିଓ ତିଆରି କରିବାର କ୍ରେଜ ବୃଦ୍ଧି ପାଇଛି । ଏବେ ସୋସିଆଲ ମିଡିଆରେ ଏକ…

ଜୋର ଜବରଦସ୍ତି ବିବାହ କରି ପାରିବି ନାହିଁ କହି ମଣ୍ଡପରୁ ବରକୁ ଘୋଷାଡି ଆଣିଲେ କନ୍ୟା, ଦେଖନ୍ତୁ ଭିଡିଓ

କୁହାଯାଏ ଯେ ଯୋଡି ଉପରବାଲା ତିଆରି କରିଥାଆନ୍ତି। କିନ୍ତୁ ଯଦି ବର ଏବଂ କନ୍ୟା ଏକମତ ନ ନୁହଁନ୍ତି ତେବେ ବିବାହ କଦାପି ସମ୍ଭବ ନୁହେଁ। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଶୀଘ୍ର ଭାଇରାଲ ହେଉଛି। ଏହି ଭିଡିଓରେ…

ହୋଟେଲରେ ହେୟାର ଡ୍ରାୟର ବ୍ୟବହାର କରିବା ପରେ ମହିଳାଙ୍କ ଆକାଉଣ୍ଟରୁ କଟିଗଲା ୭୮ ହଜାର ଟଙ୍କା, ଜାଣନ୍ତୁ ପୂରା ଘଟଣା …

ମହଙ୍ଗା ପଡିଲା ହେୟାର ଡ୍ରାୟର ବ୍ୟବହାର କରିବା। ହୋଟେଲ ଭିତରେ ହେୟାର ଡ୍ରାୟର ପାଇଁ ଅଷ୍ଟ୍ରେଲିଆର ଜଣେ ମହିଳାଙ୍କୁ ୧୪୦୦ ଅଷ୍ଟ୍ରେଲୀୟ ଡଲାର (ପାଖାପାଖି ୭୮,୧୩୦ହଜାର) ଦେବାକୁ ପଡିଛି। ହଁ, କେଲି ନାମକ ଜଣେ ମହିଳାଙ୍କ ସହ ଏହି ଘଟଣା ଘଟିଛି,…

ଭଗ୍ନ ଜାହାଜ ଖଣ୍ଡରୁ ମିଳିଲା କଳାସୁନା

ରୋମ୍‌: ଇଟାଲିର ସମୁଦ୍ର ତଳେ ୪ ହଜାର ବର୍ଷ ପୁରୁଣା ଏକ ଜାହାଜର ଭଗ୍ନଅଂଶରୁ ଏକ ମୂଲ୍ୟବାନ ପଥରଖଣ୍ଡ ମିଳିଛି, ଯାହାକୁ କଳାସୁନା ବୋଲି କୁହାଯାଉଛି। ଏହା ଅବ୍‌ସିଡିଆନର ଏକ ଖଣ୍ଡ । ଯାହା ବାଇଗଣି-କଳାରଙ୍ଗର ଜ୍ୱାଳାମୁଖୀର ଏକ କାଚ। ଜାହାଜର…

ଚଳନ୍ତା ଟ୍ରେନ୍‌ରେ ଏପରି ଅଜବ କାର୍ଯ୍ୟକଲେ ଯୁବକ, ହଠାତ୍‌ ମୁଣ୍ଡ ଉଠାଇ ଚାହିଁଲେ ଯାତ୍ରୀ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ରିଲ୍‌ କରି ଭାଇରାଲ ହେବା ନିଶାରେ ଆଜିର ଯୁବପିଢ଼ି, ଏ ନେଇ ସେ ଯେକୌଣସି…

ଅନ୍‌ଲାଇନ୍‌ରୁ ଅର୍ଡର କରିଥିଲେ ଖାଦ୍ୟ ପ୍ୟାକେଟ୍‌ ଖୋଲି ଯାହା ଦେଖିଲେ, ଭୟରେ  ଦେହ ଶୀତେଇ ଉଠିଲା 

ବର୍ତ୍ତମାନ ସମୟରେ ଅନ୍‌ଲାଇନ୍‌ରୁ ଖାଦ୍ୟ ଅର୍ଡର କରିବା ଏକ ସାଧାରଣ କଥାରେ ପରିଣତ ହୋଇଗଲାଣି। ପ୍ରାୟ ସମସ୍ତେ ଏପରି କରୁଛନ୍ତି। ମାତ୍ର ଏଥିରୁ ବେଳେ ବେଳେ ଯେଉଁ ପ୍ରକାର ସବୁ ଜିନିଷ ବାହାରେ ତାହା ଆଶ୍ଚର୍ଯ୍ୟ କରିପକାଏ। ତେବେ ଖାଦ୍ୟ ଅର୍ଡର…

ଦେଖୁ ଦେଖୁ ସ୍କୁଟି ଧରି ଆକାଶରେ ଉଡ଼ିଗଲେ ଏହି ବ୍ୟକ୍ତି: ଲୋକେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆର ପ୍ରସିଦ୍ଧ ହେବା ପାଇଁ ଲୋକମାନେ ବିଭିନ୍ନ ପ୍ରୟାସ କରନ୍ତି। କିଛି ଲୋକ ବଡ଼ କୀର୍ତ୍ତିମାନ କରି ପ୍ରସିଦ୍ଧ ହୁଅନ୍ତି। ଏପରି ଜଣେ ବ୍ୟକ୍ତି ତାଙ୍କ ଦକ୍ଷତା ହେତୁ ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି। ସେ ଆକାଶରେ ସ୍କୁଟି…

ଟଏଲେଟରେ ଅଧିକ କୁନ୍ଥାଇଲେ ରହିଛି ମୃତ୍ୟୁ ଆଶଙ୍କା ! ସଙ୍କଟରେ ବହୁ ଲୋକ…

ମୁମ୍ବାଇ : ସମ୍ପ୍ରତି ହୃଦଘାତର ଘଟଣା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଥିରେ ବହୁ ସଂଖ୍ୟକ ଯୁବବର୍ଗ ଜୀବନ ହରାଉଛନ୍ତି। ହୃଦଘାତର ଅନେକ କାରଣ ଥାଇପାରେ, କୋଷ୍ଠକାଠିନ୍ୟ ମଧ୍ୟ ସେଥିମଧ୍ୟରୁ ଗୋଟିଏ। କୋଷ୍ଠକାଠିନ୍ୟ ଏକ ସାଧାରଣ ସମସ୍ୟା, ଯାହା ଦ୍ରୁତ ଗତିରେ…

ବିମାନବନ୍ଦରରେ ଧଳାଭାଲୁର ଅଦ୍ଭୁତ କାର୍ଯ୍ୟ ଦେଖି ହସିହସି ଗଡ଼ିଲେ ଲୋକେ, ଦେଖନ୍ତୁ ଭିଡିଓ…

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହେଉଛି। ଏଥିରୁ କିଛି ଭିଡିଓକୁ ଲୋକେ ଖୁବ୍‌ ପସନ୍ଦ କରିବା ସହ ଦେଖିବା ପରେ ହସି ହସି ବେଦମ୍‌ ବି ହୋଇଯାନ୍ତି। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?