ଫୁରସତ

ଏବେ ମିଳିବ ଜୋତା ମାଡ, ପୋଲିସ ଅଧିକାରୀଙ୍କୁ ଧମକ ଦେଲେ ଆଇନଜୀବୀ, ଭିଡିଓ ଭାଇରାଲ…

ଲକ୍ଷ୍ନୌ,୧୮।୧୨ : ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଏକ ମଜାଦାର ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଜଣେ ଆଇନଜୀବୀ ପୋଲିସ କର୍ମଚାରୀଙ୍କୁ ଜୋତା ମାଡ କରିବାକୁ ଧମକ ଦେଇଥିବାର ଦେଖିବାକୁ ମିଳୁଛି। ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚର ଗେଟ ନଂ ୧ରେ ଏହି ଘଟଣା…

ଶାଶୁଙ୍କ ଉପରେ ଗୁଳି ଚାଳନା କରୁଥିବା ଗୁଣ୍ଡାଙ୍କୁ ଗୋଡାଇ ପିଟି ଘରେ ବନ୍ଦ କଲେ ବୋହୂ, ପୋଲିସ କଲା ଗିରଫ…

ପାଟନା,୧୮।୧୨ : ବିହାରର ଜଣେ ବୋହୂଙ୍କ ସାହସ ଯୋଗୁ ତାଙ୍କ ବୃଦ୍ଧା ଶାଶୁଙ୍କ ଜୀବନ ବଞ୍ଚତ୍ ପାରିଛି। ବୋହୂ ଶାଶୁଙ୍କ ଉପରେ ଗୁଳି ଚାଳନା କରୁଥିବା ଦୁଇ ଗୁଣ୍ଡାଙ୍କ ସହ ଲଢିବା ସହ ସେମାନଙ୍କୁ ଗୋଡ଼ାଇ ଧରିଥିଲେ। ଗୁଣ୍ଡାଙ୍କୁ ଘରକୁ ଟାଣି…

ସଂଖ୍ୟାଲଘୁଙ୍କ ସୁରକ୍ଷା ଅପରିହାର୍ଯ୍ୟ

ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସଦ୍‌ଭାବ ଏବଂ ଭାଇଚାରା ଦ୍ୱାରା ଦେଶର ଏକତା ବୃଦ୍ଧି ହୋଇଥାଏ। ଏହା ଦ୍ୱାରା ଦେଶର ବିକାଶ ଧାରା ଜାରିରହିବା ସହିତ ବହୁବିଧ କ୍ଷେତ୍ରରେ ନାଗରିକଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପ୍ରତିପାଦିତ ହୋଇପାରିଥାଏ। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଡିସେମ୍ବର…

ରୋଷେଇ ଘରେ ସୁଇମିଂର ମଜା ନେଉଛି କୁନି ଝିଅ, ଭିଡିଓ ଦେଖିଲେ…

ଆପଣ ନିଶ୍ଚୟ ବଡ଼ବଡ଼ ଘରେ କିମ୍ବା କିଛି ସୋସାଇଟିରେ ସୁଇମିଂ ପୁଲ୍‌ ଦେଖିଥିବେ। କିନ୍ତୁ ଆପଣ କେବେ କେବେ ନିଜ ପିଲା ନିଜ ରୋଷେଇ ଘରେ ଗାଧୋଇବାକୁ ଉପଭୋଗ କରୁଥିବା ଦେଖିଛନ୍ତି କି? କେବଳ ଏତିକି ନୁହେଁ, ଆପଣ କାହାର ରୋଷେଇ…

ମଝି ରାସ୍ତାରେ ଅଟୋରେ ଷ୍ଟଣ୍ଟ କରୁଥିଲେ ଯୁବକ , ପରେ ଯାହା ଘଟିଲା ଭୁଲିଯାଇଥିବେ ଏମିତି କିଛି କରିବାକୁ

ପ୍ରତ୍ୟେକ ଦିନ ସୋସିଆଲ ମଡିଆରେ କିଛିନା କିଛି ଭିଡିଓ ଭାଇରାଲ ହୋଇଥାଏ। ତେବେ ଆଜିର ଯୁବପିଢ଼ି ରିଲ୍‌ ନିଶାରେ ଏତେ ପାଗଳ ଯେ, ସେମାନେ ନିଜ ଜୀବନ ସହ ଅନ୍ୟ ଜୀବନକୁ ବିପଦରେ ପକାଇବାକୁ ପଛାନ୍ତି ନାହିଁ। ଏହି ଭିଡିଓରେ ଦିଲ୍ଲୀ…

ଚାରି ମାସର ଶିଶୁକୁ ଉଡାଇ ନେଲା ତୋଫାନ, ଗଛରେ ଲଟକିଥିଲେ ବି ଲାଗି ନାହିଁ କୌଣସି ଆଘାତ

ଓ୍ବାଶିଂଟନ: କୁହାଯାଏ ଯେ ‘ଯାହାକୁ ରଖିବେ ଅନନ୍ତ, କେ କରିପାରେ ବଳବନ୍ତ…’ ଏହି କଥା ଆମେରିକାରେ ପୁଣି ଥରେ ସତ୍ୟ ହୋଇଛି। ଏଠାରେ ଏକ ଚମତ୍କାର ଘଟଣା ଘଟିଛି, ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ଘଟଣା ହେଲା, ଟେନେସିରେ ପ୍ରବଳ ଝଡ଼…

ମୁମ୍ବାଇ ଷ୍ଟେଶନରେ ‘କୁଛ କୁଛ ହୋତା ହେ’ ଗୀତରେ ଅଶ୍ଲୀଳ ଡ୍ୟାନ୍ସ କଲେ ଯୁବତୀ, ଗିରଫ କଲା ପୋଲିସ; ଭିଡିଓ ଭାଇରାଲ

ଭାଇରାଲ ହେବା ପାଇଁ ଲୋକ କିଛି ବି କରିବାକୁ ପଛାଉ ନାହାନ୍ତି। ସାର୍ବଜନିକ ସ୍ଥାନରେ ବିଭିନ୍ନ ପ୍ରକାର ଅଜବ-ଗଜବ ଜିନିଷ କରି ପବ୍ଲିସିଟି ହେବାରେ ଲାଗି ପଡୁଛନ୍ତି। ବର୍ତ୍ତମାନ ଜଣେ ମହିଳା ଭାଇରାଲ ହେବା ପାଇଁ ମୁମ୍ବାଇ ଷ୍ଟେଶନରେ ଏପରି କିଛି…

ଚୋରି ହୋଇଯାଇଥିଲା ବାଇକ୍‌, ଫେସ୍‌ବୁକ୍‌ରେ ଏମିତି କିଛି ଲେଖିଲେ ବ୍ୟକ୍ତି: ୨ ଦିନରେ ଘରେ ବାଇକ୍‌ ରଖି ଦେଇଗଲେ ଚୋର

ଯଦି ଆଜିର ସମୟକୁ ସୋସିଆଲ ମିଡିଆର ଯୁଗ କୁହାଯିବ, ତେବେ କିଛି ଭୁଲ ହେବ ନାହିଁ। ଆଜିକାଲି ପ୍ରାୟ ସମସ୍ତେ ସୋସିଆଲ ମିଡିଆ ସହ ଜଡିତ। ସୋସିଆଲ ମିଡିଆ ସାହାଯ୍ୟରେ ହଜିଯାଇଥିବା ଜିନିଷଗୁଡ଼ିକୁ ସହଜରେ ପାଇପାରୁ। ଆଜିକାଲି ସୋସିଆଲ ମିଡିଆରେ ଏମିତି…

‘ମେରେ ସପନୋ କି ରାନୀ’ ଗୀତରେ ରାଜେଶ ଖନ୍ନାଙ୍କ ଷ୍ଟାଇଲରେ ଡ୍ୟାନ୍ସ କଲେ ବୃଦ୍ଧ, ଝୁମି ଉଠିଲା ସୋସିଆଲ ମିଡିଆ

କୁହାଯାଏ ସାନ ହେଉ କି ବଡ ବୟସ କୌଣସି କାମରେ ଛାପ ପକାଇ ପାରେନି। ସୁସ୍ଥ ଓ ଖୁସମିଜାଜ ହୃଦୟଟେ ପାଇଁ ସବୁବେଳେ ଖୁସି ରହିବା ଦରକାର। ବୟସ ତ ସଂଖ୍ୟା ମାତ୍ର। ତେଣୁ ଯେତେଦିନ ବି ବଞ୍ଚିବା ଖୁସିର ସହ…

ସୂର୍ଯ୍ୟରେ ସବୁଠୁ ବଡ଼ ବିସ୍ଫୋରଣ: ଖୁବ୍‌ଶୀଘ୍ର ପୃଥିବୀରେ ପକାଇବ ପ୍ରଭାବ, ଘଟିବ ଏସବୁ ଘଟଣା

୨୦୨୩ ବର୍ଷ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅନେକ ଲୋକ ପୂର୍ବାନୁମାନ କରିଛନ୍ତି ଯେ, ୨୦୨୪ରୁ ବିଶ୍ୱ ଧ୍ୱଂସ ଆଡ଼କୁ ଗତିକରିବ। ଏବେ ଜାଣିବାକୁ ମିଳୁଛି, ଡିସେମ୍ବର ୧୪ରେ ସୂର୍ଯ୍ୟଙ୍କ ଉପରେ ଗତବର୍ଷ ମଧ୍ୟରେ ସବୁଠାରୁ ବଡ଼ ବିସ୍ଫୋରଣ ରେକର୍ଡ କରାଯାଇଥିଲା।…

ଗର୍ଭାଶୟ ପରିବର୍ତ୍ତେ ପେଟରେ ବଢୁଛି ଛୁଆ, ଘଟଣା ଦେଖି ତାଜୁବ ହେଲେ ଡାକ୍ତର

ମାଆ ହେବାର ଅନୁଭୂତି ନିଆରା ହୋଇଥାଏ। ନାରୀରୁ ମାଆ ହେବାର ରାସ୍ତା ନାରୀକୁ ସମ୍ପୂର୍ଣ୍ଣା କରିଥାଏ। ୧୦ମାସ ଗର୍ଭରେ ନାରୀଟିଏ ଗର୍ଭ ଯନ୍ତ୍ରଣା ସହି ଛୁଆଟିକୁ ଜନ୍ମ କରିଥାଏ। ୧୦ମାସ ଭିତରେ ନାରୀଟିଏ ଅକଥନୀୟ ଯନ୍ତ୍ରଣାର ସାମ୍ନା କରିଥାଏ। ନିକଟରେ ଏପରି…

ମାଙ୍କଡ଼କୁ ବିସ୍କୁଟ୍‌ ଖୁଆଉଥିଲେ ଯୁବତୀ, ପରେ ଯାହା ଘଟିଲା, ଭିଡିଓ ଦେଖିଲେ…

ପର୍ଯ୍ୟଟକମାନେ କୁକୁର, ବିଲେଇ କିମ୍ବା ମାଙ୍କଡ଼ମାନଙ୍କୁ ଖାଦ୍ୟ ଦେବା ଏକ ସାଧାରଣ ଅଭ୍ୟାସ। କିନ୍ତୁ ଯେତେବେଳେ ପଶୁମାନେ ଏପରି କରୁଥିବା ବ୍ୟକ୍ତିଙ୍କୁ ସମ୍ପୂର୍ଣ୍ଣ ଅବହେଳା କରନ୍ତି, ତାହା ଅସାଧାରଣ ବା ଆଶ୍ଚର୍ଯ୍ୟ ଲାଗିଥାଏ। ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?