ଫୁରସତ

୩୧ବର୍ଷ ପୂର୍ବେ ନେଇଥିଲେ ସଂକଳ୍ପ, ରାମ ମନ୍ଦିର ପ୍ରତିଷ୍ଠା ନ ହେବା ଯାଏଁ କରିବେନି ବିବାହ

ନୂଆଦିଲ୍ଲୀ,୨୩।୧୨: ଜାନୁୟାରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଏନେଇ ଅଯୋଧ୍ୟାରେ ଭବ୍ୟ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ଏହି ଆୟୋଜନ ପାଇଁ ଦେଶର କ୍ଷମତାଶାଳୀ ଲୋକ, ଶିଳ୍ପପତି, ବ୍ୟବସାୟୀ, ବିରୋଧୀ ଦଳର ବଡ ବଡ ନେତା…

ବ୍ୟକ୍ତିଙ୍କ ପ୍ୟାକେଟ୍‌ରେ ଧିରେଧିରେ ପଶୁଛି ଭୟଙ୍କର ସାପ, ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ ବେଳେବେଳେ କେତେକ ଆଶ୍ଚଯ୍ୟ କରିଦିଏ। ବର୍ତ୍ତମାନ ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ଏକ ବିଷ ଧର ସାପ…

‘ବନ୍ଦେ ଭାରତ ଟ୍ରେନ’ ଥିମରେ ଖୋଲିଲା ରେଷ୍ଟୁରାଣ୍ଟ, ଟ୍ରେନ ପରି ରହିଛି ଭିତରର ଦୃଶ୍ୟ

ସୁରଟ,୨୩।୧୨: ଆଧୁନିକ ଶୈଳୀରେ ପ୍ରସ୍ତୁତ ହୋଇଥିବା ବନ୍ଦେ ଭାରତ ଟ୍ରେନରେ ଆପଣ ଯାତ୍ରାର ଅନୁଭବ କରିସାରିଛନ୍ତି। ହେଲେ ରେଷ୍ଟୁରାଣ୍ଟ! ଆମେ ଆପଣଙ୍କୁ ଟ୍ରେନ ଭିତରେ ହୋଇଥିବା କୌଣସି ରେଷ୍ଟୁରାଣ୍ଟ କଥା କହୁନାହୁଁ। ଗୁଜୁରାଟର ସୁରଟରେ ବନ୍ଦେ ଭାରତ ଟ୍ରେନର ଥିମରେ ଏକ…

ଥାନାରେ ଅଭିଯୋଗ କରିବାକୁ ପହଞ୍ଚିଲେ ସ୍ତ୍ରୀ, ରୋମାଣ୍ଟିକ ଅନ୍ଦାଜରେ ଗୀତ ଗାଇ ବୁଝାଇଲେ ସ୍ବାମୀ, ଭିଡିଓ ଭାଇରାଲ

ସ୍ବାମୀ-ସ୍ତ୍ରୀ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ପରି। ଦୁଖସୁଖରେ ପରସ୍ପର ସହ ଖାପ ଖୁଆଇ ଚଳିବା ହିଁ ଦୁଇଜଣଙ୍କର ସମ୍ପର୍କକୁ ମଜବୁତ କରିଥାଏ। ହେଲେ ବେଳେବେଳେ କଥା କଟାକଟି ଉଗ୍ରରୂପ ନେଇ କୋର୍ଟକଚେରୀ ମଧ୍ୟ ହେଉଥିବା ନଜିର ରହିଛି। ନିକଟରେ ସେପରି…

ସ୍ତ୍ରୀଙ୍କ ସହ ଝଗଡ଼ାରୁ ୨୦ କାର୍‌ ଭାଙ୍ଗିଦେଲେ ସ୍ବାମୀ

ଚେନ୍ନାଇ: ସ୍ତ୍ରୀଙ୍କ ସହ ଝଗଡ଼ା କରି ଗୋଟିଏ କି ଦୁଇଟି ନୁହେଁ ଭାଙ୍ଗିଦେଲେ ୨୦ଟି କାର। ଏଭଳି ଏକ ଘଟଣା ଘଟିଛି ଚେନ୍ନାଇରେ। ଗ୍ୟାରେଜ ପାର୍କିଂ ଏରିଆରେ ଲାଗିଥିବା ସିସିଟିଭିରୁ ଏହା ଜଣାପଡ଼ିଥିଲା। ସ୍ତ୍ରୀଙ୍କ ସହ ଝଗଡା ପରେ ବୁବାଲାନ ନାମକ…

ଦେଶର ଜିଡିପିରେ ପ୍ରମୁଖ ସ୍ଥାନ ନେଇଛି କୃଷି

ଭାରତ ଏକ କୃଷିପ୍ରଧାନ ଦେଶ। କୃଷି ଦେଶର ଜିଡିପିରେ ପ୍ରମୁଖ ସ୍ଥାନ ହାସଲ କରିଥାଏ। କୃଷକମାନେ ହେଉଛନ୍ତି ଭାରତ ଭଳି ଦେଶର ଆର୍ଥିକ ମେରୁଦଣ୍ଡ ସଦୃଶ। କୃଷି ଏବଂ କୃଷକଙ୍କ ବିକାଶରେ ଦେଶର ବିକାଶ ସମ୍ଭବ ହୋଇପାରିଥାଏ। ତେଣୁ କୃଷକ ଏବଂ…

କ୍ୟାନସରରେ ଚାଲିଯାଇଛନ୍ତି ମାଆ, ମାଆର ଶେଷ ହାତରନ୍ଧା ଖାଦ୍ୟ ଦେଖି କାନ୍ଦି ଉଠିଲେ କୁନିପୁଅ

ଭଗବାନ ସବୁଠି ପହଞ୍ଚି ପାରନ୍ତି ନାହିଁ ବୋଲି ସାହାର ଦେବା ପାଇଁ ମାଆ ପଠାଇଥାନ୍ତି। ମାଆର ସ୍ଥାନ ଆଜିଯାଏଁ କେହି ବି ନେଇ ପାରି ନାହାନ୍ତି। ମାଆର କାନିରେ ସେଇ ତୃପ୍ତି ଥାଏ ଯାହା ରେଶମୀ ଶେଯରେ ନ ଥାଏ। ମାଆର…

ସ୍କୁଲରୁ ଚୋରି ହେଉଥିଲା ଝିଅର ଟିଫିନ, ଖାଇବାରେ ମାଆ ମିଶାଇଦେଲେ ବିଷାକ୍ତ ଜିନିଷ, ଆଉ ତା’ ପରେ…

ପ୍ରତିଶୋଧ ପରାୟଣ ହୋଇ ଲୋକେ କିଛି ଏପରି କିଛି କରି ବସନ୍ତି ଯାହାଦ୍ୱାରା ଆଉ କାହାକୁ ହଇରାଣ ହେବା ସହ ନିଜେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ନିକଟରେ ଏପରି ଏକ ଘଟଣା ଘଟିଛି। ଗୋଟିଏ ଛୋଟ ଝିଅ ସ୍କୁଲକୁ ନେଉଥିବା…

ଏହା ହେଉଛି ଦୁନିଆର ପ୍ରଥମ ମୋବାଇଲ ଫୋନ୍‌: ଇଟା ଭଳି ଆକାର, ଦାମ୍‌ ଥିଲା ୩.୩୦ ଲକ୍ଷ; ୧୦ ଘଣ୍ଟା ଚାର୍ଜ କଲେ…

ଆଜିକାଲି ସମୟରେ ମୋବାଇଲ ଫୋନ୍‌ ବା କାହା ହାତରେ ନାହିଁ। ଏବେ ଭଳିକି ଭଳି କମ୍ପାନୀ ଏବଂ ସୁବିଧା ସହ ମୋବାଇଲ ଉପଲବ୍ଧ ହେଉଛି। ହେଲେ କ’ଣ ଆପଣ ପ୍ରଥମ ମୋବାଇଲ ଫୋନ୍‌ କିଭଳି ଥିଲା ଜାଣନ୍ତି। ଯଦି ନା, ତେବେ…

ମହିଳାଙ୍କ ଲୁହର ବାସ୍ନାରେ କମିଯାଏ ପୁରୁଷଙ୍କ ରାଗ! ଗବେଷଣାରୁ ହେଲା ସ୍ପଷ୍ଟ

ଜେରୁଜେଲମ,୨୨।୧୨: ଅନେକେ ବିଶ୍ୱାସ କରନ୍ତି ଯେ, ମହିଳାମାନେ ଛୋଟ ଛୋଟ ଝଗଡାରେ ଲୁହକୁ ହତିଆର ଭାବେ ବ୍ୟବହାର କରନ୍ତି। ଦମ୍ପତି କିମ୍ବା କୌଣସି କପୁଲଙ୍କ ମଧ୍ୟରେ ଝଗଡା ହେଲେ ମହିଳାମାନେ ସାଙ୍ଗେ ସାଙ୍ଗେ କାନ୍ଦି ଉଠନ୍ତି। କାନ୍ଦିବା ଦ୍ୱାରା ପୁରୁଷଙ୍କ ରାଗିବା…

 ପାଣି ରଖିବା ଡିସ୍‌ପେନସର ବିକ୍ରି ପାଇଁ ମହିଳା ପୋଷ୍ଟ ସୋସିଆଲ ମଡିଆରେ ପକାଇଲା  ଚହଳ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ…

ଜଣେ ମହିଳାଙ୍କ ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ବାସ୍ତବରେ ମହିଳା ଜଣକ ଏକ ପୁରୁଣା ଡିସପେନସର୍‌ ବିକ୍ରି କରବାକୁ ପୋଷ୍ଟ କରିଥିଲେ। ଏହାର ଦାମ୍‌ ଜାଣି ସୋସିଆଲ ମିଡିଆ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିଛି ଲୋକ ଏହା…

ଏଠାରେ ବୁଲୁଛି ଆତ୍ମା, ପୂଜା ପାଉଛି ବୁଲେଟ

ଚୋଟିଲା,୨୨।୧୨: ବୁଲେଟ ଗାଡିକୁ ବହୁ ଲୋକ ନିଜ ପସନ୍ଦର ଗାଡି ବୋଲି କହିଥାନ୍ତି। ତେବେ ଏହି ଗାଡି ଶୋ ରୁମରେ ପୂଜା ପାଇବା ବଦଳରେ ମନ୍ଦିରରେ ପୂଜା ହେଉଥିବା ଶୁଣି ଆପଣ ତାଜୁବ ହୋଇଯାଉଥିବେ। ରାଜସ୍ଥାନରେ ଏକ ଏପରି ମନ୍ଦିର ଅଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?