ଫୁରସତ

ଚରଣଙ୍କୁ ପରିଚୟ ଦେଇଛି କାଗଜ ମୁଖା

ଖୋର୍ଦ୍ଧା ଜିଲାର ବେଗୁନିଆ ବ୍ଲକ ଅନ୍ତର୍ଗତ କରଡ଼ ଗାଡ଼ିଆ ଗାଁ। ଏହି ଗାଁ କାଗଜମୁଖା ହସ୍ତଶିଳ୍ପ ପାଇଁ ବେଶ୍‌ ପ୍ରସିଦ୍ଧି ରହିଛି। ଏହି ଗାଁରେ ଥିବା କେତୋଟି ମୁଖା ତିଆରି ପରିବାର ମଧ୍ୟରେ ଶିଳ୍ପୀ ଚରଣ ମହାପାତ୍ରଙ୍କ ପରିବାର ଅନ୍ୟତମ। ଚରଣ…

ଦୁର୍ଜନଙ୍କ ପାଇଁ ସମାଜ ନଷ୍ଟ ହୁଏ: ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା

ପିଲାଟି ଦିନରୁ ପୂଜାର୍ଚ୍ଚନା ଓ ବେଦପାଠ ତାଙ୍କୁ ଖୁବ୍‌ ଭଲ ଲାଗୁଥିଲା। ସ୍କୁଲ ବୟସରେ ସଂସ୍କୃତ ପଢିବା ସହ ବେଦ, ଉପନିଷଦ ଆଦି ଏକାଧିକ ପୁରାତନଶାସ୍ତ୍ର ପାଠକରି ବିଭିନ୍ନ ବିଷୟରେ ଜ୍ଞାନ ଆହରଣ କରିବାରେ ବି ଥିଲା ଆଗ୍ରହ। ପରବର୍ତ୍ତୀ ସମୟରେ…

ଆଜି ଜାତୀୟ ଗ୍ରାହକ ଦିବସ

ସାମ୍ପ୍ରତିକ ସମୟରେ ଗ୍ରାହକଙ୍କୁ ସୁରକ୍ଷା ଆଇନ ବିଭିନ୍ନ ପ୍ରକାରର ଶୋଷଣ ବିରୋଧରେ ପଦକ୍ଷେପ ଗ୍ରହଣ କରିବା ସହିତ ଗୁଣବତ୍ତାଯୁକ୍ତ ସାମଗ୍ରୀ, ତ୍ରୁଟି ବିହୀନ ସେବା ଏବଂ ବାଣିଜି୍ୟକ କ୍ଷେତ୍ରରେ ପ୍ରଣୀତ ଆଇନର ଅବମାନନା ନେଇ ଗ୍ରାହକଙ୍କୁ ପ୍ରଭାବଶାଳୀ ସୁରକ୍ଷା ଯୋଗାଇଦେବା ଅପରିହାର୍ଯ୍ୟ…

ଶୀତରେ ପାଣି କମ୍‌ ପିଉଥିଲେ

ଶୀତଦିନେ ଥଣ୍ଡା ପାଗରେ ଆବଶ୍ୟକ ମାତ୍ରାରେ ପାଣି ପିଇବାରେ ଅନେକେ ଅବହେଳା କରିଥା’ନ୍ତି। ହେଲେ ଏହା ଦ୍ୱାରା ଡିହାଇଡ୍ରେଶନ୍‌ ହେବା ସହ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ… ପରିବେଶ ଥଣ୍ଡା ଥିବାରୁ ଦେହରୁ ଝାଳ ବାହାରି ନ ଥାଏ ଏବଂ ଶୋଷ…

ବିଶ୍ୱର ଏକକ ବୃହତ୍ତମ ପବନ ଫାର୍ମ

ଲଣ୍ଡନ: ପୃଥିବୀର ବୃହତ୍ତମ ଅଫ୍‌ଶୋର ପବନ ଫାର୍ମ ହର୍ନସି ପାଇଁ ଡେନ୍‌ମାର୍କର ଶକ୍ତି ନେତା ଅଷ୍ଟ୍ରେଡ୍‌ ଆନୁଷ୍ଠାନିକ ଭାବରେ ଏହାର ଶେଷ ବିନିଯୋଗ ନିଷ୍ପତ୍ତି ଘୋଷଣା କରିଛନ୍ତି। ଏହା ହର୍ନସି ଜୋନ୍ରେ ଅଷ୍ଟ୍ରେଡ୍‌ର ତୃତୀୟ ଗିଗାୱାଟ୍‌- ସ୍କେଲ୍‌ ପ୍ରୋଜେକ୍ଟକୁ ଚିହ୍ନିତ କରିଛି,…

‘ଦେବା’ରେ ଶାହିଦଙ୍କ ସହ ପୂଜା

ମୁମ୍ବାଇ: ଅଭିନେତ୍ରୀ ପୂଜା ହେଗ୍‌ଡେ ‘ରାଧେ ଶ୍ୟାମ’, ‘ସର୍କସ’, ‘କିସି କା ଭାଇ କିସି କି ଜାନ୍‌’ ଭଳି ହିନ୍ଦୀ ଫିଲ୍ମରେ ନଜରକୁ ଆସିଥିବାବେଳେ ଆଗକୁ ରୋମାଣ୍ଟିକ୍‌ ଥ୍ରିଲର ‘ଦେବା’ରେ ନଜର ଆସିବାକୁ ଯାଉଛନ୍ତି। ଏଥିରେ ସେ ଅଭିନେତା ଶାହିଦ କପୁରଙ୍କ…

ବ୍ୟବହାର କରୁଥିବା ସିମ କାର୍ଡ ବେଆଇନ କି ନୁହେଁ କିପରି ଜାଣିବେ?…

ନୂଆଦିଲ୍ଲୀ,୨୩।୧୨ : ଆପଣ ବ୍ୟବହାର କରୁଥିବା ସିମ କାର୍ଡ ବେଆଇନ କି ନୁହେଁ ତାହା କିପରି ଜାଣିବେ ସେଥି ପାଇଁ ଏକ ସହଜ ଉପାୟ ରହିଛି। ଏଥିପାଇଁ ଆପଣଙ୍କୁ ସଞ୍ଚାର ସାଥି ପୋର୍ଟାଲ ପରିଦର୍ଶନ କରିବାକୁ ପଡିବ । ସଞ୍ଚାର ସାଥି…

Viral Video: ଏଭଳି ସ୍ଥାନରୁ ଡେଇଁଲେ ଏହି ବ୍ୟକ୍ତି, ଦୃଶ୍ୟ ଦେଖି ଲୋକେ ତାଜୁବ, କହିଲେ-ଟାଙ୍କୁରି ଉଠିଲା ଲୋମ

ଷ୍ଟଣ୍ଟ କରିବା ସମସ୍ତଙ୍କୁ ପସନ୍ଦ। ହେଲେ ଅନେକେ ଷ୍ଟଣ୍ଟ ଲାଗି ଏଭଳି ଦୁଃସାହସିକ ଉପାୟ ଅବଲମ୍ବନ କରିଥାନ୍ତି, ଯାହା ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। କିଛି ଏଭଳି ଦୃଶ୍ୟ ଥିବା ଭିଡିଓ ଏବେ ଭାଇରାଲ ହେଉଛି। ଭିଡିଓରେ ଜଣେ ବ୍ୟକ୍ତି…

ବିବାହରେ ମାରପିଟ୍‌ରେ କରି ଚେୟାର ଉଡାଇଲେ ବରଯାତ୍ରୀ, ମଟର ପନିରରେ ନଥିଲା…

ପ୍ରତ୍ୟେକ ବିବାହରେ ଝଗଡ଼ା ଏବଂ ମାରପିଟ୍‌ ହେବା ସାଧାରଣରେ ପରିଣତ ହୋଇଗଲାଣି। ପ୍ରାୟତଃ ବରପକ୍ଷ କନ୍ୟାପକ୍ଷଙ୍କ ମନୋମାଳିନ୍ୟ ହୋଇଥାଏ। ମାତ୍ର ଏହା ଏବେ ଅତ୍ୟାଧିକ ମାତ୍ରାରେ ବଢ଼ିଯାଇଛି, କନ୍ୟାପକ୍ଷ ଦ୍ୱାରା ପ୍ରସ୍ତୁତ ଖାଦ୍ୟପେୟ ପାଇଁ ବର୍ତ୍ତମାନ ଝଗଡ଼ା ହେଉଥିବା ଦେଖିବାକୁ ମିଳୁଛି।…

ସ୍କୁଲ ବ୍ୟାଗ୍‌ ଧରି ଟ୍ରାଫିକ୍‌ ମଝିରେ ଶୋଇ ଡ୍ୟାନ୍ସ କଲେ ଏହି ଝିଅ, ଭିଡିଓ ଦେଖିଲେ…

ଲୋକମାନଙ୍କର ସୋସିଆଲ ମିଡିଆ ନିଶା ଏତେ ଯେ, ସେମାନେ ପ୍ରସିଦ୍ଧ ହେବା ପାଇଁ ଏମିତି କିଛି ଭିଡିଓ କରୁଛନ୍ତି, ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏବେ ସେମିତି ଜଣେ ସ୍କୁଲ ଛାତ୍ରୀଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହେଉଛି। @GaurangBhardwa1 ନାମକ ଏକ…

ଖ୍ରୀଷ୍ଟମାସ ବୋନସରେ କମ୍ପାନୀ ଦେଲା ସିଝା ଆଳୁ

ଦଶହରା ହେଉ କି ଦୀପାବଳି ଅବସରରେ କିଛି କମ୍ପାନୀ ଉପହାର ସ୍ବରପ କର୍ମଚାରୀଙ୍କୁ ବୋନସ ଦେଇଥାନ୍ତି। ବିଦେଶରେ ଖ୍ରୀଷ୍ଟମାସରେ ଲୋକେ ନିଜ ପ୍ରିୟଜନ କିମ୍ବା ବନ୍ଧୁଙ୍କୁ ଉପହାର ଦେଇଥାନ୍ତି। ନିକଟରେ ଗୋଟିଏ କମ୍ପାନୀ ଖ୍ରୀଷ୍ଟମାସ ଅବସରରେ କର୍ମଚାରୀଙ୍କୁ କିଛି ଏପରି ବନୋସ…

ବିବାହକୁ ଆସିଲେନି ଅତିଥି, ଲକ୍ଷ ଲକ୍ଷ ଟଙ୍କାର କ୍ଷତିପୂରଣ ଲଗାଇଲେ ଯୁବତୀ

କାନବେରା,୨୩।୧୨: ଦେଶରେ ବିବାହ ଋତୁ ଆରମ୍ଭ ହୋଇ ସାରିଛି। ବିଭିନ୍ନ ରାଜ୍ୟର ବିଭିନ୍ନ ସହରରେ ହଜାର ହଜାର ବିବାହ କାର୍ଯ୍ୟକ୍ରମ ଦେଖିବାକୁ ମିଳୁଛି। ବିବାହ ସମୟରେ ପୁରା ଘରେ ଖୁସିର ମାହୋଲ ଦେଖାଯିବା ସହ ବିଭିନ୍ନ ପ୍ରକାର ଖାଦ୍ୟର ମଧ୍ୟ ଆସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?