ପ୍ରେମୀଯୁଗଳଙ୍କ ପାଇଁ ବିପଦ ଏହି ମନ୍ଦିର, ଭାଙ୍ଗିଯାଏ ସମ୍ପର୍କ
ସାହାରନପୁର,୧୭।୨: ପ୍ରେମିକ-ପ୍ରେମିକା ତାଙ୍କ ଭଲପାଇବା ସଫଳ ହେବା ପାଇଁ କିମ୍ବା ଭଲ ପାଇବା ଆହୁରି ବଡିବା ପାଇଁ ମନ୍ଦିର ଯାଇଥାନ୍ତି। ଯୁବତୀମାନେ ଏଥିପାଇଁ ଓଷା, ବ୍ରତ ଓ ଉପାସ ମଧ୍ୟ କରନ୍ତି। କିନ୍ତୁ ଦେଶରେ ଏପରି ମନ୍ଦିର ଅଛି ଯେଉଁଠିକୁ ପ୍ରେମୀଙ୍କୁ…
LPG Gas Subsidy Check: ଘରେ ବସି ଗୋଟିଏ କ୍ଲିକ୍ରେ ଜାଣନ୍ତୁ Gas Subsidy ଟଙ୍କା ଆସିଛି କି ନାହିଁ? ଏମିତି କରନ୍ତୁ…
ନୂଆଦିଲ୍ଲୀ,୧୭।୨: LPG ଗ୍ୟାସ କନେକ୍ସନ କରିଥିବା ସବୁ ଲୋକଙ୍କ ପାଇଁ ଜରୁରୀ ଖବର। ବର୍ତ୍ତମାନ ଆପଣ ଆପଣଙ୍କର ଏଲପିଜି ଗ୍ୟାସ ସବସିଡି ସହଜରେ ଯାଞ୍ଚ କରିପାରିବେ। ଏଥିସହ ଆପଣଙ୍କ ପାଖକୁ ସବସିଡି ଟଙ୍କା ଆସିଛି କି ନାହିଁ ତାହା ବି ଘରେ…
ବ୍ଲୁ ଆଧାର କାର୍ଡ କ’ଣ, କାହିଁକି ଏହା ଜରୁରୀ
ନୂଆଦିଲ୍ଲୀ: ଭାରତର ସମସ୍ତ ଲୋକଙ୍କ ପାଇଁ କିଛି ଡକ୍ୟୁମେଣ୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେଉଁଥିରେ ଆଧାର କାର୍ଡ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ । ଦେଶର ୯୦ ପ୍ରତିଶତ ଜନସଂଖ୍ୟାଙ୍କର ଆଧାର କାର୍ଡ ଅଛି। ଏହାର ଅର୍ଥ, ଯଦି ଆମେ କଥା ହେବା, ପ୍ରାୟ…
ମାର୍କସିଟରେ ନାଁ ଭୁଲ ଥିଲେ ଏମିତି କରିପାରିବେ ଠିକ
ନୂଆଦିଲ୍ଲୀ,୧୭।୩: ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ମାର୍କସିଟ ସଭିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କଲେଜରେ ଆଡମିଶନ ନେବା ପାଇଁ ଏହି ମାର୍କସିଟ ଗୁଡିକ ଗୁରୁତ୍ୱପୂର୍ଣ୍ଣ। ଏହା ସହିତ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବରେ ମଧ୍ୟ ବ୍ୟବହୃତ ହୁଏ । କିନ୍ତୁ…
ଭୂତ ଡରରେ ହୋଟେଲ ଛାଡିବାକୁ ବାଧ୍ୟ ହୋଇଥିଲେ ଟିମ୍ ଇଣ୍ଡିଆର ଏହି ଖେଳାଳୀ, ବଖାଣିଲେ ଭୟାନକ ଅନୁଭବ
ନୂଆଦିଲ୍ଲୀ,୧୬।୨: ଭୂତଙ୍କ ଅସ୍ତିତ୍ୱକୁ ନେଇ ସବୁବେଳେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ। ଏହି ଦ୍ୱନ୍ଦ ଭିତରେ କେତେ ଲୋକ ଏହାକୁ ମୂର୍ଖାମୀ ଲୋକେ ବିଶ୍ବାସ କରନ୍ତି। କିନ୍ତୁ ଏପରି ଏକ ସତ ଘଟଣା ବିଷୟରେ ଆମେ କହିବାକୁ ଯାଉଛୁ ଯାହାକୁ ପଢ଼ି ଆପଣଙ୍କ…
‘କ୍ଲାସମେଟ୍ଙ୍କୁ କିପରି ହତ୍ୟା କରିବେ’! ଛାତ୍ରଙ୍କୁ ରଚନା ଲେଖିବାକୁ ଦେଇ ବିବାଦରେ ଶିକ୍ଷକ
ଓ୍ବାଶିଂଟନ୍,୧୬।୨: ପିଲାବେଳେ ସ୍କୁଲରେ ରଚନା ଲେଖିବାକୁ ଦିଆଯାଇଥାଏ। ପିଲାମାନେ ସେ ବିଷୟ ଉପରେ ସୁନ୍ଦର ସୁନ୍ଦର ବର୍ଣ୍ଣନା କରି ସ୍କୁଲ ଶିକ୍ଷକଙ୍କୁ ଦେଇଥାନ୍ତି। ହେଲେ କେବେ କ୍ଲାସମେଟ୍କୁ କିପରି ମାରିବା ଏସମ୍ପର୍କରେ ରଚନା ଲେଖିଛନ୍ତି। ଆଶ୍ଚର୍ଯ୍ୟ ଲାଗୁଛି ନା। ଯୁକ୍ତରାଷ୍ଟ୍ରର ଜଣେ…
ଫ୍ରିରେ ଟେଷ୍ଟି ଖାଦ୍ୟ ଖାଇବା ପାଇଁ ଡେଟ୍ରେ ଯାଇଥା’ନ୍ତି ଯୁବତୀ: ରିସର୍ଚ୍ଚ
ନୂଆଦିଲ୍ଲୀ,୧୬।୨: ଯେତେବେଳେ ବାହାଘର କଥା ପଡେ ଉଭୟ ଯୁବକ ଯୁବତୀ ପରସ୍ପରକୁ ଭଲଭାବେ ଜାଣିବା ପରେ ଦୁହେଁ ଦୁହିଁଙ୍କୁ ପସନ୍ଦ କରି ବିବାହ କରିଥାନ୍ତି । ଏଥିପାଇଁ ଏବେ ସବୁଠାରୁ ଭଲ ଉପାୟ ହେଲା ଡେଟ । ଡେଟରେ ଯୁବକଯୁବତୀ ପରସ୍ପରକୁ…
ବାରମ୍ବାର ଟଏଲେଟ ଯିବାରୁ ବିମାନରୁ ମହିଳାଙ୍କୁ ଧକ୍କାଦେଇ ବାହାର କଲେ କ୍ରୁ ମେମ୍ବର
ମେକ୍ସିକୋ ସିଟି,୧୬।୨: ବିମାନରେ ବାରମ୍ବାର ଟଲଲେଟ ଯିବାରୁ ଜଣେ ମହିଳାଙ୍କୁ ବିମାନରୁ ବାହାର କରାଯାଇଛି। ଏନେଇ ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ବିମାନରେ କ୍ରୁ ମେମ୍ବରମାନେ ତାଙ୍କୁ ଅସଦାଚରଣ କରିଛନ୍ତି। ଏଥିସହ ତାଙ୍କୁ ବିମାନରୁ ଧକ୍କା ଦେଇ ବାହାର କରିଦେଇଛନ୍ତି।…
ଆତଙ୍କବାଦୀଙ୍କୁ ଏକ୍ସରେ ପ୍ରିମିୟମ ସର୍ଭିସ ଦେଇଛନ୍ତି ଏଲନ ମସ୍କ, ରିପୋର୍ଟରେ ଖୁଲାସା
ଓ୍ବାଶିଂଟନ୍,୧୬।୨: ଦୁନିଆର ଲୋକପ୍ରିୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ବିଟରକୁ ଟେସଲା କମ୍ପାନୀର ମାଲିକ ଏଲନ ମସ୍କ କିଣିଛନ୍ତି। କମ୍ପାନୀ କିଣିବା ପରେ ମସ୍କ ଏହାକୁ ଟ୍ବିଟରରୁ ନାମ ପରିବର୍ତ୍ତନ କରି ଏକ୍ସ କରିଛନ୍ତି। ଗତବର୍ଷ ଏଲନ ମସ୍କ ଟ୍ବିଟରକୁ କିଣିବା ପରେ ଏକ…
ଦୁନିଆରେ ପ୍ରଥମ, AI ପାର୍ଟନରଙ୍କୁ ବିବାହ କରିବେ ମହିଳା, ଜାଣନ୍ତୁ ଏହି ‘ହାଇବ୍ରିଡ କପୁଲ’ଙ୍କ ବିଷୟରେ…
ମାଦ୍ରିଦ,୧୬।୨: ବିବାହ ପାଇଁ ଜଣେ ପୁରୁଷ ଓ ଜଣେ ମହିଳା ଲୋଡା ପଡିଥାଏ। ହେଲେ କେବେ ଏଆଇକୁ ବିବାହ କରିବା ଶୁଣିଛନ୍ତି କି? ସେ ବି ଏକ ଛବି ଅର୍ଥାତ୍ ହୋଲଗ୍ରାମକୁ। ଦୁନିଆରେ ପ୍ରଥମ ଥର ଏପରି ଏକ ଘଟଣା ହେବାକୁ…
କାର୍ ଚଳାଉଥିବା ସମୟରେ ମୁଣ୍ଡ କୁଣ୍ଡାଇବାରୁ କଟିଲା ଚାଲାଣ, ୩୩ହଜାର ଟଙ୍କାର ଜରିମାନା
କାର୍, ବାଇକ୍ କିମ୍ବା ସ୍କୁଟି ଚଲାଇବା ସମୟରେ ଲୋକେ ସଡକ ନିୟମର ବିଶେଷ ଧ୍ୟାନ ରଖିଥାନ୍ତି। ଯେପରିକି ରେଡ ଲାଇଟ୍ ସମୟରେ ଟ୍ରାଫିକରେ ଗାଡି ଅଟକାଇବା, ସ୍ପିଡକୁ ଲିମିଟରେ ରଖିବା, କାର୍ ଚଲାଇବାବେଳେ ସିଟ୍ ବେଲ୍ଟ ବିନ୍ଧିବା ସହ ଦୁଇଚକିଆ ଯାନ…
ସିଂହ ସହ ସେଲ୍ଫି ନେବାକୁ ଏନ୍କ୍ଲୋଜର୍ ଭିତରେ ପଶିଲେ ବ୍ୟକ୍ତି…ଆଉ ତା’ପରେ ଘଟିଗଲା ଛାତିଥରା ଘଟଣା
ଆନ୍ଧ୍ରପ୍ରଦେଶରୁ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଏଠାରେ ଜଣେ ବ୍ୟକ୍ତି ସିଂହ ସହିତ ସେଲଫି ନେବା ପାଇଁ ଏନକ୍ଲୋଜର ଭିତରକୁ ଡେଇଁଥିଲେ। କ୍ରୋଧିତ ସିଂହ ସେହି ବ୍ୟକ୍ତିଙ୍କୁ ମାରିଦେଇଥିଲେ। ଏହି ମାମଲା ଆନ୍ଧ୍ରପ୍ରଦେଶର ତିରୁପତିସ୍ଥିତ ଏକ ପ୍ରାଣୀ ଉଦ୍ୟାନରେ ଘଟିଛି। ମୃତ ବ୍ୟକ୍ତି…
Archives


