Posted inଫୁରସତ

ପାକିସ୍ତାନରେ ଝିଅମାନଙ୍କ ପାଇଁ ବିବାହର ସର୍ବନିମ୍ନ ବୟସ କେତେ?

ନୂଆଦିଲ୍ଲୀ,୪ା୮: ଭାରତରେ ଝିଅମାନଙ୍କର ବିବାହ ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ। କିନ୍ତୁ ଆପଣ ଜାଣନ୍ତି କି ମୁସଲମାନ ଦେଶ ପାକିସ୍ଥାନରେ ଝିଅମାନେ କେଉଁ ବୟସରେ ବିବାହ କରନ୍ତି?

ପଡୋଶୀ ପାକିସ୍ତାନରେ ଝିଅମାନଙ୍କର ବିବାହ ପାଇଁ ସର୍ବନିମ୍ନ ବୟସ ୧୬ ବର୍ଷ ଅଟେ। ସେଠାକାର ଝିଅମାନେ ଭାରତ ଅପେକ୍ଷା ଶୀଘ୍ର ବିବାହ କରନ୍ତି।

ବାସ୍ତବ କଥା ହେଉଛି ମୁସଲମାନ ଦେଶ ପାକିସ୍ତାନରେ ଶାରିଆ ନିୟମ ପାଳନ କରାଯାଏ। ପାକିସ୍ତାନ ଅପେକ୍ଷା ଇରାନରେ ଅଧିକ କଡାକଡି ଭାବେ ଇସଲାମିକ ନିୟମ ପାଳନ କରାଯାଏ, ଯେଉଁଠାରେ ଝିଅମାନେ ୯ ବର୍ଷ ବୟସରେ ବି ବିବାହ କରନ୍ତି।

ତେଣୁ ପାକିସ୍ତାନର ଝିଅମାନଙ୍କୁ ମଧ୍ୟ ଶାରିଆର ନିୟମ ପାଳନ କରିବାକୁ ପଡେ। ଯେଉଁଠାରେ ଝିଅମାନେ ମୁସଲମାନ ରୀତିନୀତି ଅନୁଯାୟୀ ବିବାହ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?