ଫୁରସତ

ଘରେ ଅସରପା ହେଉଛି କି? ଜାଣନ୍ତୁ କିପରି କରିବେ ଦୂର

ସାରା ଘରକୁ ଆପଣ କେତେ ଯତ୍ନରେ ସଜାଇଛନ୍ତି। ହେଲେ ଅସରପା ଆପଣଙ୍କ ଘରେ ନିଜର ଏକ ବଡ଼ କଲୋନି ବନାଇ ରହିଗଲାଣି। ଯେତେବେଳେ ଆପଣ କିଚେନ୍‌କୁ ଯାଉଛନ୍ତି ସେତେବେଳେ ୨/୩ ଅସରପା ଇଆଡ଼େ ସିଆଡ଼େ ଦୌଡୁଥିବାର ଦେଖିବାକୁ ମିଳୁଛି। ଯଦି ଆପଣ…

ଅନ୍ୟମାନଙ୍କ ଖୁସିର କାରଣ ସାଜନ୍ତୁ

ସାମ୍ପ୍ରତିକ ରୋଗଗ୍ରସ୍ତ କିମ୍ବା ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିବିଶେଷଙ୍କୁ ସାହାଯ୍ୟ କରିବାକୁ ଅଙ୍ଗଦାନ ଏକ ଗୁରୁତ୍ତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି। ଅନେକେ ସ୍ବତଃସ୍ଫୂର୍ତ୍ତ ଭାବରେ ଅଙ୍ଗଦାନ କରିବାକୁ ଆଗଭର ହେଉଛନ୍ତି। ଏନେଇ ଅଧିକ ଜନସଚେତନତା ସୃଷ୍ଟିକରିବା ପ୍ରତିବର୍ଷ ଅଗଷ୍ଟ ୧୩ ତାରିଖରେ ‘ବିଶ୍ୱ…

ଅନନ୍ୟ ପ୍ରତିଭାର ଅଧିକାରୀ ବାମହାତୀ

ଅନ୍ତର୍ଜାତୀୟ ବାମହାତୀ ଦିବସ ପ୍ରତିବର୍ଷ ଅଗଷ୍ଟ ୧୩ରେ ସାରା ବିଶ୍ୱରେ ପାଳନ କରାଯାଏ। ବାମହାତର ଅର୍ଥ ହେଉଛି, ଯେଉଁମାନେ ନିଜ କାମକୁ ବାମହାତରେ ଅର୍ଥାତ୍‌ ବିପରୀତ ହାତରେ କରନ୍ତି। କୁହାଯାଏ, ଯେଉଁମାନେ ବାମହାତରେ କାମ କରନ୍ତି କିମ୍ବା ଲେଖନ୍ତି, ସେମାନଙ୍କଠାରେ ଅନନ୍ୟ…

ଅନନ୍ୟ ପ୍ରତିଭାର ଅଧିକାରୀ ବାମହାତୀ

ଅନ୍ତର୍ଜାତୀୟ ବାମହାତୀ ଦିବସ ପ୍ରତିବର୍ଷ ଅଗଷ୍ଟ ୧୩ରେ ସାରା ବିଶ୍ୱରେ ପାଳନ କରାଯାଏ। ବାମ ହାତର ଅର୍ଥ ହେଉଛି, ଯେଉଁମାନେ ନିଜ କାମକୁ ବାମ ହାତରେ ଅର୍ଥାତ୍‌ ବିପରୀତ ହାତରେ କରନ୍ତି। କୁହାଯାଏ, ଯେଉଁମାନେ ବାମ ହାତରେ କାମ କରନ୍ତି କିମ୍ବା…

ଅଲିମ୍ପିକ୍ସରେ ମେଡାଲ ନ ଜିତିଲେ ଖେଳାଳିଙ୍କୁ କେଉଁ ଦଣ୍ଡ ଦିଅନ୍ତି କିମ୍ ଜଙ୍ଗ ଉନ୍

ନୂଆଦିଲ୍ଲୀ,୧୨ା୮: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ସମାପ୍ତ ହୋଇଛି। ଅନେକ ଦେଶ ପରି ଉତ୍ତର କୋରିଆ ଆଥଲେଟ୍ ମାନେ ମଧ୍ୟ ଅନେକ କ୍ରୀଡ଼ାରେ ଅଂଶଗ୍ରହଣ କରି ପଦକ ଜିତିଛନ୍ତି। କିନ୍ତୁ, ଉତ୍ତର କୋରିଆର ଅନେକ ଆଥଲେଟ୍ ଅଛନ୍ତି ଯେଉଁମାନେ ବିନା ପଦକରେ ଫେରିଛନ୍ତି।…

ଦିନକରେ ୧୫ ବିଶ୍ୱରେକର୍ଡ କଲେ ଏହି ବ୍ୟକ୍ତି

ଲଣ୍ଡନ:ବିଶ୍ୱବ୍ୟାପୀ ବିଭିନ୍ନ କ୍ଷେତ୍ରରେ ବ୍ୟକ୍ତିବିଶେଷଙ୍କ ଦ୍ୱାରା ସମ୍ପନ୍ନ ହୋଇଥିବା ଅନେକ ସଫଳତାକୁ ଗିନିଜ୍‌ ୱାଲର୍‌ଡ ରେକର୍ଡସ୍‌ (ଜିଡବ୍ଲ୍ୟୁଆର୍‌) ପ୍ରଦର୍ଶିତ କରିଥାଏ। ଶନିବାର ଆମେରିକା ଇଡାହୋର ଡେଭିଡ ରଷ୍‌ ନାମକ ଜଣେ ବ୍ୟକ୍ତି ୧୫ଟି ଭିନ୍ନ ଭିନ୍ନ ଶ୍ରେଣୀରେ ରହିଥିବା ବିଶ୍ୱ ରେକର୍ଡକୁ…

ୟୁଟ୍ୟୁବ୍‌ରେ ଶେୟାର କଲେ ମୟୂର ମାଂସର ତରକାରୀ, ଆଉ ତା’ ପରେ…

ହାଇଦ୍ରାବାଦ,୧୧ା୮: ତେଲଙ୍ଗାନାର ଜଣେ ୟୁଟ୍ୟୁବର୍‌ଙ୍କୁ ଖାଦ୍ୟ ଭିଡିଓ ଶେୟାର କରିବା ମହଙ୍ଗା ପଡ଼ିଛି। ବାସ୍ତବରେ ୟୁଟ୍ୟୁବର କୋଡମ ପ୍ରଣୟ କୁମାର ତାଙ୍କ ଚ୍ୟାନେଲରେ ‘ପାରମ୍ପାରିକ ମୟୂର କରି’ର ରେସିପି ଅପଲୋଡ୍‌ କରିଥିଲେ। ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ଏହି…

ପୁସ୍ତକ ଗାଁ

ପୁସ୍ତକପ୍ରେମୀଙ୍କୁ ଭଲ ବହି ଖଣ୍ଡେ ଓ ନିରୋଳା ଜାଗାଟିଏ ମିଳିଗଲେ ବେଶ୍‌ ଖୁସିରେ ସେମାନେ ଘଣ୍ଟା ଘଣ୍ଟା ବସି ପଢ଼ନ୍ତି। ତେବେ ଭାବିଲେ ଦେଖି ଯଦି ଏକ ଗାଁ ପୁସ୍ତକାଳୟ ପାଲଟିଯାଏ, ତେବେ ବହି ପଢ଼ିବାକୁ ଭଲ ପାଉଥିବା ମଣିଷକୁ କେମିତି…

ତାଳଗଛ ଗଣ୍ଡିରେ ତେଲ ବୋଳି …

ଉଚ୍ଚା ଉଚ୍ଚା ତାଳଗଛରେ ଚଢ଼ିବା ଆଦୌ ସହଜ ନୁହେଁ। ଅନେକ ଅଭ୍ୟାସ କଲେ ଯାଇ ଜଣେ ଚଢ଼ିପାରିବେ ଏହି ଗଛ। ଭାବିଲେ ଦେଖି ଯଦି ଏଇ ତାଳଗଛର ଗଣ୍ଡିରେ ତେଲ ବୋଳି ଦିଆଯାଏ ପରିସ୍ଥିତି କେମିତି ହେବ! ଚଢ଼ିବା ଅସମ୍ଭବ ହେଇଯିବ…

ଆମ୍‌ଲେଟ୍‌ର ଦାମ୍‌ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପ୍ରତିଦିନ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର। ଆଉ ଏହା ପକେଟକୁ ସୁହାଇବା ଭଳି ଦାମ୍‌ରେ ବି ଉପଲବ୍ଧ ହୁଏ। ତେଣୁ ଅନେକେ ନିଜ ଖାଦ୍ୟ ତାଲିକାରେ ଏହାକୁ ସାମିଲ କରିଥାଆନ୍ତି। କିଏ ସିଝା ଖାଆନ୍ତି ତ କିଏ ଆମ୍‌ଲେଟ୍‌, ଭୁଜିଆ,…

ମା’ର ପଣତକାନିରେ ପ୍ରଥମ ରୋଜଗାରର ଖୁସି ଖୋଜୁଥିଲି

ମାଲକାନଗିରି ଜିଲା ଖଇରପୁଟ ପୋଷ୍ଟ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଗାଁରେ ମୋର ଜନ୍ମ। ଅଭାବି ପରିବାର ଭିତରେ ମୁଁ ବଡ଼ ହୋଇଛି। ବାପା ଇନ୍ଦ୍ରମଣି ପୂଜାରୀ ଗାଁଆରାଧ୍ୟ ଠାକୁର ଶ୍ରୀଶ୍ରୀ ଝାଡ଼େଶ୍ୱର ଶିବ ମନ୍ଦିରର ପୂଜକ ଭାବେ କାମ କରି ଯାହା ସ୍ବଳ୍ପ…

ହୀରାରେ ଲିପ୍‌ ଆର୍ଟ

ମେକ୍‌ଅପ୍‌ ଏକ ଆର୍ଟ ଓ ଏକ ସୃଜନଶୀଳ କାମ। ଯାହାର ସୃଜନଶୀଳତା ଯେତେ ସେ ସେତେ ଭିନ୍ନ ଓ ଆକର୍ଷକ ମେକ୍‌ଅପ୍‌ କରିପାରନ୍ତି। ଅଷ୍ଟ୍ରେଲିଆର କ୍ଲେର୍‌ ମାକ ନାମକ ଜଣେ ମେକ୍‌ଅପ୍‌ ଆର୍ଟିଷ୍ଟ ତ ଏହାକୁ ନେଇ ଓ୍ବାର୍ଲଡ୍‌ ରେକର୍ଡ ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?