Posted inଫୁରସତ

ଏହି ପିମ୍ପୁଡି କାମୁଡିଲେ ହୋଇପାରେ ମୃତ୍ୟୁ

ବିଶ୍ୱରେ ଜୀବଜନ୍ତୁଙ୍କର ବିଭିନ୍ନ ପ୍ରଜାତି ରହିଛନ୍ତି। ଏମାନଙ୍କ ମଧ୍ୟରୁ କେହି କେହି ମଣିଷର ଭଲ କରୁଥିବା ବେଳେ କେତେକ ହାନି ପହଞ୍ଚାଇଥାନ୍ତି। ଏମିତି ତ ଅନେକ ହାନିକାରକ ଜୀବଜନ୍ତୁ ଓ ସରୀସୃପଙ୍କ ସମ୍ପର୍କରେ ଶୁଣିଥିବେ। କିନ୍ତୁ ଏସବୁ ଭିତରେ ଏବେ ଏକ ପିମ୍ପୁଡ଼ି ସ୍ଥାନ ପାଇଛି। ସାଧାରଣରେ ପିମ୍ପୁଡ଼ି କାମୁଡ଼ିଦେଲେ ସାମାନ୍ୟ କଷ୍ଟ ହେବା ପରେ ସ୍ଥାନଟି ଫୁଲିଯାଏ ପରେ ଭଲ ହୋଇଯାଏ। କିନ୍ତୁ ଏହା ହେଉଛି ଦୁନିଆର ସବୁଠୁ ବିଷାକ୍ତ ପିମ୍ପୁଡ଼ି। ଏହି ପିମ୍ପୁଡ଼ି କାମୁଡ଼ିଲେ ମୃତ୍ୟୁ ସୁନିଶ୍ଚିତ। ଆଫ୍ରିକାର ଜଙ୍ଗଲରେ ଦେଖାଯାଉଥିବା ଏହି ପିମ୍ପୁଡ଼ିକୁ ସେମାନଙ୍କ ବିଷାକ୍ତ ଶୁଣ୍ଢ ଯୋଗୁ ଆର୍ମି ଆଣ୍ଟ୍‌ ବୋଲି କୁହାଯାଏ। ଏହା କାମୁଡ଼ିଲେ ଏତେ ଯନ୍ତ୍ରଣା ହୁଏ ଯାହାକି ମହୁମାଛି ଦଂଶନଠୁ ୩୦ଗୁଣା ଅଧିକ। ଏମାନଙ୍କୁ ଆର୍ମି ଆଣ୍ଟ୍‌ କୁହାଯିବାର ଅନ୍ୟ ଏକ କାରଣ ହେଉଛି, ଏମାନେ ସବୁବେଳେ ଦଳବଳ ହୋଇ ଚାଲୁଥାନ୍ତି। ଏକସଙ୍ଗେ ମିଶି ଏମାନେ ଶିକାର ଉପରେ ଆକ୍ରମଣ କରିଥାନ୍ତି। ଯଦି ଏହା ମଣିଷକୁ ଥରେ କାମୁଡ଼େ, ତେବେ ସପ୍ତାହେ ପର୍ଯ୍ୟନ୍ତ ଉଠିବସି ପାରିବା କଷ୍ଟକର ହୋଇପଡ଼େ। ଏମିତିକି ସମୟ ସମୟରେ ଏମାନଙ୍କ ବିଷ ଶରୀରରେ ଏଭଳି ଭାବେ ବ୍ୟାପିଯାଏ ଯେ, ୧୦-୧୫ ମିନିଟ୍‌ରେ ମଣିଷର ମୃତ୍ୟୁ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡାରେ ଲଜ୍ଜା, ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ଯାଇଥିବା ବେଳେ ହସ୍ପିଟାଲରେ ନାବାଳିକାଙ୍କୁ ବଳାତ୍କାର

ଝାରସୁଗୁଡ଼ା,୨୧।୫(ଆଶିଷ ରଞ୍ଜନ ଦାଶ): ରୋଗୀ ସେବା ପାଇଁ ଉଦ୍ଦିଷ୍ଟ ପବିତ୍ର ଚିକିତ୍ସାଳୟ ପରିସରରେ ଘଟିଯାଇଛି ଏକ ସଙ୍ଗୀନ ଓ ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଝାରସୁଗୁଡ଼ା ଜିଲା ମୁଖ୍ୟ…

ମମତାଙ୍କୁ ଲାଗିଲା ଜୋରଦାର ଝଟକା! ପ୍ରଥମେ ଶୋଚନୀୟ ପରାଜୟ, ଆଉ ଏବେ… ରାସ୍ତାକୁ ଓହ୍ଲାଇବେ ଦିଦି!

କୋଲକାତା,୨୧।୫: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଟିଏମସି ନେତ୍ରୀ ମମତା ବାନାର୍ଜୀଙ୍କ ଚିନ୍ତା ବୃଦ୍ଧି ପାଇଛି। ନିକଟରେ ରାଜ୍ୟ ବିଧାନସଭା ନିର୍ବାଚନରେ ଦମନମୂଳକ ପରାଜୟ ପରେ, ତାଙ୍କୁ…

ପରିବା ବିକାଳିଙ୍କ ଝିଅ ଯୁକ୍ତ ୨ ବିଜ୍ଞାନରେ ଟପ୍ପର: ଜିଲା ପାଇଁ ଆଣିଲେ ଗୌରବ

ମୋହନା,୨୧ା୫(ମନ୍ମଥ ମିଶ୍ର): ବାପା ଜଣେ ପରିବା ବ୍ୟବସାୟୀ, ହେଲେ ଝିଅ ଯୁକ୍ତ ଦୁଇ ବିଜ୍ଞାନରେ ୫୬୦ ନମ୍ବର ଆଣି ଜିଲା ପାଇଁ ଗୌରବ ଆଣିଛନ୍ତି। ଗଜପତି ଜିଲା…

ଏବେ ଗ୍ୟାସ ସିଲିଣ୍ଡର ବୁକିଂ ପାଇଁ ଦେବାକୁ ପଡିବ ଏତେ ଟଙ୍କା! ଜାରି ହେଲା ନୂଆ ଦାମ୍‌

ନୂଆଦିଲ୍‌ଲୀ,୨୧।୫: ପଶ୍ଚିମ ଏସିଆରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଏବଂ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି ଯୋଗୁଁ, ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ…

ରାଗିଯାଇ ପଡ଼ିଆରେ ଏମିତି କାମ କଲେ ହାର୍ଦ୍ଦିକ ପାଣ୍ଡ୍ୟା: BCCI ଦେଲା ଦଣ୍ଡ

ନୂଆଦିଲ୍ଲୀ,୨୧।୫: ଖେଳାଳି ଏବଂ ଦଳ ଅଧିକାରୀମାନଙ୍କ ପାଇଁ ପ୍ରଯୁଜ୍ୟ ଆଇପିଏଲ ଆଚରଣ ସଂହିତା (ସ୍ତର ୧) ଉଲ୍ଲଂଘନ କରି ଫସିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା।…

୪୦ ବିଲିୟନ ଡଲାର ନିବେଶ, ପ୍ରଯୁକ୍ତିବିଦ୍ୟା… ପ୍ରଧାନମନ୍ତ୍ରୀ ମୋଦିଙ୍କ ୫ ଦେଶ ଗସ୍ତରୁ କ’ଣ ହେଲା ହାସଲ? ଜାଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ, ୨୧।୫: ଭାରତ କେବଳ ଏକ ବଜାର ନୁହେଁ ବରଂ ବିଶ୍ୱର ପ୍ରମୁଖ ଅର୍ଥନୀତି ମଧ୍ୟରେ ଏକ ବିଶ୍ୱସ୍ତ ଶକ୍ତି ଭାବରେ ଉଭା ହେଉଛି। ଏହି କାରଣରୁ…

୪ ଓଭରଲୋଡ଼ିଙ୍ଗି ଚିପ୍ସ ବୋଝେଇ ହାଇୱା ଜବତ, ୨ଲକ୍ଷ ୭୭ ହଜାର…

ପାଟଣା,୨୧।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ପୋଲିସ ଓଭର ଲୋଡ ଥିବା ୪ଚିପ୍ସ ବୋଝେଇ ହାଇୱାକୁ ଗୁରୁବାର ପାଟଣା ବୈତରଣୀ ନଦୀ ବ୍ରିଜ ନିକଟରୁ ଜବତ…

ରାଜଧାନୀରେ ୨୪ଘଣ୍ଟାରେ ୫ଜଣଙ୍କୁ ହତ୍ୟା, ଘର ଭିତରେ ପଶି ମା’ପୁଅଙ୍କୁ ମାରିଦେଲେ

ନୂଆଦିଲ୍ଲୀ,୨୧।୫: ଜୀତାୟ ରାଜଧାନୀରେ ଅପରାଧ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ହୋଇଛି । ଏବେ ଦିଲ୍ଲୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri