ଫୁରସତ

ରିଭର ଅଫ୍‌ ଫାଇଭ୍‌ କଲର୍ସ

ପ୍ରକୃତି ତା’ କୋଳରେ ସଜାଇ ରଖିଛି ଅନେକ ସୁନ୍ଦର ସ୍ଥାନ। ପୃଥିବୀ ପୃଷ୍ଠରେ ଏଭଳି ମଧ୍ୟ ସ୍ଥାନ ରହିଛି ଯାହା ଦେଖିବାକୁ ଅସାଧାରଣ ଏବଂ ଆଶ୍ଚର୍ଯ୍ୟଜନକ । ସେହିଭଳି ଏକ ନଦୀ ରହିଛି କଲମ୍ବିଆରେ । ଏହି ନଦୀର ନାଁ ହେଉଛି…

କୋଲମର ପରିଚିତ ମଣିଷ ରାଜୁ: ପତ୍ର, କାଦୁଅ, କୋଇଲାରେ ଆଙ୍କନ୍ତି ଚିତ୍ର

ରାଜୁ, ଜଣେ ବାସହୀନ ବ୍ୟକ୍ତି। ତାଙ୍କର ପ୍ରକୃତ ପରିଚୟ, ଘରର ଠିକଣା କାହାକୁ ବି ଜଣା ନାହିଁ। ପୁରୁଣା ମଇଳା ପୋଷାକ ସାଙ୍ଗକୁ ଅମାନିଆ ଭାବେ ବଢିଯାଇଥିବା ତାଙ୍କର ନିଶ ଦାଢି ଜଣାଇଦିଏ ତାଙ୍କ ଦାରିଦ୍ର୍ୟର କଥା। ହେଲେ ପ୍ରତିଭା ତାଙ୍କର…

ସର୍କସର ନୂଆ ପ୍ରୟାସ: ସତ ନୁହେଁ, ହୋଲୋଗ୍ରାମ୍‌ ପ୍ରାଣୀ

ସର୍କସର ଆକର୍ଷଣ ଥାଏ ହାତୀ, ଘୋଡା, ବାଘ, ମାଙ୍କଡ ଭଳି ପ୍ରାଣୀଙ୍କ ଆଶ୍ଚର୍ଯ୍ୟଜନକ ଖେଳ। ପିଲାଠୁ ବୁଢା ସମସ୍ତେ ଏହାକୁ ଦେଖି ଆନନ୍ଦ ଉଠାନ୍ତି। ଏହିସବୁ ପ୍ରାଣୀଙ୍କୁ ବାଦ୍‌ ଦେଲେ ସର୍କସର ମାନେ କିଛି ରହେନା ବୋଲି ଅନେକେ ଭାବନ୍ତି। କିନ୍ତୁ…

ପର୍ଯ୍ୟଟନ: ବୁଲି ଯାଆନ୍ତୁ ହଳଦୀ ଉତ୍ପାଦନର ସହର ଇରୋଡ; ଜାଣନ୍ତୁ କ’ଣ ଦେଖିବେ

ତାମିଲନାଡୁସ୍ଥିତ ଏକ ଛୋଟ ସହର ହେଉଛି ଇରୋଡ। କାବେରୀ ନଦୀର ତଟଦେଶରେ ଅବସ୍ଥିତ ଏହି ସହରରେ ଭଲ ହଳଦୀ ଚାଷ କରାଯାଇଥାଏ। ତା’ଛଡ଼ା ହ୍ୟାଣ୍ଡଲୁମ୍‌ ବସ୍ତ୍ରର ମଧ୍ୟ ଏଠାରେ ବେଶ୍‌ ଚାହିଦା ରହିଛି… ତାମିଲନାଡୁର ଇରୋଡ ଜିଲା ଅନ୍ତର୍ଗତ ଏକ ଛୋଟ…

ବ୍ୟକ୍ତିତ୍ୱ: ଲେଖକ ଅମିତାଭ୍‌ ଘୋଷ

ଡେରାଡୁନ୍‌ର ‘ଦି ଡୁନ୍‌ ସ୍କୁଲ୍‌’ରେ ପଢୁଥିବା ବେଳେ ଅମିତାଭ୍‌ ଘୋଷଙ୍କର ସମସାମୟିକଙ୍କ ମଧ୍ୟରେ ଥିଲେ ଲେଖକ ବିକ୍ରମ୍‌ ସେଠ ଏବଂ ଐତିହାସିକ ରାମଚନ୍ଦ୍ର ଗୁହା। ସ୍କୁଲ୍‌ ସମୟରୁ ଲେଖାଲେଖି ଆରମ୍ଭ କରିଥିଲେ ଅମିତାଭ୍‌। ସେତେବେଳେ ସେ ଉଭୟ ଗପ ଓ କବିତା…

ଓଡ଼ିଶାର ସର୍ବବୃହତ୍‌ ପରିବାର: ଗୟାବନ୍ଧ ଗ୍ରାମର ଶ୍ରୀଚନ୍ଦନ ପରିବାର, ସଦସ୍ୟ ୧୨୩; ପାଲଟିଛି ଦୃଷ୍ଟାନ୍ତ

ଆଜିର ସମୟରେ ପରିବାର ଛୋଟରୁ ଛୋଟ ହୋଇ ଚାଲିଥିବାବେଳେ ଶ୍ରୀଚନ୍ଦନ ପରିବାର କିନ୍ତୁ ବ୍ୟତିକ୍ରମ। ୧୨୩ ସଦସ୍ୟ ବିଶିଷ୍ଟ ଏହି ପରିବାର ସମସ୍ତଙ୍କ ପାଇଁ ପାଲଟିଛି ଦୃଷ୍ଟାନ୍ତ… ଖୋର୍ଦ୍ଧା ସହରଠାରୁ ୧୬ ନଂ. ଜାତୀୟ ରାଜପଥରେ ବ୍ରହ୍ମପୁର ଆଡ଼କୁ ଗଲେ ୧୫…

ବାପା: ଯାହାଙ୍କ ଗାଳିରେ ଲୁଚି ରହିଥାଏ ସ୍ନେହାର୍ଶୀବାଦ, ପାଖରେ ଥିଲେ ଦେହରେ ଆସେ ଶତ ସିଂହର ବଳ

ସିଏ ପାଖରେ ଥିଲେ ଦେହରେ ଶତ ସିଂହର ବଳ ଆସେ। କୌଣସି କଥାକୁ ଭୟ ଲାଗେନା କି ଚଲାପଥରେ କେବେ କଣ୍ଟା ଫୁଟେନା। କିନ୍ତୁ ବେଳେବେଳେ ପିଲାଙ୍କୁ ସୁପଥଗାମୀ କରାଇବା ପାଇଁ ସେଇ ବାପା ନିଜକୁ କଠୋର କରନ୍ତି, ରାଗନ୍ତି, ଗାଳି…

ଗଣିତ, ବିଜ୍ଞାନକୁ ଡରି ପାଠପଢ଼ା ଛାଡ଼ି ଦେଇଥିବା ବ୍ୟକ୍ତିଜଣକ ୮୫ ବର୍ଷରେ କଲେ ଗ୍ରାଜୁଏଶନ୍‌

ଦୃଢ଼ ଇଚ୍ଛାଶକ୍ତି ଥିଲେ ମଣିଷ ସବୁ ଅସମ୍ଭବ ସମ୍ଭବ କରିପାରେ। ଏଥିପାଇଁ ବୟସ ମଧ୍ୟ ପ୍ରତିବନ୍ଧକ ସାଜେ ନାହିଁ। ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଲସ୍‌ ଏଞ୍ଜଲସ୍‌ର ଜଣେ ୮୫ ବର୍ଷୀୟ ବୃଦ୍ଧ। ଗଣିତ ଏବଂ ବିଜ୍ଞାନକୁ ଡରି ଯିଏ…

ପ୍ରେମୀ ଯୁଗଳଙ୍କୁ ସୁରକ୍ଷା ଦିଏ ଏହି ମନ୍ଦିର…

ପ୍ରେମ ବାଧା ବନ୍ଧନ ମାନି ନ ଥାଏ। କେତେକ ପ୍ରେମୀଯୁଗଳ ଘରୁ ଲୁଚି ପରିବାର ସଦସ୍ୟ ଓ ସମାଜର ନିୟମକୁ ନ ମାନି କରିଥାନ୍ତି ବିବାହ। ତେବେ ସେମାନଙ୍କ ସୁରକ୍ଷା ନେଇ ଅନେକ ସମୟରେ ସୃଷ୍ଟି ହୋଇଥାଏ ସମସ୍ୟା। ହିମାଚଳ ପ୍ରଦେଶରେ…

ଏସବୁ ଜିନିଷକୁ ଗୋଡ଼ ଲଗାଉଛନ୍ତି କି? ତା’ହେଲେ ହୋଇ ଯାଆନ୍ତୁ ସର୍ତକ,ନିଜ ଉପରେ ଆସିପାରେ ବିପତ୍ତି

ସାଧାରଣତଃ ଅଜାଣତରେ ବେଳେବେଳେ ଆମ ଗୋଡ଼ ଏଠି ସେଠି ବାଜିଯାଇଥାଏ। ହେଲେ ଆମେ ସେଥିପ୍ରତି ଏତେଟା ଧ୍ୟାନ ଦେଇ ନ ଥାଉ। କିଛି ଲୋକ ଜାଣିଶୁଣି ମଧ୍ୟ କିଛି ଜିନିଷ ବା ବ୍ୟକ୍ତିଙ୍କୁ ଗୋଇଠା ମାରି ଦେଇଥାନ୍ତି। ମାତ୍ର ଏହା ସେମାନେ…

ବିଶ୍ୱର ବିପଦସଙ୍କୁଳ ରେଳମାର୍ଗ, ଯେଉଁଠାକୁ ଯିବା ମୃତ୍ୟୁକୁ ଆଲିଙ୍ଗନ ସଙ୍ଗେ ସମାନ: ଏଥିରେ ରହିଛି ଭାରତ

ବିଶ୍ୱରେ ଏପରି କିଛି ସ୍ଥାନ ରହିଛି, ଯେଉଁ ସ୍ଥାନକୁ ଯିବା ବ୍ୟକ୍ତିଙ୍କ ପାଇଁ ବିପଦ ହୋଇଥାଏ। କେଉଁଠି ପାହାଡ଼ ତ କେଉଁଠି ଜଙ୍ଗଲ ବିପଦସଙ୍କୁଳ ସ୍ଥାନ ହୋଇଥାଏ। ଏସବୁ ସ୍ଥାନରେ ଟିକିଏ ଭୁଲ୍‌ରେ ଜୀବନ ଯିବାର ଆଶଙ୍କା ଥାଏ। ଯେଉଁଠାକୁ ଯିବା…

ଏମିତି ସ୍କୁଲ : ଯେଉଁଠି ଫି’ ବଦଳରେ ପ୍ଲାଷ୍ଟିକ ବୋତଲ ନିଅନ୍ତି ଛାତ୍ରୀଛାତ୍ର

ନାଇଜେରିଆରେ ଏମିତି ଏକ ସ୍କୁଲ ରହିଛି ଯେଉଁଠି ଛାତ୍ରୀଛାତ୍ରଙ୍କୁ ସ୍କୁଲ ଫି’ବଦଳରେ ପ୍ଲାଷ୍ଟିକ ବୋତଲ ନେଇ ଯିବାକୁ ପଡ଼ିଥାଏ। ନାଇଜେରିଆର ଲୋଗସ ସହରରେ ରହିଛି ଏହି ସ୍କୁଲ। ଛାତ୍ରୀଛାତ୍ର ଫି’ ବଦଳରେ ସ୍କୁଲକୁ ପ୍ଲାଷ୍ଟିକ ବୋତଲ ନେଇ ଯାଇଥାନ୍ତି। ଏହା ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?