ଏହି ମନ୍ଦିର ଉପରେ ପ୍ରତି ୧୨ ବର୍ଷରେ ଥରେ ହୁଏ ବଜ୍ରପାତ…
ଭାରତରେ ଥିବା ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ସେହିପରି କେତେକ ମନ୍ଦିରରେ ଥିବା ରହସ୍ୟ ଆଧୁନିକ ବିଜ୍ଞାନ ମଧ୍ୟ ସମାଧାନ କରିପାରି ନାହିଁ। ହିମାଚଳପ୍ରଦେଶ କୁଲ୍ଲୁଠାରୁ ପ୍ରାୟ ୧୮ କିଲୋମିଟର ଦୂରରେ ଏପରି ଏକ ରହସ୍ୟମୟ ଶିବ ମନ୍ଦିର…
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜୀବନ ବଞ୍ଚାଇବ ଏହି ବେଡ୍
ଦିନକୁ ଦିନ ପ୍ରାକୃତିକ ବିପର୍ଯ୍ୟୟ ମାଡ଼ିଆସୁଛି। ଏଥିରେ ବହୁ ଧନଜୀବନ ହାନି ମଧ୍ୟ ହେଉଛି। କିନ୍ତୁ ଏମିତି ଏକ ବେଡ୍ ନିର୍ମାଣ କରାଯାଇଛି ଯାହା ବିପର୍ଯ୍ୟୟ ସମୟରେ ଜୀବନ ବଞ୍ଚାଇ ଦେବ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଆମେରିକାର ଓକ୍ଲାହୋମା ସହରସ୍ଥିତ…
ମାଛବନ୍ୟା
କଥାଟା ଶୁଣିବାକୁ ବିଚିତ୍ର ଲାଗୁଥାଇପାରେ। ଉପର ମୁଣ୍ଡରେ ବର୍ଷାହେଲେ ନଦୀନାଳରେ ପାଣିପଶେ। ତାହାର ପ୍ରଭାବରେ ବନ୍ୟା ସୃଷ୍ଟିହୁଏ। ବେଳେବେଳେ ସେହି ବନ୍ୟା ପ୍ରଳୟର ରୂପ ଧାରଣ କରେ। ତେବେ ମାଛରେ କେମିତି ବନ୍ୟା ଆସିବ। ହଁ ବେଳେବେଳେ ଆକାଶରୁ ମାଛବର୍ଷା ହୁଏ।…
ଟିପ୍ସ: ସୁରକ୍ଷିତ ସୋଶିଆଲ ସାଇଟ୍ସ ପାଇଁ….
* ସର୍ବଦା ନିଜର ସୋଶିଆଲ ସାଇଟ୍ସ୍ ପାଇଁ ଷ୍ଟ୍ରଙ୍ଗ ପାସଓ୍ବାର୍ଡ ବ୍ୟବହାର କରନ୍ତୁ। * ପାସଓ୍ବାର୍ଡ ପାଇଁ ନମ୍ବର, ଲେଟର, ସ୍ପେଶିଆଲ କ୍ୟାରେକ୍ଟର ଆଦିର ମିଶ୍ରଣକୁ ବ୍ୟବହାର କରନ୍ତୁ। * ବିଭିନ୍ନ ସୋଶିଆଲ ସାଇଟ୍ସ୍ ପାଇଁ ଭିନ୍ନ ଭିନ୍ନ ପାସଓ୍ବାର୍ଡ ବ୍ୟବହାର…
ଅଷ୍ଟ୍ରେଲିଆର ବଡି ପେଣ୍ଟିଂ ଫେଷ୍ଟିଭାଲ, ଭାଗ ନେଇଥାନ୍ତି ୫୦ ଦେଶର ପ୍ରତିଯୋଗୀ
ବିଭିନ୍ନ ସଉକ ମଧ୍ୟରୁ ଅନ୍ୟତମ ପେଣ୍ଟିଂ ବା ଚିତ୍ରାଙ୍କନ। କାନଭାଷ ଉପରେ ରଙ୍ଗତୂଳୀ ଧରି ଚିତ୍ରକର ଅତି ସୁନ୍ଦର ଭାବେ ଚିତ୍ରକୁ ଆଙ୍କିଥାନ୍ତି, ଯାହା ଦେଖିବାକୁ ଖୁବ୍ ଜୀବନ୍ତ ମଧ୍ୟ ଲାଗେ। ତେବେ ମଣିଷ ଦେହରେ ପେଣ୍ଟିଂ କଥା କେବେ ଚିନ୍ତା…
ଟେବୁଲ ଟେନିସ୍ ଡୋର୍
ଅନେକଙ୍କୁ ଟେବୁଲ ଟେନିସ୍ ଖେଳିବାକୁ ଭଲ ଲାଗେ। ହେଲେ ଘରେ ଏହାର ଟେବୁଲ ରଖିବାକୁ ଜାଗା ହେଉ ନ ଥିବାରୁ ମନ ମାରି ରହିବାକୁ ହୁଏ। ଏବେ କିନ୍ତୁ ଘର ଭିତରେ ଖେଳିପାରିବେ ଏହି ଖେଳ। ଆଉ ଟେବୁଲ ରଖିବାର ସମସ୍ୟା…
ରୁଟି କମ୍ବଳ: ଶିଶୁକୁ ଦେବ କ୍ୟୁଟ୍ ଲୁକ୍
ଶିଶୁଙ୍କୁ ମା’ବାପା ବିଭିନ୍ନ ରୂପରେ ସଜେଇବାକୁ ଭଲ ପାଇଥାଆନ୍ତି। ତେଣୁ ବିଭିନ୍ନ ଡିଜାଇନ୍ର ପୋଷାକ, ଆସେସରିଜ୍ ପିନ୍ଧାନ୍ତି। ଏବେ ଶୋଇବା ସମୟରେ ବି ପିଲାଙ୍କୁ ଦେଇ ହେବ ଭିନ୍ନ ଏକ ଲୁକ୍, ଯେଉଁଥିରେ ଶିଶୁ ଆରାମ ଅନୁଭବ ବି କରିବ। ତା’…
ପୋଷା କୁକୁରଙ୍କ ପାଇଁ ‘ଡଗ୍ବ୍ରେଲା’
ବର୍ଷାର ସାଥୀ ଛତା। ଏହା କାହିଁ କେଉଁ କାଳରୁ ମଣିଷକୁ ଓଦା ହେବାରୁ ବଞ୍ଚାଇ ଆସୁଛି। ହେଲେ ପ୍ରାଣୀମାନଙ୍କୁ ସେମିତି ଭିଜିବାକୁ ହୁଏ ବର୍ଷାରେ ଅବା କେଉଁଠି ନିରାପଦ ସ୍ଥାନଟିଏ ପାଇଲେ ମୁଣ୍ଡ ଗୁଞ୍ଜନ୍ତି। ଘରର ପୋଷା ଜୀବଜନ୍ତୁଙ୍କୁ ବି ବର୍ଷାରେ…
ସର୍ବହରା ମା’ବାପା
ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତର ସ୍ବପ୍ନ ସବୁ ମା’ବାପା ଦେଖନ୍ତି। ତାକୁ ପୂରଣ କରିବାକୁ ଦିନରାତି ଏକାକାର କରି ପରିଶ୍ରମ କରନ୍ତି। ବେଳେବେଳେ ତ ନିଜର ସର୍ବସ୍ବ ହରାଇ ବସନ୍ତି। ତଥାପି ନ ଥାଏ ସେମାନଙ୍କର ଦୁଃଖ। ସେମିତି ଏକ ମା’ବାପାଙ୍କ କରୁଣ…
ପର୍ଯ୍ୟଟନସ୍ଥଳୀ: ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସହର ହୋସ୍ପେଟ୍, ସାଇତି ରଖିଛି ପ୍ରାଚୀନ ଯୁଗର ସ୍ମାରକୀ
କର୍ନାଟକର ବେଲ୍ଲାରି ଜିଲା ଅନ୍ତର୍ଗତ ଏକ ସୁନ୍ଦର ପର୍ଯ୍ୟଟନସ୍ଥଳୀ ହେଉଛି ହୋସ୍ପେଟ୍, ଯାହା ନିଜର ଐତିହାସିକ ତଥା ପ୍ରାକୃତିକ ମହତ୍ତ୍ୱ ପାଇଁ ବେଶ୍ ପ୍ରସିଦ୍ଧ। ତୁଙ୍ଗଭଦ୍ରା ନଦୀ କୂଳରେ ଥିବା ଏହି ଛୋଟ ସହରଟି କର୍ନାଟକସ୍ଥିତ ଅନ୍ୟତମ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ହାମ୍ପିଠାରୁ…
ପ୍ରଥମ ଦରମାରେ ହାଇଡେସ୍କ ଓ ବେଞ୍ଚ କିଣିଥିଲି: ଡ.ଚନ୍ଦ୍ରଶେଖର ଦାଶ
ପ୍ରାଧ୍ୟାପକ, ପ୍ରାବନ୍ଧିକ ତଥା ଉଦ୍ଘୋଷକ ଡ.ଚନ୍ଦ୍ରଶେଖର ଦାଶ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ରତନପୁର ଗାଁରେ ମୋ ଜନ୍ମ। ଜନତା ଉଚ୍ଚ ବିଦ୍ୟାଳୟରୁ ୧୯୭୫ ମସିହାରେ ଏକାଦଶ ଶ୍ରେଣୀ ପାସ୍ କରିବା…
ମାନବବାଦୀ ଲେଖିକା
ବିଶ୍ୱ ସାହିତ୍ୟ ହେଉ କି ଆଞ୍ଚଳିକ ସାହିତ୍ୟ- ତାହାର ଆରମ୍ଭ ହୋଇଥିଲା ଫାଣ୍ଟାସୀ ବା କଳ୍ପନାରୁ। ତେବେ ସମୟକ୍ରମେ ଧୀରେ ଧୀରେ ସାହିତ୍ୟର ଧାରା ବଦଳିଲା। ସାହିତ୍ୟ କଳ୍ପନା ବିଳାସର କଥା କହିବା ବନ୍ଦକରି ସମାଜର କଥା କହିଲା। ସାମାଜିକ ସମସ୍ୟାର…
Archives


