Posted inଫୁରସତ

ଟିପ୍ସ: ସୁରକ୍ଷିତ ସୋଶିଆଲ ସାଇଟ୍‌ସ ପାଇଁ….

* ସର୍ବଦା ନିଜର ସୋଶିଆଲ ସାଇଟ୍ସ୍‌ ପାଇଁ ଷ୍ଟ୍ରଙ୍ଗ ପାସଓ୍ବାର୍ଡ ବ୍ୟବହାର କରନ୍ତୁ।
* ପାସଓ୍ବାର୍ଡ ପାଇଁ ନମ୍ବର, ଲେଟର, ସ୍ପେଶିଆଲ କ୍ୟାରେକ୍ଟର ଆଦିର ମିଶ୍ରଣକୁ ବ୍ୟବହାର କରନ୍ତୁ।
* ବିଭିନ୍ନ ସୋଶିଆଲ ସାଇଟ୍ସ୍‌ ପାଇଁ ଭିନ୍ନ ଭିନ୍ନ ପାସଓ୍ବାର୍ଡ ବ୍ୟବହାର କରନ୍ତୁ।
* ଯଦି ମୋବାଇଲ୍‌ରେ କୌଣସି ସୋଶିଆଲ ସାଇଟ୍ସ୍‌ ଆପ୍‌ ଇନ୍‌ଷ୍ଟଲ କରିଛନ୍ତି ତେବେ ମୋବାଇଲକୁ ପାସଓ୍ବାର୍ଡ ଦ୍ୱାରା ଲକ୍‌ କରି ରଖନ୍ତୁ।
* କୌଣସି ସୋଶିଆଲ ସାଇଟ୍ସ୍‌କୁ ବ୍ୟବହାର କରିସାରିବା ପରେ ଲଗ୍‌ ଆଉଟ କରନ୍ତୁ।
* କେବଳ ଜଣାଶୁଣା ଲୋକଙ୍କ ଫ୍ରେଣ୍ଡ ରିକ୍ୱେଷ୍ଟ ହିଁ ଆକ୍‌ସେପ୍ଟ କରନ୍ତୁ।
* ଅଜଣା ଫ୍ରେଣ୍ଡ ରିକ୍ୱେଷ୍ଟ ଆକ୍‌ସେପ୍ଟ କରିବା ପୂର୍ବରୁ ବ୍ୟକ୍ତିଙ୍କ ପ୍ରୋଫାଇଲ ଏବଂ ପୋଷ୍ଟକୁ ଭଲଭାବେ ଯାଞ୍ଚ କରିନିଅନ୍ତୁ।
*ସୋଶିଆଲ ସାଇଟ୍ସରେ ଆସିଥିବା କୌଣସି ଅଜଣା ଲିଙ୍କ୍‌କୁ କ୍ଲିକ୍‌ କରନ୍ତୁ ନାହିଁ ଏହାଦ୍ୱାରା ପ୍ରୋଫାଇଲ ହ୍ୟାକ୍‌ ହେବାର ସମ୍ଭାବନା ଥାଏ।
*ନିଜର କୌଣସି ବ୍ୟକ୍ତିଗତ ସୂଚନା ବା ଡାଟା ସୋଶିଆଲ ସାଇଟ୍ସରେ ଶେୟାର କରନ୍ତୁ ନାହିଁ।
* ଅଜଣା ବ୍ୟକ୍ତିଙ୍କ ସହ ଭିଡିଓ ଚାର୍ଟ ବା ଭଏସ୍‌ ଚାର୍ଟ କରିବାଠାରୁ ନିବୃତ୍ତ ରୁହନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

ଡେବ୍ରିଗଡ଼ ଅଭୟାରଣ୍ୟ: ବିରଳ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢୁଛି

ସାରା ଦେଶରେ ବିରଳ ତଥା ସଂରକ୍ଷିତ ଧାରା ‘ସିଡ୍ୟୁଲ-୧’ ଶ୍ରେଣୀଭୁକ୍ତ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଥିବା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ହୀରାକୁଦ…

ପିଠି କୁଣ୍ଡାଇ ମାସକୁ ରୋଜଗାର ୧୪ ଲକ୍ଷ, ମାର୍କେଟରେ ମିଳୁଛି ଏମିତି ସୁବିଧା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବେଜିଂ, ୪।୯: ଚାଇନାର ଜଣେ ୩୨ ବର୍ଷୀୟ ଉଦ୍ୟୋଗୀ ଏକ ସାଧାରଣ ସମସ୍ୟାକୁ ଏକ ଅନନ୍ୟ ଏବଂ ସଫଳ ବ୍ୟବସାୟିକ ଧାରଣାରେ ପରିଣତ କରିଛନ୍ତି। ଲୋକମାନେ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri