ଭୂତମେଳା
ଉତ୍ତର ପ୍ରଦେଶ ମିର୍ଜାପୁର ଅହୋରାହ ଥାନା ଅଞ୍ଚଳରେ ବରହି ଗାଁରେ ଦେଖିବାକୁ ମିଳେ ଏକ ଅଜବ ମେଳା। ସ୍ଥାନୀୟ ଲୋକେ ଏହାକୁ ଭୂତଙ୍କ ମେଳା ବୋଲି କୁହନ୍ତି। କାରଣ ଏଠାକୁ ବେଶୀ ଭୂତ ପ୍ରେତ ଆସିଥାଆନ୍ତି ବୋଲି ଏହି ମେଳାର ନାମ…
ନିଜ ପାଇଁ ବର ଖୋଜୁଛନ୍ତି ଏହି ଯୁବତୀ, ମନପସନ୍ଦର ସାଥୀ ମିଳିଲେ ତାଙ୍କୁ ଦେବେ ୬୫ କୋଟି ଟଙ୍କା
ମନପସନ୍ଦର ଜୀବନସାଥୀଟିଏ ପାଇବାକୁ ସମସ୍ତଙ୍କର ସ୍ବପ୍ନ ଥାଏ। ବିବାହ ପ୍ରସଙ୍ଗରେ ଝିଅ ହେଉ କି ପୁଅ କାହାକୁ ଏଥିରେ ତରବରିଆ ପଦକ୍ଷେପ ନେବା ଉଚିତ୍ ନୁହେଁ। ଏମିତିରେ ରୁଷିଆର ମଡେଲ୍ ଆନ୍ନା ନିଜ ପସନ୍ଦର ପୁଅ ସହ ବିବାହ ରଚିବାକୁ ଆଗ୍ରହ…
ଏଜୁକେଶନ ଟୁରିଜମ୍ ନୂଆ ସୁଯୋଗ
ଭାରତରେ ଏବେ ୧୦,୩୦୦ରୁ ଊର୍ଦ୍ଧ୍ୱ ଶିକ୍ଷାନୁଷ୍ଠାନ ରହିଥିବା ବେଳେ ଏହି ଶିକ୍ଷାନୁଷ୍ଠାନଗୁଡ଼ିକରେ ୩୮ ଲକ୍ଷରୁ ଅଧିକ ସିଟ୍ ରହିଛି। ଇଞ୍ଜିିନିୟରିଂ, ଆର୍କିଟେକ୍ଚର, ମ୍ୟାନେଜମେଣ୍ଟ, ଫାର୍ମାସୀ, ଆର୍ଟ ଆଣ୍ଡ୍ କ୍ରାଫ୍ଟ ପରି ବିଷୟରେ ଅତି ବେଶିରେ ୨୦ ଲକ୍ଷ ସିଟ୍ରେ ନାମଲେଖା ହେଉଛି।…
ବିଶ୍ୱ ଆଣବିକ ପରୀକ୍ଷଣ ନିରୋଧୀ ଦିବସ
ଆଣବିକ ପରୀକ୍ଷଣ କରି ଏବେ ସବୁ ଦେଶ ନିଜର ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛନ୍ତି। ଏହା ପୃଥିବୀ ପ୍ରତି କେତେ ଯେ ବିପଦପୂର୍ଣ୍ଣ ତାହା କେହି ବି ଚିନ୍ତା କରୁନାହାନ୍ତି। ପ୍ରଥମେ ଜୁଲାଇ ୧୬, ୧୯୪୫ରେ ଆଣବିକ ପରୀକ୍ଷଣ କରାଯାଇଥିଲା। ଆମେରିକା…
ଚା’ପ୍ରେମୀଙ୍କ ପାଇଁ ଖୁସି ଖବର: ତନ୍ଦୁରି ପରେ ଏବେ ମାର୍କେଟରେ ବିରିୟାନୀ ଟି’ର ଜମିବ ଆସର
ତନ୍ଦୁରି ଚା’ ବିଷୟରେ ଆପଣ ଅନେକ କିଛି ଶୁଣିଥିବେ। ଖୁବ୍ କମ୍ ଦିନରେ ଏହାର ଲୋକପ୍ରିୟତା ବଢ଼ିବା ଯୋଗୁ ପ୍ରାୟ ସବୁ ଜାଗାରେ ଏହା ମିଳିବା ଆରମ୍ଭ କରିଦେଲାଣି। ତେବେ ଏହାକୁ ଟକ୍କର ଦେବା ଭଳି ଏକ ନୂଆ ଚା’ ବଜାରକୁ…
ଏଥର ଇକୋ ଫ୍ରେଣ୍ଡ୍ଲୀ ଗଣେଶ
କୋଏମ୍ବାଟୁର,୨୮।୮: ଗଣେଶ ଚତୁର୍ଥୀ ଭାଦ୍ରବ ଶୁକ୍ଳପକ୍ଷରେ ପଡ଼ୁଥିବା ବେଳେ ଚଳିତବର୍ଷ ସେପ୍ଟେମ୍ବର ୨ରେ ଏହା ପାଳନ କରାଯିବ। ବିଘ୍ନବିନାଶନଙ୍କ ପୂଜା ଆଉ କିଛି ଦିନ ବାକି ରହିଲା। ଏନେଇ ପଲ୍ଲୀଠୁଁ ସହର ସବୁ ଉତ୍ସବମୁଖର ହୋଇପଡ଼ିଛି। କାରିଗରମାନେ ଗଣେଶ ମୂର୍ତ୍ତି ତିଆରି…
ତିନିମାସକୁ ବିଦ୍ୟୁତ ବିଲ୍ ୫୭ ଲକ୍ଷ ଟଙ୍କା
ଧୌଲାନା: ଘରେ ଜଳୁଛି ଗୋଟିଏ ବଲ୍ବ, ବୁଲୁଛି ଗୋଟିଏ ଫ୍ୟାନ, କିନ୍ତୁ ବିଦ୍ୟୁତ ବିଲ୍ ୫୭ ଲକ୍ଷ ଟଙ୍କାରୁ ବେଶି ଆସିଛି। ତିନିମାସକୁ ଏହି ଦେୟ ଧାର୍ଯ୍ୟ କରାଯାଇଛି। ଏଭଳି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଧୌଲନା ଅଞ୍ଚଳର ବଝାଦେ କଲାଂ…
ଯେଉଁଠି ଲୋକେ ମ।ତା ସୀତାଙ୍କୁ ରାବଣର ଝିଅ ମାନନ୍ତି
କେଲଂ :ଭାରତରେ ଧର୍ମଶାସ୍ତ୍ରରେ ଯାହା ମାନ୍ୟତା ରହିଛି ତା’ର ବ୍ୟତିକ୍ରମ ପରିଲକ୍ଷିତ ହୁଏ ବିଭିନ୍ନ ସ୍ଥାନରେ। ରାମାୟଣକୁ ନେଇ ଏମିତି ଏକ ଭିନ୍ନ ମାନ୍ୟତା ରହିଛି ହିମାଚଳ ପ୍ରଦେଶର ଲୋହୌଲ ସ୍ପିତିରେ। ସେଠାରେ ମାତା ସୀତାଙ୍କୁ ରାବଣର ଝିଅ ବୋଲି ଲୋକମାନେ…
ଶିଶୁ ଶ୍ରମିକଙ୍କ ପାଇଁ ଆଲୋକବର୍ତ୍ତିକା ସାଜିଛନ୍ତି ଭାନୁଜା
ଉତ୍ତର ପ୍ରଦେଶ ବନାରସର କିଛି ଯୁବଗୋଷ୍ଠୀ ଉଠାଇଛନ୍ତି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ସ୍ଥାନୀୟ ଅଞ୍ଚଳରେ ଚାଲିଥିବା ଇଟାଭାଟିରେ କାର୍ଯ୍ୟରତ ଶ୍ରମିକଙ୍କ ଶିଶୁଙ୍କୁ ଶିକ୍ଷିତ କରିବାକୁ ଚଳାଇଛନ୍ତି ପ୍ରୟାସ। ଏଠାରେ ତିଆରି ହୋଇଛି ଏକ ପାଠଶାଳା। ଯେଉଁଠାରେ ପ୍ରତିଦିନ ଶ୍ରମିକଙ୍କ ପିଲାଙ୍କୁ ପ୍ରାୟ…
ଗେଣ୍ଡାରୁ ପ୍ରସ୍ତୁତ ହେବ କ୍ୟାନ୍ସର ଔଷଧ
ସିଡ୍ନୀ: ଅଷ୍ଟ୍ରେଲିଆର ସମୁଦ୍ରରେ ଦେଖାଯାଉଥିବା ଏକ ପ୍ରକାର ଗେଣ୍ଡା ହ୍ବାଇଟ ସି’ ସ୍ନେଲ୍ର କ୍ୟାନ୍ସର ପ୍ରତିରୋଧକ ଗୁଣ ରହିଛି ବୋଲି ଗବେଷକମାନେ କହିଛନ୍ତି। ଏହାର ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଇନ୍ଫ୍ଲମାଟୋରି ଗୁଣ ମଧ୍ୟ ରହିଛି। ଏହି ଗେଣ୍ଡାର ମ୍ୟୁକସ ବା…
ଇଣ୍ଟର୍ନ୍ୟାଶନାଲ ସ୍ପେସ୍ ସେଣ୍ଟରରେ ପହଞ୍ଚିଲା ହ୍ୟୁମାନୋଏଡ୍ ରୋବୋ
ଓ୍ବାଶିଂଟନ: ରୁଷିଆର ପ୍ରଥମ ରୋବୋକୁ ନେଇ ଯାଇଥିବା ସୋୟୁଜ ଯାନ ନିର୍ଦ୍ଧାରିତ ସମୟର ବିଳମ୍ବରେ ହେଉ ପଛେ ସଫଳତାର ସହ ଇଣ୍ଟରନ୍ୟାଶନାଲ ସ୍ପେସ୍ ଷ୍ଟେଶନ୍( ଆଇଏସ୍ଏସ୍)ରେ ଅବତରଣ କରିଛି। ଏହାର ସଞ୍ଚାଳନ ପ୍ରଣାଳୀରେ କିଛି ତ୍ରୁଟି ଦେଖାଦେଇଥିବାରୁ ଅବତରଣରେ ବିଳମ୍ବ ହୋଇଛି।…
ଏପରି ଅଫିସ୍ ଯେଉଁଠି କର୍ମଚାରୀଙ୍କୁ ଶୌଚାଳୟ ଯିବା ମନା…
ଆମେରିକାରେ ଅନେକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଶୌଚାଳୟ ଯିବାକୁ ବାରଣ କରାଯାଇଥାଏ । ବାରମ୍ବାର ଶୌଚାଳୟ ଯିବାଦ୍ୱାରା କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବାରୁ କମ୍ପାନୀରେ ଏଭଳି ନିୟମ ପ୍ରଣୟନ କରାଯାଇଛି। କର୍ମଚାରୀଙ୍କୁ କମ୍ପାନୀ ପକ୍ଷରୁ ହଗିସ୍ ଏବଂ ନ୍ୟାପକିନ୍…
Archives


