ଫୁରସତ

ଦାମ୍ପତ୍ୟ ଜୀବନରେ ନିବିଡ଼ତା କମାଉଛି ସେଲ୍‌ ଫୋନ୍‌

ଓହିଓ: ସେଲ୍‌ ଫୋନ୍‌ ଯୋଗୁ ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି ହେଉଛି । ମୋବାଇଲରୁ ହେଉଥିବା ବିକିରଣ ଯୋଗୁ ମସ୍ତିଷ୍କ ଉପରେ ଏହାର କୁପ୍ରଭାବ ପଡୁଛି। ହାଇପୋଥାଲାମସ୍‌ରେ ନକାରାତ୍ମକ ପ୍ରଭାବ ଯୋଗୁ ହାପିନେସ୍‌ ହରମୋନ୍‌ କ୍ଷରଣରେ ବାଧା ସୃଷ୍ଟି ହୋଇଥାଏ ବୋଲି…

ନବଜାତ ଶିଶୁ କେବଳ ମା’ କଥା ହିଁ ବୁଝିପାରେ

ନ୍ୟୁୟର୍କ: ନୂଆକରି ଦୁନିଆକୁ ଆସିଥିବା ଶିଶୁ ପାଇଁ ସବୁ ଜିନିଷ ଅଲଗା ଅଲଗା ଲାଗିଥାଏ। ଅନ୍ୟ କେଉଁ ଶବ୍ଦ ନ ଜାଣିଲେ ମଧ୍ୟ ନବଜାତ ଶିଶୁ ମା’ର କଥା ବୁଝିପାରେ। ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏସମ୍ପର୍କରେ ପ୍ରକାଶ…

ମାଗଣାରେ ଖାଇବାକୁ ଡେଟ୍‌ରେ ଯାଆନ୍ତି ଯୁବତୀ

କାଲିଫର୍ନିଆ: ବିବାହ ବା ରିଲେଶପଶିପରେ ରହିବା ପୂର୍ବରୁ ପରସ୍ପରକୁ ଜାଣିବା ପାଇଁ ପୁଅ-ଝିଅ ଡେଟିଂରେ ଯାଉଥିବା କଥା କିଛି ନୂଆ ନୁହେଁ। ଅନ୍‌ଲାଇନ୍‌ ଡେଟିଂ ଆପ୍‌ରୁ ହେଉ କି ସୋସିଆଲ ମିଡିଆରୁ ପରିଚିତ ବନ୍ଧୁ ହୁଅନ୍ତୁ, ପ୍ରଥମେ ଡେଟ୍‌ରେ ଯିବାକୁ ସମସ୍ତେ…

ଯେଉଁଠି ବର କନ୍ୟାଙ୍କ ଗୋଡ଼ ଛୁଇଁ କରନ୍ତି ତ୍ରିବାର ସତ୍ୟ…

ବିବାହକୁ ନେଇ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୀତିନୀତି ରହିଆସିଛି। ବେଳେବେଳେ ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଇଣ୍ଡୋନେସିଆ ଦାନି ଜନଜାତି ସମ୍ପ୍ରଦାୟରେ ବିବାହ ସମୟରେ କନ୍ୟା ପାଦ ଆଙ୍ଗୁଳିର ନଖ ଛୁଇଁ ବରକୁ ତ୍ରିବାର ସତ୍ୟ କରିବାକୁ ହୁଏ। ବିବାହପରେ…

୨୦୯ ବର୍ଷ ପୁରୁଣା କବରସ୍ତାନରେ ହେବ ରେଳଷ୍ଟେଶନ: ବାହାର କରାଯିବ ୬ହଜାର ୫ଶହ ମଣିଷ କଙ୍କାଳ

ବର୍ମିଂହାମ୍‌,୨୪।୯: ବ୍ରିଟେନରେ ଏକ ୨୦୯ ବର୍ଷ ପୁରୁଣା କବରସ୍ତାନରେ ରେଳଷ୍ଟେଶନ କରାଯିବା ଳାଗି ଯୋଜନା ହୋଇଛି। ଏଠାରେ ଏଚଏସଟୁ ରେଳଷ୍ଟେଶନ ନିର୍ମାଣ କରାଯିବ। ଏଥିପାଇଁ ଏହି କବରସ୍ତାନରୁ ୬ ହଜାର ୫ ଶହ ମଣିଷ କଙ୍କାଳ ବାହାର କରାଯିବ ବୋଲି ସ୍ଥାନୀୟ…

ଆପଲ୍‌ ଘଣ୍ଟା ବଞ୍ଚାଇଲା ପର୍ବତାରୋହୀଙ୍କ ଜୀବନ: ଫେସବୁକ୍‌ରେ ଭାଇରାଲ; ୨ ଲକ୍ଷ କଲେଣି ଶେୟାର

ଓ୍ବାଶିଂଟନ,୨୪।୯: ଆପଲ ଘଣ୍ଟାର ସିରିଜ୍‌-୪ରେ ଫଲ୍‌ ଡିଟେକସନ୍‌ ସୁବିଧା ରହିଛି। ଏହାଦ୍ୱାରା ଘଣ୍ଟା ପିନ୍ଧିଥିବା ବ୍ୟକ୍ତି ଯଦି ବାଟରେ କୌଣସି ସ୍ଥାନରେ ପଡ଼ି ଯାଆନ୍ତି ତେବେ ଏହାର ସୂଚନା ଏହା ସହିତ ସଂଯୋଗ ହୋଇଥିବା ସ୍ମାର୍ଟଫୋନ୍‌କୁ ପ୍ରେରିତ ହୋଇଥାଏ। ଏହି ଘଣ୍ଟା…

ଘୋଡାର ବାରିକ ସାଜିଛନ୍ତି ମେଲୋଡି ହାମ୍ସ

୩୦ ବର୍ଷୀୟା ମେଲୋଡି ହାମ୍ସ ଏବେ ଅଶ୍ୱଙ୍କର କେଶ କାଟିବାକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ପଶୁଙ୍କ କେଶକୁ କାଟି ତାଙ୍କ ଶରୀରରେ ସେ ସୁନ୍ଦର ସୁନ୍ଦର ଚିତ୍ର ତିଆରି କରୁଛନ୍ତି। ମାତ୍ର ୯ ବର୍ଷ ବୟସରୁ ସେ ଏହି କାମରେ…

ଯେଉଁଠି ଜିନ୍ସ ପିନ୍ଧିବା ମନା, ଜଗିଂ କଲେ ମିଳିବ ଦଣ୍ଡ

ବିଶ୍ୱର ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ଆଇନ୍‌କାନୁନ ଥାଏ। ଆଇନ୍‌ ଭୁଲ ହେଉ କି ଠିକ୍‌ ଉକ୍ତ ଦେଶର ଲୋକେ ନିୟମ ମାନି ଚଳିବା ଶିରୋଧାର୍ଯ୍ୟ। ପୂର୍ବ ଆଫ୍ରିକାରେ ବୁରୁଣ୍ଡି ନାକ ଏକ ଦେଶ ରହିଛି। ଯେଉଁଠି ଲୋକଙ୍କୁ ଜିନ୍ସ ପିନ୍ଧିବା…

ଦିନକୁ ଦେଢ ଲିଟର କଫି ପିଉଥିବା ଏହି ଶିଶୁ କନ୍ୟା

ଶିଶୁମାନେ କଫି ପିଇବା କଥା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ। କିନ୍ତୁ ଇଣ୍ଡୋନେସିଆର ଏକ ଶିଶୁ କନ୍ୟା ୧୪ ମାସ ବୟସରେ ଦିନକୁ ଦେଢ ଲିଟର କଫି ପିଇବା ଆଶ୍ଚର୍ଯ୍ୟ କର ଘଟଣା। ଏହାପରେ ବି ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ରହିଥିବା…

ଏହି କମ୍ପାନୀର କର୍ମଚାରୀମାନେ ନିଜ ଇଚ୍ଛାରେ ବଢ଼ାଇଥା’ନ୍ତି ଦରମା

ସରକାରୀ ଚାକିରିଆ ହୁଅନ୍ତୁ ବା ବେସରକାରୀ। କର୍ମଚାରୀମାନଙ୍କ ଦରମା ବଢ଼ିଥାଏ କାର୍ଯ୍ୟାଳୟର ମୁଖ୍ୟଙ୍କ ନିର୍ଦ୍ଦେଶରେ। କିନ୍ତୁ ଏମିତି ଏକ କମ୍ପାନୀ ରହିଛି, ଯେଉଁଠି କର୍ମଚାରୀମାନେ ସେମାନଙ୍କ ଦରମା ନିଜେ ବଢ଼ାଇଥାନ୍ତି। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ସତ। ଏମିତି ଏକ କମ୍ପାନୀ ରହିଛି…

ଶହେ ଟଙ୍କା ପାଇଁ ୭୭ହଜାର ଟଙ୍କା ହରେଇଲେ ଇଞ୍ଜିନିୟର

ପାଟନା,୨୩।୯: ଲଗାତାର କିଛି ଦିନରୁ ଲୋକମାନେ ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଇ ଠକେଇର ଶିକାର ହେଉଥିବା ଘଟଣା ସାମ୍ନାକୁ ଆସିଛି। ଏହି କ୍ରମରେ ଜଣେ ଇଞ୍ଜିନିୟର ମଧ୍ୟ ଠକେଇର ଶିକାର ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବିହାରର ରାଜଧାନୀ ପାଟନାରେ ବିଷ୍ଣୁ ନାମକ ଜଣେ…

ମସ୍ତିଷ୍କର କ୍ରିୟାଶୀଳତା କମାଏ କ୍ଷୀଣ ଆଲୋକ…

କ୍ଷୀଣ ଆଲୋକ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଏ। ଏହାଦ୍ୱାରା ସ୍ମତିଶକ୍ତି କମିବା ସହିତ ଚିନ୍ତାଶକ୍ତି ମଧ୍ୟ ହ୍ରାସ ପାଏ। ଅପରପକ୍ଷରେ ଉଜ୍ଜଳ ଆଲୋକ ମସ୍ତିଷ୍କ କୋଷିକାର କ୍ରିୟାଶୀଳତାକୁ ବୃଦ୍ଧି କରି ନୂତନ ଚିନ୍ତାଧାରା ଉଦ୍ରେକ କରିଥାଏ। ଏନେଇ ମିସିଗାନ ବିଶ୍ୱବିଦ୍ୟାଳୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?