Posted inଫୁରସତ

ଯେଉଁଠାରେ ବିନା ଟଙ୍କାରେ ମିଳେ ଜିନିଷ

ଆଜିର ଯୁଗରେ ବିନା ଟଙ୍କାରେ କୌଣସି ଜିନିଷ ମିଳେ ନାହିଁ। କିନ୍ତୁ ପୃଥିବୀରେ ରହିଛି ଏଭଳି ଏକ ସ୍ଥାନ ଯେଉଁଠାରେ ବିନା ଟଙ୍କା ଖର୍ଚ୍ଚ କରି ଆପଣ ଜିନିଷ କିଣିପାରିବେ। ଆସାମର ମୋରିଗାଓଁ ଜିଲାରେ ପ୍ରତିବର୍ଷ ‘ଜୋନବିଲ’ ନାମକ ଏକ ମେଳା ଲାଗେ ଯେଉଁଠାରେ ଲୋକେ ବିନା ଟଙ୍କା ଖର୍ଚ୍ଚ କରି ଜିନିଷ କିଣିବାର ସୁଯୋଗ ପାଇଥାନ୍ତି। ଆସାମର ପାହାଡିଆ ଜନଜାତି ଏବଂ ସହରାଞ୍ଚଳ ଜନଜାତି ନିଜ ନିଜ ସାମଗ୍ରୀ ବିକ୍ରୟ କରିବା ପାଇଁ ଏହି ମେଳାରେ ବହୁ ସଂଖ୍ୟାରେ ଯୋଗଦାନ କରନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ମେଳାରେ ଟଙ୍କା ପଇସାର କାରବାର ହୋଇ ନ ଥାଏ ବରଂ ଲୋକମାନେ ଜିନିଷ ବଦଳରେ ଜିନିଷ ଦେଇ କିଣା ବିକା କରିଥାନ୍ତି। ଏଠାରେ ସାଧାରଣତଃ କୃଷିଜାତ ଦ୍ରବ୍ୟ, ମାଛ, ଘରକରଣା ଜିନିଷ ଆଦିର ଅଦଳବଦଳ ହୋଇଥାଏ। ଏହି ଅବସରରେ ମେଳା ଆରମ୍ଭରୁ ଅଧିବାସୀମାନେ ଅଗ୍ନି ପୂଜା କରିଥାନ୍ତି ଏବଂ ତା’ ସହ ସାମୂହିକ ମାଛ ଧରିବା ପରମ୍ପରା ମଧ୍ୟ ଆୟୋଜିତ ହୋଇଥାଏ। ଏହି ମେଳା ଦୀର୍ଘ ୫ଶହ ବର୍ଷ ଧରି ଏଭଳି ଚାଲି ଆସୁଛି। ତେବେ ଏଠାକାର ଅଧିବାସୀଙ୍କ ମଧ୍ୟରେ


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri