ସେନ୍ସରରୁ ଜାଣିହେବ ହୃଦ୍ରୋଗ
ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ହାଇଦ୍ରାବାଦର ଗବେଷକମାନେ ବିଶ୍ୱର ବିଭିନ୍ନ ପ୍ରତିଷ୍ଠିତ ଗବେଷଣା ସଂସ୍ଥାମାନଙ୍କ ସହଯୋଗରେ ଏବେ ବିକାଶ କରିଛନ୍ତି ଏକ ନୂତନ ସେନ୍ସର। ଏହା ଶୀଘ୍ର ଓ ଠିକ୍ ଭାବେ ହୃଦ୍ରୋଗ ନିରୂପଣ କରିପାରୁଛି। ଏହି ସେନ୍ସର ସମ୍ବନ୍ଧରେ...
କ୍ଷୀରରୁ ତିଆରି ହେଉଛି ଭୋଡ୍କା
ଗହମ, ଅଙ୍ଗୁର ଓ କିସ୍ମିସ୍ରୁ ମଦ ତିଆରି ହୋଇଥାଏ। ହେଲେ କ୍ଷୀରରୁ ମଦ ତିଆରି ହେବା କଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହି ଦୁଇଟି ପଦାର୍ଥ ସମ୍ପୂର୍ଣ୍ଣ ଭିନ୍ନ। କାହାର କାହା ସହିତ କୌଣସି ସମ୍ପର୍କ...
ଇରାନରେ ଆମ୍ବୁଲାନ୍ସକୁ ବାଟ ଛାଡୁ ନାହାନ୍ତି ଲୋକେ
ଇରାନରେ ଆମ୍ବୁଲାନ୍ସକୁ ବାଟ ଛାଡୁ ନାହାନ୍ତି ଲୋକେ ତେହରାନ,୨୬।୮: ଗୋଟିଏ ଦେଶର ଏଭଳି ଏକ ସହର ରହିଛି ଯେଉଁଠାରେ ଆମ୍ବୁଲାନ୍ସକୁ ଲୋକେ ବାଟ ଛାଡୁ ନାହାନ୍ତି। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ କଥାଟି ସତ। ଏହା ପଛରେ ଏକ ବଡ଼...
ସଫା କରିବା ପାଇଁ ନଗର ନିଗମକୁ ସୂଚନା ଦେବ ସ୍ମାର୍ଟ ଡଷ୍ଟବିନ୍
ହାଇଦ୍ରାବାଦର ୧୨ ବର୍ଷ ବୟସର ବାଳକ ମହମ୍ମଦ ହାସନ । ୮ମ ଶ୍ରେଣୀର ଛାତ୍ର। ଏତେ କମ୍ ବୟସରେ ବି ହାସନ ମେକାନିକାଲ ଓ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଛାତ୍ରଙ୍କୁ ପଢାଉଛନ୍ତି। ଏବେ ସେ ଏକ ସ୍ମାର୍ଟ ଡଷ୍ଟ୍ବିନ ନିର୍ମାଣ କରିଛନ୍ତି...
ମହାକାଶ ପର୍ଯ୍ୟଟନ ଦୌଡ଼ରେ ତିନୋଟି କମ୍ପାନୀ
ନୂଆଦିଲ୍ଲୀ: ଆଜକୁ ୫୦ ବର୍ଷ ପୂର୍ବେ ଯେତେବେଳେ ମଣିଷ ପ୍ରଥମେ ଚନ୍ଦ୍ରକୁ ଯାଇଥିଲା ସେତେବେଳେ ସ୍ପେସ୍ ଏକ୍ସର ସିଇଓ ଏଲନ୍ ମସ୍କ ଜନ୍ମ ହୋଇନଥିଲେ , ବ୍ଲୁ ଓରିଜିନର ମାଲିକ ଜେଫ୍ ବେଜୋସ୍ଙ୍କ ବୟସ ଥିଲା ୫ ଓ ଭର୍ଜିନ...
ନାଳରେ ପଡିଥିଲା ନବଜାତ ଶିଶୁକନ୍ୟା, କୋଳେଇ ନେଲେ ପୋଲିସ
ଲକ୍ଷ୍ନୌ,୨୫।୮:ପୁଣି ଅଲୋଡା ହେଲା ଶିଶୁକନ୍ୟା। ଉତ୍ତରପ୍ରଦେଶର ବୁଦାଉ ଜିଲାରେ ଥିବା ଏକ ନାଳରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି ଜଣେ ପୋଲିସ କର୍ମଚାରୀ। ତୁରନ୍ତ ଶିଶୁଟିକୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେ ସମ୍ପୂର୍ଣ୍ଣ ବିପଦମୁକ୍ତ ବୋଲି...
ବିବାହ ପାଇଁ ମନ୍ଦିରରେ ରଖାଯାଏ ଏଭଳି ସର୍ତ୍ତ…
ଉତ୍ତରାଖଣ୍ଡ ଆଲମୋରାରେ ରହିଛି ଗେଲୁ ଦେବତାଙ୍କ ମନ୍ଦିର। ମନ୍ଦିରରେ ପ୍ରତିଦିନ ବିବାହ ଅନୁଷ୍ଠିତ ହୋଇଥାଏ। ପ୍ରତିବର୍ଷ ଏଠାରେ ୪ଶହରୁ ଅଧିକ ବିବାହ ହୋଇଥାଏ। ତେବେ ଏବେ ମନ୍ଦିରରେ ବିବାହ ପାଇଁ ଏକ ସର୍ତ୍ତ ରଖାଯାଇଛି। ଏଠାରେ ବିବାହରେ ଉଭୟ କନ୍ୟା-ବରଙ୍କ...
ଶିକ୍ଷକଙ୍କ ବଦଳିରେ କାନ୍ଦିଲେ ପୂରା ଗାଁ ଲୋକେ: ଢୋଲ, ଘଣ୍ଟ ବଜାଇ ଦେଲେ ସମ୍ବର୍ଦ୍ଧନା
ଡେରାଡୁନ୍,୧୫।୮:ଆଜିକାଲି ସରକାରୀ ସ୍କୁଲରେ ପାଠପଢା ଦେଖି ଅଭିଭାବକମାନେ ନିଜ ପିଲାଙ୍କୁ ବେସରକାରୀ ସ୍କୁଲରେ ଅଧିକ ଫିସ୍ ଦେଇ ପାଠ ପଢାଇବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ ଆଜିବି କିଛି ସରକାରୀ ସ୍କୁଲରେ ପାଠପଢା ଦେଖି ପିଲାମାନେ ଶିକ୍ଷକଙ୍କୁ ଛାଡିବାକୁ ନାରାଜ ହେଉଛନ୍ତି।...
ବ୍ରିଟେନ୍ ମହାରାଣୀ ପିନ୍ଧି ସାରିଛନ୍ତି ୫ହଜାର ପ୍ରକାରର ଟୋପି
ବ୍ରିଟେନ୍ରେ ଲୋକେ ହ୍ୟାଟ୍ ବା ଟୋପି ପିନ୍ଧିବାକୁ ବେଶି ପସନ୍ଦ କରିଥାଆନ୍ତି। ବିବାହ ହେଉ ଅବା ଅନ୍ୟ କୌଣସି ଉତ୍ସବ ଅଧିକାଂଶ ଲୋକେ ଟୋପି ପିନ୍ଧିବାକୁ ପସନ୍ଦ କରିଥାଆନ୍ତି। ତେବେ ବ୍ରିଟେନ୍ର ରାଣୀ ଏଲିଜାବେଥ୍ଙ୍କ ଟୋପିର ରଙ୍ଗ ଓ ଡିଜାଇନ୍...
୧୯ବର୍ଷ ହେଲା ଶୌଚାଳୟରେ କଟୁଛି ମହିଳାଙ୍କ ଜୀବନ
ଚେନ୍ନାଇ, ୨୫।୮: ତାମିଲନାଡୁର ମଦୁରାଇରେ ଜଣେ ମହିଳା ଦୀର୍ଘ ୧୯ବର୍ଷ ହେଲା ସାର୍ବଜନୀନ ଶୌଚାଳୟରେ ଜୀବନ କାଟୁଛନ୍ତି। ୬୫ବର୍ଷୀୟ କରୁପାୟୀ ରମନାଡ ଅଞ୍ଚଳରେ ଥିବା ଏକ ଶୌଚାଳୟକୁ ନିଜ ଘର କରିଦେଇଛନ୍ତି। ରାତି ପାହି ସକାଳ ହେଲେ ଶୌଚାଳୟକୁ ସଫାକରିବା...
ସୁନା ଚେନ୍ ଗିଳିଦେଲେ ଚୋର, ପେଟରୁ ଚେନ୍ ବାହାର କରିବା ପାଇଁ ଏମିତି ଉପାୟ ଖୋଜିଲା ପୋଲିସ
ବିକାନେର,୨୫।୮: ପୋଲିସକୁ ଚକ୍ମା ଦେବା ପାଇଁ ଚୋର ଭିନ୍ନ ଭିନ୍ନ ପନ୍ଥା ଆପଣାଇଥାଏ। କିନ୍ତୁ ପୋଲିସଠାରୁ ବର୍ତ୍ତିବା ସବୁବେଳେ ତା’ ପାଇଁ ସମ୍ଭବ ହୋଇ ନ ଥାଏ। ରାଜସ୍ଥାନର ବିକାନେର୍ରେ ଜଣେ ଚୋର ପୋଲିସକୁ ଦେଖି ସୁନା ଚେନ୍ ଗିଳିଦେଇଥିଲେ।...
ଏକାକୀ ମହିଳାଙ୍କ ଭରସା ରାଜି ଆକ୍କା
ଚେନ୍ନାଇର ପିଭି ରାଜି ଅଶୋକ ଜଣେ ଅଟୋ ଚାଳିକା। ମଧ୍ୟରାତ୍ର ହେଉକି ଉଦୁଉଦିଆ ଖରାବେଳ, ସେ କେବେ ବି କୌଣସି ମହିଳାଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାକୁ ମନା କରି ନ ଥାଆନ୍ତି । ୮-୯ ଘଣ୍ଟିଆ ଶିଫ୍ଟ ସରିଯାଇଥିଲେ ହେଁ...
Archives


