ଫୁରସତ

ମହାତ୍ମା ଗାନ୍ଧୀଙ୍କୁ ନିଜ ଅଟୋଗ୍ରାଫକୁ ୫ଟଙ୍କାରେ ବିକ୍ରି କରିବାକୁ ପଡ଼ିଥିଲା

ଚଳିତ ବର୍ଷ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଉଛି। ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବହୁ ଆଡ଼ମ୍ବରରେ ପାଳନ କରାଯିବାକୁ ଯୋଜନା କରାଯାଇଛି। ୧୮୬୯ ଅକ୍ଟୋବର ୨ରେ ଗୁଜରାଟର ପୋରବନ୍ଦରଠାରେ ମୋହନଦାସ କରମଚାନ୍ଦ ଗାନ୍ଧୀ…

ଏହି ମନ୍ଦିରରେ ଓଲଟା ସ୍ବସ୍ତିକ ତିଆରି କଲେ ମାନସିକ ହୁଏ ପୂରଣ…

ଭାରତରେ ଅନେକ ସ୍ଥାନରେ ଗଣେଶ ମନ୍ଦିର ରହିଛି। ଏସବୁ ମନ୍ଦିରରେ ସାଧାରଣତଃ ଗଣେଶଙ୍କ ପଥର ଅବା ଧାତୁ ନିର୍ମିତ ମୂର୍ତ୍ତି ପୂଜା ପାହାନ୍ତିି । ତେବେ ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ଏକ ମନ୍ଦିରରେ ସିନ୍ଦୁରରେ ନିର୍ମିତ ଗଣେଶ ମୂର୍ତ୍ତି ପୂଜା ପାଉଛନ୍ତି।…

ବହୁ ବର୍ଷ ହେବ ରୋଷେଇ ଘରେ ଲାଗିଥିଲା ଫଟୋ ଚିତ୍ର, ହଠାତ୍‌ ମହିଳା ହେଲେ କୋଟିପତି

ବେଳେବେଳେ ଆମ ଘରେ ଏମିତି କିଛି ଜିନିଷ ଥାଏ ଯାହାର ମୂଲ୍ୟ ଆମକୁ ଜଣା ନ ଥାଏ। ଆଉ ତାହା ଜାଣିବା ପରେ ଆମେ ଆଶ୍ଚର୍ଯ୍ୟ ହୋଇଯାଇଥାଉ। ଏମିତି କିଛି ଘଟିଛି ଫ୍ରାନ୍ସର କମ୍ପେନିୟନ ସହରରେ ରହୁଥିବା ଫିଲୋମେନ ଓ୍ବଲ୍ଫ ନାମକ…

ଶାରଦୀୟ ନବରାତ୍ର: ରାଶି ଅନୁସାରେ କରନ୍ତୁ ପୂଜା, ପାଇବେ ଶୁଭଫଳ

ଶାରଦୀୟ ନବରାତ୍ର ପୂଜା ରବିବାରଠାରୁ ଆରମ୍ଭ ହୋଇଯାଇଛି। ଦୀର୍ଘ ୯ ଦିନ ଧରି ସାରା ଦେଶରେ ମହାମାୟୀ ପୂଜା ପାଇବେ। ଏହି ୯ ଦିନକୁ ମହାନବରାତ୍ର ଭାବେ ପାଳନ କରାଯାଏ। ନବରାତ୍ର ଅବସରରେ ଶ୍ରଦ୍ଧାଳୁମାନେ ଦେବୀଙ୍କୁ ମନ୍ଦିର ଓ ପୀଠରେ ପୂଜାର୍ଚ୍ଚନା…

୧୭୫ ବର୍ଷର ପୁରୁଣା ସ୍କୁଲ, ଯେଉଁଠି ଏବେ ବି ଗାନ୍ଧୀ ଟୋପି ପିନ୍ଧି ପଢୁଛନ୍ତି ଛାତ୍ର

ଭୋପାଳ, ୨୯।୯:ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିଟି ଜିନିଷକୁ ସାଇତି ରଖିବା ପାଇଁ ସବୁବେଳେ ପ୍ରଚେଷ୍ଟା ହୋଇଆସିଛି। ସେ ଟୋପି ହେଉ ଅବା ସେ ବ୍ୟବହାର କରୁଥିବା ଚର୍‌ଖା ଆଜି ବି ଐତିହାସିକ ହୋଇ ରହିଛି। ମଧ୍ୟପ୍ରଦେଶର ନରସିଂହପୁରରେ ଏକ ସ୍କୁଲରେ…

ଟ୍ରାନ୍ସପରେଣ୍ଟ କଫି

କଫି ସମସ୍ତେ ପିଇଥିବେ, ଆଉ ତାର ରଙ୍ଗ କିପରି ଜାଣିଥିବେ। ହେଲେ ଏଠାରେ ଯେଉଁ କଫି କଥା କୁହାଯାଉଛି ତାହା ଦେଖିବାକୁ ଜଳ ପରି ସ୍ବଚ୍ଛ। କିନ୍ତୁ ପିଇଲେ ତା’ର ସ୍ବାଦ କୋଲ୍ଡ ବ୍ରିଉ ପରି। ଏହାକୁ ତିଆରି କରିଛନ୍ତି ସ୍ଲୋଭାକିଆର…

ଚକୋଲେଟ କଟେଜ୍‌

ପୃଥିବୀରେ ଏଭଳି ଅନେକ ସ୍ଥାପତ୍ୟ ରହିଛି, ଯାହାର ସୁନ୍ଦରତା ଏବଂ ସ୍ବତନ୍ତ୍ରତା ଅନେକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ସେହିଭଳି ଏକ ନିଆରା ସ୍ଥାପତ୍ୟ ରହିଛି ପ୍ୟାରିସ୍‌ଠାରେ। ଏଠାରେ ଥିବା ଏକ ଘର ନିର୍ମିତ ହୋଇଛି ସମ୍ପୂର୍ଣ୍ଣ ଚକୋଲେଟରେ। ୧୮ ବର୍ଗମିଟର ପରିମିତ…

ନିଜ ପାଇଁ ପୋଖରୀ ତିଆରି କରୁଥିବା ବେଙ୍ଗ

ପୃଥିବୀର ସବୁଠାରୁ ବଡ଼ ବେଙ୍ଗ ହେଉଛି ଗୋଲିଆଥ୍‌। ୩୪ ସେ.ମି. ଲମ୍ବ ଓ ୩.୨ କି.ଗ୍ରା ଓଜନ ବିଶିଷ୍ଟ ଏହି ବେଙ୍ଗ କେବଳ କାମେରୁନ୍‌ ଓ ଇକ୍ୱାଟୋରିଆଲ୍‌ ଗୁଏନାରେ ଦେଖିବାକୁ ମିଳନ୍ତି। ଏମାନେ ଝରଣା ନିକଟରେ ବସବାସ କରନ୍ତି। ଏହା ଏକ…

୫ ଇଞ୍ଚର ବୁଢ଼ା ଅଙ୍ଗୁଳି ପାଇଁ ଟିକ୍‌ଟକ୍‌ରେ ପ୍ରସିଦ୍ଧ

ଆମେରିକା, ମାସାଚୁସେଟ୍‌ସ୍ଥ ଓ୍ବେଷ୍ଟପୋର୍ଟର ୨୦ ବର୍ଷୀୟ ଜାକୋବ ପିନା ନିକଟରେ ଟିକ୍‌ଟକ୍‌ରେ ହୋଇଛନ୍ତି ପ୍ରସିଦ୍ଧ। ତେବେ ନିଜ ଗୀତ କି ନାଚ ପାଇଁ ନୁହେଁ। ବରଂ ନିଜର ବୁଢା ଅଙ୍ଗୁଳି ପାଇଁ। ସେ ଟିକ୍‌ଟକ୍‌ରେ ନିଜ ବୁଢା ଅଙ୍ଗୁଳିର ଏକ ମ୍ୟୁଜିକ୍‌…

ଶୁଭ ଅଶୁଭ ସଙ୍କେତ

* ଯେଉଁ ଘରେ ସର୍ବଦା ବିଲେଇ କଳି କରୁଥାନ୍ତି ସେହି ଘରେ ସବୁବେଳେ ବିବାଦ ଲାଗି ରହିଥାଏ ବୋଲି ଲୋକକଥା ରହିଛି। * ଘର ସମ୍ମୁଖରେ ଗାଈ ଆସି ହମ୍ବାଳିବା ଶୁଭ ବୋଲି କୁହାଯାଏ । ସେହି ଘରକୁ ଖୁବ୍‌ ଶୀଘ୍ର…

ଗାନ୍ଧୀ ମେମୋରିଆଲ୍‌ ମ୍ୟୁଜିୟମ୍‌

ତାମିଲନାଡ଼ୁର ମଦୁରାଇଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ଏକ ସଂଗ୍ରହାଳୟ ୧୯୫୯ ମସିହାରେ ଗଢ଼ି ଉଠିଥିଲା, ଯାହାର ନାଁ ହେଉଛି ଗାନ୍ଧୀ ମେମୋରିଆଲ୍‌ ମ୍ୟୁଜିୟମ୍‌। କେହି କେହି ଏହାକୁ ଗାନ୍ଧୀ ମ୍ୟୁଜିୟମ୍‌ ବି କହିଥାନ୍ତି। ତେବେ ଦେଶରେ ଦେଖିବାକୁ ମିଳୁଥିବା…

ଏହି ମନ୍ଦିର ପଛ ଦ୍ୱାରରେ ରହିଛି ନର୍କକୁ ରାସ୍ତା

ବିଶ୍ୱରେ ସମସ୍ତ ଧର୍ମରେ ସ୍ବର୍ଗ-ନର୍କର କଥା ବର୍ଣ୍ଣନା କରାଯାଇଛି। ସ୍ବର୍ଗ ଏମିତି ଏକ ସ୍ଥାନ, ଯେଉଁଠି ମୃତ୍ୟୁ ପରେ ପୁଣ୍ୟାତ୍ମାଙ୍କୁ ସ୍ଥାନ ମିଳିଥାଏ। ଆଉ ନର୍କକୁ ପାପୀଙ୍କର ସ୍ଥାନ ବୋଲି କୁହାଯାଇଥାଏ। ଆଜି ଏମିତି ଏକ ମନ୍ଦିର ସମ୍ପର୍କରେ କହିବୁ, ଯାହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?