ପକେଟ ମନି ସଞ୍ଚୟ କରି ଗରିବ ପିଲାଙ୍କ ମୁହଁରେ ହସ ଫୁଟାଇଲେ ସ୍କଟଲାଣ୍ଡରୁ ଆସିଥିବା ପରିବାର
ଆଲିଗଢ,୨୫।୧୦: ସଂସ୍କୃତିରୁ ହିଁ ସଂସ୍କାରର ଜନ୍ମ ହୋଇଥାଏ। ଭାରତୀୟ ସଂସ୍କୃତିର ଏହି ସଂସ୍କାର ପାଇଁ ସାତ ସମୁଦ୍ର ପାର ହୋଇ ଦୀପାବଳି ମନାଇବାକୁ ଆସିଛନ୍ତି ସ୍କଟଲାଣ୍ଡର ଗୋଟିଏ ପରିବାର। ଭାରତରେ ରହୁଛନ୍ତି ସେମାନଙ୍କ ନିଜ ପରିବାର। ଭାରତର ମୂଳବାସିନ୍ଦା ଅଭିଷେକ ଅଗ୍ରଓ୍ବାଲ୨୦୦୨ରୁ…
ଶିଶୁପୁତ୍ର ସହ ଭୂତ ଶୋଇଥିବା ଦେଖି ଡରିଗଲେ ମା’, ସୋସିଆଲ ମିଡିଆରେ ଫଟୋ ଶେୟାର କରି କହିଲେ ସମ୍ପୂର୍ଣ୍ଣ ଘଟଣା
ଭୂତ, ପ୍ରେତକୁ ନେଇ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ମତ ରଖିଥାନ୍ତି। କେହି ଏହାର ଅସ୍ଥିତ୍ୱକୁ ନେଇ ବିଶ୍ୱାସ କରୁଥିଲେ ମଧ୍ୟ କେହି କେହି ବିଶ୍ୱାସ କରି ନ ଥାନ୍ତି। ତେବେ ଏହା ଉପରେ ଏପରି କିଛି ସୂଚନା ନାହିଁ କି…
ବହୁରୂପୀ କାହିଁକି, କେତେବେଳେ ଏବଂ କେମିତି ବଦଳାଇଥାଏ ରଙ୍ଗ
ବହୁରୂପୀ ଏଣ୍ଡୁଅ ରଙ୍ଗ ବଦଳାଉଥିବା ନିଶ୍ଚିତ ଦେଖିଥିବେ। କିନ୍ତୁ ମନକୁ କେବେ ପ୍ରଶ୍ନ ଆସିଛି କି, ଏହା କାହିଁକି ରଙ୍ଗ ବଦଳାଏ ଏବଂ କେଉଁ ସମୟରେ ବଦଳାଏ ବୋଲି। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ… ବହୁରୂପୀ ରଙ୍ଗ ବଦଳାଇବା ପଛରେ…
ଯେଉଁଠି ପୂଜା ଥାଳି ବଦଳରେ ନିଆଯାଏ ସାପ
ସାପ ନାଁ ଶୁଣିବା ମାତ୍ରେ ଲୋକେ ଭୟରେ ଥରି ଉଠନ୍ତି। ଯଦି କାହାରି ସମ୍ମୁଖକୁ ସାପ ଆସିଗଲା, ତେବେ କଥା ସେଇଠି ସରିଲା। କିନ୍ତୁ ଗୋଟିଏ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ବିଶ୍ୱରେ ଏଭଳି ଏକ ସ୍ଥାନ ରହିଛି, ଯେଉଁଠାରେ…
ପର୍ସ ହଜିବା ପରେ ଆକାଉଣ୍ଟକୁ ଆସିବାରେ ଲାଗିଲା ଟଙ୍କା
ବେଳେବେଳେ ପର୍ସ ହଜିବା କିମ୍ବା ଚୋରି ହେଉଥିବା ଶୁଣିଥିବେ। କିନ୍ତୁ ପର୍ସ ହଜିବା ପରେ ଆଉ ମିଳିବ ବୋଲି ଖୁବ୍ କମ୍ ଆଶା ଥାଏ। ମାତ୍ର ଜଣେ ବ୍ୟକ୍ତିଙ୍କର ପର୍ସ ହଜିବା ପରେ ତାଙ୍କ ଆକାଉଣ୍ଟକୁ ଥରକୁ ଥର ଟଙ୍କା ଆସିବାରେ…
ଧନ ପ୍ରାପ୍ତି ପାଇଁ ଧନତେରାସ୍ରେ କରନ୍ତୁ ଏହି ଉପାୟ
ଦୀପାବଳି ଅମାବାସ୍ୟା ପୂର୍ବରୁ ପଡୁଥିବା ତ୍ରୟୋଦଶୀକୁ ଧନତେରାସ୍ ଭାବେ ପାଳନ କରାଯାଇଥାଏ। ଏହି ଦିନ ପ୍ରଭୁ ଧ୍ୱନନ୍ତରୀ ଜନ୍ମଗ୍ରହଣ କରିଥିବାରୁ ଏହାକୁ ଧନ୍ବନ୍ତରୀ ଜୟନ୍ତୀ ମଧ୍ୟ କୁହାଯାଇଥାଏ। ଧନ ତେରାସ୍ରେ ମହାଲକ୍ଷ୍ମୀଙ୍କ କୃପା ଲାଭ ପାଇଁ ଶାସ୍ତ୍ରରେ କେତେକ ସହଜ ଉପାୟ…
ଦୀପାବଳି ପୂର୍ବରୁ ଘରୁ ବାହାର କରିଦିଅନ୍ତୁ ଏସବୁ ସାମଗ୍ରୀ, ପଡ଼ିବ ଲକ୍ଷ୍ମୀଙ୍କ କୃପାଦୃଷ୍ଟି
କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ପ୍ରତିବର୍ଷ ଦୀପାବଳି ପର୍ବ ପାଳନ କରାଯାଇଥାଏ। ଏହି ଖାସ୍ ଉତ୍ସବରେ ମା’ ଲକ୍ଷ୍ମୀ ଏବଂ ଗଣେଶଙ୍କ ପୂଜା ସହିତ ପୂରା ଘରକୁ ଦୀପରେ ସଜା ଯାଇଥାଏ। କୁହାଯାଏ, ଏହିଦିନ ମା’ ଲକ୍ଷ୍ମୀ ଧରାପୃଷ୍ଠରେ ଅବତରଣ…
ଏମିତି ଶିବଲିଙ୍ଗ ଯାହାର ଚାରିପଟେ ଥରେ ବୁଲିଆସିବାକୁ ଲାଗେ ୧୫ ଦିନ…
ଏପରି ଏକ ଶିବମନ୍ଦିର ଯାହା ମନ୍ଦିର ପାଇଁ ନୁହେଁ ବରଂ ଶିବଲିଙ୍ଗ ଲାଗି ପ୍ରସିଦ୍ଧ ଲାଭ କରିଛି। ଲୋକମାନଙ୍କୁ ଏହି ଶିବଲିଙ୍ଗ ଚାରିପଟେ ପରିକ୍ରମା କରିବାକୁ ପ୍ରାୟ ୧୫ ଦିନ ଲାଗିଥାଏ। ଲୋକେ ଏହି ସ୍ଥାନକୁ ସ୍ବର୍ଗପ୍ରାପ୍ତିର କେନ୍ଦ୍ର ବୋଲି ମାନିଥାନ୍ତି।…
ସାମାଜିକ ଅର୍ଥନୈତିକ ବିକାଶରେ ଜାତିସଂଘ
୧୯୪୫ ଜୁନ୍ ୨୬ରେ ୫୦ଟି ଦେଶ ଜାତିସଂଘ ଅଧିକାରପତ୍ରରେ ସ୍ବାକ୍ଷର କରିବା ପରେ ଜାତିସଂଘ ଅକ୍ଟୋବର୨୪,୧୯୪୫ରେ ସ୍ଥାପିତ ହୋଇଥିଲା। ଏହି ସମୟରେ ଚାଇନା ୟୁନାଇଟେଡ୍ ଷ୍ଟେଟ୍, ଫ୍ରାନ୍ସ, ସଂଯୁକ୍ତ ରାଜ୍ୟ, ୟୁନାଇଟେଡ୍ କିଙ୍ଗଣ୍ଡମ୍ ଓ ସୋଭିଏଟ୍ ସଂଘ ଏହାକୁ ସ୍ବୀକୃତି ଦେଇଥିଲେ…
ଟାର୍ଗେଟ୍ ଅଲିମ୍ପିକ୍ସ
୧୯୯୩ ମସିହା ମେ ୧୦ ତାରିଖ ସୁନ୍ଦରଗଡ଼ ଜିଲା ସଉନାମରା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଅମିତ ରୋହିଦାସ। ୪ବର୍ଷ ବୟସରୁ ହକି ଖେଳିବା ପ୍ରତି ସେ ଆଗ୍ରହ ପ୍ରକାଶ କରିଥିଲେ। ପରେ ୧୦ ବର୍ଷ ବୟସରେ ପ୍ରଥମେ ଗାଁ ଟିମ୍ରେ…
ପ୍ଲାଷ୍ଟିକ ସାଜିଛି ମୃତ୍ୟୁଯନ୍ତା
ଚେନ୍ନାଇ: ପ୍ଲାଷ୍ଟିକ ଦ୍ରବ୍ୟ ସହ ପଲିଥିନ୍ର ବହୁଳ ବ୍ୟବହାର ଯୋଗୁ କେବଳ ପରିବେଶ ନଷ୍ଟ ହେଉଛି ବୋଲି ଭାବିବା ଠିକ୍ ନୁହେଁ। ଏହାଦ୍ୱାରା ପ୍ରାଣୀଜଗତ ମଧ୍ୟ ପ୍ରଭାବିତ ହେଉଛନ୍ତି। ବାହାରେ ଫିଙ୍ଗାଯାଉଥିବା ପ୍ଲାଷ୍ଟିକ ଓ ପଲିଥିନ ଖାଇ ଅନେକ ଗାଈଗୋରୁ ମୃତ୍ୟୁବରଣ…
ନ୍ୟୁୟର୍କରୁ ସିଡ୍ନୀ ୧୯ ଘଣ୍ଟା ଲଗାତର ବିମାନ ଯାତ୍ରା
ନ୍ୟୁୟର୍କ: ଘଣ୍ଟାଏ ନୁହେଁ କି ଦୁଇଘଣ୍ଟା ନୁହେଁ ଲଗାତର ୧୯ ଘଣ୍ଟା ୧୬ ମିନିଟ୍ର ବିମାନ ଯାତ୍ରା। ନ୍ୟୁୟର୍କରୁ ସିଡ୍ନୀକୁ କ୍ୱାଣ୍ଟାସ୍ ବିମାନ ଯାତ୍ରୀ ଏଭଳି ଦୀର୍ଘ ସମୟ ଉଡ଼ାଣ କରି ଇତିହାସ ରଚନା କରିଛନ୍ତି। ଦୀର୍ଘ ୧୬,୨୦୦ କିଲୋମିଟରର ବିମାନ…

