କେବେ ଆରମ୍ଭ ହୋଇଥିଲା ଦୀପାବଳି
ଆଲୋକର ପର୍ବ ଦୀପାବଳି। ଦୀପାବଳି ଆସିଲେ ଘରେ ଘରେ ଖୁସିର ମାହୋଲ ଦେଖାଯାଇଥିବା ବେଳେ ଭିନ୍ନ ଭିନ୍ନ ପ୍ରକାରର ସୁସ୍ବାଦୁ ବ୍ୟଞ୍ଜନ ତିଆରି କରାଯାଇଥାଏ। ଲୋକେ କିଛି ଦିନ ଆଗରୁ ଘର ସଫା କାର୍ଯ୍ୟ ସାରିଦେଇଥିବା ବେଳେ ଦୀପାବଳି ଦିନ ଘରକୁ…
ଅଯୋଧ୍ୟାରେ ୫.୫ ଲକ୍ଷ ଦୀପ ଜଳାଇ ବିଶ୍ୱ ରେକର୍ଡ
ଦୀପଦାନ କରିବାକୁ ନେଇ ଗିନିଜ୍ ଓ୍ବାଲ୍ଡ ରେକର୍ଡ। ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଅଯୋଧ୍ୟାରେ। ଶନିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଦ୍ୱାରା ସରଜୁ ନଦୀ କୂଳରେ ସମୂହ ଦୀପଦାନ କରିବାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ରାଜ୍ୟର ପର୍ଯ୍ୟଟନ…
ଦୀପାବଳି : ପୁରାଣରୁ ବର୍ତ୍ତମାନ…
ଦୀପାବଳି ବିଭିନ୍ନ ପୌରାଣିକ ମତବାଦ ଓ ଧର୍ମୀୟ ବିଶ୍ୱାସ ସହିତ ଜଡ଼ିତ। ପ୍ରକୃତରେ ଏହା ଏକ କୃଷିଭିତ୍ତିକ ପର୍ବ। ଫସଲ ଅମଳ ସମୟରେ ପୋକ ନିୟନ୍ତ୍ରଣ ପାଇଁ ଏହାର ଆୟୋଜନ ହେଉଥିବା ଅନୁମାନ କରାଯାଏ। ଅମଳ ଋତୁରେ ଶସ୍ୟକ୍ଷେତ୍ର ସମେତ ଜନବସତିରେ…
ମଡ୍ କୁକିଜ୍
ବିବାହ, ବ୍ରତ ହେଉ ଅବା କୌଣସି ଫଙ୍କ୍ଶନ୍, ଅନେକ ସୁସ୍ବାଦୁ ବ୍ୟଞ୍ଜନର ବ୍ୟବସ୍ଥା କରାଯାଏ। ଲୋକେ ଯେତିକି ଖାଆନ୍ତି ନଷ୍ଟ ଅଧିକ କରନ୍ତି। କୁଢ଼ କୁଢ଼ ଖାଦ୍ୟ ଅଳିଆଗଦାକୁ ଯାଏ। ତେବେ ଖାଲି କୌଣସି କାର୍ଯ୍ୟକ୍ରମରେ ନୁହେଁ ଏମିତିକି ଘରେ ଘରେ…
ଆଙ୍ଗ୍ଲୋ-ସାକ୍ସନ ଶବ୍ଦ ‘ଏରଦା’ରୁ ‘ଆର୍ଥ’
ସୌରମଣ୍ଡଳର ଗ୍ରହଗୁଡ଼ିକର ନାମକରଣ ପ୍ରାୟତଃ ଗ୍ରୀକ୍ ବା ରୋମ୍ ଦେବତାଙ୍କ ନାମାନୁସାରେ ନାମିତ ହୋଇଥାଏ। ମାର୍ସ, ନେପ୍ଚ୍ୟୁନ୍ ଆଦି ଏହାର ଗୋଟିଏ ଗୋଟିଏ ଦୃଷ୍ଟାନ୍ତ। ମାତ୍ର ଆମେ ବସବାସ କରୁଥିବା ତଥା ସୌରମଣ୍ଡଳର ଏକମାତ୍ର ଜୀବନୋପଯୋଗୀ ଗ୍ରହ ପୃଥିବୀର ନାମକରଣ ହେଉଛି…
ଫିଙ୍ଗର୍ ଟାଟୁ
ଟାଟୁ କ୍ରେଜ୍ ତ ପିଲାଠୁ ବୁଢ଼ା ସମସ୍ତଙ୍କଠାରେ ଦେଖିବାକୁ ମିଳୁଛି। କିଏ ହାତରେ ତ କିଏ ବେକରେ ଆଉ କିଏ ମୁହଁ ଅବା ଦେହର ବିଭିନ୍ନ ସ୍ଥାନରେ ଟାଟୁ କରାଇଥାଆନ୍ତି। ତେବେ ନିକଟରେ ଫିଙ୍ଗର ଟାଟୁର କ୍ରେଜ୍ ବେଶ୍ ଦେଖିବାକୁ ମିଳୁଛି।…
୧ କି.ଗ୍ରା. ଓଜନର ସୁନା କାନଫୁଲ
ଭାରତର ବହୁ ପୁରୁଣା ସୁନା ଗହଣା ନିର୍ମାତା ଜିଆର୍ଟି ଜୁଏଲର୍ ନିକଟରେ ଉନ୍ମୋଚନ କରିଛନ୍ତି ୧ କି.ଗ୍ରା. ଓଜନର ଏକ ଝୁମ୍କା ଇୟରିଂ। ଏହି ବିରାଟକାୟ ଇୟରିଂ ସମ୍ପୂର୍ଣ୍ଣଭାବେ ହାତ ତିଆରି। ବିଶ୍ୱାସ କରାଯାଉଛି ଏହା ହେଉଛି ପୃଥିବୀର ସବୁଠାରୁ ବଡ଼…
ବେସାହାରା ପ୍ରାଣୀଙ୍କ ସାହାରା ୯ ବର୍ଷର ବାଳକ
ଅନେକ ସମୟରେ ପାଖରେ ଟଙ୍କା ଥାଇ ବି ମନରେ ଅନ୍ୟକୁ ସାହାଯ୍ୟ କରିବା ମନୋବୃତ୍ତି ନ ଥିବା ଯୋଗୁ ଲୋକେ ଅନ୍ୟର ଅସୁବିଧା ଦେଖି ବି ଅଣଦେଖା କରିଦିଅନ୍ତି। ତେବେ ଋଷ୍ର ଜଣେ ୯ ବର୍ଷର ବାଳକ ପାଭେଲ ଆବ୍ରାମଭ୍ଙ୍କ ପାଖରେ…
ଦୀପାବଳିରେ ମା’ ଲକ୍ଷ୍ମୀଙ୍କ ସହିତ କରାଯାଏ ଗଣେଶଙ୍କ ପୂଜା
କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ପାଳନ କରାଯାଇଥାଏ ଆନନ୍ଦ ଉଲ୍ଲାସର ପର୍ବ ଦୀପାବଳି। ଏହି ରାତିଟି ଅମା ଅନ୍ଧାକାର ହୋଇଥିଲେ ମଧ୍ୟ ଦୀପ ଆଲୋକରେ ସମଗ୍ର ଅଞ୍ଚଳ ହୋଇଥାଏ ଆଲୋକିତ। ପୌରାଣିକ କଥା ଅନୁସାରେ, ଦୀପାବଳିରେ ଧନ ସମ୍ପଦ ଏବଂ…
ଦୀପାବଳିରେ ଉପହାର
ଦୀପାବଳିରେ ବନ୍ଧୁ ପରିଜନଙ୍କୁ କେଉଁଭଳି ଉପହାର ଦେବା ଦ୍ୱାରା ଶୁଭ ଲାଭ ମିଳିଥାଏ ସେ ସମ୍ପର୍କରେ… * ଦୀପାବଳି ଅବସରରେ ଧାତୁ ନିର୍ମିତ ଯେକୌଣସି ଉପହାର ଦେବା ଶୁଭ ବୋଲି କୁହାଯାଇଥାଏ। ଏହା ଦ୍ୱାରା ଧନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ…
ଏମିତି ନିଆରା ଢଙ୍ଗରେ ପାଳନ୍ତୁ ଦୀପାବଳି
ଦୀପାବଳିକୁ ଏମିତି କିଛି ନିଆରା ଢଙ୍ଗରେ ପାଳନ କରନ୍ତୁ ଯାହା ହୋଇଯିବ ଆପଣଙ୍କ ପାଇଁ ଖାସ୍ …. * ଏହି ଅବସରରେ ଅଭାବୀ ଲୋକଙ୍କୁ କିଛି ଦାନ କରନ୍ତୁ। ଅନାଥ ଶିଶୁ ବା ବେସାହାରା ବୃଦ୍ଧାବୃଦ୍ଧଙ୍କ ସହ ଏହି ଦିନଟିକୁ ପାଳନ…
ଶକ୍ତିପୀଠ ଚାମୁଣ୍ଡେଶ୍ୱରୀ ମନ୍ଦିର: କେବେ ଓ କେମିତି ଯିବେ
ମା’ ଦୁର୍ଗାଙ୍କର ଏକ ସ୍ବରୂପ ‘ମା’ ଚାମୁଣ୍ଡେଶ୍ୱରୀ’ଙ୍କୁ ସମର୍ପିତ ପବିତ୍ର ଚାମୁଣ୍ଡେଶ୍ୱରୀ ମନ୍ଦିରଟି କର୍ନାଟକର ମହୀଶୂରଠାରୁ ପ୍ରାୟ ୧୩ କି.ମି . ଦୂରରେ ଥିବା ଚାମୁଣ୍ଡୀ ନାମକ ପାହାଡ଼ ଉପରେ ଅବସ୍ଥିତ। ଏହା ଏକ ଶକ୍ତିପୀଠ ଭାବେ ବି ଜଣାଶୁଣା। ସମୁଦ୍ର…

